Dr. Rajashree Mallick (Ex MP Jagatsinghpur) (@mpjagatsinghpur) 's Twitter Profile
Dr. Rajashree Mallick (Ex MP Jagatsinghpur)

@mpjagatsinghpur

Ex Member of Parliament, Jagatsinghpur, Odisha
Former Asst. Prof, Pathology, SCB MCH Cuttack, & Ex-MLA Tirtol, Odisha.

ID: 1314950123277836288

calendar_today10-10-2020 15:25:30

409 Tweet

1,1K Takipçi

31 Takip Edilen

Biju Janata Dal (@bjd_odisha) 's Twitter Profile Photo

ବିକାଶ ପାଇଁ ଜନତାଙ୍କ ଏକସ୍ଵର, ଏଥର ‘ଯୋଡ଼ିଶଙ୍ଖ’ରେ ବାଜୁଛି ମୋହର ଜଗତସିଂହପୁର, ନିଆଳି, ନିମାପଡ଼ାଠାରୁ କାକଟପୁର ସବୁଆଡେ ‘ଯୋଡ଼ିଶଙ୍ଖ’ ଲୋକଙ୍କ ହୃଦୟ ଜିତୁଛି। ବିଜୁ ଜନତା ଦଳ ପାଇଁ ଲୋକଙ୍କ ମଧ୍ୟରେ ଏହି ଉତ୍ସାହ, ଭଲପାଇବା ‘ସମୃଦ୍ଧ ଓଡ଼ିଶା’ର ବିକାଶକୁ ନୂଆ ଶିଖରକୁ ନେଉଛି। ବିଶ୍ଵାସ ଅତୁଟ ରଖନ୍ତୁ, ‘ଶଙ୍ଖ’ ଚିହ୍ନରେ ଭୋଟ

ବିକାଶ ପାଇଁ ଜନତାଙ୍କ ଏକସ୍ଵର, ଏଥର ‘ଯୋଡ଼ିଶଙ୍ଖ’ରେ ବାଜୁଛି ମୋହର 

ଜଗତସିଂହପୁର, ନିଆଳି, ନିମାପଡ଼ାଠାରୁ କାକଟପୁର ସବୁଆଡେ ‘ଯୋଡ଼ିଶଙ୍ଖ’ ଲୋକଙ୍କ ହୃଦୟ ଜିତୁଛି। ବିଜୁ ଜନତା ଦଳ ପାଇଁ ଲୋକଙ୍କ ମଧ୍ୟରେ ଏହି ଉତ୍ସାହ, ଭଲପାଇବା ‘ସମୃଦ୍ଧ ଓଡ଼ିଶା’ର ବିକାଶକୁ ନୂଆ ଶିଖରକୁ ନେଉଛି। ବିଶ୍ଵାସ ଅତୁଟ ରଖନ୍ତୁ, ‘ଶଙ୍ଖ’ ଚିହ୍ନରେ ଭୋଟ
Biju Janata Dal (@bjd_odisha) 's Twitter Profile Photo

‘ନବୀନ ଓଡ଼ିଶା’ ଗଠନର ସ୍ୱର ଶାଣିତ ହେଉଛି, 'ଯୋଡ଼ିଶଙ୍ଖ' ନାଦରେ ସାରା ଓଡ଼ିଶା କମ୍ପୁଛି ମୁଖ୍ୟମନ୍ତ୍ରୀ ଶ୍ରୀ Naveen Patnaik ଆପଣମାନଙ୍କ ଉଜ୍ଜ୍ଵଳ ଭବିଷ୍ୟତ ଲାଗି ଦିନରାତି କାମ କରୁଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଲୋକଙ୍କ ଅକୁଣ୍ଠ ଭଲପାଇବା ଦେଖି ବିରୋଧିଙ୍କ ମୁଣ୍ଡ କାମ କରୁନି। ବାହାରୁ ବଡ଼ ବଡ଼ ନେତାମାନେ ଆସି

‘ନବୀନ ଓଡ଼ିଶା’ ଗଠନର ସ୍ୱର ଶାଣିତ ହେଉଛି, 'ଯୋଡ଼ିଶଙ୍ଖ' ନାଦରେ ସାରା ଓଡ଼ିଶା କମ୍ପୁଛି

ମୁଖ୍ୟମନ୍ତ୍ରୀ ଶ୍ରୀ <a href="/Naveen_Odisha/">Naveen Patnaik</a> ଆପଣମାନଙ୍କ ଉଜ୍ଜ୍ଵଳ ଭବିଷ୍ୟତ ଲାଗି ଦିନରାତି କାମ କରୁଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଲୋକଙ୍କ ଅକୁଣ୍ଠ ଭଲପାଇବା ଦେଖି ବିରୋଧିଙ୍କ ମୁଣ୍ଡ କାମ କରୁନି। ବାହାରୁ ବଡ଼ ବଡ଼ ନେତାମାନେ ଆସି
Dr. Rajashree Mallick (Ex MP Jagatsinghpur) (@mpjagatsinghpur) 's Twitter Profile Photo

