silpa soumitri giri goswami
@silpa_soumitri
SECRETARY OF BHARATIYA JANTA YUVA MORCHA (BJYM) # CUTTACK.
Ex- Cultural Secretary. #Educationist . MA in English. Counsellor in IGNOU and State open University.
ID: 1485250002608082948
23-01-2022 13:56:56
750 Tweet
52 Followers
116 Following
ବିଜେପି ରାଷ୍ଟ୍ରୀୟଯୁବମୋର୍ଚ୍ଚା ର ପୂର୍ବତନ କାର୍ଯ୍ୟକାରିଣୀ ସଦସ୍ୟ ଦକ୍ଷ ସଂଗଠକ ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ ଛାତ୍ରସଂସଦର ପୂର୍ବତନ ସାଧାରଣ ସମ୍ପାଦକ ଓ ଓଡ଼ିଶା ବିଜେପିର ସାଧାରଣ ସମ୍ପାଦକ ବଡ଼ ଭାଇ Dr. Jatin Mohanty ଭାଇ ଙ୍କୁ ଜନ୍ମଦିନର ଅନେକ ଅନେକ ଶୁଭେଛା ଓ ଶୁଭକାମନା।ମହାପ୍ରଭୂ ଜଗନ୍ନାଥ ଆପଣଙ୍କୁ ସୁସ୍ଥ ରଖନ୍ତୁ। 🙏
ଯୋଉ ଭାଇଚାରା ର ଉଦାହରଣ ଦେଇ କଟକ ବାରବାଟି ବାସି ଭୋଟ ଦେଇ ବିଧାୟିକା କରିଛନ୍ତି ସେ ବିଧାୟିକା ଆଜି କେଉଁଠି ଲୁଛିଛନ୍ତି??? ୟେ ସବୁ ପୂର୍ବରୁ କରିଥିବା ଯୋଜନା ନୁହ ତ !!!!! BJP Odisha Sofia Firdous Cuttack
ମୌହତର୍ମା ବିଧାୟିକା ଯୋଉ ଓଡ଼ିଆଣୀ ବୋହୂ ହୋଇ ସାହି ସାହି ମଣ୍ଡପ ବୁଲୁ ଥଲ..... ଆଜି କୁଆଡେ ଗଲ !!!!!! Sofia Firdous