Neegam Behera(@neegam_kumar) 's Twitter Profileg
Neegam Behera

@neegam_kumar

Journalism Student ◆ Proud Odia ◆ Nature & Music Lover ◆ Foodie ◆ Travel Enthusiast ◆ #RojanaEkGhanta ◆ Views are Personal

ID:952212384302612480

linkhttp://Instagram.com/neegam_kumar calendar_today13-01-2018 16:14:58

22,3K Tweets

3,3K Followers

1,0K Following

Follow People
Narayan Patra(@Narayan47311027) 's Twitter Profile Photo

ଯଦି ଏହା ସତ ହୋଇଥାଏ ତେବେ କ୍ଷମତାର ନିଶା ଏବଂ ଅହଂକାର ଆଗରେ ଜୀବନ କେତେ ଶସ୍ତା ? ତାହା ସାଧାରଣ ଜନତାର ହେଉ ଅବା ସୈନିକଙ୍କର 😪 ଠିକ ନିର୍ବାଚନ ବେଳେ 🤔

ଯଦି ଏହା ସତ ହୋଇଥାଏ ତେବେ କ୍ଷମତାର ନିଶା ଏବଂ ଅହଂକାର ଆଗରେ ଜୀବନ କେତେ ଶସ୍ତା ? ତାହା ସାଧାରଣ ଜନତାର ହେଉ ଅବା ସୈନିକଙ୍କର 😪 ଠିକ ନିର୍ବାଚନ ବେଳେ 🤔
account_circle
Dhruv Rathee(@dhruv_rathee) 's Twitter Profile Photo

अपने हरियाणे के लोगों के लिए एक संदेश..
जय जवान जय किसान 🇮🇳 🌱

account_circle
NandighoshaTV(@NandighoshaTV) 's Twitter Profile Photo

ନବୀନଙ୍କ ପାଇଁ ଘରକୁ ଘର ଯାଇ ଆଶୀର୍ବାଦ ମାଗୁଛନ୍ତି କିଡ଼ନୀ ରୋଗୀ nandighoshatv.com/kidney-patient…

account_circle
BIRUPAKSHYA PRADHAN(@Birupakx) 's Twitter Profile Photo

ଓଡ଼ିଆ ମାଟି, ସମ୍ବଲପୁର ମାଟି, ବ୍ରହ୍ମପୁର ମାଟି ରେ, ମୋଦୀ ଜୀ ଙ୍କ ଆଗମନ ପାଈଁ BJPOdisha ର ସଭାପତି ଅଭିଭାଷଣ ଶୁଣି କିରି ଲଜ୍ଜା ଲାଗିଲା ଦୁଃଖ ଲାଗିଲା, ତାଙ୍କ ମୁହଁରୁ ନା ମହାପ୍ରଭୁ ଜଗନ୍ନାଥ, ନI ମଁI ସମଲେଇ, ନା ତ ମଁI ତାରା ତାରିଣୀ ଙ୍କୁ ଟିକେ ମନେ ବି ପକାଇଲେ ନାହିଁ,

account_circle
Neegam Behera(@neegam_kumar) 's Twitter Profile Photo

ସବୁ ରାଜ୍ୟକୁ ଯଦି ମାନ୍ୟବର ପ୍ରଧାନମନ୍ତ୍ରୀ Narendra Modi ଏକ ନଂ କରିଦେବେ ତେବେ ନିଜ ରାଜ୍ୟ ଗୁଜୁରାଟକୁ କେଉଁ ସ୍ଥାନରେ ରଖିବେ ?

BJP BJP Odisha

account_circle
Neegam Behera(@neegam_kumar) 's Twitter Profile Photo

ଜନ୍ମଦିନର ଶୁଭେଚ୍ଛା ଓ ଶୁଭକାମନା Manoj Senapati ଭାଇନା, ମହାପ୍ରଭୁ ଜଗନ୍ନାଥ ତୁମ ଚଲାପଥ କୁସୁମିତ କରନ୍ତୁ ଏବଂ ଦୀର୍ଘାୟୁ କରନ୍ତୁ |🎆🎇🎈🎂

ଜନ୍ମଦିନର ଶୁଭେଚ୍ଛା ଓ ଶୁଭକାମନା @manojsenapati08 ଭାଇନା, ମହାପ୍ରଭୁ ଜଗନ୍ନାଥ ତୁମ ଚଲାପଥ କୁସୁମିତ କରନ୍ତୁ ଏବଂ ଦୀର୍ଘାୟୁ କରନ୍ତୁ |🎆🎇🎈🎂
account_circle
Akash Biswal(@kumarbaunty) 's Twitter Profile Photo

ନବୀନ ବାବୁଙ୍କ କାମ ହିଁ କଥା କୁହେ...

ହତାଶିଆ ବିଜେପି ବାଲାଙ୍କ ମୁହଁ ବନ୍ଦ କରିଦେବେ ସାଧାରଣ ଜନତା...

