
꧁༺ସୋମନାଥ ༻꧂꧁༺༻꧂
@somnath1289
ମୋ ଭାଷା କେବଳ ଓଡ଼ିଆ
କୌଣସି ଦଳର ସମର୍ଥକ ନୁହଁ
ଓଡ଼ିଆ ଭାଷା-ସଂସ୍କୃତି ପାଇଁ ସର୍ବଦା ଗର୍ବିତ
ମାତୃଭୂମୀ ଓ ମାତୃଭାଷାର ସମ୍ମାନ,ଆମର ସ୍ୱାଭିମାନ
ଓଡ଼ିଆ ରାଷ୍ଟ୍ରବାଦୀ
ଜୟ ଓଡ୍ରରାଷ୍ଟ୍ର
ID: 1400638163882811395
04-06-2021 02:19:18
11,11K Tweet
4,4K Followers
5,5K Following












The people you choose is involved in criminal activities. CMO Odisha Naveen Patnaik Biju Janata Dal ADR India & MyNeta Election Commission of India Is there any rule to remove those MLA who are involved in criminal activity, rapes?



Cannot believe what I saw! A video of two Kuki women stark naked being hauled off by a mob towards a field and certain rape. Men are groping them. Now more than ever the silence of BJP - from PM to HM to the Women and Child Development Minister to NCW is horrific. pic.x.com/Jl3otseCQY

ବିତଳକୁ ଆଲିଙ୍ଗନ କରି ଜାହ୍ନବୀ ଶୋଭନ, ହରେ ସୁରବର ତାପ ଚାରୁ ଧାରା ସେ। ବହେ ମକର କେତନ ଉଚ୍ଛନ୍ନ ରତି ସମାନ, ପୂରିତ ହୋଇଛି ପୁଣି ଅଶେଷ ରସେ। ବିଦ୍ୟ ହୈମବତୀ ପଦରେ, ବିଷକଣ୍ଠ ତୋଷ ଦାନୀ ବେନି ମତରେ।୧। #BaidehishaBilas #UpendraBhanj Odia Culture ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ Satyabrata Sahu I & PR Department, Odisha #Culture #odia

ବିଷ୍ଣୁପଦୀ ବିଷ୍ଣୁପଦ ଈ କାର ଭେଦ ଶବଦ, ତରଣି(ଣୀ)ରେ ଗତାଗତ ତହିଁ ଉଚିତ। ବିଶାରଦ ସେ ସାମନ୍ତ ମତରେ ଦାସ ସେବିତ, ଡାକୁ ନ ଶୁଣନ୍ତେ ରଘୁନାଥ କଥିତ। ବିଷଧର ପ୍ରାୟେକ ତୁହି, ବେଳେ ନେତ୍ର ଢାଳି ଶୁଣ ଉଦାର ନୋହି।୨। #BaidehishaBilas #UpendraBhanj Odia Culture ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ Satyabrata Sahu I & PR Department, Odisha #Culture #odia

