Kanak News (@kanaknews1) 's Twitter Profile
Kanak News

@kanaknews1

This is the Unofficial Twitter feed of @Kanak_News , Odisha's leading 24x7 news channel from the house of 'Sambad'.

ID: 1210201618043457542

linkhttp://Facebook.com/KanakNews1 calendar_today26-12-2019 14:12:13

22 Tweet

941 Takipçi

3 Takip Edilen

Kanak News (@kanak_news) 's Twitter Profile Photo

ମାର୍କେଟ ବିଲ୍ଡିଂ ସିଲ୍ । ରଜ ମାର୍କେଟିଂ ପାଇଁ ଲାଗିଲା ପ୍ରବଳ ଭିଡ଼ , ସାମାଜିକ ଦୂରତା ନମାନିବାରୁ ମାର୍କେଟ ବିଲ୍ଡିଂକୁ ସିଲ୍ କଲା ବିଏମସି । kanaknews.com/covid-19-norm-… #COVID19 #MarketBuildingSealed #Bhubaneswar BMC

ଦିଲ୍ଲୀରେ କରୋନା ସ୍ଥିତିକୁ ନେଇ ତାଗିଦ କଲେ ସୁପ୍ରିମକୋର୍ଟ । କହିଲେ, ଦିଲ୍ଲୀ ହସ୍ପିଟାଲରେ ଆକ୍ରାନ୍ତଙ୍କ ପାଖରେ ପଡିରହିଛି ମୃତଦେହ । ପଶୁଠାରୁ ବି ମଣିଷକୁ କରାଯାଉଛି ଖରାପ ବ୍ୟବହାର kanaknews.com/delhi-coronavi… #IndiaFightsCoronaVirus #COVID19 #Delhi #SupremeCourt

ଦିଲ୍ଲୀରେ କରୋନା ସ୍ଥିତିକୁ ନେଇ ତାଗିଦ କଲେ ସୁପ୍ରିମକୋର୍ଟ । କହିଲେ, ଦିଲ୍ଲୀ ହସ୍ପିଟାଲରେ ଆକ୍ରାନ୍ତଙ୍କ ପାଖରେ ପଡିରହିଛି ମୃତଦେହ । ପଶୁଠାରୁ ବି ମଣିଷକୁ କରାଯାଉଛି ଖରାପ ବ୍ୟବହାର kanaknews.com/delhi-coronavi…
#IndiaFightsCoronaVirus #COVID19 #Delhi #SupremeCourt
Kanak News (@kanak_news) 's Twitter Profile Photo

ଏହି ମୁହୂର୍ତ୍ତରେ ଓଡ଼ିଶାର ଖବର #TopNewsOfTheHour #7PMHeadLines #KanakNews #Odisha #12thJune2020

Kanak News (@kanak_news) 's Twitter Profile Photo

ଢ଼ାବା ପାଇଁ କୋହଳ ହେଲା ଲକଡାଉନ୍ କଟକଣା । ରାତ୍ରିକାଳୀନ କର୍ଫ୍ୟୁରେ ଖୋଲା ରହିବ ହାଇୱେକଡକୁ଼ ଲାଗି ରହିଥିବା ଢ଼ାବା, ସର୍ତ୍ତ ରଖି ଏସଆରସି ଜାରି କଲେ ବିଜ୍ଞପ୍ତି kanaknews.com/night-curfew-d… #Dhabas #Nightcurfew #OdishaFightsCorona SRC, Govt of Odisha OSDMA Odisha Pradeep Jena IAS

ଜୀବନ ବଞ୍ଚାଇ ଫେରି ଆସିବା ପରେ ଏବେ ଦାଦନ ଶ୍ରମିକଙ୍କୁ ଘାରିଲା ଜୀବିକା ଚିନ୍ତା । କେମିତି ପୋଷିବେ ପରିବାର ପ୍ରଶ୍ନ କଲେ ସୁରତ ଫେରନ୍ତା, କାମ ଯୋଗାଇ ଦେବାକୁ ସରକାରଙ୍କ ନିକଟରେ କଲେ ଦାବି kanaknews.com/how-can-surviv… #OdishaFightsCoronaVirus #COVID19 #Odisha #MigrantLabourers

