Susanta Singh (@susantasingh11) 's Twitter Profile
Susanta Singh

@susantasingh11

Ex -MLA, Bhatli Constituency

ID: 870882994248134656

linkhttps://www.facebook.com/MLASusantaSingh/ calendar_today03-06-2017 06:01:00

756 Tweet

14,14K Followers

42 Following

Susanta Singh (@susantasingh11) 's Twitter Profile Photo

ପୂର୍ବତନ ରାଜ୍ୟସଭା ସାଂସଦ ତଥା ବିଜୁ ଜନତା ଦଳର ଉପସଭାପତି ଶ୍ରୀ ପ୍ରସନ୍ନ ଆଚାର୍ଯ୍ୟ ଭୁବନେଶ୍ୱରରୁ ନିଜ ଘରକୁ ଫେରୁଥିବା ବେଳେ ରେଢ଼ାଖୋଲରେ ତାଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇ ଆହତ ହୋଇଛନ୍ତି । ଡାକ୍ତରଖାନାରେ ସେ ଚିକିତ୍ସିତ ହେଉଛନ୍ତି । ମୁଁ ତାଙ୍କ ଆଶୁଆରୋଗ୍ୟ କାମନା କରିବା ସହ ସୁସ୍ଥ ଓ ଦୀର୍ଘାୟୁ କାମନା କରୁଛି।

ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ରାଜନେତା ଦାମୋଦର ରାଉତଙ୍କ ପରଲୋକ ଗମନ ଖବର ପାଇ ମୁଁ ଅତ୍ୟନ୍ତ ଦୁଃଖିତ ଓ ମର୍ମାହତ । ତାଙ୍କ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ମୋର ସମବେଦନା ଜଣାଇବା ସହ ତାଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଅଛି । ଓଁ ଶାନ୍ତି 💐🙏

Pranab Prakash Das (@pranabpdas) 's Twitter Profile Photo

With the blessings of Lord Jagannatha and the faith of people of Odisha, BJD has been serving the state and transforming it like never before in every sector. BJD will contest in all 147 assembly constituencies and all 21 Lok Sabha constituencies with the support of people of

Pranab Prakash Das (@pranabpdas) 's Twitter Profile Photo

.Dharmendra Pradhan ଭାଇ, ଗତ ୧୦ ବର୍ଷ ମଧ୍ୟରେ ସମ୍ବଲପୁର-କଟକ ଏନଏଚ-୫୫ର ଦୂରାବସ୍ଥା ଯୋଗୁଁ ୨୦୦ରୁ ଅଧିକ ଦୁର୍ଘଟଣାରେ ୪୦୦ରୁ ଅଧିକ ବହୁମୂଲ୍ୟ ଜୀବନ ଚାଲିଯାଇଛି। କାହା ପାଇଁ? କାହାର ଅପାରଗତା ଓ ସ୍ଥାଣୁତା ଯୋଗୁଁ? ଆପଣ ୧୦ ବର୍ଷ କେନ୍ଦ୍ରମନ୍ତ୍ରୀ ଥାଇ ମଧ୍ୟ ସାମାନ୍ୟ ରାସ୍ତା କାମଟିଏ ସାରିପାରିଲେ ନାହିଁ। ଏହାଠାରୁ ବଡ଼ ବିଫଳତା ଆଉ କ'ଣ

Susanta Singh (@susantasingh11) 's Twitter Profile Photo

ଝାରସୁଗୁଡ଼ା ଲଖନପୁରର ଶରଧା ନିକଟସ୍ଥ ମହାନଦୀ ଡଙ୍ଗାବୁଡ଼ି ଦୁର୍ଘଟଣା ଅତ୍ଯନ୍ତ ଦୁଃଖ ଦାୟକ। ଏହି ଅଭାବନୀୟ ଘଟଣାରେ ମୁଁ ଅତ୍ୟନ୍ତ ମର୍ମାହତ। ଅକାଳରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି ଏବଂ ତାଙ୍କ ପରିବାରଙ୍କୁ ସମବେଦନା ଜଣାଉଛି । ଭଗବାନଙ୍କ ନିକଟରେ ଆହତମାନଙ୍କ ଆଶୁ ଆରୋଗ୍ୟ କରୁଛି ।

