Shubhapallaba Quotes (@shubhapallabaq) 's Twitter Profile
Shubhapallaba Quotes

@shubhapallabaq

#ShubhapallabaQuotes is a website by the #Shubhapallaba Group for short poems, stories, famous quotes, new quotes in Odia, Hindi, and English Language.

ID: 1411374225319809027

linkhttps://quotes.shubhapallaba.in/ calendar_today03-07-2021 17:20:23

413 Tweet

216 Followers

0 Following

ଶୁଭପଲ୍ଲବ ~ Shubhapallaba (@shubhapallaba) 's Twitter Profile Photo

ଉତ୍କଳ/ଓଡ଼ିଶାରେ ଦୁର୍ଗାଙ୍କର ମୃଣ୍ମୟୀ ପ୍ରତିମା ବିଷୟରେ ସୁନ୍ଦର ଭାବରେ ଆଲୋଚନା କରାଯାଇଥିଲା Debabrat Das ଙ୍କ ଦ୍ୱାରା । ଯଦି ପଢ଼ିନାହାନ୍ତି, ତେବେ Download Link: bit.ly/Shubha43 #Shubhapallaba #ଶୁଭପଲ୍ଲବ #Shubhapallaba43 #OdiaMagazine #FreeMagazine #DurgaPuja #DurgaPujaInOdisha

ଉତ୍କଳ/ଓଡ଼ିଶାରେ ଦୁର୍ଗାଙ୍କର ମୃଣ୍ମୟୀ ପ୍ରତିମା ବିଷୟରେ ସୁନ୍ଦର ଭାବରେ ଆଲୋଚନା କରାଯାଇଥିଲା Debabrat Das ଙ୍କ ଦ୍ୱାରା ।
ଯଦି ପଢ଼ିନାହାନ୍ତି, ତେବେ
Download Link: bit.ly/Shubha43

#Shubhapallaba #ଶୁଭପଲ୍ଲବ #Shubhapallaba43 #OdiaMagazine #FreeMagazine #DurgaPuja #DurgaPujaInOdisha
ଶୁଭପଲ୍ଲବ ~ Shubhapallaba (@shubhapallaba) 's Twitter Profile Photo

#ଶୁଭପଲ୍ଲବ ଓଡ଼ିଆ ପୋର୍ଟାଲ୍‌ରେ ପଢ଼ନ୍ତୁ ସସ୍ମିତା ନାୟକଙ୍କ ରଚନାରୁ ପ୍ରକୃତି । #Shubhapallaba ift.tt/ndQKkY6

Shubhapallaba Quotes (@shubhapallabaq) 's Twitter Profile Photo

ଦୀପାବଳିର ଶୁଭେଚ୍ଛା । #ଶୁଭପଲ୍ଲବ #Shubhapallaba #Diwali #ଦୀପାବଳି #HappyDiwali

ଦୀପାବଳିର ଶୁଭେଚ୍ଛା ।

#ଶୁଭପଲ୍ଲବ #Shubhapallaba #Diwali #ଦୀପାବଳି #HappyDiwali
Shubhapallaba Quotes (@shubhapallabaq) 's Twitter Profile Photo

ଗଛଟେ ଲଗେଇ ଦୀପଟିଏ ଜାଳି ମନ କରିବା ପବିତ୍ର... ପାଳିବା ଖୁସିରେ ଆଲୋକର ପର୍ବ ଶାନ୍ତ କରି ନିଜ ଚିତ୍ତ... - ମଧୁମିତା ମିଶ୍ର #HappyDiwali #Shubhapallaba #ଶୁଭପଲ୍ଲବ #ଦୀପାବଳୀ #ଦୀପାବଳି #Diwali #ShubhapallabaQuotes #OdiaQuotes #OdiaPoem

ଗଛଟେ ଲଗେଇ ଦୀପଟିଏ ଜାଳି
ମନ କରିବା ପବିତ୍ର...
ପାଳିବା ଖୁସିରେ ଆଲୋକର ପର୍ବ
ଶାନ୍ତ କରି ନିଜ ଚିତ୍ତ...

