SMITA MISHRA (@smita_mishra25) 's Twitter Profile
SMITA MISHRA

@smita_mishra25

#journalist

ID: 1515748862077849600

linkhttps://www.facebook.com/smitamishra.smitamishra.16?mibextid=ZbWKwL calendar_today17-04-2022 17:48:54

225 Tweet

1,1K Followers

150 Following

SMITA MISHRA (@smita_mishra25) 's Twitter Profile Photo

'ମୁଁ' ଶବ୍ଦ ର ବ୍ୟବହାର..... ମୁ ନଥିଲେ କିଛି ହେବନି.. ମୋ ଉପରେ ପୁରା ନିର୍ଭର କରନ୍ତି.. ମୁଁ ଥିଲି ବୋଲି ହେଲା.. ସବୁଥିରେ ମୋତେ ଖୋଜିଲେ.. ମୁଁ କାଲି ଠୁ ଅଛି ମୋତେ କହିଚନ୍ତି.. ମୁଁ ସବୁ କରିଛି.. ମୁଁ ସବୁ ଜାଣିଚି.. ମୁଁ ଥିଲି ବୋଲି ସମ୍ଭଳିଥିଲି, ଆଉ କିଏ କରିଥାନ୍ତା ଇତ୍ୟାଦି.. ଏହିଭଳି ଭାବୁଥିବା ମଣିଷକୁ କଣ କୁହାଯାଇପାରିବ?

SMITA MISHRA (@smita_mishra25) 's Twitter Profile Photo

କେବେ ତମାଖୁ ମୁକ୍ତ ହେବ ବିଶ୍ଵ? ନିଜ ସ୍ବାସ୍ଥ୍ୟ ନେଇ କେବେ ସଜାଗ ହେବେ ଜଣ ସାଧାରଣ, ତମାଖୁ ବର୍ଜନ ଦିବସରେ ଛୋଟିଆ ସଚେତନ ବାର୍ତ୍ତା। #WorldNoTobaccoDay2025 #NoTobaccoDay #TobaccoFreeWorld #QuitSmokingNow #HealthForAll

Kanak News (@kanak_news) 's Twitter Profile Photo

#ଲ୍ୟାଣ୍ଡିଂ_ଗିୟର_କାହିଁକି_ଉଠିନଥିଲା ଉଡ଼ାଣ ବେଳେ ଲ୍ୟାଣ୍ଡିଂ ଗିୟର କାହିଁକି ଉଠିନଥିଲା । ବିମାନରେ ତ୍ରୁଟି ଥିବା ଆଗରୁ ଜଣାଥିଲା କି ? #planecrash #ahmedabad #KanakNews

Kanak News (@kanak_news) 's Twitter Profile Photo

#କାହିଁକି_ଫେଲ୍‌_ହେଲା_ଡ୍ରିମ୍‌ଲାଇନର୍‌ ? ନେଭିଗେସନ ସିଷ୍ଟମ ଖରାପ ହେଲେ ଘଟିପାରେ ବିମାନ ଦୁର୍ଘଟଣା । ଲ୍ୟାଣ୍ଡିଙ୍ଗ ଗିୟର ଖରାପ ହେବା ଅନ୍ୟ ଏକ କାରଣ । #ahmedabad #planecrash #KanakNews

Kanak News (@kanak_news) 's Twitter Profile Photo

ଏହି ମୁହୂର୍ତ୍ତରେ ଓଡ଼ିଶାର ଖବର #TopNewsOfTheHour #KanakNews #Odisha #7AMHeadlines #23rdJune2025

Kanak News (@kanak_news) 's Twitter Profile Photo

#ବଢ଼ୁଛି_ମଧ୍ୟ_ପ୍ରାଚ୍ୟରେ_ଯୁଦ୍ଧ ଇରାନ ଉପରେ ଆମେରିକାର ଆକ୍ରମଣ ପରେ ତୀବ୍ର ହୋଇଛି ଯୁଦ୍ଧ । ଯୁଦ୍ଧରେ ଆମେରିକାର ଏଣ୍ଟ୍ରି ପରେ ବଢ଼ିଛି ତୃତୀୟ ବିଶ୍ବଯୁଦ୍ଧର ଭୟ #KanakNews #America #Iran #Israel

SMITA MISHRA (@smita_mishra25) 's Twitter Profile Photo

ଜଳିଗଲା ଆଉ ଏକ ଜୀବନ। ମଉଳିଗଲା ଜଣକ ସ୍ବପ୍ନ । ଯେଉ ଲକ୍ଷ୍ୟ ପୁରଣ ପାଇଁ ଯାଇଥିଲା, ଯାହା ପାଇବା ପାଇଁ ଏ ସୈତାନ ମାନଙ୍କୁ ସାମ୍ନା କରୁଥିଲା ତାହା ପାଇଁ ସବୁଦିନ ପାଉଁଶ ହୋଇଗଲା । କେଉ ବୟସରେ କି ପରୀକ୍ଷା ଦେଇ ଗଲା ସୋମ୍ୟାଶ୍ରି। #JusticeForSoumyashree

SMITA MISHRA (@smita_mishra25) 's Twitter Profile Photo

जीवन में चुनौतियों का सामना करना अनिवार्य है, लेकिन उन्हें हल करना आपके अंदर की ताकत और क्षमता का परिचय देता है। #TrendingNow

जीवन में चुनौतियों का सामना करना अनिवार्य है, लेकिन उन्हें हल करना आपके अंदर की ताकत और क्षमता का परिचय देता है। 
#TrendingNow
SMITA MISHRA (@smita_mishra25) 's Twitter Profile Photo

ଆଉ ନାହାନ୍ତି କିମ୍ବଦନ୍ତୀ ଗାୟିକା ଆଶା ଭୋସଲେ । ୯୨ ବର୍ଷରେ ଆଖିବୁଝିଲେ କଣ୍ଠଶିଳ୍ପୀ ଆଶା ଭୋସଲେ। #RIPLegend #ashabhosle #BigBreakingNews

ଆଉ ନାହାନ୍ତି କିମ୍ବଦନ୍ତୀ ଗାୟିକା ଆଶା ଭୋସଲେ ।  ୯୨ ବର୍ଷରେ ଆଖିବୁଝିଲେ କଣ୍ଠଶିଳ୍ପୀ ଆଶା ଭୋସଲେ।
#RIPLegend #ashabhosle #BigBreakingNews
Kanak News (@kanak_news) 's Twitter Profile Photo

#ଚୁଟ୍‌କିରେ_ବଡ଼_ଖବର ବିରୋଧୀଙ୍କ ଉପରେ ବର୍ଷିଲେ ବାଂଶୁରୀ । ପ୍ରବଳ ଖରା ପାଇଁ ସ୍କୁଲ ଛୁଟି #Odisha #kanakNews #DigitalBulletin #6pmDigitalBulletin

Kanak News (@kanak_news) 's Twitter Profile Photo

ବାଣ କାରଖାନାରେ ବିସ୍ଫୋରଣ : ୧୬ ଜୀବନ ଗଲା #Tamilnadu #India #KanakNews