Swayam Prakash (@swayam4odisha) 's Twitter Profile Photo

ସମ୍ବଲପୁରୀ ଲୁଙ୍ଗି ପିନ୍ଧି ମାନ୍ୟବର ମୁଖ୍ୟମନ୍ତ୍ରୀ Naveen Patnaik ଯୋଡି ଶଙ୍ଖ ଭିଡିଓ କଲେ। ହେଲେ ମାନ୍ୟବର କେନ୍ଦ୍ରମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ ଏହାକୁ ସମାଲୋଚନା କରିବା ସହ ଲକ୍ଷ ଲକ୍ଷ ବୁଣାକାର ଏବଂ ଲକ୍ଷ ଲକ୍ଷ ଲୁଙ୍ଗି ପିନ୍ଧୁଥିବା ଓଡିଶାବାସୀଙ୍କୁ ଅପମାନିତ କଲେ। ଶ୍ରୀଯୁକ୍ତ ପ୍ରଧାନଙ୍କ ଦ୍ୱାରା ଓଡ଼ିଆ ଅସ୍ମିତା,

ସମ୍ବଲପୁରୀ ଲୁଙ୍ଗି ପିନ୍ଧି ମାନ୍ୟବର ମୁଖ୍ୟମନ୍ତ୍ରୀ <a href="/Naveen_Odisha/">Naveen Patnaik</a> ଯୋଡି ଶଙ୍ଖ ଭିଡିଓ କଲେ। ହେଲେ ମାନ୍ୟବର କେନ୍ଦ୍ରମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ ଏହାକୁ ସମାଲୋଚନା କରିବା ସହ ଲକ୍ଷ ଲକ୍ଷ ବୁଣାକାର ଏବଂ ଲକ୍ଷ ଲକ୍ଷ ଲୁଙ୍ଗି ପିନ୍ଧୁଥିବା ଓଡିଶାବାସୀଙ୍କୁ ଅପମାନିତ କଲେ। ଶ୍ରୀଯୁକ୍ତ ପ୍ରଧାନଙ୍କ ଦ୍ୱାରା ଓଡ଼ିଆ ଅସ୍ମିତା,
Susanta Singh (@susantasingh11) 's Twitter Profile Photo

ଲକ୍ଷ ଲକ୍ଷ ଲୋକଙ୍କୁ ମିଳୁଛି ମାଗଣାରେ ସର୍ବୋତ୍ତମ ଚିକିତ୍ସା l ଅସହାୟଙ୍କୁ ମିଳୁଛି ଆର୍ଥିକ ସହାୟତା l ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ସବୁ ସୁବିଧା ଦେଇଥିବା ଯୋଡ଼ି ଶଙ୍ଖ ଏଥର ବି ଓଡ଼ିଶାବାସୀଙ୍କ ପସନ୍ଦ l #JodiShankha

ଆଜି ବରଗଡ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଭଟଲି ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ବିଜେଡି ପ୍ରାର୍ଥୀ ଭାବରେ ଦଳୀୟ ନେତା, କର୍ମୀ ଓ ଶୁଭେଚ୍ଛୁଙ୍କ ଗହଣରେ ନିଜର ପ୍ରାର୍ଥୀ ପତ୍ର ଦାଖଲ କଲି।

NDTV (@ndtv) 's Twitter Profile Photo

#NDTVExclusive | "Odisha first state to come up with youth budget": BJD Leader VK Pandian to NDTV's Vasudha Venugopal (@vasudha156) Watch the full interview ⤵️ #ElectionsWithNDTV #LokSabhaElections2024

Susanta Singh (@susantasingh11) 's Twitter Profile Photo

ରାଜ୍ୟବାସୀଙ୍କୁ ମିଳିବ ମାଗଣା ବିଜୁଳି। ଆସନ୍ତା ଜୁଲାଇରୁ ଜନତା ପାଇବେ ସୁବିଧା। ସବୁଠାରୁ ବଡ଼ ଘୋଷଣା କଲେ ନବୀନ ବାବୁ। #NaveenPatnaikBhalaaKi #JodiShankha #BJDWithOdisha #NaveenOdisha

Susanta Singh (@susantasingh11) 's Twitter Profile Photo

ମିଳିବ ମାଗଣାରେ ବିଜୁଳି, ୨ ଲକ୍ଷ ସରକାରୀ ନିଯୁକ୍ତି l ମହିଳା, ଚାଷୀ, ଛାତ୍ରଛାତ୍ରୀ ସମସ୍ତଙ୍କ ବିକାଶ ଲାଗି ବିଜେଡି ଇସ୍ତାହାରରେ ଗୁରୁତ୍ୱ l #NaveenManifesto4NewOdisha

