𝕸𝕽. Clean (@shivashankar467) 's Twitter Profile
𝕸𝕽. Clean

@shivashankar467

Nature knows me.

ID: 982511045519466497

calendar_today07-04-2018 06:51:02

12,12K Tweet

429 Followers

3,3K Following

Odisha Police (@odisha_police) 's Twitter Profile Photo

ଭାଇ ଓ ଭଉଣୀମାନେ! Cyber Crimeର ଶିକାର ହେଲେ ବ୍ୟସ୍ତ ହୁଅନ୍ତୁନି | SAMAY ନଷ୍ଟ କରନ୍ତୁ ନାହିଁ | Helpline Number 📞 1930ରେ ତୁରନ୍ତ call କରନ୍ତୁ | OTP ଦିଅ ନାହିଁ। Link ଖୋଲ ନାହିଁ। ଅଜଣା ଲୋକକୁ ପଇସା ପଠାଅ ନାହିଁ। 🔐 Scammers ଙ୍କୁ Checkmate କର! ♟️ @SamayRaina x #OdishaPolice #CyberCrime #1930

ଭାଇ ଓ ଭଉଣୀମାନେ! 
Cyber Crimeର ଶିକାର ହେଲେ ବ୍ୟସ୍ତ ହୁଅନ୍ତୁନି |
SAMAY ନଷ୍ଟ କରନ୍ତୁ ନାହିଁ |
Helpline Number 📞 1930ରେ ତୁରନ୍ତ 
call କରନ୍ତୁ |

OTP ଦିଅ ନାହିଁ।
Link ଖୋଲ ନାହିଁ।
ଅଜଣା ଲୋକକୁ ପଇସା ପଠାଅ ନାହିଁ। 🔐
Scammers ଙ୍କୁ Checkmate କର! ♟️

@SamayRaina x #OdishaPolice
#CyberCrime #1930
𝕸𝕽. Clean (@shivashankar467) 's Twitter Profile Photo

ଭୋଟ ଦେବା ରେ ବି ଗୋଟେ କୋଟା କଲେ କେମିତି ହୁଅନ୍ତା 🤭ସେଇଟା ଖାଲି ବାକି ଅଛି ଯେମିତି ST.... 30% SC ----===20% OBC.................. 10% PH.......................5% Minority......... 5% Ex S...... 5% EwS....... 4% Women...20% Gen....... 1% ଗାଁ ଡାକ୍ତର👨‍⚕️💉💊 ପ୍ରସ୍ତାବ ଟା ସଙ୍ଘ ରେ ପକେଇବେ 🤮🤮

ଭୋଟ ଦେବା ରେ ବି ଗୋଟେ କୋଟା କଲେ କେମିତି ହୁଅନ୍ତା 🤭ସେଇଟା ଖାଲି ବାକି ଅଛି 
ଯେମିତି ST.... 30%
SC ----===20%
OBC.................. 10%
PH.......................5%
Minority......... 5%
Ex S...... 5%
EwS....... 4%
Women...20%
Gen....... 1%
<a href="/Drakshays/">ଗାଁ ଡାକ୍ତର👨‍⚕️💉💊</a> ପ୍ରସ୍ତାବ ଟା ସଙ୍ଘ ରେ ପକେଇବେ 🤮🤮
𝕸𝕽. Clean (@shivashankar467) 's Twitter Profile Photo

ତୁଣ୍ଡ ବାଇଦ ସହସ୍ର କୋଷ ଯାବତୀୟ ରୋଗ ଏଠାରେ ଭଲ ହୋଇ ଯାଉଛି ବୋଲି ଲୋକେ କୁହନ୍ତି 2ବର୍ଷ ଆଗରୁ bike ଟା ବଡ କଷ୍ଟରେ ଯାଉଥିଲା ମୁଁ ଜାଣିବାରେ କେହି ଭଲ ହୋଇନାହାନ୍ତି..... Dr ଙ୍କର ଚାକିରୀ ଗଲା ଗାଁ ଡାକ୍ତର👨‍⚕️💉💊

𝕸𝕽. Clean (@shivashankar467) 's Twitter Profile Photo

ଗୋଟେ ନିରୀହ ଆଦିବାସୀ ମହିଳା କହିଲେ ମୁଁ ବ୍ୟାଙ୍କ ଦଉଡି ଦଉଡି ଥକି ଗଲି ହେଲେ ଶୁଭାଦ୍ରା ପଇସା ଆସିଲା ନାହିଁ, ବହୁତ ତର୍ଜମା କରିବା ପରେ ଜଣା ପଡିଲା ସେ apply କରିନାହିଁ, ତାକୁ ଜେତେ ବୁଝାଇଲି ଯେ apply କରିବାକୁ ପଡେ ବୋଲି ସେ କହିଲା govt ମୋର ଜାଣି ଶୁଣି କାଟିଦେଇଛି ମୋର ଆଉ ମିଳିବ ନାହିଁ,ଏମିତି ବି ଅପାଠୁଆ ସରଲିଆ ଲୋକ ଅଛନ୍ତି

𝕸𝕽. Clean (@shivashankar467) 's Twitter Profile Photo

ତାଙ୍କୁ ଜଡ଼ା ତେଲ ମାରି ଥାନା ରେ ଟିକେ ଭଲ କରି 24ଘଣ୍ଟିଆ treatment କରନ୍ତୁ 🥰

𝕸𝕽. Clean (@shivashankar467) 's Twitter Profile Photo

ତମେ 2ବର୍ଷ ହେଲା କଣ କରିଛ ସେୟା କୁହ NBN କୁ କେବେ ସରି ହେବ ନାଁ ହୋଇଛ

𝕸𝕽. Clean (@shivashankar467) 's Twitter Profile Photo

ଲକେଟ ପକାଇବାରୁ ଫୀଡ଼ସ ରୋଗ ପଳାଇଲା ନାଳୁଆ ବାବା ପୁଣି ମୁଣ୍ଡ ଟେକିଲାଣି

ଲକେଟ ପକାଇବାରୁ ଫୀଡ଼ସ ରୋଗ ପଳାଇଲା 
ନାଳୁଆ ବାବା ପୁଣି ମୁଣ୍ଡ ଟେକିଲାଣି
𝕸𝕽. Clean (@shivashankar467) 's Twitter Profile Photo

ବ୍ୟାଙ୍କ ଵାଲା ଅଜାଣତ ରେ ଭୁଲ କଲେ ତାଙ୍କ ପାଇଁ RDC ଆସିଲେ, ଆଉ #ପୋଲିସ ଓ #ଭିଡ଼ିଓ କରି ମିଡିଆରେ ଛାଡି ଓଡିଶା କୁ ବଦନାମ କରିଥିବା ଜ୍ଞାନୀ ଜନ କାହିଁ ଗୋଟେ ଗାଡ଼ିଟିଏ କରି ମସାଣି କୁ ନେଇଗଲ ନି? #Kendujharskeleton

Divisional Forest Officer, Keonjhar (T) (@dfokeonjhar) 's Twitter Profile Photo

Teasing,Harassing,filming and droning of wildlife is punishable offence under section 9 /51/52 of Wildlife Protection Act. Four youths including 2 minors have been forwarded to court along with seizure of mobiles,two wheeler vehicle and one drone CMO Odisha I & PR Department, Odisha