Office of Sanjay Kumar Das Burma (@burmasanjay1) 's Twitter Profile
Office of Sanjay Kumar Das Burma

@burmasanjay1

Office of sir @BurmaSanjay , Ex-Minister, Ex-Deputy Chiairman State Planning Board Odisha ,Ex-MLA Brahmagiri, Official I'd public Figure

ID: 1260612489487634439

calendar_today13-05-2020 16:47:21

1,1K Tweet

1,1K Takipçi

22 Takip Edilen

Sanjay Kumar Das Burma (@burmasanjay) 's Twitter Profile Photo

ଭଦ୍ରକ ଜିଲ୍ଲା ଧାମନଗର ନିର୍ବାଚନ ମଣ୍ଡଳୀ ଧୁସୁରି ନିକଟସ୍ଥ IGM କଲେଜ ପଡ଼ିଆ ଠାରେ 'ଆମ ଓଡ଼ିଶା ନବୀନ ଓଡ଼ିଶା' ତଥା #5T ଅଧ୍ୟକ୍ଷ ଶ୍ରୀଯୁକ୍ତ ଭି. କାର୍ତ୍ତିକ ପାଣ୍ଡିଆନ୍ ଙ୍କ କାର୍ଯ୍ୟକ୍ରମ। #BJDDigitalWing #nabinodisha

Sanjay Kumar Das Burma (@burmasanjay) 's Twitter Profile Photo

ମୁଖ୍ୟମନ୍ତ୍ରୀ ଶ୍ରୀ Naveen Patnaik 15ଟି ଜିଲ୍ଲାର 67ଟି ସରକାରୀ ଚିକିତ୍ସାଳୟ 'ଆମ ହସ୍ପିଟାଲ' ର ରୁପାନ୍ତିକରଣର ଲୋକାର୍ପଣ କରିଛନ୍ତି। ଆଜି ବ୍ରହ୍ମଗିରି ବ୍ଲକ ରେବଣା ନୂଆଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଠାରେ ପୁରୀ ଜିଲ୍ଲାର ଜିଲ୍ଲା ସ୍ତରୀୟ 'ଆମ ହସ୍ପିଟାଲ' ର ରୁପାନ୍ତିକରଣ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଉତ୍ସର୍ଗୀକୃତ।

ଓଡ଼ିଶାର ବରପୁତ୍ର ତଥା ମହାନ ଜନନାୟକ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୮ ତମ ଜୟନ୍ତୀ ଉପଲକ୍ଷେ ଭୁବନେଶ୍ଵର ଫରେଷ୍ଟ ପାର୍କ ଠାରେ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତୀ ରେ ପୁଷ୍ପମାଲ୍ୟ ଅର୍ପଣ ସହିତ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ Naveen Patnaik । #BJDDigitalWing #NaveenOdisha #5T

Biju Janata Dal (@bjd_odisha) 's Twitter Profile Photo

ମହାନ ଜନନାୟକ, ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ଅବସରରେ ସଭାପତି ଶ୍ରୀ Naveen Patnaik ଲୋକାଭିମୁଖୀ ସୁବିଧା ସମ୍ବଳିତ ବିଜୁ ଜନତା ଦଳର ନୂଆ ୱେବସାଇଟ୍- bjdodisha.org.in/home ଲୋକାର୍ପଣ କରିଛନ୍ତି। ବିକାଶରେ ଜନଭାଗିଦାରୀକୁ ଗୁରୁତ୍ଵ ଦେଇ #5T ଉପକ୍ରମ ଅନ୍ତର୍ଗତ ବିଭିନ୍ନ ସୁବିଧାକୁ ୱେବସାଇଟରେ ସ୍ଥାନ ଦିଆଯାଇଛି।

Sanjay Kumar Das Burma (@burmasanjay) 's Twitter Profile Photo

ପୁରୀ ସଦର ବ୍ଲକ ପ୍ରତାପ ରାମଚନ୍ଦ୍ରପୁର ଗ୍ରାମପଞ୍ଚାୟତ ରୁ ବିଜୟ ରାମଚନ୍ଦ୍ରପୁର ଗ୍ରାମପଞ୍ଚାୟତ କୁ ସଂଯୋଗ କରୁଥିବା ରତ୍ନଚିରା ନଦୀ ଉପରେ ଚାଷପଡା ମାଳସାହି ନିର୍ମାଣାଧୀନ ସେତୁ କାର୍ଯ୍ୟ ଶିଘ୍ର ପୂର୍ଣ୍ଣାଙ୍ଗ କରିବା ପାଇଁଁ ଗ୍ରାମ୍ୟ ଉନ୍ନୟନ ବିଭାଗର ବିଭାଗୀୟ ଅଧିକାରୀଙ୍କ ସହିତ କ୍ଷେତ୍ର ପରିଦର୍ଶନ କରି ଆଲୋଚନା କରାଯାଇଛି।