ଶଙ୍ଖ ବାଜିବ ଘରେ ଘରେ,ନବୀନ ବାବୁ ଆଉଥରେ... 💚
🐚🐚

account_circle
ashutosh saran(@saran_ashutosh) 's Twitter Profile Photo

@Drprathapcreddy; Dr. Sangita Reddy; HospitalsApollo want to bring to your attention absolute apathy from your billing and finance for suppressing facts and delaying communication to deprive proper insurance claim…doesn’t impact Apollo as they get the money anyways…but patient!!

account_circle
Samarpit(@devi16901317) 's Twitter Profile Photo

ଆଜି ମୋର ସୌଭାଗ୍ୟ ମିଳିଲା NH ୫୫ ରେ ଯିବା ପାଇଁ , ମାନ୍ୟବର ଧର୍ମେନ୍ଦ୍ର ପ୍ରଧାନ କହି ପାରିବେ କି ଏଥିରେ ତୁମ ଗୁଜରାଟୀ ଧର୍ମ ବାପା ରୋଡ ଶୋ କରିଲେ ତା ଅଣ୍ଟା ଠିକ୍ ରହିବ ତ ?
ଧର୍ମେନ୍ଦ୍ର ପ୍ରଧାନ ଢେଙ୍କାନାଳ ରୁ ତୁମ ଡର ର କାରଣ ଆଜି ଦେଖିଲି।
ଅନୁଗୁଳ BJP କୁ ଏହି ରୋଡ ରେ ଗୋଡେଇ ପିତିବ ,ଯେମିତି ଆମକୁ ହଇରାଣ କରିଛ।

account_circle
Neegam Behera(@neegam_kumar) 's Twitter Profile Photo

ଗୁଣୁପୁର-ଥେରୁବାଲି ରେଳ ପ୍ରକଳ୍ପ କାମ କେତେ ଦୂର ଗଲା ? ଏହି ରେଳ କାମ ଆରମ୍ଭ ହୋଇ ଶେଷ ହୋଇପାରିଲେ ସମ୍ପୂର୍ଣ୍ଣ ଦକ୍ଷିଣ ଓଡ଼ିଶାବାସୀ ଆଉ ଆନ୍ଧ୍ର ରାସ୍ତା ଦେଇ ଆସିବା ବନ୍ଦ ହୋଇଯିବ | ଗତ ବଜେଟରେ ମାତ୍ର ୧୦ ଲକ୍ଷ ମଞ୍ଜୁର କରିଥିଲେ ? ୧୦ ଲକ୍ଷରେ କଣ ହୁଏ ଟିକେ କହିବେ Narendra Modi Ashwini Vaishnaw (मोदी का परिवार) Ministry of Railways BJP Odisha

account_circle
Neegam Behera(@neegam_kumar) 's Twitter Profile Photo

ଓଡ଼ିଶାରେ ବଙ୍ଗାଳୀ ଶିକ୍ଷକ ନିଯୁକ୍ତ କରିବା ପାଇଁ ଏହି ବଙ୍ଗାଳୀ ନେତାକୁ BJP Odisha ଡାକୁଛି ନା କଣ ? ଏମାନେ ପୁଣି ଓଡ଼ିଆ ଅସ୍ମିତାର ରକ୍ଷକ |

account_circle
Neegam Behera(@neegam_kumar) 's Twitter Profile Photo

ହଁ, ତୁମ ଦଳ ଯେମିତି ଗତ ୧୦ ବର୍ଷ ଧରି ଯାହା ସବୁ ପ୍ରତିଶ୍ରୁତି ଦେଇଥିଲେ ଅକ୍ଷର ଅକ୍ଷରେ ପାଳନ କରିଛ ? ବରଂ କହିଛ ଏହା ଏକ ନିର୍ବାଚନ ଜୁମଲା ଥିଲା ବୋଲି |

BJP Odisha Aparajita Sarangi ( Modi Ka Parivar)

account_circle
Neegam Behera(@neegam_kumar) 's Twitter Profile Photo

ମୂର୍ଖ ସାହେବଙ୍କ ଓଡ଼ିଶାରେ ଦେଇଥିବା ବିବୃତ୍ତି ସମ୍ପର୍କରେ ବର୍ତ୍ତମାନ ଓଡ଼ିଶା ବାହାରେ ମଧ୍ୟ ଚର୍ଚ୍ଚା ହେଉଛି | କଥାରେ ଅଛି - 'ଅନ୍ଧ ରାଜ୍ୟେ ଗଲି ଦର୍ପଣ ବିକି, ମୂର୍ଖ ହସ୍ତେ ଦେଲି ଗୋଦାନ ଟେକି |'

account_circle
Neegam Behera(@neegam_kumar) 's Twitter Profile Photo

ଯେଉଁ BJP Odisha ଦଳର ମୂଳ ନୀତି ସଂସ୍କୃତ ଓ ହିନ୍ଦୀକୁ ରାଜ ଭାଷାର ରୂପ ଦେବା ପାଇଁ ସେମାନେ ଆଜି କେଉଁ ରୂପରେ ଓଡ଼ିଶାବାସୀଙ୍କୁ 'ଓଡ଼ିଆ ଅସ୍ମିତା' କଥା କହି ଭୁଆଁ ବୁଲାଉଛନ୍ତି |

account_circle