ଆକାଂକ୍ଷା 🌚 (@aavilipsa) 's Twitter Profile
ଆକାଂକ୍ଷା 🌚

@aavilipsa

ଆକାଂକ୍ଷା ନାମରେ କଳିଟି🌷, ଅସୁମାରୀ ଆକାଂକ୍ଷା ସହ ସମୟ⏳ ଅପେକ୍ଷାରେ। ଆକାଂକ୍ଷା ଅଛି ଦିନେ ସେ ପ୍ରଷ୍ଫୁଟିତ🌺 ହେବ,କର୍ମ ରୂପି ବାସରେ ନିଜ ଚତୁଃପାର୍ଶ୍ଵ ମହକାଈବ✨।
#ଅପେକ୍ଷାରେ_ଆକାଂକ୍ଷା

ID: 1351786375792586752

calendar_today20-01-2021 06:59:44

4,4K Tweet

2,2K Followers

204 Following

ଆକାଂକ୍ଷା 🌚 (@aavilipsa) 's Twitter Profile Photo

ବଡ଼ ହେବା ସହଜ ନୁହେଁ, ଅସହ୍ୟ ଭାରକୁ କାନ୍ଧରେ ବୋହିବାକୁ ହୁଏ। ନିଜକୁ ପଛରେ ରଖି ସାନ ମାନଙ୍କୁ ଆଗେଇ ନେବାକୁ ହୁଏ। ଆଖିର ଲୁହ ଛାତିର କୋହକୁ ପଛରେ ପକାଇ ହସିବାକୁ ହୁଏ। କିଛି କରିବା ପୂର୍ବରୁ ବହୁବାର ଭାବିବାକୁ ହୁଏ, କାଳେ ସାନମାନେ ଅନୁକରଣ କରିବେ। ବଡ଼ ହେବା ସହଜ ନୁହେଁ!!!!! #ପ୍ରଥମାଷ୍ଟମୀ

ବଡ଼ ହେବା ସହଜ ନୁହେଁ,
ଅସହ୍ୟ ଭାରକୁ କାନ୍ଧରେ ବୋହିବାକୁ ହୁଏ।
ନିଜକୁ ପଛରେ ରଖି ସାନ ମାନଙ୍କୁ ଆଗେଇ ନେବାକୁ ହୁଏ।
ଆଖିର ଲୁହ ଛାତିର କୋହକୁ ପଛରେ ପକାଇ ହସିବାକୁ ହୁଏ।
କିଛି କରିବା ପୂର୍ବରୁ ବହୁବାର ଭାବିବାକୁ ହୁଏ, କାଳେ ସାନମାନେ ଅନୁକରଣ କରିବେ।

ବଡ଼ ହେବା ସହଜ ନୁହେଁ!!!!!
#ପ୍ରଥମାଷ୍ଟମୀ
ଆକାଂକ୍ଷା 🌚 (@aavilipsa) 's Twitter Profile Photo

ହଳଦୀ ପତ୍ରର ମହମହ ବାସରେ... ସକାଳୁ ସକାଳୁ ଗାଁ ମୋର ବାସେରେ... ମୋ ମାଆ ଅନ୍ନପୂର୍ଣ୍ଣା ରୋଷେଇ ଶାଳରେ... ଥରି ଥରି ପିଠା କରେ ଜାଡୁଆ ଶୀତରେ... #ଏଣ୍ଡୁରିପିଠା #ପ୍ରଥମାଷ୍ଟମୀ

ହଳଦୀ ପତ୍ରର ମହମହ ବାସରେ...
ସକାଳୁ ସକାଳୁ ଗାଁ ମୋର ବାସେରେ...
ମୋ ମାଆ ଅନ୍ନପୂର୍ଣ୍ଣା ରୋଷେଇ ଶାଳରେ...
ଥରି ଥରି ପିଠା କରେ ଜାଡୁଆ ଶୀତରେ...
#ଏଣ୍ଡୁରିପିଠା 
#ପ୍ରଥମାଷ୍ଟମୀ
ଆକାଂକ୍ଷା 🌚 (@aavilipsa) 's Twitter Profile Photo

