dr.sricharan mohanty (@sricharan53) 's Twitter Profile
dr.sricharan mohanty

@sricharan53

Getting used to Twitter.

ID: 3191775978

calendar_today11-05-2015 07:32:10

329 Tweet

1,1K Followers

24 Following

gangotri (@gtalks07) 's Twitter Profile Photo

When Sir got his son married,I heard for the 1st time about a marriage reception,wer hosts had requested not to bring any gifts/cash and most guests obliged with hearty blessings.It was long back.In 2009,dr.sricharan mohanty did same for Kumarika🇮🇳 's wedding👍

dr.sricharan mohanty (@sricharan53) 's Twitter Profile Photo

"କ୍ଲାନ୍ତ ପଥିକ କୋଣାରକ ଆଜି ନୀରବରେ ଢାଳେ ଲୁହ ଝାଉଁବଣ ଗୀତେ ବେଦନା ଝରାଏ ସାଗରେ ବଖାଣେ କୋହ..." ୧୯୭୧ ମସିହାରେ ମୁଁ ଲେଖିଥିବା ଏହି ଗୀତକୁ ରାଉରକେଲା ସରକାରୀ ମହାବିଦ୍ୟାଳୟର ମୋର ଜଣେ ଛାତ୍ର ଶ୍ରୀ ଶ୍ୟାମସୁନ୍ଦର ପଟ୍ଟନାୟକ ସ୍ୱର ସଂଯୋଜନା କରି ଗାଇ ଆଜି ପଠାଇଲେ, ଶୁଣି ବହୁତ ଖୁସି ଲାଗିଲା youtu.be/Fq_PYEGr4yc

ଶୁଆ (@mte2o) 's Twitter Profile Photo

Sari needs some help , call to all Odia JavaScript developers . ଶାରୀ କୁ କିଛି ସାହାଯ୍ୟ ଦରକାର, ସବୁ ଓଡ଼ିଆ JavaScript ଡେଭଲପର୍ ମାନଙ୍କୁ ଡାକରା । #ଶୁଆନୁବାଦ

Sari needs some help , call to all Odia  JavaScript developers .

ଶାରୀ କୁ କିଛି ସାହାଯ୍ୟ ଦରକାର, ସବୁ ଓଡ଼ିଆ JavaScript ଡେଭଲପର୍ ମାନଙ୍କୁ ଡାକରା ।

#ଶୁଆନୁବାଦ
ଅକାଳ କୁଷ୍ମାଣ୍ଡ 🇮🇳 (Yours sarcastically) (@akala_kushmanda) 's Twitter Profile Photo

ଏଇ ଟୁଇଟ ଦ୍ୱାରା ଶ୍ରଦ୍ଧେୟ ବଜ୍ଜବାବୁ ସୋସିଆଲ ମିଡିଆରେ ଓଡିଶା ସମ୍ପର୍କିତ ଟ୍ରେଣ୍ଡିବା ପ୍ରଥାର ସୂତ୍ରପାତ କରିଥିଲେ। ପୁରୋଧା ଅଜା ସେନାପତି ଭୂମିକା ଗ୍ରହଣ କରିଥିଲେ। ଓଡ଼ିଆ ଟୁଇଟାଳି ପଖାଳ କଂସା ଧରି ଯୋଗ ଦେଇଥିଲେ। Bhubaneswar Buzz ନିଧି ଅଜା #PakhalaDibasa #ପଖାଳଦିବସ ଜୟ ଜଗନ୍ନାଥ! x.com/BBSRBuzz/statu…

Baijayant Jay Panda (@pandajay) 's Twitter Profile Photo

You can take the boy out of Odisha, but you clearly cannot take Odisha out of the boy! Please check out #PakhalaDibasa on today's celebration of our favourite meal👌 x.com/badaltweets/st…

ଶାଶ୍ଵତ ଦେବଦତ୍ତ | 🆂🅳 | ❼ ⚪️ ⚡️ (@pureodiasaswata) 's Twitter Profile Photo

ଆମ ମାଟି ଓଡ଼ିଆ , ଆମ ଜାତି ଓଡ଼ିଆ ଆମ ଦେହ ଓଡ଼ିଆ , ଆମ ମନ ଓଡ଼ିଆ ଯେଉଁଠି ହେଉ ଯାହା ଠିକଣା ଯାହା ବି ହେଉ ଯାହାର ନା ଗୋଟିଏ ଡୋରିରେ ବନ୍ଧା ,ଆମେ ଓଡ଼ିଆ ଆମେ ଓଡ଼ିଆ ଭାରି ବଢିଆ ପଖାଳ ଆମ ପାଇଁ ଅମୃତ.. , ସମସ୍ତେ ଗର୍ବ ଅନୁଭବ କରନ୍ତୁ , ଓଡ଼ିଆ ହୋଇଥିବାରୁ | ଆମ ପଖାଳ କୁ ବନ୍ଦେ🙏 ବନ୍ଦେ ଉତ୍କଳ ଜନନୀ🙏 #PakhalaDibasa x.com/pandajay/statu…

Sarthak 🇮🇳 (@post2sarthak) 's Twitter Profile Photo

ସବୁ ଓଡ଼ିଆ ଭାଇ ଭଉଣୀ ମାନଙ୍କୁ #PakhalaDibasa ର ଶୁଭେଚ୍ଛା। ଓଡ଼ିଶାର ପ୍ରିୟ ଖାଦ୍ୟ #ପଖାଳ , ଖୁଆନ୍ତୁ ଏବଂ ଖାନ୍ତୁ।

ସବୁ ଓଡ଼ିଆ ଭାଇ ଭଉଣୀ ମାନଙ୍କୁ #PakhalaDibasa ର ଶୁଭେଚ୍ଛା। ଓଡ଼ିଶାର ପ୍ରିୟ ଖାଦ୍ୟ #ପଖାଳ , ଖୁଆନ୍ତୁ ଏବଂ ଖାନ୍ତୁ।
Kumarika (@kumariika) 's Twitter Profile Photo

My father has two cement containers for street dogs, cows etc. These days it has to be refilled thrice a day, shows that animals need more water once summer starts. If possible, do the something similar for birds and animals around you. #WorldWaterDay

My father has two cement containers for street dogs, cows etc. These days it has to be refilled thrice a day, shows that animals need more water once summer starts. If possible, do the something similar for birds and animals around you. #WorldWaterDay
Arabinda K Padhee (@arvindpadhee) 's Twitter Profile Photo

Just saw an #Odia TV channel airing an ad on #ରଜ with English spelling: RAJO (ROJO is equally atrocious). May I join many others to make a very polite request to change to the correct usage: #RAJA ? #RajaSankranti ରଜ... ରଜ... Raja... Raja... Please spread the word. 🙏🏻