- ମଧୁମିତା ମିଶ୍ର

#HappyDiwali #Shubhapallaba #ଶୁଭପଲ୍ଲବ #ଦୀପାବଳୀ #ଦୀପାବଳି #Diwali #ShubhapallabaQuotes #OdiaQuotes #OdiaPoem
ଶୁଭପଲ୍ଲବ ~ Shubhapallaba (@shubhapallaba) 's Twitter Profile Photo

#ଶୁଭପଲ୍ଲବ ଓଡ଼ିଆ ପୋର୍ଟାଲ୍‌ରେ ପଢ଼ନ୍ତୁ ଆଇସକ୍ରିମ୍ shubhapallaba.in/ice-cream/?utm… #shubhapallaba

ShubhaVani Odia (@shubhavaniodia) 's Twitter Profile Photo

ମୁଁ ଅଳକା ଆଶ୍ରମ କହୁଛି । open.spotify.com/episode/6LKCr0… ସ୍ପଟିଫାଏରେ ଶୁଣନ୍ତୁ ଦେବେନଦ୍ର ନାଥ ରାଉତଙ୍କ ରଚନାରୁ ଆଉ ପଦ୍ମାବତୀ ଦ୍ୱିବେଦୀଙ୍କ ଉପସ୍ଥାପନାରେ ଏହି ସୁନ୍ଦର କଥାଟି । #ଶୁଭବାଣୀ #ଶୁଭପଲ୍ଲବ #Shubhapallaba #ShubhaVani

ଶୁଭପଲ୍ଲବ ~ Shubhapallaba (@shubhapallaba) 's Twitter Profile Photo

ଆଜି #ଅଁଳାନବମୀ ଅବସରରେ #ରାଧାପାଦଦର୍ଶନ ତ ହେଇପାରିଲା ନାହିଁ । ଗର୍ବିତ ଭାରତୀୟ (Proud Indian) ଙ୍କ ରଚନାରୁ ପଢ଼ନ୍ତୁ ରାଧାଙ୍କ ଉପରେ ଲେଖାଟିଏ । shubhapallaba.in/sriradha/ #ଶୁଭପଲ୍ଲବ #Shubhapallaba

Shubhapallaba Quotes (@shubhapallabaq) 's Twitter Profile Photo

"ଆ କା ମା ବୈ, ପାନ ଗୁଆ ଥୋଇ ପାନ ଗୁଆ ତୋର, ମାସକ ଧରମ ମୋର..." #କାର୍ତ୍ତିକପୂର୍ଣ୍ଣିମା ଓ #ପଞ୍ଚକର ପୁଣିଥରେ ଅଭିନନ୍ଦନ । Art by @sarmistha_waiting_4_destiny #KartikaPurnima #BoitaBandana #GapuPhotography #BaliJatra #Bhadrak #Panchaka #Panchuka ହଁ କାର୍ତ୍ତିକ ପୂର୍ଣ୍ଣିମା ସ୍ୱତନ୍ତ୍ର ଶୁଭପଲ୍ଲବର…

"ଆ କା ମା ବୈ, ପାନ ଗୁଆ ଥୋଇ ପାନ ଗୁଆ ତୋର, ମାସକ ଧରମ ମୋର..."
#କାର୍ତ୍ତିକପୂର୍ଣ୍ଣିମା ଓ #ପଞ୍ଚକର ପୁଣିଥରେ ଅଭିନନ୍ଦନ ।

Art by @sarmistha_waiting_4_destiny

#KartikaPurnima #BoitaBandana #GapuPhotography #BaliJatra #Bhadrak #Panchaka #Panchuka

ହଁ କାର୍ତ୍ତିକ ପୂର୍ଣ୍ଣିମା ସ୍ୱତନ୍ତ୍ର ଶୁଭପଲ୍ଲବର…
ଶୁଭପଲ୍ଲବ ~ Shubhapallaba (@shubhapallaba) 's Twitter Profile Photo

ଶୁଭପଲ୍ଲବର ୪୪ଶ ସଂସ୍କରଣରେ #ବୋଇତବନ୍ଦାଣ ଉପରେ ଏକ ସ୍ୱତନ୍ତ୍ର ଉପସ୍ଥାପନା । ପଢ଼ିବାକୁ ଭୁଲିବେନାହିଁ । ଲିଙ୍କ: bit.ly/Shubha44 #Shubhapallaba #shubhapallaba44 #ଶୁଭପଲ୍ଲବ #BoitaBandana #KartikaPurnima #Panchaka #Panchuka #ପଞ୍ଚକ #BaliJatra Photo: Subhashish Panigrahi

ଶୁଭପଲ୍ଲବର ୪୪ଶ ସଂସ୍କରଣରେ #ବୋଇତବନ୍ଦାଣ ଉପରେ ଏକ ସ୍ୱତନ୍ତ୍ର ଉପସ୍ଥାପନା ।
ପଢ଼ିବାକୁ ଭୁଲିବେନାହିଁ ।

ଲିଙ୍କ: bit.ly/Shubha44

#Shubhapallaba #shubhapallaba44 #ଶୁଭପଲ୍ଲବ #BoitaBandana #KartikaPurnima #Panchaka #Panchuka #ପଞ୍ଚକ #BaliJatra

Photo: Subhashish Panigrahi
Shubhapallaba Quotes (@shubhapallabaq) 's Twitter Profile Photo

