Monalisa Mitra(#Educationist) (@monalis55863685) 's Twitter Profile
Monalisa Mitra(#Educationist)

@monalis55863685

Don't judge a book by its cover

ID: 1296173797192511488

calendar_today19-08-2020 19:55:12

914 Tweet

4,4K Followers

281 Following

Priyabrata Mohapatra (@priyabr02682192) 's Twitter Profile Photo

#OSNLEA ପୁରୀ ଜିଲ୍ଲା ଶାଖା ତରଫରୁ ପୁରୀ ଜିଲ୍ଲାସଂଯୋଜକଙ୍କ ତତ୍ତ୍ୱାବଧାନରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ପ୍ରତିନିଧି ତଥା ପିପିଲି ବିଧାୟକ ଶ୍ରୀ ଆଶ୍ରିତ ପଟ୍ଟନାୟକ ମହୋଦୟଙ୍କୁ ପୁଷ୍ପଗୁଛ ଓ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା ସହିତ #GIA2008_2018 ଅନୁଦାନ ବିଜ୍ଞପ୍ତି ପ୍ରକାଶ ପାଇଁ ଏକ ସକାରାତ୍ମକ ଆଲୋଚନା ହୋଇଛି। #ଜୟଜଗନ୍ନାଥ

#OSNLEA ପୁରୀ ଜିଲ୍ଲା ଶାଖା ତରଫରୁ ପୁରୀ ଜିଲ୍ଲାସଂଯୋଜକଙ୍କ ତତ୍ତ୍ୱାବଧାନରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ପ୍ରତିନିଧି ତଥା ପିପିଲି ବିଧାୟକ ଶ୍ରୀ ଆଶ୍ରିତ ପଟ୍ଟନାୟକ ମହୋଦୟଙ୍କୁ ପୁଷ୍ପଗୁଛ ଓ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା ସହିତ #GIA2008_2018 ଅନୁଦାନ ବିଜ୍ଞପ୍ତି ପ୍ରକାଶ ପାଇଁ ଏକ ସକାରାତ୍ମକ ଆଲୋଚନା ହୋଇଛି।
#ଜୟଜଗନ୍ନାଥ
Biswaranjan Das (@biswara43530294) 's Twitter Profile Photo

ମାନନୀୟ CMO Odisha ଙ୍କୁବିନମ୍ର ଅନୁରୋଧ #GIA2008_2018 କୁ ମଞ୍ଜୁରକରି ପ୍ରତିଶୃତି ପାଳନ କରନ୍ତୁ #ଲୋକଙ୍କସରକାର #Opinion #ଜୟଜଗନ୍ନାଥ #OSNLEA PMO India Ministry of Education Dharmendra Pradhan I & PR Department, Odisha Higher Education Department, Govt. of Odisha 🇮🇳 Suryabanshi Suraj arvind agrawal Manmohan Samal Babu Singh instagram.com/reel/DRMpmhCk2…

Biswaranjan Das (@biswara43530294) 's Twitter Profile Photo

ମାନନୀୟ CMO Odisha ଙ୍କୁବିନମ୍ର ଅନୁରୋଧ #GIA2008_2018 କୁ ମଞ୍ଜୁରକରି ପ୍ରତିଶୃତି ପାଳନ କରନ୍ତୁ #ଲୋକଙ୍କସରକାର #Opinion #ଜୟଜଗନ୍ନାଥ #OSNLEA PMO India Ministry of Education Dharmendra Pradhan I & PR Department, Odisha Higher Education Department, Govt. of Odisha 🇮🇳 Suryabanshi Suraj arvind agrawal Manmohan Samal Babu Singh instagram.com/reel/DRPi9SlE_…

