ବିଦ୍ୟାଧର ପଣ୍ଡା Journalist Translator(@BidyadharPanda8) 's Twitter Profileg
ବିଦ୍ୟାଧର ପଣ୍ଡା Journalist Translator

@BidyadharPanda8

ସାମ୍ବାଦିକ, ସ୍ତମ୍ଭକାର, ସାହିତ୍ୟିକ, ଅନୁବାଦକ, ବେତାର ଶିଳ୍ପୀ, ଚାଷୀ, ପୂର୍ବ-ଅଧ୍ଯାପକ @ଅଢେଇଗୁଣ୍ଡି/ନରସିଂହପୁର କଟକ-754037.ଓଡ଼ିଶା
9348042066
https://t.co/TCVIcWFQfM.

ID:1039569611639775232

calendar_today11-09-2018 17:41:24

13,2K تغريدات

1,4K متابعون

4,7K التالية

Prameya News7(@NEWS7Odia) 's Twitter Profile Photo


-ଫୁଲବାଣୀ ପୌରାଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ନୋଟିସ ଜାରୀ
-ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି କାଉନସିଲର
-୧୩ ଜଣ କାଉନସିଲରଙ୍କ ମଧ୍ୟରୁ ୧୧ ଜଣ ଅନାସ୍ଥା ପାଇଁ ଆବେଦନ
-ଆଲୋଚନା ପରେ ଅନାସ୍ଥା ନୋଟିସ ଜାରୀ କଲେ ଜିଲାପାଳ

account_circle
ବିଦ୍ୟାଧର ପଣ୍ଡା Journalist Translator(@BidyadharPanda8) 's Twitter Profile Photo

ମିଶି ଖେଚୁଡ଼ି ହୋଇଗଲାଣି। 'ଗଣ'ର ଅର୍ଥ ଆଉ ସର୍ବଜନ କିମ୍ବା ବହୁଜନ ନୁହେଁ। ବରଂ ଗଣନା କର ବୋଲି ଧରି ନେଲେ ଭଲ! ଏଇ ଯେମିତି କିଏ କେତେ ବର୍ଷ ଶାସନ କଲାଣି!!

account_circle
ବିଦ୍ୟାଧର ପଣ୍ଡା Journalist Translator(@BidyadharPanda8) 's Twitter Profile Photo

ଧର୍ମ ବାହାନାରେ ବଳି,
ବ୍ୟଭିଚାର ଆସୁଛି ଚଳି।
ବିକଳ୍ପ ପାଇଁ କଲେ ଚିନ୍ତା,
ଜୀବହତ୍ୟା କମି ଯା'ନ୍ତା।

account_circle
ବିଦ୍ୟାଧର ପଣ୍ଡା Journalist Translator(@BidyadharPanda8) 's Twitter Profile Photo

ନିର୍ବାଚନ ମ‌ଇଦାନରେ ଆଉ ଜଣେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୁଅ। ଜାନକୀ-ନନ୍ଦନ ପୃଥ୍ଵୀବଲ୍ଲଭ ପଟ୍ଟନାୟକ ଏଥର କଂଗ୍ରେସର ପ୍ରାର୍ଥୀ ହୋଇ ବେଗୁନିଆରୁ ଲଢ଼ିବେ।

account_circle
ବିଦ୍ୟାଧର ପଣ୍ଡା Journalist Translator(@BidyadharPanda8) 's Twitter Profile Photo

: ଉନ୍ନତ କଟକ ଜିଲ୍ଲାରେ କଙ୍ଗାରୁ ଆଇନ। ପ୍ରଫୁଲ୍ଲ ପଣ୍ଡା, ବାମ ମହାରଣା, ଯଜ୍ଞ ବେହେରା ଓ ବିନୟ ମହାରଣା ଇଙ୍ଗିତରେ ଅଢ଼େଇଗୁଣ୍ଡି ଗାଁର ସାଂସ୍କୃତିକ ଇତିହାସରେ କଳଙ୍କର ଛିଟା। ଗାଁର ୩ ପରିବାର ଦଣ୍ଡ ଠାକୁରଙ୍କ 'ଭୋଗଖିଆ' ନୀତିରୁ ବାସନ୍ଦ। ହିନ୍ଦୁ ଧର୍ମର ନିନ୍ଦନୀୟ ଘଟଣା।

CMO Odisha
@raghubar

account_circle
Prameya News7(@NEWS7Odia) 's Twitter Profile Photo

ରୋଡ୍ ଶୋ’ ବେଳେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡିଙ୍କ ଉପରେ ପଥର ମାଡ଼, ମୁଣ୍ଡରେ ଲାଗିଲା ଆଘାତ

prameyanews7.com/chief-minister…

account_circle
News18 Odia(@News18Odia) 's Twitter Profile Photo


କାଲି ସୁନାବେଶରେ ଦର୍ଶନ ଦେବେ ଘଟଗାଁର ମାଆ ତାରିଣୀ
ତାରିଣୀଙ୍କ ପୀଠରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ସମ୍ଭାବନା
ପ୍ରଥମ ଥର ପାଇଁ ପୀଠରେ ଲାଗିବ AC ବ୍ୟାରିକେଡ
District Administration,Keonjhar SP Keonjhar

#କାଲି_ତାରିଣୀଙ୍କ_ସୁନାବେଶ କାଲି ସୁନାବେଶରେ ଦର୍ଶନ ଦେବେ ଘଟଗାଁର ମାଆ ତାରିଣୀ ତାରିଣୀଙ୍କ ପୀଠରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ସମ୍ଭାବନା ପ୍ରଥମ ଥର ପାଇଁ ପୀଠରେ ଲାଗିବ AC ବ୍ୟାରିକେଡ @DistAdmKeonjhar @spkeonjhar
account_circle
ବିଦ୍ୟାଧର ପଣ୍ଡା Journalist Translator(@BidyadharPanda8) 's Twitter Profile Photo