ବୋଇତରେ ଭରି ଖୁସି ମିଳିଯାଉ ଭାସିଯାଉ ଦୁଃଖ ବଳେ...! ଆ କା ମା ବୈ ଧର୍ମଡାକ ଡାକୁ ମନପକ୍ଷୀ ସବୁବେଳେ...!! - ମଧୁମିତା ମିଶ୍ର #ଶୁଭପଲ୍ଲବ #Shubhapallaba #ଓଡ଼ିଆକବିତା #ଓଡ଼ିଆ #OdiaPoem #ShubhapallabaQuotes

ବୋଇତରେ ଭରି ଖୁସି ମିଳିଯାଉ
ଭାସିଯାଉ ଦୁଃଖ ବଳେ...!
ଆ କା ମା ବୈ ଧର୍ମଡାକ ଡାକୁ
ମନପକ୍ଷୀ ସବୁବେଳେ...!!

- ମଧୁମିତା ମିଶ୍ର

#ଶୁଭପଲ୍ଲବ #Shubhapallaba #ଓଡ଼ିଆକବିତା #ଓଡ଼ିଆ #OdiaPoem #ShubhapallabaQuotes
Shubhapallaba Quotes (@shubhapallabaq) 's Twitter Profile Photo

ନିଜ ଭସ୍ମକୁ ସାଉଁଟି ଉଠିଛି, ସୂର୍ଯ୍ୟ ଉଛତାର ନଭକୁ ଛୁଇଁଛି । ଲୁହକୁ ଝରେଇ ଲହୁକୁ ଗଡ଼େଇ, ନିଜ ଚିତାକୁ ଜଳେଇ ବଞ୍ଚିଛି ॥ - ମଧୁମିତା ମିଶ୍ର #Shubhapallaba #ଶୁଭପଲ୍ଲବ #ShubhapallabaQuotes #OdiaQuotes #OdiaPoem

ନିଜ ଭସ୍ମକୁ ସାଉଁଟି ଉଠିଛି,
ସୂର୍ଯ୍ୟ ଉଛତାର ନଭକୁ ଛୁଇଁଛି ।
ଲୁହକୁ ଝରେଇ ଲହୁକୁ ଗଡ଼େଇ,
ନିଜ ଚିତାକୁ ଜଳେଇ ବଞ୍ଚିଛି ॥

- ମଧୁମିତା ମିଶ୍ର

#Shubhapallaba #ଶୁଭପଲ୍ଲବ #ShubhapallabaQuotes #OdiaQuotes #OdiaPoem
ଶୁଭପଲ୍ଲବ ~ Shubhapallaba (@shubhapallaba) 's Twitter Profile Photo

After 8 months finally our first Hindi Anthology, Panktiyon Me Pankh (पंक्तियों में पंख) is back to Amazon Kindle and it's free for you now. Grab your copy now and don't forget to give a review after reading. amazon.in/dp/B09J3T8J9Y

ଶୁଭପଲ୍ଲବ ~ Shubhapallaba (@shubhapallaba) 's Twitter Profile Photo

ଶୁଭପଲ୍ଲବକୁ ଲେଖା ପଠାଇବା ପରେ କିଛି ଲେଖକ/କବି ବୃନ୍ଦଙ୍କ ହ୍ୱାଟ୍‍ସ୍‍ଆପ୍‍ରେ ରିଆକ୍ସନ୍ କିଛି ଏମିତିକା ଥାଏ । ହେଲେ ଗୋଟେ ନିୟମ ଅଛି, ତାକୁ ପଢ଼ିପାରିବେ ଏଇଠି: bit.ly/ShubhaRules #DAMaNMeme #DAMaNOdiaMovie #Shubhapallaba #ଶୁଭପଲ୍ଲବ Babushaan Mohanty as writer/poet. Dipanwit Dashmohapatra as editor.

ଶୁଭପଲ୍ଲବକୁ ଲେଖା ପଠାଇବା ପରେ କିଛି ଲେଖକ/କବି ବୃନ୍ଦଙ୍କ ହ୍ୱାଟ୍‍ସ୍‍ଆପ୍‍ରେ ରିଆକ୍ସନ୍ କିଛି ଏମିତିକା ଥାଏ ।

ହେଲେ ଗୋଟେ ନିୟମ ଅଛି, ତାକୁ ପଢ଼ିପାରିବେ ଏଇଠି: bit.ly/ShubhaRules

#DAMaNMeme #DAMaNOdiaMovie #Shubhapallaba #ଶୁଭପଲ୍ଲବ

Babushaan Mohanty as writer/poet.
Dipanwit Dashmohapatra as editor.
Sangram Keshari Senapati (ଗପୁ) (@ssgapu22) 's Twitter Profile Photo

