
Rajib Kumar Mishra
@rajibmishrabjp
MP Nominee (Health Coordinator )
Dist-Secretary, BJP Ganjam
Berhampur.
ID: 922859064
03-11-2012 09:57:52
254 Tweet
345 Takipçi
534 Takip Edilen

ବ୍ରହ୍ମପୁର #MKCG ମେଡ଼ିକାଲ କଲେଜ ଏବଂ ହସ୍ପିଟାଲ ରେ ଥିବା ରକ୍ତ ଭଣ୍ଡାର ରେ ଲାଗି ରହିଥିବା ଅବ୍ୟବସ୍ଥା ର ସମାଧାନ କରିବା ପାଇଁ #FBDOM (Forum for Blood Donor Organisations and Motivators ) ତରଫରୁ ସୁପରିଟେଣ୍ଡାଣ୍ଟ ଏବଂ ପ୍ରଶାସନିକ ଅଧିକାରୀ ଙ୍କ ଙ୍କ ସହ ଆଲୋଚନା କରିବା ଅବସରରେ |CMO Odisha Dr. Mukesh Mahaling


ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ରାଜ୍ୟ ବିଜେପିର ପୂର୍ବତନ ସଭାପତି ଦେବେନ୍ଦ୍ର ପ୍ରଧାନଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ଏପରି ଦୁଃଖଦ ସମୟରେ ତାଙ୍କ ପୁତ୍ର ତଥା କେନ୍ଦ୍ରମନ୍ତ୍ରୀ ଶ୍ରୀ Dharmendra Pradhan ସମେତ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ମୋର ସମବେଦନା ଜଣାଇବା ସହ ଅମର ଆତ୍ମାର ସଦଗତି କାମନା କରୁଛି। 🙏


ଦିଗପହଣ୍ଡି ବ୍ଲକ ମା ବାଙ୍କେଶ୍ୱରୀ ଙ୍କ ଦର୍ଶନ ସାରି ଫେରୁଥିବା ବେଳେ ଘାଟିରେ ଦୁର୍ଘଟଣା ର ଶିକାର ହୋଇଥିବା ଆହତ ମାନଙ୍କୁ MKCG ବଡ଼ ମେଡିକାଲ ରେ ଭେଟି ଚିକିତ୍ସା ବ୍ୟବସ୍ଥା ବୁଝିବା ସହ ସମସ୍ତ ଙ୍କ ଆଶୁ ଆରୋଗ୍ୟ କାମନା କରୁଛି |CMO Odisha Dr. Mukesh Mahaling Mohan Charan Majhi


ହସ୍ପିଟାଲ ରେ ମୃତ୍ୟୁ ହେଲେ ମାଗଣା ରେ ମୃତ ଦେହ ଘରେ ପହଞ୍ଚାଇବା ପାଇଁ ଆରମ୍ଭ ହେବ #109 #ଆମ୍ବୁଲାନ୍ସ ସେବା | ଏଥିପାଇଁ ଅଶେଷ ଅଶେଷ ଧନ୍ୟବାଦ ମାନ୍ୟବର ମୁଖ୍ୟମନ୍ତ୍ରୀ ଏବଂ ସ୍ୱାସ୍ଥ୍ୟମନ୍ତ୍ରୀ ଙ୍କୁ |🙏 Mohan Charan Majhi Dr. Mukesh Mahaling







#ଗଜପତି ଜିଲ୍ଲା ରେ #homeguard ପଦବୀରେ ନିଯୁକ୍ତି ପାଇଁ ଶାରୀରିକ ପରୀକ୍ଷା ଚାଲିଥିବା ସମୟରେ ଅସୁସ୍ଥ ହେଇ ବର୍ତମାନ ବ୍ରହ୍ମପୁର #MKCG କୁ ଚିକିତ୍ସା ପାଇଁ ଆସିଥିବା ଶିବରାମ ମହାପାତ୍ର ଙ୍କୁ ଭେଟି ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝିଲି | CMO Odisha Dr. Mukesh Mahaling


ଦୀର୍ଘ 24 ବର୍ଷ ମୁଖ୍ୟମନ୍ତ୍ରୀ ରହିଲା ପରେ ବର୍ତମାନ ଯଦି ଉନ୍ନତମାନର ଚିକିତ୍ସା ପାଇଁ ବାହାର ରାଜ୍ୟ କୁ Naveen Patnaik ଆପଣ ଯାଉଛନ୍ତି ତାହେଲେ ଓଡ଼ିଶାବାସୀ ଙ୍କ ପାଇଁ ଏହା ଏକ ବଡ ଅପମାନ |





ଶେଷରେ ରବିବାର ରେ ଖୋଲିଲା #MKCG #dialysis ୟୁନିଟ | ଏଣିକି ପ୍ରତେକ ରବିବାର ରେ ସମସ୍ତେ ଡାଇଲିସିସ ସୁବିଧା ପାଇପାରିବେ | CMO Odisha


ଆଜି ମାନ୍ୟବର ସ୍ୱାସ୍ଥ୍ୟମନ୍ତ୍ରୀ Dr. Mukesh Mahaling ଙ୍କୁ ବ୍ରହ୍ମପୁର ସର୍କିଟ ହାଉସ ଠାରେ #MKCG ମେଡିକାଲ କଲେଜ ଏବଂ ହସ୍ପିଟାଲ ର ବିଭିନ୍ନ ସମସ୍ୟା ବିଷୟରେ ଅବଗତ କରାଇବା ସହ ଏକ ରିପୋର୍ଟ ପ୍ରଦାନ କରିବା ଅବସରରେ | CMO Odisha Ministry of Health Ganjam_MKCG Medical Hospital Berhampur

MKCG Medical College, Berhampur କୁ AIIMS PLUS ରେ ପରିଣତ କରାଯିବ ବୋଲି ଆଜି ଘୋଷଣା କରିଥିବାରୁ ମାନ୍ୟବର #ମୁଖ୍ୟମନ୍ତ୍ରୀ #MohanCharanMajhi ଏବଂ ମାନ୍ୟବର ସ୍ୱାସ୍ଥ୍ୟମନ୍ତ୍ରୀ ଙ୍କୁ କୃତଜ୍ଞତା ଜ୍ଞାପନ କରୁଛି |Dr. Mukesh Mahaling CMO Odisha H & FW Dept Odisha


ବିଳମ୍ବିତ ରାତ୍ରିରେ ଭୁବନେଶ୍ବରରୁ ଦିଲ୍ଲୀ ବିମାନରେ ଗସ୍ତ କରୁଥିବା ବେଳେ ଜଣେ ମହିଳା ସହଯାତ୍ରୀ ହଠାତ୍ ଅସୁସ୍ଥ ହୋଇପଡ଼ିଥିବା ସମୟରେ ତାଙ୍କ ଜୀବନ ରକ୍ଷା କରିଥିବା କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜର ଅତିରିକ୍ତ ଅଧୀକ୍ଷକ ଡା.ଜ୍ୟୋତିର୍ମୟ ନାୟକଙ୍କ ଦେବଦୂତ ତୁଲ୍ୟ ପ୍ରୟାସକୁ ଭୂୟସୀ ପ୍ରଶଂସା କରୁଛି l DrJyotirmaya Nayak 🙏
