
FoodOdisha
@food_odisha
Food Supplies & Consumer Welfare Department, Government of Odisha
ID: 740826067313807360
http://www.foododisha.in 09-06-2016 08:41:13
5,5K Tweet
101,101K Takipçi
89 Takip Edilen






ଜିଲ୍ଲାପାଳ, କୋରାପୁଟଙ୍କ ଅଧ୍ୟକ୍ଷତାରେ 'ଖରିଫ ବିପଣନ ବର୍ଷ ୨୦୨୪-୨୫' (ରବି ଋତୁ ) ନିମନ୍ତେ ଜିଲ୍ଲାସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଜୟପୁରର ମାନ୍ୟବର ବିଧାୟକ ଏବଂ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ । CMO Odisha କୃଷି ବିଭାଗ, ଓଡ଼ିଶା I & PR Department, Odisha



କୃଷି ହେଲେ ଉନ୍ନତ, ରାଜ୍ୟ ହେବ ବିକଶିତ। କୃଷକ କଲ୍ୟାଣକାରୀ ସରକାରରେ ଚାଷୀଙ୍କ କଲ୍ୟାଣ ନିମିତ୍ତ ପ୍ରତିଟି ପଦକ୍ଷେପ ସୁନିଶ୍ଚିତ ହେଉଛି। ଏହି କ୍ରମରେ ଅଦିନିଆ ବର୍ଷାକୁ ରାଜ୍ୟଭିତ୍ତିକ ବିପର୍ଯ୍ୟୟ ଭାବେ ଗ୍ରହଣ ସଂକ୍ରାନ୍ତୀୟ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଶ୍ରୀ Mohan Charan Majhi ଙ୍କ ଅନୁମୋଦନ କୃଷକ କଲ୍ୟାଣ ଦିଗରେ ବଳିଷ୍ଠ ପଦକ୍ଷେପ।


Visit of Shri K.Sudarshan Chakravarty. IAS, MD,OSCSC to Subarnapur. Visited PACS & PPCs of Binka, Sindurpur respectively and reviewed ongoing Rabi paddy procurement status with all officers of Revenue, Cooperative & Civil Supplies deptt. on 19.5.2025. CMO Odisha FoodOdisha



Today, Hon'ble MLA of Khordha inaugurated the Rabi paddy Mandi at Narangarh PACS. ZP President, Chairman, BDO, CSO & other dignitaries participated.CMO Odisha FoodOdisha Cooperation Odisha I & PR Department, Odisha


କଳାହାଣ୍ଡି ଜିଲ୍ଲା ସ୍ତରୀୟ ନୂତନ ଖାଉଟି କାର୍ଡ ବଣ୍ଟନ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଶ୍ରୀ କୃଷ୍ଣଚନ୍ଦ୍ର ପାତ୍ର,ମାନ୍ୟବର ମନ୍ତ୍ରୀ ଖାଦ୍ୟ ଯୋଗାଣ, ଖାଉଟି କଲ୍ୟାଣ ଓ ବିଜ୍ଞାନ, ବୈଷୟିକ ଯୋଗଦେଇ ହିତାଧିକାରୀ ଙ୍କୁ ନୂତନ ଖାଉଟି କାର୍ଡ ବଣ୍ଟନ କରିଥିଲେ। FoodOdisha CMO Odisha


ଆଜି ନୂଆପଡ଼ା ଜିଲ୍ଲାପାଳ ସଦର ବ୍ଲକ କୋଟେନଚୁଆଁ ଗ୍ରାମପଞ୍ଚାୟତ ଗସ୍ତ କରି ସେଠାରେ ମନରେଗା ଯୋଜନା ଅନ୍ତର୍ଗତ ବିଭିନ୍ନ କାର୍ଯ୍ୟ ଗୁଡ଼ିକ ତଦାରଖ କରିଛନ୍ତି। ଏହାପରେ ଜିଲ୍ଲାପାଳ ଗୋଡ଼ଫୁଲା ଧାନ ମଣ୍ଡି ପରିଦର୍ଶନ କରି ସମୀକ୍ଷା କରିଥିଲେ। CMO Odisha I & PR Department, Odisha FoodOdisha Panchayati Raj and Drinking Water Department


ଜିଲ୍ଲାପାଳ ତମସା ଗ୍ରାମ ପଞ୍ଚାୟତ ଗସ୍ତ କରି ସେଠାରେ ଚାଲିଥିବା କୃଷକ ପଞ୍ଜିକରଣ କାର୍ଯ୍ୟକ୍ରମର ତଦାରଖ କରିବା ସହ ଚାଷୀମାନଙ୍କ ସହ ଆଲୋଚନା କରିଥିଲେ। ଏହା ସହ ସେଠାରେ ଥିବା ସରକାରୀ ସୁଲଭ ମୂଲ୍ୟ ଦୋକାନ ପରିଦର୍ଶନ କରି ସେଠାକାର ଷ୍ଟକ୍ ଯାଞ୍ଚ କରିଥିଲେ। CMO Odisha ChiefSecyOdisha କୃଷି ବିଭାଗ, ଓଡ଼ିଶା Revenue & DM Department, Government of Odisha FoodOdisha


Today, the Collector, Nuapada visited Dumerpani, Budhipali, Parkod, and Khariar Road Paddy Procurement Centres and interacted with farmers to ensure the smooth lifting of paddy. CMO Odisha I & PR Department, Odisha FoodOdisha Cooperation Odisha


Today, the Collector, Nuapada, visited the Paddy Procurement Centres at Kurumpuri, Tarbod, and Sialati. He interacted with farmers and labourers, and instructed all millers tagged to the PPCs to send vehicles for the smooth lifting of paddy. CMO Odisha I & PR Department, Odisha



As part of the Vikash Bahana Programme, the distribution of new ration cards in Talkundi GP under Tileibani block is slated for today. CMO Odisha FoodOdisha I & PR Department, Odisha #BarshaEkUpalabdhiAnek #BikashBahanYatra #SamruddhaOdisha #BikashitaOdisha


Ration cards were distributed at Malehipada GP in the presence of the District Nodal officer, Deogarh, CDO-cum-EO, Deogarh & BDO, Reamal. CMO Odisha I & PR Department, Odisha FoodOdisha


ନୂଆପଡ଼ା ଜିଲ୍ଲାରେ ରବି ରୁତୁ ପାଇଁ ଧାନ ସଂଗ୍ରହ ସମୀକ୍ଷା ବୈଠକ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଶନିବାର ଅନୁଷ୍ଠିତ ହୋଇଯାଇଛି l ଏଥିରେ ଜିଲ୍ଲା ଯୋଗାଣ ଅଧିକାରୀ ଏବଂ ଯୋଗାଣ ବିଭାଗ ଅଧିକାରୀ ମାନେ ଯୋଗଦାନ କରିଥିଲେ l CMO Odisha I & PR Department, Odisha FoodOdisha Cooperation Odisha
