Biswabijayee Panda 🇮🇳 (@biswabijayee) 's Twitter Profile
Biswabijayee Panda 🇮🇳

@biswabijayee

By work I'm an Agricultural by profession I'm a Businessman by choice I'm Educationist by passion I'm Social Activist (Follows/RTs/Likes≠Endorsements)

ID: 483748043

linkhttps://biswabijayee.wordpress.com/ calendar_today05-02-2012 10:41:05

3,3K Tweet

877 Takipçi

3,3K Takip Edilen

Biswabijayee Panda 🇮🇳 (@biswabijayee) 's Twitter Profile Photo

ଆଜି ପବିତ୍ର ଆଶ୍ବିନ ଶୁକ୍ଳ ପକ୍ଷ ନବରାତ୍ରି ର ପ୍ରଥମ ଦିନ ଏବଂ କଳସ ସ୍ଥାପନା ଶାରଦୀୟ ପୂଜା ର ଶୁଭ ଅବସରରେ ମା ଶୈଳପୁତ୍ରୀ ସମସ୍ତଙ୍କର ମନୋବାଞ୍ଛା ପୁର୍ଣ କରନ୍ତୁ । 🙏ଜୟ ମା ଶୈଳପୁତ୍ରୀ🙏

ଆଜି ପବିତ୍ର ଆଶ୍ବିନ ଶୁକ୍ଳ ପକ୍ଷ ନବରାତ୍ରି ର ପ୍ରଥମ ଦିନ ଏବଂ କଳସ ସ୍ଥାପନା ଶାରଦୀୟ ପୂଜା ର ଶୁଭ ଅବସରରେ ମା ଶୈଳପୁତ୍ରୀ ସମସ୍ତଙ୍କର ମନୋବାଞ୍ଛା ପୁର୍ଣ କରନ୍ତୁ ।
🙏ଜୟ ମା ଶୈଳପୁତ୍ରୀ🙏
Susanta Nanda (@susantananda3) 's Twitter Profile Photo

Here you are seeing the first video of the melanistic tiger from Simlipal Tiger taken in DSLR camera with natures music in the background 💕

Biswabijayee Panda 🇮🇳 (@biswabijayee) 's Twitter Profile Photo

ସକାଳ ହେଲେ ଫୁଲକୁ ବି ଜଣା ନଥାଏ ସେ ମନ୍ଦିର କୁ ଯିବନା ମଶାଣୀ କୁ ସେଥିପାଇଁ ଜୀବନ କୁ ଉପଭୋଗ କର ହସ ଆଉ ହସାଅ କାରଣ ମଣିଷ ର ନିଶ୍ଵାସକୁ ବି ଜଣା ନଥାଏ ସେ ଫେରିବକି ନାହିଁ

Biswabijayee Panda 🇮🇳 (@biswabijayee) 's Twitter Profile Photo

ନବରାତ୍ରର ଦ୍ୱିତୀୟ ଦିବସରେ ତପ, ତ୍ୟାଗ ଓ ଶକ୍ତିର ଦେବୀ ମା’ ବ୍ରହ୍ମଚାରିଣୀ ସ୍ୱରୂପରେ ପୂଜା ପାଇଥାନ୍ତି । ଏକାଗ୍ର ମନରେ ମା’ଙ୍କ ପୂଜା କଲେ ମା’ଙ୍କ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ। ମା’ ବ୍ରହ୍ମଚାରୀଣି ନିଜ ଭକ୍ତଙ୍କ ସବୁ ମନୋସ୍କାମନା ପୂରଣ କରନ୍ତୁ। 🙏ଜୟ ମା’ ବ୍ରହ୍ମଚାରୀଣି🙏

Bibhuti Bhusan Mohapatra ବିଭୁତି ଭୂଷଣ ମହାପାତ୍ର (@bibhuti_odisha_) 's Twitter Profile Photo

