ପ୍ରମୋଦ କୁମାର ପଣ୍ଡା
@shankhanaada
ସନାତନୀ, ଆଦିଦେବ ପନ୍ଥୀ
ID: 1258750466411958273
https://pramodpanda.in/ 08-05-2020 13:30:18
583 Tweet
95 Followers
73 Following
ସମସ୍ତ ପ୍ରସ୍ତୁତି ଶେଷ। ଶୁକ୍ରବାର ରାତି ୮ଟାରେ କ୍ଷୁଦ୍ର ଚଳଚ୍ଚିତ୍ର "ଛାୟା" ମୋ ୟୁଟ୍ୟୁବ ଚ୍ୟାନେଲରେ ମୁକ୍ତିଲାଭ କରିବ। All set! My 1st short Odia movie "Chhaya" will be released in my YouTube channel youtube.com/mrashishkumarn… on Friday (30Jun2023) 8PM. Arjun Samantaray
ମାଦଳା ପାଞ୍ଜି ଅନଙ୍ଗ ଭୀମ ଦେବ ୪ର୍ଥଙ୍କ ରାଜ୍ୟ ଜୟ କରି ସୁନା ଆଣିଥିବା ଉଲ୍ଲେଖ କରୁଛନ୍ତି। ତେଣୁ ତାଙ୍କ ସମୟରେ ହିଁ #ସୁନାବେଶ ଆରମ୍ଭ ହୋଇଥିବା ଜଣାପଡେ। ତାଙ୍କ ପୂର୍ବରୁ ଓ ଚୋଡଗଙ୍ଗଙ୍କ ପରେ ଗଙ୍ଗବଂଶର କୋଷ ଶୂନ୍ୟ ଥିଲା। ଗଙ୍ଗବଂଶୀଙ୍କ ପୂର୍ବରୁ କେଶରୀ ବଂଶ ଦେବାଳିଆ ହୋଇ ସାରିଥିଲେ। #ପୁନଶ୍ଚ_ମାଦଳାପାଞ୍ଜି Er.Sushree Sangita#ଜୟ⭕❕⭕ ଜଗନ୍ନାଥ
Fort Walls of Historic Chuadangagada recently visible after clearance of Jungle and debris indicates the gigantic shape of the Fort when at its helm. Archaeological Survey of India has complained against the unauthorized construction works to be held here!! Welcome step.