NAC, Banki (@ulb_banki) 's Twitter Profile
NAC, Banki

@ulb_banki

Official handle of Notified Area Council, Banki (Dist- Cuttack)
H&UD Department, Government of Odisha.

ID: 766595020077998081

calendar_today19-08-2016 11:17:50

93 Tweet

596 Takipçi

10 Takip Edilen

NAC, Banki (@ulb_banki) 's Twitter Profile Photo

ବାଙ୍କୀ ଏନ.ଏ.ସି ର ନୂତନ ନିର୍ବାହୀ ଅଧିକାରୀ ଭାବେ ଆଜି କାର୍ଯ୍ୟରେ ଯୋଗଦେଲେ ଶ୍ରୀ ସମ୍ପଦ କୁମାର ସ୍ୱାଇଁ।ନଗରପାଳ ଶ୍ରୀମତୀ ମାଣିକ ସାହୁ, ଉପ ନଗରପାଳ ସନ୍ତୋଷ କୁମାର ରଣାଙ୍କ ସମେତ କର୍ମଚାରୀ ସଂଘ ସଭାପତି ତଥା କାଉନସିଲର ସନାତନ ବେହେରାଙ୍କ ନେତୃତ୍ୱରେ ସମସ୍ତ କର୍ମଚାରୀ ନୂତନ ନିର୍ବାହୀ ଅଧିକାରୀଙ୍କୁ ସ୍ୱାଗତ କରିଥିଲେ।