News18 Odia(@News18Odia) 's Twitter Profileg
News18 Odia

@News18Odia

News18 Odia, Network18 Group caters to News & information to the Odia viewers. Network18 Group is presently the largest Television Network in India.

ID:761150831584575488

linkhttp://news18odia.com calendar_today04-08-2016 10:44:34

206,7K Tweets

159,4K Followers

246 Following

Follow People
News18 Odia(@News18Odia) 's Twitter Profile Photo


କଟକ ସାଲେପୁରରେ ନିର୍ବାଚନୀ ହିଂସା
ବୁଥ୍ ଭିତରେ ବିଜେପି ଏଜେଣ୍ଟଙ୍କୁ ଆକ୍ରମଣ ଅଭିଯୋଗ
BJP ଏଜେଣ୍ଟଙ୍କୁ ପନିକିରେ ଆକ୍ରମଣ ଅଭିଯୋଗ
ଅଭିଯୋଗ କଲେ ବିଜେପି ପ୍ରାଥୀ ଅରିନ୍ଦମ ରୟ

account_circle
News18 Odia(@News18Odia) 's Twitter Profile Photo

Retirement Age: ୨ ବର୍ଷ ବଢ଼ିଲା କର୍ମଚାରୀଙ୍କ ଅବସର ବୟସ...


ଦେଖନ୍ତୁ ତଥ୍ୟ-ଛବି ଗ୍ୟାଲେରୀ:

odia.news18.com/photogallery/t…

account_circle
News18 Odia(@News18Odia) 's Twitter Profile Photo

ଆସୁଛି ବଡ ବର୍ଷା, ମୌସୁମୀ ପୂର୍ବରୁ ପ୍ରବଳ ଛେଚିବ! କ୍ଲିକ୍ କରି ପଢନ୍ତୁ ପାଣିପାଗ ଖବର...
odia.news18.com/photogallery/n…

account_circle
News18 Odia(@News18Odia) 's Twitter Profile Photo



ରାଜନଗରର ବେଲପାଳ ୧୦୮ ନମ୍ଵର୍ ବୁଥ୍‌ରେ ଭୋଟ୍‌ ଦେଲେ ବିଜେଡି ବିଧାୟକ ପ୍ରାର୍ଥୀ ଧୃବ ଚରଣ ସାହୁ ।

Biju Janata Dal

#ଭୋଟ୍‌_ଦେଲେ_ଧୃବ_ଚରଣ_ସାହୁ ରାଜନଗରର ବେଲପାଳ ୧୦୮ ନମ୍ଵର୍ ବୁଥ୍‌ରେ ଭୋଟ୍‌ ଦେଲେ ବିଜେଡି ବିଧାୟକ ପ୍ରାର୍ଥୀ ଧୃବ ଚରଣ ସାହୁ । @bjd_odisha #4thphaseelection #Odisha #election2024
account_circle
News18 Odia(@News18Odia) 's Twitter Profile Photo


ପଦ୍ମଶ୍ରୀ ମାଗୁଣି ଚରଣ କୁଅଁରଙ୍କ ଦେହାନ୍ତରେ ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଟ୍ବିଟ କରି ତାଙ୍କର ଅମର ଆତ୍ମାର ସଦଗତି କାମନା କଲେ ମୁଖ୍ୟମନ୍ତ୍ରୀ । Naveen Patnaik

#ଦୁଃଖ_ପ୍ରକାଶ_କଲେ_ମୁଖ୍ୟମନ୍ତ୍ରୀ ପଦ୍ମଶ୍ରୀ ମାଗୁଣି ଚରଣ କୁଅଁରଙ୍କ ଦେହାନ୍ତରେ ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଟ୍ବିଟ କରି ତାଙ୍କର ଅମର ଆତ୍ମାର ସଦଗତି କାମନା କଲେ ମୁଖ୍ୟମନ୍ତ୍ରୀ । @Naveen_Odisha
account_circle
News18 Odia(@News18Odia) 's Twitter Profile Photo



ପରିବାର ସହ ଆସି ଭୋଟ୍‌ ଦେଲେ ମାହାଙ୍ଗା ବିଧାୟକ ପ୍ରତାପ ଜେନା ଓ ମାହାଙ୍ଗା ବିଜେଡି ବିଧାୟକ ପ୍ରାର୍ଥୀ ଅଙ୍କିତ ପ୍ରତାପ ଜେନା ।

Biju Janata Dal Pratap Jena

account_circle
News18 Odia(@News18Odia) 's Twitter Profile Photo

Kalia Yojana: ରାଜ୍ୟର ଚାଷୀଙ୍କ ପାଇଁ ଆସିଲା ଖୁସି ଖବର; ଏହି ଦିନ ଆସିବ କାଳିଆ ଟଙ୍କା!

