Sambit Routray (MLA,Paradeep)(@MLAParadeep) 's Twitter Profileg
Sambit Routray (MLA,Paradeep)

@MLAParadeep

Member of legislative assembly (Paradeep, constituency)

ID:1235085043208523778

calendar_today04-03-2020 06:10:13

498 Tweets

4,3K Followers

85 Following

Sambit Routray (MLA,Paradeep)(@MLAParadeep) 's Twitter Profile Photo

ପଣା ସଂକ୍ରାନ୍ତିକୁ ଓଡ଼ିଆ ନବ ବର୍ଷ ରୂପେ ପ୍ରତ୍ୟେକ ଓଡ଼ିଆ ପାଳନ କରନ୍ତି। ନୂତନ ବର୍ଷ ଆନନ୍ଦରେ ପରିପୂର୍ଣ୍ଣ ହେଉ, ଆମ ସମାଜରେ ଭାଇଚାରାର ସମ୍ପର୍କ ମଜଭୁତ ହେଉ, ଏହା ହିଁ ପ୍ରାର୍ଥନା। ଓଡ଼ିଆ ନବବର୍ଷ ଓ ମହା ବିଷୁବ ସଂକ୍ରାନ୍ତି ବା ପଣା ସଂକ୍ରାନ୍ତି ତଥା ହନୁମାନ ଜୟନ୍ତୀ ଅବସରରେ ଓଡ଼ିଶାବାସୀଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା।

account_circle
Sambit Routray (MLA,Paradeep)(@MLAParadeep) 's Twitter Profile Photo

ଓଡ଼ିଶାର ପ୍ରସିଦ୍ଧ ମିଠା ମାନଙ୍କ ଭିତରେ ଛେନାପୋଡ଼ର ସ୍ଥାନ ସ୍ୱତନ୍ତ୍ର। ସୁସ୍ୱାଦୁ ଛେନାପୋଡ଼କୁ ନେଇ ଏବେ ସବୁଠି ଚର୍ଚ୍ଚା । ପ୍ରତିଟି ଓଡ଼ିଆଙ୍କ ପାଇଁ ଛେନାପୋଡ଼ ଏକ ଖୁସିର ସନ୍ତକ। ଆଜିର ବିଶ୍ୱ ଛେନା ପୋଡ଼ ଦିବସର ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ।

divas

ଓଡ଼ିଶାର ପ୍ରସିଦ୍ଧ ମିଠା ମାନଙ୍କ ଭିତରେ ଛେନାପୋଡ଼ର ସ୍ଥାନ ସ୍ୱତନ୍ତ୍ର। ସୁସ୍ୱାଦୁ ଛେନାପୋଡ଼କୁ ନେଇ ଏବେ ସବୁଠି ଚର୍ଚ୍ଚା । ପ୍ରତିଟି ଓଡ଼ିଆଙ୍କ ପାଇଁ ଛେନାପୋଡ଼ ଏକ ଖୁସିର ସନ୍ତକ। ଆଜିର ବିଶ୍ୱ ଛେନା ପୋଡ଼ ଦିବସର ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ। #chenapoda #chenapodadivas
account_circle
Sambit Routray (MLA,Paradeep)(@MLAParadeep) 's Twitter Profile Photo

ଓଡ଼ିଆ ସଂସ୍କୃତି ସହ ଜଡ଼ିତ ଓଡ଼ିଆଙ୍କ ଖାଦ୍ୟପେୟ। କୃଷି ପ୍ରଧାନ ଆମ ରାଜ୍ୟ ଓଡ଼ିଶାରେ ମହାବାହୁ ଶ୍ରୀ ଜଗନ୍ନାଥ ସଂସ୍କୃତି ସହ ଯୋଡ଼ି ହୋଇ ରହିଛି ପଖାଳ। ଆଜିର ଏହି ସୁସ୍ବାଦିଷ୍ଟ ପଖାଳ ଦିବସ ଉପଲକ୍ଷେ ଓଡ଼ିଶାବାସୀଙ୍କୁ ମୋର ହାର୍ଦ୍ଧିକ ଶୁଭେଚ୍ଛା ଓ ଶୁଭକାମନା।

dibasa cuisine food

ଓଡ଼ିଆ ସଂସ୍କୃତି ସହ ଜଡ଼ିତ ଓଡ଼ିଆଙ୍କ ଖାଦ୍ୟପେୟ। କୃଷି ପ୍ରଧାନ ଆମ ରାଜ୍ୟ ଓଡ଼ିଶାରେ ମହାବାହୁ ଶ୍ରୀ ଜଗନ୍ନାଥ ସଂସ୍କୃତି ସହ ଯୋଡ଼ି ହୋଇ ରହିଛି ପଖାଳ। ଆଜିର ଏହି ସୁସ୍ବାଦିଷ୍ଟ ପଖାଳ ଦିବସ ଉପଲକ୍ଷେ ଓଡ଼ିଶାବାସୀଙ୍କୁ ମୋର ହାର୍ଦ୍ଧିକ ଶୁଭେଚ୍ଛା ଓ ଶୁଭକାମନା। #pakhala #pakhaladibasa #odishacuisine #odiafood #odia #odisha
account_circle
Sambit Routray (MLA,Paradeep)(@MLAParadeep) 's Twitter Profile Photo

