T-194 Excited to share this amazing moment with the legendary sand artist Sudarsan Pattnaik Sir 🌊✨ It was an honor to meet him at Golden #beach, #Puri. His artistry in the sand is simply breathtaking 📸❤️🙏🏻 #Sandart #SudarshanPattnaik #BeachVibes #Thursday #jaijagnnath #jagannth
#ଆଜି_ଶ୍ରୀମନ୍ଦିର_ପରିଚାଳନା_କମିଟି_ବୈଠକ -ଗଜପତି ମହାରାଜାଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ -ବୈଠକରେ ଉପସ୍ଥାପିତ ହେବ ଲେଜର ସ୍କାନିଂ ରିପୋର୍ଟ -ରତ୍ନଭଣ୍ଡାର ବାହାର କାନ୍ଥ ଓ ଚୂଳର ହୋଇଛି ସ୍କାନିଂ -କମିଟିରେ ରିପୋର୍ଟ ତର୍ଜମା ହେବ, ପରେ ପଦକ୍ଷେପ ନିଆଯିବ #Puri Shree Jagannatha Temple Office, Puri #Jagannth