Sudhir kumar Dash
@sudhi_dash48011
ID: 1677682934667509761
08-07-2023 14:16:42
10,10K Tweet
155 Takipçi
208 Takip Edilen
ଆଦରଣୀୟ ଶ୍ରୀଯୁକ୍ତ ସମ୍ବିତ ପାତ୍ର, ମାନ୍ୟବର ସାଂସଦ ମହୋଦୟ, ଓଡ଼ିଶାର ୧୭ ହଜାର ଗୃହରକ୍ଷୀ ପରିବାର ବିଭିନ୍ନ ସମସ୍ୟା ରେ ଗତି କରୁଛି। ଏଣୁ ଗୃହରକ୍ଷୀ ପରିବାର ର ସମସ୍ୟା ସମାଧାନ ଦିଗରେ ଆପଣଙ୍କ ଶୁଭ ଦୃଷ୍ଟି ଏକାନ୍ତ କାମ୍ୟ। Sambit Patra
होमगार्ड्स की मांग पूरी करो देश आजाद-अंग्रेजों के नियम लागू क्यो 77 साल से "निष्काम सेवा" "स्वयंसेवक" जैसे शब्द अब नियमों में बदलाव जरूरी पत्र ध्यानाकर्षित👇 #होमगार्ड्स_एक्ट_मे_संशोधन_करें Narendra Modi Office of Amit Shah गृहमंत्री कार्यालय, HMO India Rajnath Singh Amit Shah Zee News AajTak ANI 🙏
ଆଦରଣୀୟ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ, ମାନ୍ୟବର ସାଂସଦ ମହୋଦୟ, ଓଡ଼ିଶାର ୧୭ ହଜାର ଗୃହରକ୍ଷୀ ପରିବାର ବିଭିନ୍ନ ସମସ୍ୟା ରେ ଗତି କରୁଛି। ଏଣୁ ଗୃହରକ୍ଷୀ ପରିବାର ର ସମସ୍ୟା ସମାଧାନ ଦିଗରେ ଆପଣଙ୍କ ଶୁଭ ଦୃଷ୍ଟି ଏକାନ୍ତ କାମ୍ୟ। Dharmendra Pradhan
ଆଦରଣୀୟ ଶ୍ରୀଯୁକ୍ତ ସମ୍ବିତ ପାତ୍ର, ମାନ୍ୟବର ସାଂସଦ ମହୋଦୟ, ଓଡ଼ିଶାର ୧୭ ହଜାର ଗୃହରକ୍ଷୀ ପରିବାର ବିଭିନ୍ନ ସମସ୍ୟା ରେ ଗତି କରୁଛି। ଏଣୁ ଗୃହରକ୍ଷୀ ପରିବାର ର ସମସ୍ୟା ସମାଧାନ ଦିଗରେ ଆପଣଙ୍କ ଶୁଭ ଦୃଷ୍ଟି ଏକାନ୍ତ କାମ୍ୟ। Sambit Patra
ଆଦରଣୀୟ ଉପମୂଖ୍ୟମନ୍ତ୍ରୀ ମହୋଦୟା, ଓଡ଼ିଶାର ଗୃହରକ୍ଷୀ ଙ୍କ ସପକ୍ଷରେ ମାନ୍ୟବର ସୁପ୍ରିମକୋର୍ଟ ରାୟ ଦେଇଥିବା ସତ୍ବେ ଆଜି ପର୍ଯ୍ୟନ୍ତ ଆମେ ନ୍ୟାୟ ପାଇ ନାହୁଁ। ଆପଣ ଉକ୍ତ ବିଷୟଟି କୁ ଗମ୍ଭୀରତା ର ସହିତ ବିଚାର କୁ ନେଲେ ଆମ୍ଭେ ମାନେ ଆପଣଙ୍କ ଠାରେ ଚିର ଋଣୀ ରହିବୁ । Pravati Parida
ଆଦରଣୀୟ ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀ ମାନ୍ୟବର ସାଂସଦ ମହୋଦୟା। ଅଲ ଇଣ୍ଡିଆ ହୋମଗାର୍ଡ ଯବାନ ଆଜକୁ ୭୭ ବର୍ଷ ହେଲା ନିଷ୍କାମ ସେବା ରୂପେ ସେବା ଯୋଗାଇ ଆସୁଛନ୍ତି ।ପୋଲିସ ଭଳି ସମାନ କାମ କରୁଥିବା ବେଳେ ସେମାନେ ସରକାରୀ ମାନ୍ୟତା ପାଇ ନାହାଁନ୍ତି । ସଂସଦରେ ହୋମଗାର୍ଡ ପାଇଁ ସ୍ବର ଉଠାଇବାକୁ ସବିନୟ ଅନୁରୋଧ ରହିଲା । Aparajita Sarangi, MP,( Lok Sabha) Bhubaneswar