ବ୍ରହ୍ମଗିରି ବ୍ଲକ କାଣ୍ଡଗୋଦା ଗ୍ରାମପଞ୍ଚାୟତର ଲୁଣା ନଦୀ ଉପରେ ମାଝୀପଡ଼ା ସେତୁର ନିର୍ମାଣଧୀନ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ପୁରୀ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ଏବଂ ବିଭାଗୀୟ ଅଧିକାରୀଙ୍କ ସହିତ କ୍ଷେତ୍ର ପରିଦର୍ଶନ।

ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପୁରୀ ସଦର ବ୍ଲକ ପ୍ରତାପ ରାମଚନ୍ଦ୍ରପୁର ପଞ୍ଚାୟତ ପାଟେଳି ରାଜସ୍ବ ନୀରିକ୍ଷକ କାର୍ଯ୍ୟାଳୟ ଠାରେ ନିର୍ମାଣଧୀନ ବହୁମୁଖି ବାତ୍ୟା ଆଶ୍ରୟସ୍ଥଳୀ କାର୍ଯ୍ୟର ଅଗ୍ରଗତି ସଂପର୍କରେ କ୍ଷେତ୍ର ପ୍ରଦର୍ଶନ କରି ପୁରୀ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିକ୍ଷଣ ଯନ୍ତ୍ରୀଙ୍କ ସହ ଆଲୋଚନା କରାଯାଇଛି।

ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପୁରୀ ସଦର ବ୍ଲକ ଭାଇଲିପୁର ପଞ୍ଚାୟତ ରୂଆ ଠାରେ ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ ବୁଲି ଦେଖିଥିଲି।  ଶିଳ୍ପ ତାଲିମ ଆନୁଷ୍ଠାନରେ ନୂତନ ଭାବେ ଆଜି ଶିକ୍ଷାଦାନ ଆରମ୍ଭ କରାଯାଇଛି। ଆଜିର ଏହି ଦିନକୁ ସ୍ମରଣୀୟ ରଖିବା ପାଇଁ ଅନୁଷ୍ଠାନରେ ବୃକ୍ଷ ରୋପଣ କରାଯାଇଛି।

ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପୁରୀ ସଦର ବ୍ଲକ ଭାଇଲିପୁର ପଞ୍ଚାୟତ ରୂଆ ଠାରେ ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ ବୁଲି ଦେଖିଥିଲି।

ଶିଳ୍ପ ତାଲିମ ଆନୁଷ୍ଠାନରେ ନୂତନ ଭାବେ ଆଜି ଶିକ୍ଷାଦାନ ଆରମ୍ଭ କରାଯାଇଛି। ଆଜିର ଏହି ଦିନକୁ ସ୍ମରଣୀୟ ରଖିବା ପାଇଁ ଅନୁଷ୍ଠାନରେ ବୃକ୍ଷ ରୋପଣ କରାଯାଇଛି।
Sanjay Kumar Das Burma (@burmasanjay) 's Twitter Profile Photo

ରାଜଧାନୀ ଭୁବନେଶ୍ବର ଭିତରେ ସବୁଜ ବନାନୀର ଅନୁଭୂତି ପ୍ରଦାନ କରିବା ଲାଗି ପ୍ରତିଷ୍ଠା ହୋଇଥିବା ଆନନ୍ଦବନକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ Naveen Patnaik ଗତକାଲି ଲୋକାର୍ପଣ କରିଛନ୍ତି। ଆଜି ମୁଁ ଆନନ୍ଦବନ ବୁଲି ପ୍ରକୃତିକ ସୌନ୍ଦର୍ଯ୍ୟକୁ ଅନୁଭବ କରିଛି। ସହର ଭିତରେ ଜଙ୍ଗଲର ଭ୍ରମ ସୃଷ୍ଟି କରୁଛି ଆନନ୍ଦବନ।