ଅକ୍ଟୋବର ୬ ତାରିଖ ସନ୍ଧ୍ୟା ୬ ସୁଦ୍ଧା RI AMIN ପରୀକ୍ଷା ବାତିଲ ହେବା ସହ ଦାବି ପୂରଣ ନହେଲେ ଅକ୍ଟୋବର ୭ ସକାଳ ୯ଘଟିକାରୁ ଭୁବନେଶ୍ୱର ଲୋୟର PMGରେ ବିରାଟ ଛାତ୍ର ଆନ୍ଦୋଳନ। ନିଯୁକ୍ତିରେ ଦୁର୍ନୀତିକୁ ବିରୋଧ କରି ହଜାର ହଜାର ସଂଖ୍ୟାରେ ଯୋଗ ଦିଅନ୍ତୁ। CMO Odisha ChiefSecyOdisha DGP, Odisha DCP Bhubaneswar COMMISSIONERATE POLICE homeodisha

ଅକ୍ଟୋବର ୬ ତାରିଖ ସନ୍ଧ୍ୟା ୬ ସୁଦ୍ଧା RI AMIN ପରୀକ୍ଷା ବାତିଲ ହେବା ସହ ଦାବି ପୂରଣ ନହେଲେ ଅକ୍ଟୋବର ୭ ସକାଳ ୯ଘଟିକାରୁ ଭୁବନେଶ୍ୱର ଲୋୟର PMGରେ ବିରାଟ ଛାତ୍ର ଆନ୍ଦୋଳନ।
ନିଯୁକ୍ତିରେ ଦୁର୍ନୀତିକୁ ବିରୋଧ କରି ହଜାର ହଜାର ସଂଖ୍ୟାରେ ଯୋଗ ଦିଅନ୍ତୁ।

CMO Odisha ChiefSecyOdisha DGP, Odisha DCP Bhubaneswar COMMISSIONERATE POLICE homeodisha
Biswabijayee Panda 🇮🇳 (@biswabijayee) 's Twitter Profile Photo

ଦୁଇ ମିତ୍ରଙ୍କ ହଜାର ହଜାର କୋଟି ଟଙ୍କା କ୍ଷତି ହୋଇଛି । ମୁକେଶ ଅମ୍ବାନୀ 134448560000 ଟଙ୍କା କ୍ଷତିଗ୍ରସ୍ତ ହୋଇଥିବାବେଳେ ଗୌତମ ଆଦାନୀ ଚଳିତ ବର୍ଷ 79156589700 ଟଙ୍କା କ୍ଷତି । ଦୁଇ ଜଣଙ୍କ ପରମ ମିତ୍ର ଏବେ କଣ କରିବେ ତାହା କଳ୍ପନା ବହାରେ!!!

ଦୁଇ ମିତ୍ରଙ୍କ ହଜାର ହଜାର କୋଟି ଟଙ୍କା କ୍ଷତି ହୋଇଛି ।
ମୁକେଶ ଅମ୍ବାନୀ 134448560000 ଟଙ୍କା କ୍ଷତିଗ୍ରସ୍ତ ହୋଇଥିବାବେଳେ ଗୌତମ ଆଦାନୀ ଚଳିତ ବର୍ଷ 79156589700 ଟଙ୍କା କ୍ଷତି ।
ଦୁଇ ଜଣଙ୍କ ପରମ ମିତ୍ର ଏବେ କଣ କରିବେ ତାହା କଳ୍ପନା ବହାରେ!!!
Biswabijayee Panda 🇮🇳 (@biswabijayee) 's Twitter Profile Photo

The Premier Motors #TataMotors #Showroom in #Baripada regularly allows cars to stand on the road, causing major traffic jams especially during festival times. This blocks the road and creates inconvenience for the public. Please take action to address this recurring issue.