माननिया सांसद कंगना राणावत महोदया। 77 साल से ऑल इण्डिया होमगार्ड जवान पुलिस के साथ कंधे से कन्धा मिलाकर अपने निष्ठापर सेवा देते आ रहे हैं।अभी तक नियमित नहीं हुऐ हैं।आपसे विनम्र अनुरोध है कि आप संसद में होमगार्ड के लिए आवाज उठाएं । Kangana Ranautinn
भारतवर्ष के होमगार्ड जवान जो राज्य की सुरक्षा करते है इनको #स्वयंसेवक और होमगार्ड विभाग के अधिकारी जो राज करते है उनको #राज्य_कर्मचारी का दर्जा ऐसा क्यों? #होमगार्ड_एक्ट_मे_संशोधन_करें Narendra Modi President of India Rajnath Singh PMO India गृहमंत्री कार्यालय, HMO India Amit Shah Zee News AajTak
ଆଦରଣୀୟ ମୂଖ୍ୟମନ୍ତ୍ରୀ ମହୋଦୟ, ଓଡ଼ିଶାର ଗୃହରକ୍ଷୀ ଙ୍କ ସପକ୍ଷରେ ମାନ୍ୟବର ସୁପ୍ରିମକୋର୍ଟ ରାୟ ଦେଇଥିବା ସତ୍ବେ ଆଜି ପର୍ଯ୍ୟନ୍ତ ଆମେ ନ୍ୟାୟ ପାଇ ନାହୁଁ। ଆପଣ ଉକ୍ତ ବିଷୟଟି କୁ ଗମ୍ଭୀରତା ର ସହିତ ବିଚାର କୁ ନେଲେ ଆମ୍ଭେ ମାନେ ଆପଣଙ୍କ ଠାର ଚିର ଋଣୀ ରହିବୁ । CMO Odisha Mohan Charan Majhi Dharmendra Pradhan Dr. Mukesh Mahaling
ଶ୍ରୀମାନ ସାଂସଦ ସମ୍ବିତ ପାତ୍ର ମହୋଦୟ ସାର୍ ଓଡ଼ିଶାର ୧୭ ହଜାର ହୋମଗାର୍ଡ ଯବାନ ବହୁତ୍ ଦୟନୀୟ ସମସ୍ୟା ରେ ଗତି କରୁଛନ୍ତି ସାର୍ ଆପଣଙ୍କୁ ଅନୁରୋଧ ଓଡ଼ିଶାର ହୋମଗାର୍ଡ ମାନକ ଦୁଃଖ ଦୁର୍ଦ୍ଦଶାକୁ ଆପଣ ସଂସଦ ରେ ଉପସ୍ଥାପନ କରିବାକୁ ହୋମଗାର୍ଡ ଭାଇମାନେ ଆପଣକଂ ଠାରେ ଆଶା କରିଛନ୍ତି ଆପଣକଂ କୃପାଦୃଷ୍ଟି ଜରୁରୀ Sambit Patra
Prem Singh Vikas patil Rajendrasingh Kuntal Narendra Modi Office of Amit Shah गृहमंत्री कार्यालय, HMO India Rajnath Singh Amit Shah Zee News AajTak ABP News ଶ୍ରୀମାନ ଗୃହମନ୍ତ୍ରୀ ଅମିତ୍ ଶାହା ମହୋଦୟ ସାର୍ ହୋମଗାର୍ଡ ବିଭାଗ ରୁ ବ୍ରିଟିଶ ନିୟମ କୁ ଉଠାଇ ଭାରତ ବର୍ଷର ୭ ଲକ୍ଷ ହୋମଗାର୍ଡ କର୍ମଚାରୀ ମାନଙ୍କୁ ରାଜ୍ୟ କର୍ମଚାରୀ ମାନ୍ୟତା ଦେବାକୁ ଆପଣଙ୍କୁ ଅନୁରୋଧ
