Sd Yajna
@sdyajna
simple living,high thinking....
ID: 1306160763954962433
16-09-2020 09:19:45
836 Tweet
280 Takipçi
187 Takip Edilen
ChiefSecyOdisha Odisha Adarsha Vidyalaya Sangathan STATE ELECTION COMMISSION ODISHA CMO Odisha Why TGT EXAM OF SSB & OAVS are on same date???? All students have applied for both. How can a student give both exam on same date????? Change the date of EXAM #OAVS #SSBTGT
ଶୁଭେଛା ଓ ଢେର୍ ସାରା ଅଭିନନ୍ଦନ ମାନନୀୟ ମୁଖ୍ୟମନ୍ତ୍ରୀ ମହୋଦୟ Mohan Charan Majhi ନୂତନ ଉପ ମୁଖ୍ୟମନ୍ତ୍ରୀ Kanak Vardhan Singh Deo (Modiji Ka Parivar) , ମହୋଦୟPravati Parida ମୋଧଦୟା ଆଶା ପ୍ରାଥମିକ ଶିକ୍ଷା ରେ ଥିବା ବିଦ୍ୟାଳୟ,ପରିବେଶ,ଛାତ୍ର,ଶିକ୍ଷକ,ଓ ଶିକ୍ଷକ ଆଶାୟୀ ସମସ୍ତଙ୍କ ସମସ୍ୟା ଦୂର ହେବ।
Mohan Charan Majhi Nityananda Gond CMO Odisha OSEPA EducationOdisha OJTAA(Odisha Junior Teacher Aspirants Association) ମହାଶୟ,ସ୍କୁଲ ଖୋଲିଗଲାଣି,କନିଷ୍ଠ ଶିକ୍ଷକ ନିଯୁକ୍ତି କୁ ନେଇ ସୃଷ୍ଟି ହୋଇଥିବା ଦ୍ଵନ୍ଦ ମାନ୍ୟବର ଉଚ୍ଚନ୍ୟାୟାଳୟ ଙ୍କ ଦ୍ଵାରା ସମାଧାନ ହୋଇସାରିଛି।ଆଉ ବିଳମ୍ବ ନେହେଉ।କୁନି କୁନି ପିଲାଙ୍କ ସ୍ୱାର୍ଥ କୁ ଦୃଷ୍ଟିରେ ରଖି ତୁରନ୍ତ ନିଯୁକ୍ତି ଦିଆଯାଉ।
ଡବଲ ଇଂଜିନ ସରକାର ଛାତ୍ରଛାତ୍ରୀଙ୍କ ପାଇଁ ଡବଲ ସମସ୍ୟା ନ ଆଣୁ। CMO Odisha EducationOdisha #BSE #OJTAA OJTAA(Odisha Junior Teacher Aspirants Association)
D.EL.ED ନିୟମିତ ନୁହଁ,NIOS ଜରିଆରେ। ତାହା କେବଳ ସରକାରୀ,ବେସରକାରୀ ଅଣତାଲିମ୍ ପ୍ରାପ୍ତ ଶିକ୍ଷକମାନଙ୍କୁ ଯୋଗ୍ୟ କରିବାକୁ ଉଦ୍ଦିଷ୍ଟ ଥିଲା। ପାଠ୍ୟକ୍ରମ ନିୟମିତ ସହ ସମାନ ନୁହଁ ଲେଖାଥିଲା। ମାନ୍ୟବର ଉଚ୍ଚତମ ନ୍ୟାୟାଳୟ ନିର୍ଦ୍ଦେଶ ଦେଲେ ସେମାନେ ନୂଆ ନିଯୁକ୍ତି ଅଯୋଗ୍ୟ। ଆଉ Sambad (ସମ୍ବାଦ) ସରକାର ସୁଯୋଗ ଦେଲେନି ଲେଖା କେତେଦୂର ଠିକ୍