ପାଟପୁର ଗ୍ରାମପଞ୍ଚାୟତ ଠାରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଶୁଭ ଭିତ୍ତି ପ୍ରସ୍ତର ସ୍ଥାପନ କରିବା ଅବସରରେ।

account_circle
Sambit Routray (MLA,Paradeep)(@MLAParadeep) 's Twitter Profile Photo

ସାଇଲୋ ଗ୍ରାମ ପଞ୍ଚାୟତରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଶୁଭ ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲି।

account_circle
Sambit Routray (MLA,Paradeep)(@MLAParadeep) 's Twitter Profile Photo

ଆମ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଈଶ୍ୱରଙ୍କ ପ୍ରତି ଥିବା ଆସ୍ଥା ଓ ବିଶ୍ଵାସ ପାଇଁ ପାରାଦ୍ଵୀପ ମ୍ୟୁନିସପାଲିଟିର ବିଭିନ୍ନ ଧର୍ମାନୁଷ୍ଠାନର ଉନ୍ନତିକରଣ ନିମନ୍ତେ ମଞ୍ଜୁର କରିଥିବା ଦେୟ ପାଇଁ ଆମ ଅଞ୍ଚଳର ସମସ୍ତ ନାଗରୀକଙ୍କ ପକ୍ଷରୁ ଅଶେଷ ଅଶେଷ ଧନ୍ୟବାଦ୍ ଜଣାଉଛି।

Naveen Patnaik Biju Janata Dal

ଆମ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଈଶ୍ୱରଙ୍କ ପ୍ରତି ଥିବା ଆସ୍ଥା ଓ ବିଶ୍ଵାସ ପାଇଁ ପାରାଦ୍ଵୀପ ମ୍ୟୁନିସପାଲିଟିର ବିଭିନ୍ନ ଧର୍ମାନୁଷ୍ଠାନର ଉନ୍ନତିକରଣ ନିମନ୍ତେ ମଞ୍ଜୁର କରିଥିବା ଦେୟ ପାଇଁ ଆମ ଅଞ୍ଚଳର ସମସ୍ତ ନାଗରୀକଙ୍କ ପକ୍ଷରୁ ଅଶେଷ ଅଶେଷ ଧନ୍ୟବାଦ୍ ଜଣାଉଛି। @Naveen_Odisha @bjd_odisha #devotion #development #5T #AONO
account_circle
Sambit Routray (MLA,Paradeep)(@MLAParadeep) 's Twitter Profile Photo

କୁଜଙ୍ଗ ବ୍ଲକ ଅନ୍ତର୍ଗତ ବାଲିଆ ଗ୍ରାମପଞ୍ଚାୟତ ଠାରେ ବିଜୁ ସେତୁ ଯୋଜନାରେ ବଡ଼ଙ୍ଗ ସେତୁର ଶୁଭ ଭିତ୍ତି ପ୍ରସ୍ତର ସ୍ଥାପନ କରିବା ଅବସରରେ।

account_circle
Sambit Routray (MLA,Paradeep)(@MLAParadeep) 's Twitter Profile Photo

ଆମ ମାନ୍ୟବର ମୁଖ୍ୟମନ୍ତ୍ରୀ ସର୍ବଦା ନିଜ ରାଜ୍ୟବାସୀଙ୍କ ହିତ ପାଇଁ କାର୍ଯ୍ୟ କରି ଆସୁଛନ୍ତି। ବର୍ତ୍ତମାନ ପଞ୍ଚାୟତିରାଜ ପ୍ରତିନିଧିମାନଙ୍କ ବୃହତ୍ତର ସ୍ବାର୍ଥକୁ ଦୃଷ୍ଟିରେ ରଖି ମାନ୍ୟବର ମୁଖ୍ୟମନ୍ତ୍ରୀ ପାରିତୋଷିକ ଓ ବୈଠକ ଭତ୍ତା ବୃଦ୍ଧି କରିଛନ୍ତି।
ଧନ୍ୟବାଦ୍ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ।