ନରନରସିଂହପୁର: ଦଣ୍ତ ସମ୍ମିଳନୀ ନାଁରେ ପାରମ୍ପରିକ ସଂସ୍କୃତିରେ ଭଣ୍ଡ ପୁରାଇ ପୁରସ୍କାର ପ୍ରଦାନ ବାହାନାରେ ଟଙ୍କାବଣ୍ଟା ଆଦର୍ଶ ଆଚରଣବିଧିର ଖୋଲା ଉଲ୍ଲଂଘନ ନୁହେଁ କି?


account_circle
Prameya News7(@NEWS7Odia) 's Twitter Profile Photo

-ବିଜେଡି ଦଳ ଛାଡିଲେ ରାଜ୍ୟ ଯୁବ ଉପସଭାପତି ରାକେଶ ନାୟକ
-ଧର୍ମଶାଳା ନିର୍ବାଚନ ମଣ୍ଡଳୀ ର ଯୁବ ନେତା ରାକେଶ ନାୟକ
-ବିଧିବଦ୍ଧ ଭାବରେ ବିଜେଡି ଦଳ ଛାଡି ଥିବା ନେଇ ସୂଚନା

account_circle
Sambad (ସମ୍ବାଦ)(@sambad_odisha) 's Twitter Profile Photo


ଆସନ୍ତାକାଲିଠାରୁ ମା ସମଲେଶ୍ବରୀଙ୍କ ପୀଠ ପରିସରରେ ମାଦକ ଦ୍ରବ୍ୟ ଓ ପାନ ଗୁଟକାର ବ୍ୟବହାର ଉପରେ ରୋକ୍ । ଏନେଇ ସମଲେଶ୍ଵରୀ ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ନିଷ୍ପତ୍ତି । କୌଣସି ପ୍ରକାର ମାଦକ ଦ୍ରବ୍ୟ ନଆଣିବାକୁ ଟ୍ରଷ୍ଟର ଅନୁରୋଧ । ଏହି ନିଷ୍ପତ୍ତିକୁ ନ ମାନିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ ।

#BREAKING ଆସନ୍ତାକାଲିଠାରୁ ମା ସମଲେଶ୍ବରୀଙ୍କ ପୀଠ ପରିସରରେ ମାଦକ ଦ୍ରବ୍ୟ ଓ ପାନ ଗୁଟକାର ବ୍ୟବହାର ଉପରେ ରୋକ୍ । ଏନେଇ ସମଲେଶ୍ଵରୀ ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ନିଷ୍ପତ୍ତି । କୌଣସି ପ୍ରକାର ମାଦକ ଦ୍ରବ୍ୟ ନଆଣିବାକୁ ଟ୍ରଷ୍ଟର ଅନୁରୋଧ । ଏହି ନିଷ୍ପତ୍ତିକୁ ନ ମାନିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ । #Sambad #Sambalpur…
account_circle
ବିଦ୍ୟାଧର ପଣ୍ଡା Journalist Translator(@BidyadharPanda8) 's Twitter Profile Photo

ସଭ୍ୟ ଶିକ୍ଷିତ କଟକ ଜିଲ୍ଲା ନରସିଂହପୁରରେ ସାମାଜିକ ବାସନ୍ଦର ଅଭାବନୀୟ ଅଭିଯୋଗ। ଅଢ଼େଇଗୁଣ୍ଡି ଗ୍ରାମରେ ବିଜେ ଶ୍ରୀଚମ୍ପାନାଥ ଜୀଉଙ୍କ ନୀତି ଭଙ୍ଗ। ମୁଖିଆ ପ୍ରଫୁଲ୍ଲ ପଣ୍ଡା, ବାମ ମହାରଣା ଓ ଯଜ୍ଞେଶ୍ଵର ବେହେରାଙ୍କ ନିର୍ଦ୍ଦେଶରେ ୪ ପରିବାରଙ୍କୁ 'ଭୋଗଖିଆ'ରୁ ବାସନ୍ଦ ଅଭିଯୋଗ।

Cuttack DM
SP CUTTACK

account_circle
ବିଦ୍ୟାଧର ପଣ୍ଡା Journalist Translator(@BidyadharPanda8) 's Twitter Profile Photo

ଅଢ଼େଇଗୁଣ୍ଡିରେ ଦଣ୍ଡ ଠାକୁର,
ହୋଇଗଲେ ଆଜି ଧନୀକଙ୍କର।
ପଣ୍ଡା,ମହାରଣା ସହ ବେହେରା,
କଳା କଲେ ଶିବଙ୍କ ଚେହେରା।
କିଛି ଘର ହେଲେ ଭୋଗ 'ବାସନ୍ଦ',
ନୀତି ହେଲା ଭ୍ରଷ୍ଟ ନାହିଁ ଆନନ୍ଦ।
Violation of Human rights. Families restricted from attending rituals. @Narasinghpur, Cuttack.


NHRC India

account_circle
ବିଦ୍ୟାଧର ପଣ୍ଡା Journalist Translator(@BidyadharPanda8) 's Twitter Profile Photo

ମହିଳା ସରପଞ୍ଚ ଥିବା ଅନେକ ପଞ୍ଚାୟତରେ ତାଙ୍କ ସ୍ବାମୀ/ବାପା/ଭାଇ/ସମ୍ପର୍କୀୟ କାମ ଚଳାଉଛନ୍ତି। ସେମାନେ ନିୟମିତ ଦସ୍ତଖତ କରି ମଧ୍ୟ କାମ ଚଳାଉଛନ୍ତି। ଏହା ହିଁ ଆଜିର ସୁଶାସନ!


account_circle