DEEPA BARIK (@charubalab) 's Twitter Profile
DEEPA BARIK

@charubalab

#TwitterGirl|
#SocialWorker|
Recipient of #JatiNandighoshaConclaveAward2021
@NandighoshaTV| #WomenAchieverAward2021 @prameyaodia
|Tweets are personal

ID: 1052924228733886464

linkhttps://www.thebetterindia.com/281363/odisha-twitter-queen-helps-poor-elderly-via-twitter-charubalab calendar_today18-10-2018 14:07:53

39,39K Tweet

11,11K Takipçi

5,5K Takip Edilen

DEEPA BARIK (@charubalab) 's Twitter Profile Photo

ବୌଦ୍ଧ ଜିଲ୍ଲା ମର୍ଜାକୁଦ ସେତୁରେ ଆଜି ପର୍ଯ୍ୟନ୍ତ ଆଲୋକିକରଣ ହୋଇପାରିନାହିଁ. ଯଥାଶୀଘ୍ର ଅଲୋକିକରଣ ବ୍ୟବସ୍ଥା ନିମନ୍ତେ ପଦକ୍ଷେପ ନେବାକୁ CMO Odisha Collector Boudh ଙ୍କୁ ବିନମ୍ର ଅନୁରୋଧ.BoudhgarhNAC ChiefSecyOdisha

ଭୁବନେଶ୍ୱର ଭଳି ମହାନଗର ମାନଙ୍କରେ ଏଭଳି ଶହ ଶହ ସରକାରୀ ବସ ଚାଲୁଛି ସେଠାରେ କିଛି ଅସୁବିଧା ନାହିଁ, ଆମ ଅଞ୍ଚଳରେ କେବଳ ଗୋଟିଏ ବସ ଚଳୁଛି ଯାହାକି ଆଠ ଦିନ ହେଲା ବନ୍ଦ ଅଛି। ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ | OSRTC ଙ୍କୁ ସିଧାସଳଖ ପ୍ରଶ୍ନ ଯେ ଆପଣଙ୍କ ହିସାବରେ ଆମ ଅଞ୍ଚଳରେ କଣ ମଣିଷ ନାହାନ୍ତି?ଏ ଅଞ୍ଚଳର ଲୋକମାନଙ୍କୁ ହଇରାଣ କଲେ ଆପଣଙ୍କୁ ଖୁସି ମିଳୁଥିବ

ବରଗଡ଼ ଜିଲ୍ଲା ଝାରବନ୍ଧ ଅଞ୍ଚଳରେ ନେଟୱର୍କ ସମସ୍ୟା ଯୋଗୁଁ ଧାନ ପଞ୍ଜିକରଣରେ ବ୍ୟାପକ ସମସ୍ୟା ଦେଖାଯାଉଛି, ଏହା ପ୍ରତି ଧ୍ୟାନ ଦେଇ ପଦକ୍ଷେପ ଗ୍ରହଣ କରିବାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ Mohan Charan Majhi Kanak Vardhan Singh Deo (Modiji Ka Parivar) Collector & DM, Bargarh କୃଷି ବିଭାଗ, ଓଡ଼ିଶା Samabaya Bibhag ଙ୍କୁ ଅନୁରୋଧ

କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଳକ ଭଟାଝରି ଗ୍ରାମବାସୀ ସ୍ୱାସ୍ଥ୍ୟ, ଗମନାଗମନ, ବିଜୁଳି ଭଳି ସମସ୍ତ ମୌଳିକ ସୁବିଧାରୁ ବଞ୍ଚିତ ଅଛନ୍ତି. ଉପଯୁକ୍ତ ତଦନ୍ତ କରି ଉକ୍ତ ଗ୍ରାମକୁ ଯାଇ ସମସ୍ତ ମୌଳିକ ସୁବିଧା ଯୋଗାଇ ଦେବାକୁ DM KALAHANDI ଙ୍କୁ ବିନମ୍ର ଅନୁରୋଧ.CMO Odisha Panchayati Raj and Drinking Water Department Lanjigarh Panchayat Samiti TP Western Odisha Distribution Ltd.

Kalpana Punji, 21, from Tumuripani village, Jharbandh, Bargarh, a 100% locomotor disabled woman, is denied her Rs 3500 enhanced pension & lacks a separate ration card. Urging authorities to provide her Antyodaya ration card (35kg) & Antyodaya Awas. #JusticeForKalpana

DEEPA BARIK (@charubalab) 's Twitter Profile Photo

ପାଟଣାଗଡ଼ ସହରର ମୁଖ୍ୟ ରାସ୍ତାରେ ବୁଲା ଗୋରୁଙ୍କ ଯୋଗୁଁ ଟ୍ରାଫିକ ସମସ୍ୟା ହେବାସହ ଦୁର୍ଘଟଣା ବଢୁଛି.Patnagarh N.A.C. ଏଦିଗରେ ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ନେବାକୁ ଅନୁରୋଧ.CMO Odisha Subcollectorpatnagarh Collector & DM, Balangir

ଆଜି ସକାଳୁ ଆମ ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ ଧାନ୍ଦୁପାଲି ଗ୍ରାମରୁ ଏକ ଦୁଃଖଦ ଖବର ମିଳିଛି ଯାହାକି ଅତ୍ୟନ୍ତ ହୃଦୟ ବିଦାରକ। ନିଜର ଝାଳ ବୁହା ପରିଶ୍ରମରେ କରିଥିବା ପନିପରିବା ଫଳସ କୁ ରାତିରେ ଜଗିବା ପାଇଁ ସ୍ୱାମୀ ସ୍ତ୍ରୀ ଉଭୟେ ରହିଥିବା ବେଳେ ଏକ ବଣୁଆ ହାତୀ ଆକ୍ରମଣରେ ଉଭୟଙ୍କ ମୃତ୍ୟୁ ହୋଇଯାଇଛି।ବନବିଭାଗରେ Odisha Forest, Env. and Climate Change Department ଏତେ ସବୁ