Priyabrata Mohapatra (@priyabr02682192) 's Twitter Profile Photo

ଓଡ଼ିଶା ରାଜ୍ୟ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ସଂଘ #OSNLEA କେନ୍ଦ୍ରାପଡ଼ା ଜିଲ୍ଲା ଶାଖା ତରଫରୁ ମାନ୍ୟବର ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀମାନ ସୂର୍ଯ୍ୟାବଂଶୀ ସୁରଜ ମହୋଦୟଙ୍କୁ ପୁଷ୍ପଗୁଛ ଓ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା ଦିଆଯିବା ସହିତ ୨୦୦୮ରୁ ୨୦୧୮ ଅନୁଦାନ ବିଜ୍ଞପ୍ତି ପ୍ରକାଶ ପାଇଁ ଅନୁରୋଧପତ୍ର ପ୍ରଦାନ। #GIA2008_2018

ଓଡ଼ିଶା ରାଜ୍ୟ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ସଂଘ #OSNLEA କେନ୍ଦ୍ରାପଡ଼ା ଜିଲ୍ଲା ଶାଖା ତରଫରୁ ମାନ୍ୟବର ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀମାନ ସୂର୍ଯ୍ୟାବଂଶୀ ସୁରଜ ମହୋଦୟଙ୍କୁ ପୁଷ୍ପଗୁଛ ଓ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା ଦିଆଯିବା ସହିତ ୨୦୦୮ରୁ ୨୦୧୮ ଅନୁଦାନ ବିଜ୍ଞପ୍ତି ପ୍ରକାଶ ପାଇଁ ଅନୁରୋଧପତ୍ର ପ୍ରଦାନ।
#GIA2008_2018
Biswaranjan Das (@biswara43530294) 's Twitter Profile Photo

ମାନନୀୟ CMO Odisha ଙ୍କୁବିନମ୍ର ଅନୁରୋଧ #GIA2008_2018 କୁ ମଞ୍ଜୁରକରି ପ୍ରତିଶୃତି ପାଳନ କରନ୍ତୁ #ଲୋକଙ୍କସରକାର #Opinion #ଜୟଜଗନ୍ନାଥ #OSNLEA PMO India Ministry of Education Dharmendra Pradhan I & PR Department, Odisha Higher Education Department, Govt. of Odisha 🇮🇳 Suryabanshi Suraj arvind agrawal Manmohan Samal Babu Singh instagram.com/reel/DRa0SYdE9…

Priyabrata Mohapatra (@priyabr02682192) 's Twitter Profile Photo

Mohan Charan Majhi 2008 ରୁ 2018 ଅନୁଦାନ ନିମନ୍ତେ ଯଥାଶୀଘ୍ର ବିଧିବଦ୍ଧ ସରକାରୀ ବିଜ୍ଞପ୍ତି ଜାରିକରିବା ପାଇଁ ମାନନୀୟ #ଲୋକଙ୍କମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ Mohan Charan Majhi ମହୋଦୟଙ୍କୁ ବିନମ୍ର ନିବେଦନ। #ଜୟଜଗନ୍ନାଥ #GIA2008_2018 #OSNLEA

Mohan Charan Majhi 2008 ରୁ 2018 ଅନୁଦାନ ନିମନ୍ତେ ଯଥାଶୀଘ୍ର ବିଧିବଦ୍ଧ ସରକାରୀ ବିଜ୍ଞପ୍ତି ଜାରିକରିବା ପାଇଁ ମାନନୀୟ #ଲୋକଙ୍କମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ Mohan Charan Majhi ମହୋଦୟଙ୍କୁ ବିନମ୍ର ନିବେଦନ।
#ଜୟଜଗନ୍ନାଥ
#GIA2008_2018
#OSNLEA
Priyabrata Mohapatra (@priyabr02682192) 's Twitter Profile Photo

ଓଟିଭି ଅଧ୍ୟାପକ ମାନଙ୍କ ଦୀର୍ଘଦିନର ସମସ୍ୟାର ସମାଧାନ ଉଦେଶ୍ୟରେ ଗତ ଡିସେମ୍ବର 2024 ରେ ହୋଇଥିବା ଉଚ୍ଚସ୍ତରୀୟ କମିଟିକୁ ବର୍ଷେ ପୁରିବାକୁ ଯାଉଥିବା ବେଳେ, ଆଉ ଏକ କମିଟିର ପରିକଳ୍ପନା ସମସ୍ୟାର ସମାଧାନ ନୁହେଁ ବରଂ ସମୟ ଗଡ଼ାଇବାର ଏ ଘୁର୍ଣ୍ୟ ପ୍ରୟାସ ମାତ୍ର।#OSNLEA ଏହାକୁ ତୀବ୍ର ନିନ୍ଦା କରୁଛି। #ଜୟଜଗନ୍ନାଥ #GIA2008_2018