ପୁରୀ ସର୍କିଟ ହାଉସ ଠାରେ ବ୍ରହ୍ମଗିରି ବ୍ଲକ ର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ସମ୍ପର୍କରେ ବ୍ଲକ ମଣ୍ଡଳ ଉନ୍ନୟନ ଅଧିକାରୀ, ସମ୍ପୃକ୍ତ ବିଭାଗୀୟ ଅଧିକାରୀ ଏବଂ ବ୍ରହ୍ମଗିରି ବ୍ଲକ ଅଧ୍ୟକ୍ଷାଙ୍କ ଉପସ୍ଥିତରେ ଆଲୋଚନା କରାଯାଇଛି। #BJDDigitalWing #NaveenOdisha

ପୁରୀ ସର୍କିଟ ହାଉସ ଠାରେ ବ୍ରହ୍ମଗିରି ବ୍ଲକ ର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ସମ୍ପର୍କରେ ବ୍ଲକ ମଣ୍ଡଳ ଉନ୍ନୟନ ଅଧିକାରୀ, ସମ୍ପୃକ୍ତ ବିଭାଗୀୟ ଅଧିକାରୀ ଏବଂ ବ୍ରହ୍ମଗିରି ବ୍ଲକ ଅଧ୍ୟକ୍ଷାଙ୍କ ଉପସ୍ଥିତରେ ଆଲୋଚନା କରାଯାଇଛି।
#BJDDigitalWing #NaveenOdisha
Sanjay Kumar Das Burma (@burmasanjay) 's Twitter Profile Photo

ପୁରୀ ଠାରେ ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳର ପ୍ରମୁଖ ନେତୃମଣ୍ଡଳୀ ମାନଙ୍କୁ ନେଇ ସାଙ୍ଗଠନିକ ବୈଠକ ଅନୁଷ୍ଠିତ।

ଭୁବନେଶ୍ୱର ଶଙ୍ଖ ଭବନ ଠାରେ Biju Janata Dal ସାଙ୍ଗଠନିକ ସମ୍ପାଦକ Pranab Prakash Das ଏବଂ ସତ୍ୟବାଦୀ ନିର୍ବାଚନ ମଣ୍ଡଳୀ ବିଧାୟକ Umakanta Samantaray ଙ୍କ ଉପସ୍ଥିତରେ ପୁରୀ ଜିଲ୍ଲା ସତ୍ୟବାଦୀ ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳର ପ୍ରମୁଖ ନେତୃମଣ୍ଡଳୀ ମାନଙ୍କୁ ନେଇ ସାଙ୍ଗଠନିକ ବୈଠକ ଅନୁଷ୍ଠିତ। #BJDDigitalWing #NaveenOdisha

ଓଡ଼ିଶା ଦିବସରେ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା। ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ବରେଣ୍ୟ ସାଧକମାନଙ୍କୁ ଏହି ଅବସରରେ ମୋର ଶ୍ରଦ୍ଧାଞ୍ଜଳି ଜଣାଉଛି। ଆସନ୍ତୁ ଓଡ଼ିଆ ଜାତିର ସ୍ଵାଭିମାନକୁ ବଜାୟ ରଖିବା ସହ ଓଡ଼ିଶାର ସମୃଦ୍ଧି ପାଇଁ ଆମର ମିଳିତ ଉଦ୍ୟମକୁ ଆହୁରି ଶକ୍ତିଶାଳୀ କରିବା। ବନ୍ଦେ ଉତ୍କଳ ଜନନୀ। #OdishaDibasa

ଓଡ଼ିଶା ଦିବସରେ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା। ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ବରେଣ୍ୟ ସାଧକମାନଙ୍କୁ ଏହି ଅବସରରେ ମୋର ଶ୍ରଦ୍ଧାଞ୍ଜଳି ଜଣାଉଛି। ଆସନ୍ତୁ ଓଡ଼ିଆ ଜାତିର ସ୍ଵାଭିମାନକୁ ବଜାୟ ରଖିବା ସହ ଓଡ଼ିଶାର ସମୃଦ୍ଧି ପାଇଁ ଆମର ମିଳିତ ଉଦ୍ୟମକୁ ଆହୁରି ଶକ୍ତିଶାଳୀ କରିବା। ବନ୍ଦେ ଉତ୍କଳ ଜନନୀ।
#OdishaDibasa
Sanjay Kumar Das Burma (@burmasanjay) 's Twitter Profile Photo