ଜୀବନ ବଞ୍ଚାଇ ଫେରି ଆସିବା ପରେ ଏବେ ଦାଦନ ଶ୍ରମିକଙ୍କୁ ଘାରିଲା ଜୀବିକା ଚିନ୍ତା । କେମିତି ପୋଷିବେ ପରିବାର ପ୍ରଶ୍ନ କଲେ ସୁରତ ଫେରନ୍ତା, କାମ ଯୋଗାଇ ଦେବାକୁ ସରକାରଙ୍କ ନିକଟରେ କଲେ ଦାବି kanaknews.com/how-can-surviv…
#OdishaFightsCoronaVirus #COVID19 #Odisha #MigrantLabourers
Kanak News (@kanak_news) 's Twitter Profile Photo

ଶ୍ରୀମନ୍ଦିର ସେବାୟତଙ୍କ ପାଇଁ ମାସ୍କ ଯୋଗାଇବ ବୟନିକା । ରଥଯାତ୍ରା ବେଳେ ସେବାୟତଙ୍କ ପାଇଁ ସ୍ଵତନ୍ତ୍ର ମାସ୍କ । ତିନି ରଥର କପଡା ଆଧାରରେ ତିଆରି ହେବ ମାସ୍କ । ନାଲି - ହଳଦିଆ , କଳା - ନାଲି, ସବୁଜ - ନାଲି ରଙ୍ଗର ମାସ୍କ ହେବ । @Puri_Official Balwant Singh #OdishaFightsCorona #Odisha #Puri

ଶ୍ରୀମନ୍ଦିର ସେବାୟତଙ୍କ ପାଇଁ ମାସ୍କ ଯୋଗାଇବ ବୟନିକା । ରଥଯାତ୍ରା ବେଳେ ସେବାୟତଙ୍କ ପାଇଁ ସ୍ଵତନ୍ତ୍ର ମାସ୍କ । ତିନି ରଥର କପଡା ଆଧାରରେ ତିଆରି ହେବ ମାସ୍କ । ନାଲି - ହଳଦିଆ , କଳା - ନାଲି, ସବୁଜ - ନାଲି ରଙ୍ଗର ମାସ୍କ ହେବ । @Puri_Official Balwant Singh
#OdishaFightsCorona
#Odisha #Puri
Kanak News (@kanak_news) 's Twitter Profile Photo

ଆଜି ଠାରୁ ରାଜ୍ୟର ୧୧ ଜିଲ୍ଲାରେ ୪୮ ଘଣ୍ଟିଆ ସଟଡାଉନ୍ । ସଂକ୍ରମଣ ରୋକିବାକୁ ସପ୍ତାହ ଶେଷରେ ସରକାର ଲଗାଇଛନ୍ତି କଟକଣା, କେବଳ ଜରୁରୀକାଳୀନ ସେବାକୁ ଅନୁମତି kanaknews.com/11-district-of… #OdishaFightsCorona #Odisha

ଆଜି ଠାରୁ ରାଜ୍ୟର ୧୧ ଜିଲ୍ଲାରେ ୪୮ ଘଣ୍ଟିଆ ସଟଡାଉନ୍ । ସଂକ୍ରମଣ ରୋକିବାକୁ ସପ୍ତାହ ଶେଷରେ ସରକାର ଲଗାଇଛନ୍ତି କଟକଣା, କେବଳ ଜରୁରୀକାଳୀନ ସେବାକୁ ଅନୁମତି
kanaknews.com/11-district-of…
#OdishaFightsCorona
#Odisha
Kanak News (@kanak_news) 's Twitter Profile Photo

