Sub Collector & SDM, Gunupur
@subcollectorg
ID: 1283845766302199808
16-07-2020 19:28:28
84 Tweet
226 Followers
81 Following
ଆଜି ଆମ ବିଏଲଓ ମିତା ଦିଦି ଗ୍ରାମ ସଭାରେ ଆସନ୍ତା ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ବିଷୟରେ ବୁଝାଇ କହିବେ l 👩ଏହି ସୁଯୋଗ ହାତଛଡା କରନ୍ତୁ ନାହିଁ l 🤩🤩ଏକ ସଚେତନ ନାଗରିକ ହୁଅନ୍ତୁ ଓ ଭୋଟର ତାଲିକାରେ ନିଜକୁ ପଞ୍ଜିକୃତ କରନ୍ତୁ l🇮🇳👆Election Commission of India Spokesperson ECI DD ODIA I & PR Department, Odisha DD News Ministry of Information and Broadcasting Doordarshan National दूरदर्शन नेशनल
ନୂତନ ଭୋଟରଙ୍କ ପାଇଁ ଏବେ ସୁବର୍ଣ୍ଣ ସୁଯୋଗ l🙌ଆଗାମୀ ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମରେ 🗳️ ନିଜ ନାମ ଭୋଟର ତାଲିକାରେ ନିଶ୍ଚିତ ପଞ୍ଜିକରଣ କରାନ୍ତୁ ଓ ଦେଶ ଗଠନରେ 🇮🇳 ଭାଗିଦାର ହୁଅନ୍ତୁ 👫👭👬🧑🤝🧑👨🦼👩🦽 ଯୁବାବର୍ଗଙ୍କ ମତ.. କରେ ଗଣତନ୍ତ୍ରକୁ ସଶକ୍ତ l👆 Election Commission of India Spokesperson ECI Doordarshan National दूरदर्शन नेशनल I & PR Department, Odisha
କିଛିଟା କ୍ଲିକ୍ ମାଧ୍ୟମରେ ନିଜ ଭୋଟର ପରିଚୟପତ୍ର ପ୍ରସ୍ତୁତ କରନ୍ତୁ ! 💳 voters.eci.gov.in ରେ କ୍ଲିକ୍ କରି, ଫର୍ମ-6ଟି ପୂରଣ କରି, ଏବେ ହିଁ ପ୍ରକ୍ରିୟାକୁ ଆରମ୍ବ କରନ୍ତୁ । Election Commission of India Spokesperson ECI PIB India Ministry of Information and Broadcasting I & PR Department, Odisha DD News Odia DD ODIA #Form6 #youngvoters #eEPIC