ଓଟିଭି ଅଧ୍ୟାପକ ମାନଙ୍କ ଦୀର୍ଘଦିନର ସମସ୍ୟାର ସମାଧାନ ଉଦେଶ୍ୟରେ ଗତ ଡିସେମ୍ବର 2024 ରେ ହୋଇଥିବା ଉଚ୍ଚସ୍ତରୀୟ କମିଟିକୁ ବର୍ଷେ ପୁରିବାକୁ ଯାଉଥିବା ବେଳେ, ଆଉ ଏକ କମିଟିର ପରିକଳ୍ପନା ସମସ୍ୟାର ସମାଧାନ ନୁହେଁ ବରଂ ସମୟ ଗଡ଼ାଇବାର ଏ ଘୁର୍ଣ୍ୟ ପ୍ରୟାସ ମାତ୍ର।#OSNLEA ଏହାକୁ ତୀବ୍ର ନିନ୍ଦା କରୁଛି।
#ଜୟଜଗନ୍ନାଥ
#GIA2008_2018
Biswaranjan Das (@biswara43530294) 's Twitter Profile Photo

ମାନନୀୟ CMO Odisha ଙ୍କୁବିନମ୍ର ଅନୁରୋଧ #GIA2008_2018 କୁ ମଞ୍ଜୁରକରି ପ୍ରତିଶୃତି ପାଳନ କରନ୍ତୁ #ଲୋକଙ୍କସରକାର #Opinion #ଜୟଜଗନ୍ନାଥ #OSNLEA PMO India Ministry of Education Dharmendra Pradhan I & PR Department, Odisha Higher Education Department, Govt. of Odisha 🇮🇳 Suryabanshi Suraj arvind agrawal Manmohan Samal Babu Singh instagram.com/reel/DSWYGd_E2…

Biswaranjan Das (@biswara43530294) 's Twitter Profile Photo

ମାନନୀୟ CMO Odisha ଙ୍କୁବିନମ୍ର ଅନୁରୋଧ #GIA2008_2018 କୁ ମଞ୍ଜୁରକରି ପ୍ରତିଶୃତି ପାଳନ କରନ୍ତୁ #ଲୋକଙ୍କସରକାର #Opinion #ଜୟଜଗନ୍ନାଥ #OSNLEA PMO India Ministry of Education Dharmendra Pradhan I & PR Department, Odisha Higher Education Department, Govt. of Odisha 🇮🇳 Suryabanshi Suraj arvind agrawal Manmohan Samal Babu Singh instagram.com/reel/DSY7LxRE1…

Biswaranjan Das (@biswara43530294) 's Twitter Profile Photo

ମାନନୀୟ CMO Odisha ଙ୍କୁବିନମ୍ର ଅନୁରୋଧ #GIA2008_2018 କୁ ମଞ୍ଜୁରକରି ପ୍ରତିଶୃତି ପାଳନ କରନ୍ତୁ #ଲୋକଙ୍କସରକାର #Opinion #ଜୟଜଗନ୍ନାଥ #OSNLEA PMO India Ministry of Education Dharmendra Pradhan I & PR Department, Odisha Higher Education Department, Govt. of Odisha 🇮🇳 Suryabanshi Suraj arvind agrawal Manmohan Samal Babu Singh instagram.com/reel/DSeA-iUE3…

