kalpana 🇮🇳 କଳ୍ପନା (@kalpana525) 's Twitter Profile
kalpana 🇮🇳 କଳ୍ପନା

@kalpana525

I love my କ୍ରିଷ୍ଣା😍❤️🙏
ବାସ୍ତବତା ଉପରେ ବିଶ୍ୱାସ ରଖିଥିବା କଳ୍ପନା ନାମ ଧାରି କାହାର ଝିଅ,ସ୍ତ୍ରୀ, ବୋହୁ ଓ ମାଆ ଟି😍।ଭାରତୀୟ/ ଓଡ଼ିଆ/ପୁରୀ/ଖୋର୍ଦ୍ଧା/ହିନ୍ଦୁ କହିବାକୁ ଖୁସୀ ଲାଗେ।

ID: 1123112813323374592

calendar_today30-04-2019 06:32:15

67,67K Tweet

3,3K Takipçi

823 Takip Edilen

ପତିତପାବନ ପାଣି | Patitapaban Pani (@pani_patita) 's Twitter Profile Photo

ମୋର ଏକ କବିତା - ଭଗିଆ ସାଆନ୍ତ ଶୁଣନ୍ତୁ ଆଉ ଭଲ ଲାଗିଲେ ଜଣାନ୍ତୁ 😊😍🙏

marshal panda (@marshalpanda) 's Twitter Profile Photo

ଭୁବନେଶ୍ବର ଅନେକ ବିଷୟରେ ପୃଥିବୀରେ ପ୍ରଥମ। ଏହାର ଇତିହାସ କୁ ଅନେକ ଖଣ୍ଡ ରେ ବିଭାଜିତ କରାଯାଇ ପାରେ। ବର୍ତ୍ତମାନ ବର୍ଣ୍ଣିତ ଖଣ୍ଡଟି ହେଲା ମାଷ୍ଟର କ୍ୟାଣ୍ଟିନ ପାର୍କ ରେ ଥିବା ବିରାଟ ଅଶ୍ବ ସମୟର। ଓଡିଆ ମାନେ ଗଙ୍ଗାରୁ ଗୋଦାବରୀ ପର୍ଯ୍ୟନ୍ତ ମାଡି ଯାଇ ଥିଲେ। ସରକାର ସ୍ଥିର କଲେ ଏକ ଅଶ୍ବ ସ୍ଥାପନ କରାଯିବ।

Kumarika (@kumariika) 's Twitter Profile Photo

If anyone is interested and eligible, please apply for following skill requirements, at Infosys #Bhubaneswar Share CV with any Infoscion you know.

If anyone is interested and eligible, please apply for following skill requirements, at Infosys #Bhubaneswar 

Share CV with any Infoscion you know.
Dr Manas Ranjan Swain (@drmanasswain1) 's Twitter Profile Photo

କୋରାପୁଟ ର ଲକ୍ଷ୍ମୀପୁର ବ୍ଳକ ର ଖୁଟନିପଦର ଗ୍ରାମରେ ଅଛି ଏହି ଅଲୌକିକ ଶୈବ ପୀଠ,ସ୍ଥାନଟି ଶହସ୍ର ସ୍ଵୟଂଭୂ ଲିଙ୍ଗରେ ପରିପୂର୍ଣ ଅନ୍ତର ରୁ ପୂର୍ଣ୍ଣ ସମର୍ପଣ ସହ ଯାହା ପ୍ରାର୍ଥନା କରିବେ ତାହା ମିଳେ ବୋଲି ବିଶ୍ୱାସ ଅଛି। ଭାଗ୍ୟରେ ଥିଲେ ପ୍ରକୃତି କୋଳରେ ସ୍ଥିତ ଏହି ଦୁର୍ଲଭ ପୀଠ ରେ ପ୍ରଭୁଙ୍କ ଦର୍ଶନ ମିଳିବ ହର ହର ମହାଦେବ

କୋରାପୁଟ ର ଲକ୍ଷ୍ମୀପୁର ବ୍ଳକ ର ଖୁଟନିପଦର ଗ୍ରାମରେ ଅଛି ଏହି ଅଲୌକିକ ଶୈବ ପୀଠ,ସ୍ଥାନଟି ଶହସ୍ର ସ୍ଵୟଂଭୂ ଲିଙ୍ଗରେ ପରିପୂର୍ଣ
ଅନ୍ତର ରୁ ପୂର୍ଣ୍ଣ ସମର୍ପଣ ସହ ଯାହା ପ୍ରାର୍ଥନା କରିବେ ତାହା ମିଳେ ବୋଲି ବିଶ୍ୱାସ ଅଛି।
ଭାଗ୍ୟରେ ଥିଲେ ପ୍ରକୃତି କୋଳରେ ସ୍ଥିତ ଏହି ଦୁର୍ଲଭ ପୀଠ ରେ ପ୍ରଭୁଙ୍କ ଦର୍ଶନ ମିଳିବ
ହର ହର ମହାଦେବ
Binayak Sahoo (@binayaksahoo) 's Twitter Profile Photo

Dear Croma, in Odisha, it's “Raja” (ରଜ ), not “Rajo ” . It is requested not to write such. Please change the spelling in your banners

Dear <a href="/cromaretail/">Croma</a>, in Odisha,   it's “Raja”  (ରଜ ), not “Rajo ” . It is requested not to write such. Please change the spelling in your banners
Suryakanta Mahapatra, 🇮🇳 (@doctorthedaring) 's Twitter Profile Photo