The 1st book published under #ShubhapallabaPublication is written by ଗର୍ବିତ ଭାରତୀୟ (Proud Indian) sir and the 2nd book is by Rajesh Kumar Barik. Both these books are now available at #BhadrakBookFair2022 Stall No. 2 just after the entrance. #ଶଙ୍ଖନାଦ #ବିଶ୍ୱାସ #ଶୁଭପଲ୍ଲବ #Shubhapallaba

The 1st book published under #ShubhapallabaPublication is written by ଗର୍ବିତ ଭାରତୀୟ (Proud Indian) sir and the 2nd book is by Rajesh Kumar Barik. Both these books are now available at #BhadrakBookFair2022 Stall No. 2 just after the entrance.
#ଶଙ୍ଖନାଦ #ବିଶ୍ୱାସ #ଶୁଭପଲ୍ଲବ #Shubhapallaba
ଶୁଭପଲ୍ଲବ ~ Shubhapallaba (@shubhapallaba) 's Twitter Profile Photo

The full biography of #Shankaracharya #SwamiSwarupanandaSaraswati in #Odia language was written by Sangram Keshari Senapati (ଗପୁ), the founder and editor of #Shubhapallaba #Odia magazine. #ଶୁଭପଲ୍ଲବ linkedin.com/pulse/%25E0%25…

Shubhapallaba Quotes (@shubhapallabaq) 's Twitter Profile Photo

ଆଜି ପରା ଆମ ନବ ବରଷ ମନେ ଭରିଦେଉ ନୂଆ ହରଷ ଦୁଃଖ ଶୋକ ସବୁ ଦୂରେଇ ଯାଉ ମୁହଁପରେ ଖେଳୁ ହସର ଢେଉ - ମଧୁମିତା ମିଶ୍ର #Shubhapallaba #ଶୁଭପଲ୍ଲବ #ShubhapallabaQuotes #OdiaQuotes #OdiaPoem #ପଣାସଂକ୍ରାନ୍ତି #ସଂକ୍ରାନ୍ତି #ନୂଆବର୍ଷ #ନବବରଷ #ଓଡ଼ିଆନବବର୍ଷ #PanaSankranti #Sankranti #NuaBarsa #NewYear #OdiaN…

ଆଜି ପରା ଆମ ନବ ବରଷ
ମନେ ଭରିଦେଉ ନୂଆ ହରଷ
ଦୁଃଖ ଶୋକ ସବୁ ଦୂରେଇ ଯାଉ
ମୁହଁପରେ ଖେଳୁ ହସର ଢେଉ

- ମଧୁମିତା ମିଶ୍ର

#Shubhapallaba #ଶୁଭପଲ୍ଲବ #ShubhapallabaQuotes #OdiaQuotes #OdiaPoem #ପଣାସଂକ୍ରାନ୍ତି #ସଂକ୍ରାନ୍ତି #ନୂଆବର୍ଷ #ନବବରଷ #ଓଡ଼ିଆନବବର୍ଷ #PanaSankranti #Sankranti #NuaBarsa #NewYear #OdiaN…
Shubhapallaba Quotes (@shubhapallabaq) 's Twitter Profile Photo

Happy Mother's Day. "All love begins and ends at Motherhood." SRC: Bijay Sir #MothersDay #Quote #ShubhapallabaQuotes #Shubhapallaba

Happy Mother's Day.

"All love begins and ends at Motherhood."

SRC: Bijay Sir

#MothersDay #Quote #ShubhapallabaQuotes #Shubhapallaba
ଶୁଭପଲ୍ଲବ ~ Shubhapallaba (@shubhapallaba) 's Twitter Profile Photo

#ଶୁଭପଲ୍ଲବ ଓଡ଼ିଆ ପୋର୍ଟାଲ୍‌ରେ ପଢ଼ନ୍ତୁ ଝରକା shubhapallaba.in/jharaka/?utm_s… #Shubhapallaba

Shubhapallaba Quotes (@shubhapallabaq) 's Twitter Profile Photo

#ସ୍ୱାଧୀନତାଦିବସ ଅବସରରେ #ଶୁଭପଲ୍ଲବ ଦ୍ୱାରା ଗୋଟିଏ କୁଇଜ୍ ଆୟୋଜନ କରାଯାଇଛି । shubhapallaba.in/independence-d… ଭାଗ ନେବାକୁ ଅନୁରୋଧ । ବିଦ୍ର: ନିଜ ନାଁ ଓଡ଼ିଆରେ ଲେଖିବେ, ନହେଲେ ସାର୍ଟିଫିକେଟ୍‍‍ରେ ଇଂରାଜୀରେ ଆସିଯିବ । #Shubhapallaba #IndependenceDay #IndependenceDay2023