saroj kumar patra
@spsaroj7
ID: 965577074
23-11-2012 06:08:10
34 Tweet
12 Followers
233 Following
Nityananda Gond ନିଯୁକ୍ତି କୁ ସ୍ବାଗତ କରୁଛୁ। କିନ୍ତୁ ଯୋଜନା ଭିତ୍ତିକ ନିଯୁକ୍ତି କୁ ବିରୋଧ କରୁଛୁ। ସବୁ ବିଭାଗରେ ନିୟମିତ ନିଯୁକ୍ତି ହେଉଥିବା ବେଳେ ପ୍ରାଥମିକ ବିଦ୍ୟାଳୟରେ ଯୋଜନା ଭିତ୍ତିକ ନିଯୁକ୍ତି କାହିଁକି? ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଏହାର ପୁନର୍ବିଚାର କରିବାକୁ ଅନୁରୋଧ। ନଚେତ୍ ଆଗାମୀ ଦିନରେ ଏହାକୁ ଦୃଢ଼ ବିରୋଧ କରିବୁ। CMO Odisha