Sonam Wangchuk (@wangchuk66) 's Twitter Profile Photo

A SAD DAY FOR DEMOCRACY On 8th day of fast, 61 people doing a Moun Vrat on Ekadashi to #SaveLadakh #SaveHimalayas were forcibly detained. We were told BNSS 163 (144) prohibitory orders were permanently applied in entire New Delhi district. This I think is against the spirit of

Biswabijayee Panda 🇮🇳 (@biswabijayee) 's Twitter Profile Photo

ମୁକେଶ ଅମ୍ବାନୀ ଏଲୋନ୍ ମସ୍କକୁ କାହିଁକି ଏତେ ଡରୁଛନ୍ତି ? ଏଲୋନ୍ ଙ୍କ ଷ୍ଟାରଲିଙ୍କ ଭାରତରେ ପ୍ରବେଶ କରିଲେ ଅମ୍ବାନୀ ଙ୍କ ଟେଲିକମ୍ ସାମ୍ରାଜ୍ୟ ବୁଡି ଯିବ କି ?

Biswabijayee Panda 🇮🇳 (@biswabijayee) 's Twitter Profile Photo

Rain often causes waterlogging and traffic jams on the National Highway at Nimpura, West Bengal. Please take action to fix the drainage and prevent these problems. Safe travel is important for everyone. #Nimpura #WestBengal Nitin Gadkari NHAI Mamata Banerjee

Biswabijayee Panda 🇮🇳 (@biswabijayee) 's Twitter Profile Photo

ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ସମସ୍ତ ପରୀକ୍ଷାର୍ଥୀଙ୍କୁ ମୋର ଶୁଭେଚ୍ଛା ଜଣାଉଛି ଏବଂ ସମସ୍ତଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରୁଛି।

Biswabijayee Panda 🇮🇳 (@biswabijayee) 's Twitter Profile Photo

ଶିମିଳିପାଳ ଖୋଲାଅଛି ପର୍ଯ୍ୟଟକ ମାନେ ଅସୁବିଧାର ସମ୍ମୁଖୀନ ହେବେ, ହେଲେ ବାତ୍ୟା ପାଇଁ ଶିମିଳିପାଳ ବନ୍ଦ କରିବା ନିର୍ଦ୍ଦେଶ ଏବେ ସୁଦ୍ଧା ୱେବ୍ ସାଇଟ୍ ରେ ଅପଡେଟ ଦେଇ ନାହାନ୍ତି ସରକାର। Similipal Tiger Reserve, Odisha Collector & District Magistrate Mayurbhanj CMO Odisha

Biswabijayee Panda 🇮🇳 (@biswabijayee) 's Twitter Profile Photo

जहां जिसका दाना रहता है समय उसे वहां बुलाता है कोइ किसी का दिया नहीं खाता हर व्यक्ति अपने नसीब का खाता है #cyclone_Dana #Dana

Biswabijayee Panda 🇮🇳 (@biswabijayee) 's Twitter Profile Photo

ଗଙ୍ଗା ଆସିଗଲା । ଯମୁନା ପ୍ରଥମେ ଆସିଥିଲା ଏବେ ସରସ୍ଵତୀ ଆସିବ କି ନାହିଁ ଶିମିଳିପାଳ କୁ ! Similipal Tiger Reserve, Odisha @SimilipalT Nature Lovers @Similipal

Biswabijayee Panda 🇮🇳 (@biswabijayee) 's Twitter Profile Photo

Yesterday, I refueled 1 litre of petrol for my bike. The displayed price was ₹101.57/litre but I was charged ₹102. Why the difference? Why 43 Paisa extra charge? #FuelPrice #RoundingOff Consumer Affairs Ministry of Petroleum and Natural Gas #MoPNG PMO India

Yesterday, I refueled 1 litre of petrol for my bike. The displayed price was ₹101.57/litre but I was charged ₹102. Why the difference? Why 43 Paisa extra charge?
#FuelPrice #RoundingOff
Consumer Affairs
Ministry of Petroleum and Natural Gas #MoPNG
PMO India
Biswabijayee Panda 🇮🇳 (@biswabijayee) 's Twitter Profile Photo

Salute to the dedication and tireless efforts of TP Northern Odisha Distribution Limited #Kuliana #Section employees After 27 hours of continuous hard work, they’ve finally restored electricity supply. Your commitment during tough times is truly commendable. Thank you for bringing the light back🙏