୧୮ରୁ ଖୋଲିବ ରାଜ୍ୟର ସମସ୍ତ ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ । ଛାତ୍ରଛାତ୍ରୀ ଆସିବେନି । ଶିକ୍ଷାନୁଷ୍ଠାନ ଆସି କାମ କରିବେ ଶିକ୍ଷକ ଓ କର୍ମଚାରୀ kanaknews.com/education-cent… #OdishaFightsCorona #Odisha

୧୮ରୁ ଖୋଲିବ ରାଜ୍ୟର ସମସ୍ତ ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ । ଛାତ୍ରଛାତ୍ରୀ ଆସିବେନି । ଶିକ୍ଷାନୁଷ୍ଠାନ ଆସି କାମ କରିବେ ଶିକ୍ଷକ  ଓ କର୍ମଚାରୀ kanaknews.com/education-cent…
#OdishaFightsCorona
#Odisha
Kanak News (@kanak_news) 's Twitter Profile Photo

#୪୮_ଘଣ୍ଟିଆ_ସଟଡାଉନ୍ ଆଜିଠୁ ପୁଣି ରାଜ୍ୟର ୧୧ ଜିଲ୍ଲାରେ ୪୮ ଘଣ୍ଟିଆ ସଟଡାଉନ୍ । କେବଳ ଜାରି ରହିବ ଜରୁରୀକାଳୀନ ସେବା #Odisha #Shutdown

Kanak News (@kanak_news) 's Twitter Profile Photo

#ସବୁ_ରେକର୍ଡ଼_ଭାଙ୍ଗିଲା #ଦିନକରେ_୨୨୫_ପଜିଟିଭ୍ ଗୋଟିଏ ଦିନରେ ରାଜ୍ୟରେ ସର୍ବାଧିକ ୨୨୫ ପଜିଟିଭ୍ ଚିହ୍ନଟ । କ୍ୱାରେଣ୍ଟାଇନ ସେଣ୍ଟରରୁ ୧୯୬ ଓ ସ୍ଥାନୀୟ ଅଞ୍ଚଳରୁ ୨୯ ଜଣ ଚିହ୍ନଟ । kanaknews.com/225-positive-c… #OdishaFightsCorona #Odisha #COVID19 H & FW Dept Odisha

#ସବୁ_ରେକର୍ଡ଼_ଭାଙ୍ଗିଲା
#ଦିନକରେ_୨୨୫_ପଜିଟିଭ୍
ଗୋଟିଏ ଦିନରେ ରାଜ୍ୟରେ ସର୍ବାଧିକ ୨୨୫ ପଜିଟିଭ୍ ଚିହ୍ନଟ । କ୍ୱାରେଣ୍ଟାଇନ ସେଣ୍ଟରରୁ ୧୯୬ ଓ ସ୍ଥାନୀୟ ଅଞ୍ଚଳରୁ ୨୯ ଜଣ ଚିହ୍ନଟ ।
kanaknews.com/225-positive-c…
#OdishaFightsCorona
#Odisha
#COVID19
H & FW Dept Odisha
Kanak News (@kanak_news) 's Twitter Profile Photo

ପାକିସ୍ତାନ କ୍ରିକେଟର ସାହିଦ ଆଫ୍ରିଦି କରୋନା ପଜିଟିଭ ଚିହ୍ନଟ । ଗତ ଗୁରୁବାର ଅସୁସ୍ଥ ଅନୁଭବ କରିଥିଲେ ଆଫ୍ରିଦି । କୋଭିଡ ପରୀକ୍ଷା ପରେ ଆସିଲା ପଜିଟିଭ ରିପୋର୍ଟ । ଟ୍ୱିଟ୍ କରି ସୂଚନା ଦେଲେ ସାହିଦ ଆଫ୍ରିଦି । #KanakNews Shahid Afridi #COVID19