Naveen Patnaik (@naveen_odisha) 's Twitter Profile Photo

ମୋର କ'ଣ ମନେ ଅଛି କି ନାହିଁ ସେଇଟା ମୋର ପ୍ରିୟ ସାଢ଼େ ଚାରି କୋଟି ଓଡ଼ିଶାବାସୀ ଜାଣିଛନ୍ତି। #JodiShankha

Susanta Singh (@susantasingh11) 's Twitter Profile Photo

ବିଜେପି ପର୍ଯ୍ୟଟକ ନେତା ଅଶାଳୀନ ଭାଷା ବ୍ଯବହାର କରୁଛନ୍ତି । ଏହା ଦୁର୍ଭାଗ୍ଯଜନକ । ବିଜେପିର ଏଭଳି ଭାଷାକୁ ରାଜ୍ଯବାସୀ ପସନ୍ଦ କରନ୍ତି ନାହିଁ l #BJPsPoliticalTourists

Naveen Patnaik (@naveen_odisha) 's Twitter Profile Photo

Mahaprabhu Shree Jagannatha is the Lord of Universe. Calling Mahaprabhu a bhakt of another human being is an insult to the Lord. This has hurt the sentiments and demeaned the faith of crores of Jagannatha bhaktas and Odias across the world. The Lord is the greatest Symbol of

Susanta Singh (@susantasingh11) 's Twitter Profile Photo

ଆମ ଦଳର ବରିଷ୍ଠ ନେତା ତଥା ରେଢ଼ାଖୋଲ ବିଧାୟକ ଶ୍ରୀ ପ୍ରସନ୍ନ ଆଚାର୍ଯ୍ୟଙ୍କ ଧର୍ମପତ୍ନୀ ଶ୍ରୀମତୀ ଚାରୁଶୀଳା ଆଚାର୍ଯ୍ଯଙ୍କ ପରଲୋକ ଗମନ ଖବର ପାଇ ମୁଁ ଅତ୍ୟନ୍ତ ଦୁଃଖିତ ଓ ମର୍ମାହତ। ତାଙ୍କ ଅମର ଆତ୍ମାର ସଦ୍ଗତି ନିମନ୍ତେ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛି ଓ ଶୋକ ସଂତପ୍ତ ପରିବାର ପ୍ରତି ସମବେଦନା ଜ୍ଞାପନ କରୁଛି । ଓଁ ଶାନ୍ତି।

ପୂର୍ବତନ ବିଧାୟକ ମହମ୍ମଦ ରଫିକଙ୍କ ଦେହାନ୍ତ ଖବର ପାଇ ମୁଁ ଦୁଃଖିତ। ସେ ଜଣେ ସରଳ,ଅମାୟିକ ଓ ନିରାଡମ୍ବର ବ୍ୟକ୍ତିତ୍ୱର ଅଧିକାରୀ ଥିଲେ। ତାଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛି। ଶୋକ ସନ୍ତପ୍ତ ପରିବାର ପ୍ରତି ସମବେଦନା ଜ୍ଞାପନ କରୁଛି। ଓଁ ଶାନ୍ତି 🙏 ।

ଚିକିତ୍ସା ପାଇଁ ମୁମ୍ବାଇ ଯାଇଥିବା ଆମ ଦଳର ସଭାପତି ଶ୍ରୀ Naveen Patnaik ଙ୍କୁ ତାଙ୍କର ଉତ୍ତମ ଚିକିତ୍ସା ଓ ଆଶୁ ଆରୋଗ୍ୟ ପାଇଁ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛି। 🙏🏼

ଚିକିତ୍ସା ପାଇଁ ମୁମ୍ବାଇ ଯାଇଥିବା ଆମ ଦଳର ସଭାପତି ଶ୍ରୀ <a href="/Naveen_Odisha/">Naveen Patnaik</a> ଙ୍କୁ ତାଙ୍କର ଉତ୍ତମ ଚିକିତ୍ସା ଓ ଆଶୁ ଆରୋଗ୍ୟ ପାଇଁ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛି। 🙏🏼