Priyabrata Mohapatra (@priyabr02682192) 's Twitter Profile Photo

#OSNLEA କଟକ ଜିଲ୍ଲା ଆଠଗଡ ଖଣ୍ଡ ତରଫରୁ ମାନ୍ୟବର ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀମାନ ସୂର୍ଯ୍ୟବଂଶୀ ସୁରଜ ମହୋଦୟଙ୍କୁ ସାକ୍ଷାତ କରି ୨୦୦୮ରୁ ୨୦୧୮ ଅନୁଦାନ ବିଜ୍ଞପ୍ତି ତୁରନ୍ତ ପ୍ରକାଶ ପାଇଁ ବିନମ୍ର ଅନୁରୋଧ ରଖିଥିଲେ।ମାନ୍ୟବର ମନ୍ତ୍ରୀ ଖୁବଶୀଘ୍ର ବିଜ୍ଞପ୍ତି ପ୍ରକାଶ ପାଇଁ ନିର୍ଭର ପ୍ରତିଶୃତି ଦେଇଛନ୍ତି। #ଜୟଜଗନ୍ନାଥ #GIA2008_2018

#OSNLEA କଟକ ଜିଲ୍ଲା ଆଠଗଡ ଖଣ୍ଡ ତରଫରୁ  ମାନ୍ୟବର ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀମାନ ସୂର୍ଯ୍ୟବଂଶୀ ସୁରଜ ମହୋଦୟଙ୍କୁ ସାକ୍ଷାତ କରି ୨୦୦୮ରୁ ୨୦୧୮ ଅନୁଦାନ ବିଜ୍ଞପ୍ତି ତୁରନ୍ତ ପ୍ରକାଶ ପାଇଁ ବିନମ୍ର ଅନୁରୋଧ ରଖିଥିଲେ।ମାନ୍ୟବର ମନ୍ତ୍ରୀ ଖୁବଶୀଘ୍ର ବିଜ୍ଞପ୍ତି ପ୍ରକାଶ ପାଇଁ  ନିର୍ଭର ପ୍ରତିଶୃତି ଦେଇଛନ୍ତି।
#ଜୟଜଗନ୍ନାଥ
#GIA2008_2018
Biswaranjan Das (@biswara43530294) 's Twitter Profile Photo

ମାନନୀୟ CMO Odisha ଙ୍କୁବିନମ୍ର ଅନୁରୋଧ #GIA2008_2018 କୁ ମଞ୍ଜୁରକରି ପ୍ରତିଶୃତି ପାଳନ କରନ୍ତୁ #ଲୋକଙ୍କସରକାର #Opinion #ଜୟଜଗନ୍ନାଥ #OSNLEA PMO India Ministry of Education Dharmendra Pradhan I & PR Department, Odisha Higher Education Department, Govt. of Odisha 🇮🇳 Suryabanshi Suraj arvind agrawal Manmohan Samal Babu Singh instagram.com/reel/DSwEaFBk7…

Priyabrata Mohapatra (@priyabr02682192) 's Twitter Profile Photo

2008 ରୁ 2018 ଅନୁଦାନ ପାଇଁ ଉଚ୍ଚସ୍ତରୀୟ କମିଟିରେ ସଫଳ ଆଲୋଚନା ପରେ ମାନନୀୟ ମୁଖ୍ୟମନ୍ତ୍ରୀଙ୍କର ପ୍ରତିନିଧି ତଥା ଏକାମ୍ର ର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ବାବୁ ସିଂ ମହୋଦୟଙ୍କୁ #OSNLEA ଖୋର୍ଦ୍ଧା -ନୟାଗଡ଼ ଜିଲ୍ଲା ଶାଖା ତରଫରୁ ପୁଷ୍ପଗୁଛ ଓ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା। #ଜୟଜଗନ୍ନାଥ #GIA2008_2018