ପାକିସ୍ତାନ କ୍ରିକେଟର ସାହିଦ ଆଫ୍ରିଦି କରୋନା ପଜିଟିଭ ଚିହ୍ନଟ । ଗତ ଗୁରୁବାର ଅସୁସ୍ଥ ଅନୁଭବ କରିଥିଲେ ଆଫ୍ରିଦି । କୋଭିଡ ପରୀକ୍ଷା ପରେ ଆସିଲା ପଜିଟିଭ ରିପୋର୍ଟ । ଟ୍ୱିଟ୍ କରି ସୂଚନା ଦେଲେ ସାହିଦ ଆଫ୍ରିଦି । #KanakNews
Shahid Afridi
#COVID19
Kanak News (@kanak_news) 's Twitter Profile Photo

ଆସନ୍ତା ୨୪ ଘଣ୍ଟାରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା । ଦକ୍ଷିଣ ଆଭ୍ୟନ୍ତରୀଣ ଓଡିଶାରେ ପ୍ରବଳ ବର୍ଷା ହେବା ଆଶଙ୍କା । ୮ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ । #KanakNews #WeatherUpdate SRC, Govt of Odisha #Odisha

ଆସନ୍ତା ୨୪ ଘଣ୍ଟାରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା । ଦକ୍ଷିଣ ଆଭ୍ୟନ୍ତରୀଣ ଓଡିଶାରେ ପ୍ରବଳ ବର୍ଷା ହେବା ଆଶଙ୍କା । ୮ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ । #KanakNews
#WeatherUpdate
SRC, Govt of Odisha
#Odisha
Kanak News (@kanak_news) 's Twitter Profile Photo

ସଙ୍ଗରୋଧ କେନ୍ଦ୍ରର ଖର୍ଚ୍ଚ ହିସାବ ମାଗିଲେ ରାଜ୍ୟ ସରକାର । ଚିିଠି ଲେଖି ଖର୍ଚ୍ଚର ହିସାବ ମାଗିଲା ପଞ୍ଚାୟତିରାଜ ବିଭାଗ । ପଞ୍ଚାୟତିରାଜ ବିଭାଗ ପକ୍ଷରୁ ଜିଲ୍ଲାପାଳ , ପିଡି ଓ ବିଡିଓଙ୍କୁ ଚିଠି । ପଞ୍ଚାୟତିରାଜ ବିଭାଗ ସଚିବ ଦେଓରଞ୍ଜନ ସିଂ ଲେଖିଲେ ଚିଠି । #KanakNews Panchayati Raj and Drinking Water Department #OdishaFightsCorona

ସଙ୍ଗରୋଧ କେନ୍ଦ୍ରର ଖର୍ଚ୍ଚ ହିସାବ ମାଗିଲେ ରାଜ୍ୟ ସରକାର । ଚିିଠି ଲେଖି ଖର୍ଚ୍ଚର ହିସାବ ମାଗିଲା ପଞ୍ଚାୟତିରାଜ ବିଭାଗ । ପଞ୍ଚାୟତିରାଜ ବିଭାଗ ପକ୍ଷରୁ ଜିଲ୍ଲାପାଳ , ପିଡି ଓ ବିଡିଓଙ୍କୁ ଚିଠି । ପଞ୍ଚାୟତିରାଜ ବିଭାଗ ସଚିବ ଦେଓରଞ୍ଜନ ସିଂ ଲେଖିଲେ ଚିଠି । #KanakNews
Panchayati Raj and Drinking Water Department
#OdishaFightsCorona
Kanak News (@kanak_news) 's Twitter Profile Photo

#ଆଉ_୧୨୦_ସୁସ୍ଥ ରାଜ୍ୟରେ ସୁସ୍ଥ ହେଲେ ଆଉ ୧୨୦ କରୋନା ଆକ୍ରାନ୍ତ । ମୋଟ ସୁସ୍ଥଙ୍କ ସଂଖ୍ୟା ୨୫୯୪କୁ ବୃଦ୍ଧି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା । #KanakNews H & FW Dept Odisha I & PR Department, Odisha #COVID19 #OdishaFightsCorona #Odisha