भारतवर्ष होमगार्ड जवान जो देश और राज्य की सुरक्षा करने वाले होमगार्ड जवान को स्वयंसेवक और होमगार्ड जवान अधिकारी को राज्य कर्मचारी का दर्जा ऐसा क्यों? #होमगार्ड्स_एक्ट_मे_संशोधन_करें Narendra Modi Office of Amit Shah गृहमंत्री कार्यालय, HMO India Rajnath Singh Amit Shah Zee News AajTak ABP News R115
पूरे भारत के होमगार्ड त्राहिमाम कर रहें हैं। माननीय प्रधानमंत्री जी,होमगार्ड जवान आपसे रात दिन प्रार्थना कर रहे हैं आपने इस विषय पर संज्ञान भी लिया है पर आज तक पूरा नहीं हुआ जिसके कारण होमगार्ड का कष्ट बढ़ता जा रहा है। कृपा करें #होमगार्ड्स_एक्ट_में_संशोधन_करें Narendra Modi
1947 ମସିହାରୁ ଭାରତରେ ସେବା ଯୋଗାଉଥିବା ହୋମଗାର୍ଡ ସ୍ବେଚ୍ଛାସେବୀ ମାନଙ୍କୁ ନିୟମିତ କେବେ ? Droupadi Murmu official 🥇 Dharmendra Pradhan Jual Oram
ସମ୍ବଲପୁର ସାଂସଦ ତଥା ଭାରତର ଶିକ୍ଷାମନ୍ତ୍ରୀ ଆଦରଣୀୟ ଶ୍ରୀ ଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ ସାର ଙ୍କୁ ଅନୁରୋଧ କରୁଅଛୁ ଯେ, ଜୁଲାଇ 21 ରୁ ଅଗଷ୍ଟ 21 ପର୍ଯ୍ୟନ୍ତ ଚାଲିବାକୁ ଥିବା ମୌସୁମୀ ଅଧିବେଶନ ରେ ନିର୍ବାଚନ ସମୟରେ ଆପଣ ଦେଇଥିବା ପ୍ରତିଶୃତି ହୋମଗାର୍ଡ ମାନଙ୍କୁ ନିୟମିତ କରିବା ପାଇଁ ତାହା ପୂରଣ କରିବା ପାଇଁ ଅନୁରୋଧ l Dharmendra Pradhan
1947 से आजतक 78 साल हो गया भारत के हर राज्य में सेवारत लाखों होमगार्ड स्वयंसेवकों को नियमित बल का दर्जा कब ? इस विसय पर गभीरता पूर्वक विचार करें सरकार l Droupadi Murmu official 🥇 Shant Prakash Jatav NarendraModi App @Jualoram Amit Shah Dharmendra Pradhan Baijayant Jay Panda Aparajita Sarangi, MP,( Lok Sabha) Bhubaneswar @PratapSarangi Sambit Patra
ମାନନୀୟ ମୂଖ୍ୟମନ୍ତ୍ରୀ ମହୋଦୟ ଓଡ଼ିଶାର ଗୃହରକ୍ଷୀମାନେ ଗତ ତା୦୮.୦୭.୨୫ରିଖରେ ଦେଇଥିବା grievance ଉପରେ ପଦକ୍ଷେପ ନେବାକୁ ବିନମ୍ର ଅନୁରୋଧ। CMO Odisha