ସଖା, ଦୁଃଖ ରେ ଅଥୟ ଜୀବନ ସାଗରରେ ଶାନ୍ତିର ନାଆ। ସଖା, ଜୀବନ ଜଞ୍ଜାଳର ଅସହ୍ୟ ଝାଞ୍ଜିରେ ଦଲକାଏ ବାଆ। ସଖା, କଣ୍ଟକିତ ଜଙ୍ଗଲ ପଥରେ କୁସୁମର ଛୁଆଁ। ସଖା, ଦୂରକୁ ଗଲେ କୁହୁଳୁଥିବା ବିରହର ଧୂଆଁ। ସଖା, ମୃତ୍ୟୁ ସମ ଏ ଜୀବନରେ ବଞ୍ଚିବାର ରାହା। ସଖା, ମୋ ଏକମାତ୍ର ସାହା। #ତୁମ_ସଖୀ #ଆକାଂକ୍ଷା🍁 #Radhe_Krishna

ସଖା,
ଦୁଃଖ ରେ ଅଥୟ ଜୀବନ ସାଗରରେ ଶାନ୍ତିର ନାଆ।
ସଖା,
ଜୀବନ ଜଞ୍ଜାଳର ଅସହ୍ୟ ଝାଞ୍ଜିରେ ଦଲକାଏ ବାଆ।

ସଖା,
କଣ୍ଟକିତ ଜଙ୍ଗଲ ପଥରେ କୁସୁମର ଛୁଆଁ।
ସଖା,
ଦୂରକୁ ଗଲେ କୁହୁଳୁଥିବା ବିରହର ଧୂଆଁ।

ସଖା,
ମୃତ୍ୟୁ ସମ ଏ ଜୀବନରେ ବଞ୍ଚିବାର ରାହା।
ସଖା,
ମୋ ଏକମାତ୍ର ସାହା।
#ତୁମ_ସଖୀ
#ଆକାଂକ୍ଷା🍁
#Radhe_Krishna
ଆକାଂକ୍ଷା 🌚 (@aavilipsa) 's Twitter Profile Photo

Thanks to all my teacher due to whom now I able to be a teacher. & Thanks to students who made me a overwhelmed teacher 😇. #gifts #teachersday2024

Thanks to all my teacher due to whom now I able to be a teacher.
& Thanks to students who made me a overwhelmed teacher 😇.
#gifts 
#teachersday2024
ଆକାଂକ୍ଷା 🌚 (@aavilipsa) 's Twitter Profile Photo

To my dear students, your smiles light up my classroom, your questions ignite my passion, and your growth inspires me every day. Thank you for being my motivation and for letting me be a part of your journey 💕.

To my dear students, 
your smiles light up my classroom, your questions ignite my passion, and your growth inspires me every day. Thank you for being my motivation and for letting me be a part of your journey 💕.
ଆକାଂକ୍ଷା 🌚 (@aavilipsa) 's Twitter Profile Photo

ପଟ୍ଟଚିତ୍ର❤️... କେଜାଣି କେମିତି ତାଙ୍କୁ ଏତେ ସୁନ୍ଦର ସଜେଇପାରେ!... #Artistic_Akankshya

ପଟ୍ଟଚିତ୍ର❤️...
କେଜାଣି କେମିତି ତାଙ୍କୁ ଏତେ ସୁନ୍ଦର ସଜେଇପାରେ!...
#Artistic_Akankshya
Kaibalya Nayak (@kaibalyahere) 's Twitter Profile Photo

Our song is waiting for your love ❤️ This is my first ever composition. Beautifully rendered by Kuldeep Patnaik and Divyanka. youtu.be/rsX7SoIr1lM?si…

ଅବୁଝା ପୁଅ (@abujhapua) 's Twitter Profile Photo

#ବରବଧୂ Review “ମୋ ଫିଲ୍ମରେ କେହି ହିରୋ ହିରୋଇନ ନାହାନ୍ତି ଆଜ୍ଞା, ଅଛନ୍ତି କେବଳ Characters। ଏଇମାନଙ୍କୁ ଯୋଉ ଦେଖୁଛନ୍ତି (ପୋଷ୍ଟରରେ ଥିବା Actors ମାନଙ୍କୁ ଲକ୍ଷ୍ୟ କରି), ବୋଧେ କିଏ ଆଗରେ ଥିବ, ଆଉ କିଏ ଟିକେ ପଛରେ। କିନ୍ତୁ ସମସ୍ତେ Character। ହିରୋ ହିରୋଇନ କେହି ନାହାଁନ୍ତି।" ହଲରୁ ଫେରିଲା ସର୍ବ ପ୍ରଥମେ ମୋର ଇଚ୍ଛା ...