Biju Janata Dal ସଭାପତି ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ Naveen Patnaik ଙ୍କ ଲୋକାଭିମୁଖୀ କାର୍ଯ୍ୟ, ନିର୍ମଳ ଭାବମୂର୍ତ୍ତି ଓ ନୀତି, ଆଦର୍ଶରେ ଅନୁପ୍ରାଣିତ ହୋଇ ବ୍ରହ୍ମଗିରି ବ୍ଲକ କହଳପଦା ପଞ୍ଚାୟତ ଚଢ଼େଇକୁଦୀ ଗ୍ରାମର ସୁଦାମ ମାଝୀ ଆଜି ବିଧିବଦ୍ଧ ଭାବେ ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି।

ପୁରୀ ନରେନ୍ଦ୍ର ପୁଷ୍କରିଣୀ ନିକଟରେ ଘଟିଥିବା ଅଘଟଣ ବିଷୟରେ ଜାଣି ମୁଁ ଦୁଃଖିତ। ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ Naveen Patnaik ଙ୍କ ନିର୍ଦ୍ଦେଶକ୍ରମେ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ଆହତମାନଙ୍କ ସମସ୍ତ ଚିକିତ୍ସା ଖର୍ଚ୍ଚ ବହନ କରାଯିବ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ସମସ୍ତଙ୍କ ଆଶୁଆରୋଗ୍ୟ କାମନା କରୁଛି।

Sanjay Kumar Das Burma (@burmasanjay) 's Twitter Profile Photo

ଓଡ଼ିଆ ଅସ୍ମିତା କୁ ଝାଡ଼ଖଣ୍ଡି ମାଡ଼। ଆଜି ତାରିଖ - 13/07/2024 ଦୈନିକ ଖବରକାଗଜ ପ୍ରଗତିବାଦୀ, ସମାଜ #mediacoverage

ଓଡ଼ିଆ ଅସ୍ମିତା କୁ ଝାଡ଼ଖଣ୍ଡି ମାଡ଼।

ଆଜି ତାରିଖ - 13/07/2024
ଦୈନିକ ଖବରକାଗଜ ପ୍ରଗତିବାଦୀ, ସମାଜ
#mediacoverage
Sanjay Kumar Das Burma (@burmasanjay) 's Twitter Profile Photo

ଲୋକସଭାକୁ ୨୦ ସାଂସଦ ଦେଇଥିବା ଓଡ଼ିଶା ଆଜି ବଜେଟରେ ପ୍ରତାରିତ ହୋଇଛି l ଓଡ଼ିଶାର ବିକାଶ ପାଇଁ କେନ୍ଦ୍ର ଉପରେ କରା ଯାଇଥିବା ଆଶା ଆଜି ନିରାଶାରେ ପରିଣତ ହୋଇଛି l ଅପରପକ୍ଷେ ବିହାର ଏବଂ ଆନ୍ଧ୍ର ପ୍ରଦେଶ ଅଧିକ ଅନୁଦାନ ପାଇଛନ୍ତି l 1/2

ପୁରୀ ଜିଲ୍ଲା ବିଜୁ ଜନତା ଦଳ ନେତୃମଣ୍ଡଳୀ ମାନେ ଆଜି ଭୁବନେଶ୍ୱର ଠାରେ Biju Janata Dal ସଭାପତି ଶ୍ରୀଯୁକ୍ତ Naveen Patnaik ଙ୍କୁ ଦେଖା କରିବା ସହିତ ଜିଲ୍ଲାରେ ସଙ୍ଗଠନକୁ ତୃଣମୂଳ ସ୍ତରରେ ସୁଦୃଢ କରିବା ପାଇଁ ଆଲୋଚନା କରାଯାଇଛି। #BJDDigitalWing

ପୁରୀ ଜିଲ୍ଲା ବିଜୁ ଜନତା ଦଳ ନେତୃମଣ୍ଡଳୀ ମାନେ ଆଜି ଭୁବନେଶ୍ୱର ଠାରେ Biju Janata Dal ସଭାପତି ଶ୍ରୀଯୁକ୍ତ Naveen Patnaik ଙ୍କୁ ଦେଖା କରିବା ସହିତ ଜିଲ୍ଲାରେ ସଙ୍ଗଠନକୁ ତୃଣମୂଳ ସ୍ତରରେ ସୁଦୃଢ କରିବା ପାଇଁ ଆଲୋଚନା କରାଯାଇଛି।
#BJDDigitalWing