Jaipur katikata bridge #rajashreemallick #mpjagatsinghpur #bjd #naveenodisha #jagatsinghpur #erasama #balikuda #kakarpur #tirtol #paradeep #nimapada #niali #jaipurkatikata #bridge

Biju Janata Dal (@bjd_odisha) 's Twitter Profile Photo

ବିଶ୍ଵାସର 'ଶଙ୍ଖ' ବାଜୁଛି, ଜନତାଙ୍କ ଭରସା ଅତୁଟ ରହିଛି। ସଭାପତି ଶ୍ରୀ Naveen Patnaik ଙ୍କ ଜନକଲ୍ୟାଣମୂଳକ କାର୍ଯ୍ୟ ଲୋକଙ୍କ ମନ ଜିଣିଛି। କେନ୍ଦ୍ରାପଡ଼ା ଓ ଜଗତସିଂହପୁରବାସୀଙ୍କ ଅକୁଣ୍ଠ ଭଲ ପାଇବା ଦଳକୁ ଆହୁରି ମଜଭୁତ୍ କରିଛି। ସେମାନଙ୍କ ସମର୍ଥନ ନବୀନ ଓଡ଼ିଶା ଗଠନର ମାର୍ଗକୁ ପ୍ରଶସ୍ତ କରିଛି। #JodiShankha

ବିଶ୍ଵାସର 'ଶଙ୍ଖ' ବାଜୁଛି, ଜନତାଙ୍କ ଭରସା ଅତୁଟ ରହିଛି।

ସଭାପତି ଶ୍ରୀ <a href="/Naveen_Odisha/">Naveen Patnaik</a> ଙ୍କ ଜନକଲ୍ୟାଣମୂଳକ କାର୍ଯ୍ୟ ଲୋକଙ୍କ ମନ ଜିଣିଛି। କେନ୍ଦ୍ରାପଡ଼ା ଓ ଜଗତସିଂହପୁରବାସୀଙ୍କ ଅକୁଣ୍ଠ ଭଲ ପାଇବା ଦଳକୁ ଆହୁରି ମଜଭୁତ୍ କରିଛି। ସେମାନଙ୍କ ସମର୍ଥନ ନବୀନ ଓଡ଼ିଶା ଗଠନର ମାର୍ଗକୁ ପ୍ରଶସ୍ତ କରିଛି।

#JodiShankha
Dr. Rajashree Mallick (Ex MP Jagatsinghpur) (@mpjagatsinghpur) 's Twitter Profile Photo

ସ୍ୱାସ୍ଥ୍ୟ ଅବସ୍ଥା ନେଇ ବିରୋଧୀଙ୍କ ଅପପ୍ରଚାର ଜବାବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଯଦି ମୋର ସ୍ୱାସ୍ଥ୍ୟବସ୍ଥା ଭଲ ନାହିଁ ତାହେଲେ କେମିତି ଏତେ ଖରା ଏବଂ ଗରମ ସତ୍ତ୍ୱେ ମୁଁ ସାରା ରାଜ୍ଯରେ ନିର୍ବାଚନ ପ୍ରଚାର କରୁଛି ବୋଲି ପ୍ରଶ୍ନ କରିଛନ୍ତି l #BJPLosesOdisha #NaveenGivesBacktoBJP

Dr. Rajashree Mallick (Ex MP Jagatsinghpur) (@mpjagatsinghpur) 's Twitter Profile Photo

#rajashreemallick #mpjagatsinghpur #bjd #jagatsinghpur #erasama #balikuda #kakarpur #tirtol #paradeep #nimapada #niali #india #defence #indianarmy #defencestandingcommittee

Dr. Rajashree Mallick (Ex MP Jagatsinghpur) (@mpjagatsinghpur) 's Twitter Profile Photo

Deeply saddened by the horrific Reasi attack. Our condolences to the families of the victims. We stand with Jammu & Kashmir and honor the bravery of our security forces. India remains united and resolute against terrorism. May the departed rest in peace, and the injured recover.

Dr. Rajashree Mallick (Ex MP Jagatsinghpur) (@mpjagatsinghpur) 's Twitter Profile Photo

Congratulations @Dharmendra ji, Jual ji, and @Aswini ji on your remarkable achievement of being appointed as cabinet ministers. Your success is a proud moment for Odisha, and we are confident that your leadership will bring about significant progress and prosperity for our state.