TP Central Odisha Distribution Ltd(@TPCentralOdisha) 's Twitter Profile Photo

We have upgraded the power transformer at the Delta Primary Substation to enhance reliability of power supply in the Satabdi Nagar, Fire station and Siripur areas of Bhubaneswar City.

#PoweringProgress #StrengtheningNetwork #ForYouWithYouAlways #TPCODL
account_circle
TP Southern Odisha Distribution LTD.(@TPSODL) 's Twitter Profile Photo

ଭରସାଯୋଗ୍ୟ ସେବା ପ୍ରଦାନ ଦିଗରେ କମ୍ପାନୀ ପ୍ରତିବଦ୍ଧ ଅଟେ । ଅନଲାଇନ ସେବା ପ୍ରଦାନ, ବିଜୁଳି ଭିତ୍ତିଭୂମିର ରକ୍ଷଣାବେକ୍ଷଣ ଓ ସୁରକ୍ଷା ଦିଗ ଉପରେ ଟାଟା ପାଓ୍ୱାର ସଦାସର୍ବଦା ଗୁରୁତ୍ୱ ଦେଇଆସିଛି । ଏସମ୍ପର୍କରେ ମତ ରଖିଛନ୍ତି ଗୋପାଳପୁର ସବ-ଡିଭିଜନର ଏସଡିଓ ହୃଷିକେଶ ପଟ୍ଟନାୟକ ।

account_circle
TP Southern Odisha Distribution LTD.(@TPSODL) 's Twitter Profile Photo

ଆପଣଙ୍କର ସୁବିଧା ଆମର ସର୍ବୋଚ୍ଚ ପ୍ରାଥମିକତା ! ଆମର ଉପଭୋକ୍ତାଙ୍କ ପାଇଁ ଉଦ୍ଦିଷ୍ଟ ସେବା ଓ ସୁବିଧାଗୁଡ଼ିକର ଲାଭ ଉଠାନ୍ତୁ । ବିଦ୍ୟୁତ ସେବା ସମ୍ବନ୍ଧୀୟ ସମସ୍ୟାଗୁଡ଼ିକର ସମାଧାନ ପାଇଁ ଆମ ସହ ଯୋଡ଼ି ହୁଅନ୍ତୁ |

#ConsumerConvenience #ForYouWithYouAlways
account_circle