ଆମ ମାନ୍ୟବର ମୁଖ୍ୟମନ୍ତ୍ରୀ ସର୍ବଦା ନିଜ ରାଜ୍ୟବାସୀଙ୍କ ହିତ ପାଇଁ କାର୍ଯ୍ୟ କରି ଆସୁଛନ୍ତି। ବର୍ତ୍ତମାନ ପଞ୍ଚାୟତିରାଜ ପ୍ରତିନିଧିମାନଙ୍କ ବୃହତ୍ତର ସ୍ବାର୍ଥକୁ ଦୃଷ୍ଟିରେ ରଖି ମାନ୍ୟବର ମୁଖ୍ୟମନ୍ତ୍ରୀ ପାରିତୋଷିକ ଓ ବୈଠକ ଭତ୍ତା ବୃଦ୍ଧି କରିଛନ୍ତି। ଧନ୍ୟବାଦ୍ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ। #panchayatiraj #Odisha
account_circle
Sambit Routray (MLA,Paradeep)(@MLAParadeep) 's Twitter Profile Photo

ବିଜୁ ସେତୁ ଯୋଜନାରେ ବାଇଳୋ- ରୁପାଖଣ୍ଡି ସେତୁର ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲି ।

construction

account_circle
Sambit Routray (MLA,Paradeep)(@MLAParadeep) 's Twitter Profile Photo

May this Ramadan bring you closer to Allah's grace and fill your life with countless blessings. Ramadan Mubarak !!!

2024 mubarak _kareem kareem

account_circle
Sambit Routray (MLA,Paradeep)(@MLAParadeep) 's Twitter Profile Photo

ପାରାଦ୍ଵୀପ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କୁଜଙ୍ଗ ବ୍ଲକ୍ ସ୍ଥିତ ବିଜୁ ସେତୁ ଯୋଜନା ଦ୍ଵାରା କୁଜଙ୍ଗ-ସାହାରାଡ଼ିଆ ସେତୁର ଶୁଭ ଭିତ୍ତି ପ୍ରସ୍ତର ସ୍ଥାପନ ସମୟରେ ମୋ ସହ ଗ୍ରାମୀଣ ବିକାଶ, ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ମନ୍ତ୍ରୀ ଶ୍ରୀ ପ୍ରୀତି ରଞ୍ଜନ ଘଡେ଼ଇ ଉପସ୍ଥିତ ଥିଲେ।

account_circle
Sambit Routray (MLA,Paradeep)(@MLAParadeep) 's Twitter Profile Photo

ଓଁ ତ୍ରୟବକଂ ଯଜାମହେ ସୁଗନ୍ଧିଂ ପୁଷ୍ଟିବର୍ଦ୍ଧନାମ୍
ଉର୍ବାରୁକମିବ ବନ୍ଧନାତ୍ ମୃତ୍ୟୋଃମୁକ୍ଷୀୟ ମାମୃତାତ୍।।
ପବିତ୍ର ଶିବରାତ୍ରୀ ତଥା ଜାଗରରେ ସମସ୍ତ ଓଡ଼ିଶାବାସୀଙ୍କୁ ମୋର ହାର୍ଦ୍ଧିକ ଶୁଭେଚ୍ଛା ଓ ଶୁଭକାମନା।

ଓଁ ତ୍ରୟବକଂ ଯଜାମହେ ସୁଗନ୍ଧିଂ ପୁଷ୍ଟିବର୍ଦ୍ଧନାମ୍ ଉର୍ବାରୁକମିବ ବନ୍ଧନାତ୍ ମୃତ୍ୟୋଃମୁକ୍ଷୀୟ ମାମୃତାତ୍।। ପବିତ୍ର ଶିବରାତ୍ରୀ ତଥା ଜାଗରରେ ସମସ୍ତ ଓଡ଼ିଶାବାସୀଙ୍କୁ ମୋର ହାର୍ଦ୍ଧିକ ଶୁଭେଚ୍ଛା ଓ ଶୁଭକାମନା। #Mahashivratri #Harharmahadev
account_circle
Sambit Routray (MLA,Paradeep)(@MLAParadeep) 's Twitter Profile Photo

ପାରାଦୀପ ଓ କେନ୍ଦୁଝର ଜିଲ୍ଲାର ରେଳ ପ୍ରକଳ୍ପ ଉଦ୍ଘାଟନ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ।

account_circle
Sambit Routray (MLA,Paradeep)(@MLAParadeep) 's Twitter Profile Photo

World Wildlife Day reminds us of the intricate web of life that sustains ecosystems worldwide, highlighting how each species, big or small, plays a crucial role in maintaining biodiversity.