ଜଣେ ରୋଗୀ ଦେହରେ ପୋକ ହୋଇଯାଇଥିବାରୁ ଗାଁ ରେ ସପରିବାର ଙ୍କ ନିଆଁ ପାଣି ବନ୍ଦ କରି ଛାଇ ପଡିଲେ ବି ଗଙ୍ଗାଜଳ ସିଞ୍ଚି ଶୁଦ୍ଧକ୍ରିୟା କରିବାକୁ ବାଧ୍ୟ କରିବା କଣ ସଭ୍ୟ ସମାଜ ର କାମ କି?? ସେ ରୋଗୀ, ତା କଷ୍ଟ ତାକୁ ଜଣା, ରକ୍ତ ମାଂସ ର ଶରୀର ରେ ରୁଗ୍ଣ ଅବସ୍ଥାରେ ପୋକ ହେବା ସାଧାରଣ କଥା | ଜାତି ବାସନ୍ଦ କେତେଦୂର ସମିଚୀନ?

Drspeaks👩‍⚕️ (@being_eyedolls) 's Twitter Profile Photo

ଦୁନିଆAI କଥା କହୁଚି,ମାର୍ସ୍ ଯାଏ ପହଞ୍ଚିଲାଣି..ଆମେ ଏଇଠି ବିଗତଦିନ ର ରୋଗ ସହ ଲଢେ଼ଇ କରୁଛେ.. ବିକାଶର ମୂଲ୍ୟ କଣ ରହିଲା? ଆଜିକା ସମୟରେ ମଧ୍ୟ ସ୍ୱଚ୍ଛ ଜଳ,ଖାଦ୍ୟ,ବ୍ୟକ୍ତିଗତ ସ୍ୱଚ୍ଛତାର ମୂଲ୍ୟ ବୁଝାଇବାକୁ ପଡୁଛି🤦🏻‍♀️ ଜନତା ଅନାଗତି ଓ ସରକାରୀ ଅନୁତ୍ତରଦାୟିତ୍ୱ ହିଁ ଏହି ସ୍ୱାସ୍ଥ୍ୟ ସଙ୍କଟ ପାଇଁ ଦାୟୀ ମାନସିକତା ବଦଳିବା ଦରକାର 🙏

Manas Muduli (@manas_muduli) 's Twitter Profile Photo

“53 years of saving needed to buy a house in Bhubaneswar for Odisha’s richest 5% urbanites” – TOI. For the remaining 95%, owning a home in the state capital is a distant dream. #ଗାଁ'କୁ ଚାଲ

“53 years of saving needed to buy a house in Bhubaneswar for Odisha’s richest 5% urbanites” – TOI.

For the remaining 95%, owning a home in the state capital is a distant dream. 

#ଗାଁ'କୁ ଚାଲ
CMO Odisha (@cmo_odisha) 's Twitter Profile Photo

'ଇ-ରେଜିଷ୍ଟ୍ରେସନ ମୋବାଇଲ ଆପ୍ଲିକେସନ' ଲୋକଙ୍କୁ ଡିଜିଟାଲ ସେବା ପ୍ରଦାନ କ୍ଷେତ୍ରରେ ଓଡ଼ିଶାର ଆଉ ଏକ ମାଇଲଷ୍ଟୋନ। ଏହି ଆପ୍ଲିକେସନରେ ଆଣ୍ଡ୍ରଏଡ୍ ମୋବାଇଲ୍ ଫୋନ ମାଧ୍ୟମରେ ରେଜିଷ୍ଟ୍ରେସନ ଡିଡ୍ ପାଇଁ ସ୍ଲଟ ବୁକିଙ୍ଗ, ସାର୍ଟିଫାଏଡ କପି ଓ ଇସି ପାଇଁ ଆବେଦନ ସୁବିଧା ରହିଛି । ଜମିର ବେଞ୍ଚମାର୍କ ଭାଲ୍ୟୁ ମଧ୍ୟ ଏହି ଆପ୍ ମାଧ୍ୟମରେ

State Transport Authority, Odisha (@staodisha) 's Twitter Profile Photo

ସଡ଼କ ଦୁର୍ଘଟଣାରେ ପୁଅକୁ ହରେଇବା ପରେ ମା'ର ଯାତ୍ରା.. ପୋଡକାଷ୍ଟରେ କହିଲେ କାହାଣୀ, ସଚେତନ ରହିବାକୁ କଲେ ନିବେଦନ। ବାଣିଜ୍ୟ ଓ ପରିବହନ ବିଭାଗର ସ୍ୱତନ୍ତ୍ର ପୋଡ଼କାଷ୍ଟ-'ସୁରକ୍ଷିତ ଭାବେ ଘରକୁ ଫେରନ୍ତୁ' #ComeHomeSafe । #ZeroAccidentDay #BrandAmbassador #ComeHomeSafe #PodCast youtu.be/eUs05UuH4Jc?si…

Dr sthanu subramanian (@drsthanus) 's Twitter Profile Photo

48-year-old Chinese woman Wt loss of 2 kg over 6 months, with dry cough and exertional dyspnea over 3 months. No fever, bone pain, joint pain, rash, or altered bowel habits. No sx of sinusitis or GERD. Not a smoker and not on any drugs. Thoughts?

48-year-old Chinese woman 

Wt loss of 2 kg over 6 months, with dry cough and exertional dyspnea over 3 months. 

No fever, bone pain, joint pain, rash, or altered bowel habits. 

No sx of sinusitis or GERD. Not a smoker and not on any drugs. 

Thoughts?
Sambit Nayak (@sambitnk) 's Twitter Profile Photo

While eating/drinking something in train, always use a newspaper. Don't soil the seat or the bed roll. Thank you for your attention to this matter.