SS&EPD, BHOGRAI (@ssepdbhograi) 's Twitter Profile
SS&EPD, BHOGRAI

@ssepdbhograi

Official account of BSSO,bhograi

ID: 1824418561420623872

calendar_today16-08-2024 12:11:18

24 Tweet

50 Followers

9 Following

SS&EPD, BHOGRAI (@ssepdbhograi) 's Twitter Profile Photo

ବାଲେଶ୍ବର ଜିଲ୍ଲାରେ ହେବାକୁ ଥିବା ଭିମଭୋଇ ଭିନ୍ନକ୍ଷମ ସାମର୍ଥ ଅଭିୟାନ(BBSA Camp) ର ସ୍ଥାନ ଓ ତାରିଖର ସୂଚନାବଳୀ। BDO BHOGRAI

ବାଲେଶ୍ବର ଜିଲ୍ଲାରେ ହେବାକୁ ଥିବା ଭିମଭୋଇ ଭିନ୍ନକ୍ଷମ ସାମର୍ଥ ଅଭିୟାନ(BBSA Camp) ର ସ୍ଥାନ ଓ ତାରିଖର ସୂଚନାବଳୀ।
<a href="/BdoBhograi34335/">BDO BHOGRAI</a>
SS&EPD, BHOGRAI (@ssepdbhograi) 's Twitter Profile Photo

Glimpse of 13th Phase Bhimabhoi Bhinnakshyam Samarthya Abhiyan Shibir(BBSA) for Disable persons was held on 13.12.2024 at Bhograi Block Office Premises.

ନିଶାମୁକ୍ତ ଭାରତ ଅଭିଯାନ ଅନ୍ତର୍ଗତ ନିଶାର ପ୍ରସାରକୁ ରୋକିବା ପାଇଁ ବାଲେଶ୍ୱର ଜିଲ୍ଲା ପ୍ରଶାସନ ଓ ଓଡ଼ିଶା ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ମିଳିତ ଆନୁକୂଲ୍ୟରେ ଆଜି ଭୋଗରାଇ ବ୍ଲକ କାର୍ଯ୍ୟାଳୟ ପରିସରଠାରେ BDO BHOGRAI ଙ୍କ ଦ୍ୱାରା ନିଶାମୁକ୍ତ ଭାରତ ଅଭିଯାନ ସଚେତନତା ରଥର ଶୁଭାରମ୍ଭ ହୋଇଯାଇଛି I

ନିଶାମୁକ୍ତ ଭାରତ ଅଭିଯାନ ଅନ୍ତର୍ଗତ ନିଶାର ପ୍ରସାରକୁ ରୋକିବା ପାଇଁ ବାଲେଶ୍ୱର ଜିଲ୍ଲା ପ୍ରଶାସନ ଓ ଓଡ଼ିଶା ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ମିଳିତ ଆନୁକୂଲ୍ୟରେ ଆଜି ଭୋଗରାଇ ବ୍ଲକ କାର୍ଯ୍ୟାଳୟ ପରିସରଠାରେ <a href="/BdoBhograi34335/">BDO BHOGRAI</a> ଙ୍କ ଦ୍ୱାରା ନିଶାମୁକ୍ତ ଭାରତ ଅଭିଯାନ ସଚେତନତା ରଥର ଶୁଭାରମ୍ଭ ହୋଇଯାଇଛି I
SS&EPD, BHOGRAI (@ssepdbhograi) 's Twitter Profile Photo

ଭୋଗରାଇ ବ୍ଲକ ଅଧିନସ୍ଥ କଚୁଆଡି ଗ୍ରାମ ପଂଚାୟତର ବନ୍ୟାଞ୍ଚଳରେ ମାସିକ ଭତ୍ତା ବଣ୍ଟନ ପାଇଁ ମାନସ ରଞ୍ଜନ ମାଝୀ,ପଞ୍ଚାୟତ ନିର୍ବାହୀ ଅଧିକାରୀ ଓ ମାନସ କୁମାର ପାତ୍ର, ଏଡିଇଓ ଯାଉଥିବା ସମୟର ଦୃଶ୍ଯ District Social Security Officer Balasore SSEPD BDO BHOGRAI

SS&EPD, BHOGRAI (@ssepdbhograi) 's Twitter Profile Photo

ଭୋଗରାଇ ବ୍ଲକ ଅଧିନସ୍ଥ ସାହାବାଜିପୁର ଗ୍ରାମପଞ୍ଚାୟତରେ ପିଇଓ ଶୁଭଙ୍କର ପଣ୍ଡାଙ୍କ ଦ୍ଵାରା ଘରକୁ ଘର ବୁଲି ୮୦ ବର୍ଷରୁ ଊର୍ଦ୍ଧ ପେନସନଧାରୀଙ୍କୁ ଭତ୍ତା ବଣ୍ଟନ BDO BHOGRAI District Social Security Officer Balasore

ଭୋଗରାଇ ବ୍ଲକ ଅଧିନସ୍ଥ ସାହାବାଜିପୁର ଗ୍ରାମପଞ୍ଚାୟତରେ ପିଇଓ ଶୁଭଙ୍କର ପଣ୍ଡାଙ୍କ ଦ୍ଵାରା ଘରକୁ ଘର ବୁଲି ୮୦ ବର୍ଷରୁ ଊର୍ଦ୍ଧ ପେନସନଧାରୀଙ୍କୁ ଭତ୍ତା ବଣ୍ଟନ 
<a href="/BdoBhograi34335/">BDO BHOGRAI</a> <a href="/dssobalasore/">District Social Security Officer Balasore</a>