#ଆଉ_୧୨୦_ସୁସ୍ଥ
ରାଜ୍ୟରେ ସୁସ୍ଥ ହେଲେ ଆଉ ୧୨୦ କରୋନା ଆକ୍ରାନ୍ତ । ମୋଟ ସୁସ୍ଥଙ୍କ ସଂଖ୍ୟା ୨୫୯୪କୁ ବୃଦ୍ଧି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ।
#KanakNews H & FW Dept Odisha
I & PR Department, Odisha #COVID19
#OdishaFightsCorona
#Odisha
Kanak News (@kanak_news) 's Twitter Profile Photo

ଗଞ୍ଜାମ-୩୩, ଗଜପତି-୧୮, ସୋନପୁର-୧୩, ବାଲେଶ୍ୱର-୧୨, ବଲାଙ୍ଗୀର-୮, ଖୋର୍ଦ୍ଧା-୮, ମୟୂରଭଞ୍ଜ-୭, କଟକ-୪, ଯାଜପୁର-୩, ନୟାଗଡ-୩, ନୂଆପଡା-୩, ଢେଙ୍କାନାଳ-୨, ପୁରୀ-୨, ରାୟଗଡା-୨, କେନ୍ଦ୍ରାପଡା-୧, କଳାହାଣ୍ଡି-୧ ସୁସ୍ଥ । #OdishaFightsCorona #Odisha

Kanak News (@kanak_news) 's Twitter Profile Photo

ଡିଜିଟାଲ ପ୍ଲାଟଫର୍ମରେ ପାଳିତ ହେବ ପଠନ ଦିବସ ଓ ପଠନ ସପ୍ତାହ । କରୋନା କଟକଣା ଯୋଗୁଁ ଡିଜିଟାଲ ପ୍ଲାଟଫର୍ମରେ ପାଳିତ ହେବ । ଆସନ୍ତା ୧୯ତାରିଖରୁ ସପ୍ତାହେ ବ୍ୟାପି ପାଳିତ ହେବ ପଠନ ସପ୍ତାହ । ନୀତି ଆୟୋଗ ରାଜ୍ୟ ସରକାରଙ୍କୁ କହିବା ପରେ ଓସେପାର ପ୍ରସ୍ତୁତି । #KanakNews #OdishaFightsCorona #Odisha

ଡିଜିଟାଲ ପ୍ଲାଟଫର୍ମରେ ପାଳିତ ହେବ ପଠନ ଦିବସ ଓ ପଠନ ସପ୍ତାହ । କରୋନା କଟକଣା ଯୋଗୁଁ ଡିଜିଟାଲ ପ୍ଲାଟଫର୍ମରେ ପାଳିତ ହେବ । ଆସନ୍ତା ୧୯ତାରିଖରୁ ସପ୍ତାହେ ବ୍ୟାପି ପାଳିତ ହେବ ପଠନ ସପ୍ତାହ । ନୀତି ଆୟୋଗ ରାଜ୍ୟ ସରକାରଙ୍କୁ କହିବା ପରେ ଓସେପାର ପ୍ରସ୍ତୁତି । #KanakNews
#OdishaFightsCorona
#Odisha
Kanak News (@kanak_news) 's Twitter Profile Photo

ଓଡିଶାରେ ପୁଞ୍ଜିନିବେଶ ନେଇ ଶିଳ୍ପପତି ଏଲଏନ ମିତ୍ତଲଙ୍କ ସହ ଆଲୋଚନା । ଭିଡିଓ କନଫରେନ୍ସିଂରେ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ Naveen Patnaik । ପ୍ରଥମ ପର୍ଯ୍ୟାୟରେ ୨ହଜାର କୋଟି ଟଙ୍କାର ହେବ ପୁଞ୍ଜିନିବେଶ । ArcelorMittal #Odisha

ଓଡିଶାରେ ପୁଞ୍ଜିନିବେଶ ନେଇ ଶିଳ୍ପପତି ଏଲଏନ ମିତ୍ତଲଙ୍କ ସହ ଆଲୋଚନା । ଭିଡିଓ କନଫରେନ୍ସିଂରେ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ Naveen Patnaik । ପ୍ରଥମ ପର୍ଯ୍ୟାୟରେ ୨ହଜାର କୋଟି ଟଙ୍କାର ହେବ ପୁଞ୍ଜିନିବେଶ । ArcelorMittal
#Odisha
Kanak News (@kanak_news) 's Twitter Profile Photo