World Wildlife Day reminds us of the intricate web of life that sustains ecosystems worldwide, highlighting how each species, big or small, plays a crucial role in maintaining biodiversity. #WorldWildlifeday #TogetherForNature #HealTheWorld #NaturePreservation
account_circle
Sambit Routray (MLA,Paradeep)(@MLAParadeep) 's Twitter Profile Photo

କୁଜଙ୍ଗ ବ୍ଲକ ଅନ୍ତର୍ଗତ ଅଗପାଳ ଗ୍ରାମପଞ୍ଚାୟତ ସ୍ଥିତ ପ୍ରାଥମିକ କୃଷି ସମବାୟ ସମିତିର ଶୁଭ ଉଦଘାଟନ ଓ ଅଗପାଳ କଲ୍ୟାଣୀ ମଣ୍ଡପର ଭିତ୍ତି ପ୍ରସ୍ତର ସ୍ଥାପନ କରିବା ସହିତ ଅଗପାଳରେ ଥିବା ସରକାରୀ ବିଦ୍ୟାଳୟ ବୁଲି ଦେଖିଥିଲି ।

କୁଜଙ୍ଗ ବ୍ଲକ ଅନ୍ତର୍ଗତ ଅଗପାଳ ଗ୍ରାମପଞ୍ଚାୟତ ସ୍ଥିତ ପ୍ରାଥମିକ କୃଷି ସମବାୟ ସମିତିର ଶୁଭ ଉଦଘାଟନ ଓ ଅଗପାଳ କଲ୍ୟାଣୀ ମଣ୍ଡପର ଭିତ୍ତି ପ୍ରସ୍ତର ସ୍ଥାପନ କରିବା ସହିତ ଅଗପାଳରେ ଥିବା ସରକାରୀ ବିଦ୍ୟାଳୟ ବୁଲି ଦେଖିଥିଲି । #AONO #agriculture #cooperative #stonelayingceremony #govtschool #naveenodisha #mlaparadeep
account_circle
Sambit Routray (MLA,Paradeep)(@MLAParadeep) 's Twitter Profile Photo

ଶେଷରେ ଆମ ଅଞ୍ଚଳକୁ ମଧ୍ୟ ଆସିଲା ଲକ୍ଷ୍ମୀ। ଲୋକଙ୍କ ସେବାରେ ଲକ୍ଷ୍ମୀ ବସ୍। ମାତ୍ର ୫ ଟଙ୍କାରେ ଏବେ ଲୋକଙ୍କର ଯାତାୟାତ ଅସୁବିଧାର ସମାଧାନ ହେବ।

CMO Odisha
Naveen Patnaik
MoSarkar 5T

ଶେଷରେ ଆମ ଅଞ୍ଚଳକୁ ମଧ୍ୟ ଆସିଲା ଲକ୍ଷ୍ମୀ। ଲୋକଙ୍କ ସେବାରେ ଲକ୍ଷ୍ମୀ ବସ୍। ମାତ୍ର ୫ ଟଙ୍କାରେ ଏବେ ଲୋକଙ୍କର ଯାତାୟାତ ଅସୁବିଧାର ସମାଧାନ ହେବ। @CMO_Odisha @Naveen_Odisha @MoSarkar5T #GhareGhareLaxmi #LaxmiYojana #NabinaOdisha #5T
account_circle
Sambit Routray (MLA,Paradeep)(@MLAParadeep) 's Twitter Profile Photo

ଉତ୍କୃଷ୍ଟ କଳା, ଇତିହାସ ଏବଂ ଭାଷାରୁ ଜନ୍ମିତ ଆମ ଓଡ଼ିଶା । ସମୃଦ୍ଧ ଐତିହ୍ୟ ଏବଂ ପwରମ୍ପରାରେ ପରିପୂର୍ଣ୍ଣ ଆମ ମାଟି। ଆଜିର ଏହି ପବିତ୍ର ଆନ୍ତର୍ଜାତୀୟ ମାତୃଭାଷା ଦିବସ ଉପଲକ୍ଷେ ସମଗ୍ର ଓଡ଼ିଶାବାସୀଙ୍କୁ ମୋର ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା।

ଉତ୍କୃଷ୍ଟ କଳା, ଇତିହାସ ଏବଂ ଭାଷାରୁ ଜନ୍ମିତ ଆମ ଓଡ଼ିଶା । ସମୃଦ୍ଧ ଐତିହ୍ୟ ଏବଂ ପwରମ୍ପରାରେ ପରିପୂର୍ଣ୍ଣ ଆମ ମାଟି। ଆଜିର ଏହି ପବିତ୍ର ଆନ୍ତର୍ଜାତୀୟ ମାତୃଭାଷା ଦିବସ ଉପଲକ୍ଷେ ସମଗ୍ର ଓଡ଼ିଶାବାସୀଙ୍କୁ ମୋର ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା। #odia #language #bhasha #MotherLanguageDay
account_circle