2008 ରୁ 2018 ଅନୁଦାନ ପାଇଁ ଉଚ୍ଚସ୍ତରୀୟ କମିଟିରେ ସଫଳ ଆଲୋଚନା ପରେ ମାନନୀୟ ମୁଖ୍ୟମନ୍ତ୍ରୀଙ୍କର ପ୍ରତିନିଧି ତଥା ଏକାମ୍ର ର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ବାବୁ ସିଂ ମହୋଦୟଙ୍କୁ #OSNLEA ଖୋର୍ଦ୍ଧା -ନୟାଗଡ଼ ଜିଲ୍ଲା ଶାଖା ତରଫରୁ ପୁଷ୍ପଗୁଛ ଓ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା।
#ଜୟଜଗନ୍ନାଥ
#GIA2008_2018
Priyabrata Mohapatra (@priyabr02682192) 's Twitter Profile Photo

Biswaranjan Das CMO Odisha PMO India Ministry of Education Dharmendra Pradhan I & PR Department, Odisha Higher Education Department, Govt. of Odisha 🇮🇳 Suryabanshi Suraj arvind agrawal Manmohan Samal Babu Singh ନୂଆ ଅନୁଦାନ ନୀତିକୁ ଶୀଘ୍ର ସ୍ୱୀକୃତି ପ୍ରଦାନ କରି 5000 ରୁ ଉର୍ଦ୍ଧ ଅଧ୍ୟାପକ ଓ କର୍ମଚାରୀଙ୍କୁ ନ୍ୟାୟ ପ୍ରଦାନ କରିବାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ Mohan Charan Majhi ମହୋଦୟଙ୍କୁ ବିନମ୍ର ନିବେଦନ। #ଜୟଜଗନ୍ନାଥ #GIA2008_2018 #OSNLEA

Biswaranjan Das CMO Odisha PMO India Ministry of Education Dharmendra Pradhan I & PR Department, Odisha Higher Education Department, Govt. of Odisha 🇮🇳 Suryabanshi Suraj arvind agrawal Manmohan Samal Babu Singh ନୂଆ ଅନୁଦାନ ନୀତିକୁ ଶୀଘ୍ର ସ୍ୱୀକୃତି ପ୍ରଦାନ କରି 5000 ରୁ ଉର୍ଦ୍ଧ ଅଧ୍ୟାପକ ଓ କର୍ମଚାରୀଙ୍କୁ ନ୍ୟାୟ ପ୍ରଦାନ କରିବାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ Mohan Charan Majhi ମହୋଦୟଙ୍କୁ ବିନମ୍ର ନିବେଦନ।
#ଜୟଜଗନ୍ନାଥ
#GIA2008_2018
#OSNLEA
Priyabrata Mohapatra (@priyabr02682192) 's Twitter Profile Photo

#OSNLEA ଗଞ୍ଜାମ ଜିଲ୍ଲା ଶାଖା ଅନ୍ତର୍ଗତ ଚିକିଟି ଖଣ୍ଡ ତତଫରୁ ଲୋକପ୍ରିୟ ବିଧାୟକ ଶ୍ରୀଯୁକ୍ତ ମନୋରଞ୍ଜନ ଦ୍ୟାନ ସାମନ୍ତରାୟଙ୍କ ଉପସ୍ଥିତିରେ ଓଡ଼ିଶା ସରକାରଙ୍କର ମାନନୀୟ ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀମାନ୍ ସୂର୍ଯ୍ୟବଂଶୀ ସୂରଜ ମହୋଦୟଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଛି। #ଜୟଜଗନ୍ନାଥ #GIA2008_2018

#OSNLEA ଗଞ୍ଜାମ ଜିଲ୍ଲା ଶାଖା ଅନ୍ତର୍ଗତ ଚିକିଟି ଖଣ୍ଡ ତତଫରୁ ଲୋକପ୍ରିୟ ବିଧାୟକ ଶ୍ରୀଯୁକ୍ତ ମନୋରଞ୍ଜନ ଦ୍ୟାନ ସାମନ୍ତରାୟଙ୍କ ଉପସ୍ଥିତିରେ ଓଡ଼ିଶା ସରକାରଙ୍କର ମାନନୀୟ ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀମାନ୍ ସୂର୍ଯ୍ୟବଂଶୀ ସୂରଜ ମହୋଦୟଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଛି।
#ଜୟଜଗନ୍ନାଥ
#GIA2008_2018