Neegam Behera
@neegam_kumar
Journalism Student ◆ Proud Odia ◆ Nature & Music Lover ◆ Foodie ◆ Travel Enthusiast ◆ #RojanaEkGhanta ◆ Views are Personal
ID:952212384302612480
http://Instagram.com/neegam_kumar 13-01-2018 16:14:58
22,3K Tweet
3,3K Takipçi
1,0K Takip Edilen
Follow People
📌 BJD Leader VK Pandian responds to BJP’s allegations on #Puri Parikrama Project.
#TNI #Insight #PiN #Odisha #Election2024 #Elections2024 #Odisha Politics #Odisha Elections2024
#LokSabhaElections2024
ସବୁ ରାଜ୍ୟକୁ ଯଦି ମାନ୍ୟବର ପ୍ରଧାନମନ୍ତ୍ରୀ Narendra Modi ଏକ ନଂ କରିଦେବେ ତେବେ ନିଜ ରାଜ୍ୟ ଗୁଜୁରାଟକୁ କେଉଁ ସ୍ଥାନରେ ରଖିବେ ?
BJP BJP Odisha
ଓଡ଼ିଆ ଅସ୍ମିତାର ପ୍ରତିଫଳନ ଉତ୍ତର ପ୍ରଦେଶର ବାହାନ
BJP Odisha Dharmendra Pradhan (मोदी का परिवार) Aparajita Sarangi ( Modi Ka Parivar) Sambit Patra (Modi Ka Parivar)
ଜନ୍ମଦିନର ଶୁଭେଚ୍ଛା ଓ ଶୁଭକାମନା Manoj Senapati ଭାଇନା, ମହାପ୍ରଭୁ ଜଗନ୍ନାଥ ତୁମ ଚଲାପଥ କୁସୁମିତ କରନ୍ତୁ ଏବଂ ଦୀର୍ଘାୟୁ କରନ୍ତୁ |🎆🎇🎈🎂
ନବୀନ ବାବୁଙ୍କ କାମ ହିଁ କଥା କୁହେ...
ହତାଶିଆ ବିଜେପି ବାଲାଙ୍କ ମୁହଁ ବନ୍ଦ କରିଦେବେ ସାଧାରଣ ଜନତା...
ଶଙ୍ଖ ବାଜିବ ଘରେ ଘରେ,ନବୀନ ବାବୁ ଆଉଥରେ... 💚
#ଯୋଡ଼ିଶଙ୍ଖ 🐚🐚
@Drprathapcreddy; Dr. Sangita Reddy; HospitalsApollo want to bring to your attention absolute apathy from your billing and finance for suppressing facts and delaying communication to deprive proper insurance claim…doesn’t impact Apollo as they get the money anyways…but patient!!
ଗୁଣୁପୁର-ଥେରୁବାଲି ରେଳ ପ୍ରକଳ୍ପ କାମ କେତେ ଦୂର ଗଲା ? ଏହି ରେଳ କାମ ଆରମ୍ଭ ହୋଇ ଶେଷ ହୋଇପାରିଲେ ସମ୍ପୂର୍ଣ୍ଣ ଦକ୍ଷିଣ ଓଡ଼ିଶାବାସୀ ଆଉ ଆନ୍ଧ୍ର ରାସ୍ତା ଦେଇ ଆସିବା ବନ୍ଦ ହୋଇଯିବ | ଗତ ବଜେଟରେ ମାତ୍ର ୧୦ ଲକ୍ଷ ମଞ୍ଜୁର କରିଥିଲେ ? ୧୦ ଲକ୍ଷରେ କଣ ହୁଏ ଟିକେ କହିବେ Narendra Modi Ashwini Vaishnaw (मोदी का परिवार) Ministry of Railways BJP Odisha
ଓଡ଼ିଶାରେ ବଙ୍ଗାଳୀ ଶିକ୍ଷକ ନିଯୁକ୍ତ କରିବା ପାଇଁ ଏହି ବଙ୍ଗାଳୀ ନେତାକୁ BJP Odisha ଡାକୁଛି ନା କଣ ? ଏମାନେ ପୁଣି ଓଡ଼ିଆ ଅସ୍ମିତାର ରକ୍ଷକ |
ହଁ, ତୁମ ଦଳ ଯେମିତି ଗତ ୧୦ ବର୍ଷ ଧରି ଯାହା ସବୁ ପ୍ରତିଶ୍ରୁତି ଦେଇଥିଲେ ଅକ୍ଷର ଅକ୍ଷରେ ପାଳନ କରିଛ ? ବରଂ କହିଛ ଏହା ଏକ ନିର୍ବାଚନ ଜୁମଲା ଥିଲା ବୋଲି |
BJP Odisha Aparajita Sarangi ( Modi Ka Parivar)
ମୂର୍ଖ ସାହେବଙ୍କ ଓଡ଼ିଶାରେ ଦେଇଥିବା ବିବୃତ୍ତି ସମ୍ପର୍କରେ ବର୍ତ୍ତମାନ ଓଡ଼ିଶା ବାହାରେ ମଧ୍ୟ ଚର୍ଚ୍ଚା ହେଉଛି | କଥାରେ ଅଛି - 'ଅନ୍ଧ ରାଜ୍ୟେ ଗଲି ଦର୍ପଣ ବିକି, ମୂର୍ଖ ହସ୍ତେ ଦେଲି ଗୋଦାନ ଟେକି |'
#ModiHataoDeshBachao #NoVoteForBJP
ଯେଉଁ BJP Odisha ଦଳର ମୂଳ ନୀତି ସଂସ୍କୃତ ଓ ହିନ୍ଦୀକୁ ରାଜ ଭାଷାର ରୂପ ଦେବା ପାଇଁ ସେମାନେ ଆଜି କେଉଁ ରୂପରେ ଓଡ଼ିଶାବାସୀଙ୍କୁ 'ଓଡ଼ିଆ ଅସ୍ମିତା' କଥା କହି ଭୁଆଁ ବୁଲାଉଛନ୍ତି |