ଦେଖନ୍ତୁ ତଥ୍ୟ-ଛବି ଗ୍ୟାଲେରୀ:

odia.news18.com/photogallery/o…

account_circle
News18 Odia(@News18Odia) 's Twitter Profile Photo


ପୁରୀ ବାଣ ବିସ୍ଫୋରଣ ଘଟଣା
ହସ୍ପିଟାଲରେ ଆଉ ଜଣଙ୍କ ମୃତ୍ୟୁ
ବାଣ ବିସ୍ଫୋରଣରେ ମୃତ୍ୟୁସଂଖ୍ୟା ୮କୁ ବୃଦ୍ଧି
ଏସ୍‌ଆର୍‌ସିଙ୍କ ପକ୍ଷରୁ ସୂଚନା
ହସ୍ପିଟାଲରେ ୨୨ ଆହତ ଚିକିତ୍ସିତ ହେଉଛନ୍ତି
SRC, Govt of Odisha

#ବାଣ_ବିସ୍ଫୋରଣରେ_୮ମୃତ ପୁରୀ ବାଣ ବିସ୍ଫୋରଣ ଘଟଣା ହସ୍ପିଟାଲରେ ଆଉ ଜଣଙ୍କ ମୃତ୍ୟୁ ବାଣ ବିସ୍ଫୋରଣରେ ମୃତ୍ୟୁସଂଖ୍ୟା ୮କୁ ବୃଦ୍ଧି ଏସ୍‌ଆର୍‌ସିଙ୍କ ପକ୍ଷରୁ ସୂଚନା ହସ୍ପିଟାଲରେ ୨୨ ଆହତ ଚିକିତ୍ସିତ ହେଉଛନ୍ତି #PuriCrackerBlastUpdate @SRC_Odisha
account_circle
News18 Odia(@News18Odia) 's Twitter Profile Photo

Govt. Yojana: ମହିଳାଙ୍କୁ ପ୍ରତି ମାସରେ ମିଳିବ ୧୦୦୦, ଯୋଗ୍ୟତା ଜାଣି କରନ୍ତୁ ଆବେଦନ...

ଦେଖନ୍ତୁ ତଥ୍ୟ-ଛବି ଗ୍ୟାଲେରୀ:

odia.news18.com/photogallery/t…

account_circle
News18 Odia(@News18Odia) 's Twitter Profile Photo



ସକାଳୁ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କଲେ ବିଜେଡି ନେତା ଭି.କେ ପାଣ୍ଡିଆନ ।

Biju Janata Dal Naveen Patnaik

#ଶ୍ରୀମନ୍ଦିରରେ_ଭିକେ_ପାଣ୍ଡିଆନ ସକାଳୁ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କଲେ ବିଜେଡି ନେତା ଭି.କେ ପାଣ୍ଡିଆନ । @bjd_odisha @Naveen_Odisha
account_circle
News18 Odia(@News18Odia) 's Twitter Profile Photo

ରାଜ୍ୟରେ ଶେଷ ପର୍ଯ୍ୟାୟ ଭୋଟିଂ ଜାରି
ଦିନ ୧୧ଟା ସୁଦ୍ଧା ୨୨.୯୭% ମତଦାନ
ବାଲେଶ୍ବର-୨୭.୬୬%, ଭଦ୍ରକ-୨୧.୫୦%
ଯାଜପୁର-୧୭.୧୦%, ଜଗତସିଂହପୁର-୨୩.୦୧%
ମୟୂରଭଞ୍ଜ-୨୨.୨୫%, କେନ୍ଦ୍ରାପଡ଼ା-୨୪.୦୩%

ରାଜ୍ୟରେ ଶେଷ ପର୍ଯ୍ୟାୟ ଭୋଟିଂ ଜାରି ଦିନ ୧୧ଟା ସୁଦ୍ଧା ୨୨.୯୭% ମତଦାନ ବାଲେଶ୍ବର-୨୭.୬୬%, ଭଦ୍ରକ-୨୧.୫୦% ଯାଜପୁର-୧୭.୧୦%, ଜଗତସିଂହପୁର-୨୩.୦୧% ମୟୂରଭଞ୍ଜ-୨୨.୨୫%, କେନ୍ଦ୍ରାପଡ଼ା-୨୪.୦୩% #votingpercentage #ElectionUpdate
account_circle
News18 Odia(@News18Odia) 's Twitter Profile Photo


ଇଣ୍ଡିଗୋ ବିମାନରେ ବୋମା ଆତଙ୍କ
ଚେନ୍ନାଇ-ମୁମ୍ବାଇ ବିମାନରେ ବୋମା ଆତଙ୍କ
ମୁମ୍ବାଇ ବିମାନବନ୍ଦରରେ ଯାଞ୍ଚ ଜାରି
ଯାତ୍ରୀଙ୍କ ସୁରକ୍ଷିତ ଅବତରଣ ପରେ ଯାଞ୍ଚ

#ବିମାନରେ_ବୋମା_ଆତଙ୍କ ଇଣ୍ଡିଗୋ ବିମାନରେ ବୋମା ଆତଙ୍କ ଚେନ୍ନାଇ-ମୁମ୍ବାଇ ବିମାନରେ ବୋମା ଆତଙ୍କ ମୁମ୍ବାଇ ବିମାନବନ୍ଦରରେ ଯାଞ୍ଚ ଜାରି ଯାତ୍ରୀଙ୍କ ସୁରକ୍ଷିତ ଅବତରଣ ପରେ ଯାଞ୍ଚ #bombthreat #BombInflight #India #Mumbai
account_circle