#ନବୀନ_ମିତ୍ତଲ_ଆଲୋଚନା ଓଡିଶାରେ ପୁଞ୍ଜିନିବେଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସହ ମିତ୍ତଲଙ୍କ ଆଲୋଚନା । ପ୍ରଥମ ପର୍ଯ୍ୟାୟରେ ଓଡିଶାରେ ବିନିଯୋଗ ହେବ ୨ ହଜାର କୋଟି ଟଙ୍କା CMO Odisha #LakshmiMittal #Odisha

Kanak News (@kanak_news) 's Twitter Profile Photo

ପୁରୀ ରଥଯାତ୍ରାରେ ହାତୀ ଦ୍ୱାରା ରଥ ଟାଣିବାକୁ ପ୍ରସ୍ତାବ । ସୁଦ୍ଧସୁଆର ନିଯୋଗ ରଥଟାଣିବା ପାଇଁ ଦେଲେ ପ୍ରସ୍ତାବ । ୫୦ଜଣ ରଥଟଣାରେ ନିୟୋଜିତ ହେବେ । ୬୦ବର୍ଷରୁ ଅଧିକ ଓ ୧୮ବର୍ଷରୁ କମ୍ ସଦସ୍ୟ ତାଲିକାରୁ ବାଦ୍ । ରଥକୁ ମେସିନ ଦ୍ୱାରା ଟାଣିବା ପ୍ରସଙ୍ଗକୁ ବିରୋଧ ।#KanakNews @Puri_Official #Odisha #Puri #RathaJatra2020

ପୁରୀ ରଥଯାତ୍ରାରେ ହାତୀ ଦ୍ୱାରା ରଥ ଟାଣିବାକୁ ପ୍ରସ୍ତାବ । ସୁଦ୍ଧସୁଆର ନିଯୋଗ ରଥଟାଣିବା ପାଇଁ ଦେଲେ ପ୍ରସ୍ତାବ । ୫୦ଜଣ ରଥଟଣାରେ ନିୟୋଜିତ ହେବେ । ୬୦ବର୍ଷରୁ ଅଧିକ ଓ ୧୮ବର୍ଷରୁ କମ୍ ସଦସ୍ୟ ତାଲିକାରୁ ବାଦ୍ । ରଥକୁ ମେସିନ ଦ୍ୱାରା ଟାଣିବା ପ୍ରସଙ୍ଗକୁ ବିରୋଧ ।#KanakNews
@Puri_Official #Odisha
#Puri #RathaJatra2020
Kanak News (@kanak_news) 's Twitter Profile Photo

ପୁଣି ରାଜଧାନୀକୁ ଫେରିଲା କରୋନା: ଖୋର୍ଦ୍ଧାରେ ୨୧ ସଂକ୍ରମିତଙ୍କ ମଧ୍ୟରୁ ଭୁବନେଶ୍ୱରର ୧୬ ପଜିଟିଭ; ନୂଆ ସଂକ୍ରମିତଙ୍କ ଭିତରୁ ସଂଗରୋଧରୁ ୧୪ ଏବଂ ୨ ଜଣ ଲୋକାଲ ଲୋକkanaknews.com/last-24-hrs-un…

ପୁଣି ରାଜଧାନୀକୁ ଫେରିଲା କରୋନା: ଖୋର୍ଦ୍ଧାରେ ୨୧ ସଂକ୍ରମିତଙ୍କ ମଧ୍ୟରୁ ଭୁବନେଶ୍ୱରର ୧୬ ପଜିଟିଭ; ନୂଆ ସଂକ୍ରମିତଙ୍କ ଭିତରୁ ସଂଗରୋଧରୁ ୧୪ ଏବଂ ୨ ଜଣ ଲୋକାଲ ଲୋକkanaknews.com/last-24-hrs-un…