Satrujit 🇮🇳 (@satrujitsingh) 's Twitter Profile
Satrujit 🇮🇳

@satrujitsingh

ଓଡ଼ିଆକୁ ଭଲ ପାଉଥିବା ଜଣେ ସାଦାସିଧା ମଣିଷ l ମତାମତ ସମ୍ପୂର୍ଣ ନିଜସ୍ୱ l #କେବେକେବେ_କବିତା,#ss_tweets
A Supply Chain Professional.Proud Indian. बन्दे मातरम 🙏

ID: 1384600146

calendar_today27-04-2013 14:38:56

13,13K Tweet

2,2K Followers

4,4K Following

ଓଟିଭି (@otvkhabar) 's Twitter Profile Photo

#ପାଇଖାନା_ସଫାକଲେ_ପ୍ରଦୀପ_ମାଝୀ ବିଜେଡି ନେତା ପ୍ରଦୀପ ମାଝୀଙ୍କ ଅଭିନବ ପ୍ରତିବାଦ। ବାରମ୍ବାର ଅନୁରୋଧ ପରେ ଶୁଣିଲାଣି ପ୍ରଶାସନ। ଶେଷରେ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନିଜେ କଲେ ପାଇଖାନା ସଫା #PradeepMajhi #HealthNegligence #DialysisCenter #BJD #Nabarangpur #HospitalHygiene #PoliticalProtest #OTV

Satrujit 🇮🇳 (@satrujitsingh) 's Twitter Profile Photo

ଖୁସିରେ ପୋଡି ହୋଇ ମରିବା ପାଇଁ #ପ୍ରେମ ଏକ #ନିଆଁ ....ପ୍ରେମର ପରିଭାଷା .. ଗୋଟେ ସୁନ୍ଦର ଗଲ୍ପ ଶୁଣୁଥିଲି ..ସାରାଂଶ ଯାହା ହୃଦୟକୁ ଛୁଇଁଲା ... ଗଳ୍ପ -ସରସୀ ..(ଅମରେଶ ବିଶ୍ଵାଳ )

Satrujit 🇮🇳 (@satrujitsingh) 's Twitter Profile Photo

ସୋନପୁର କଲେଜ୍ କ୍ୟାଣ୍ଟିନ୍ ..ବହୁତ୍ ସୁନ୍ଦର ଦେଶୀ ଖାଇବା ମିଳେ ଏଇଠି l ପ୍ରାୟତଃ 20/25 ପ୍ରକାର ବ୍ୟଞ୍ଜନ ରହିଥାଏ ଖାଇବା ପାଇଁ ,ସମ୍ପୂର୍ଣ୍ଣ ଦେଶୀ ଆଉ ସ୍ଵାଦିଷ୍ଟ l କେବେ ଇଆଡେ ଆସିଲେ ନିହାତି ଭୋଜନ କରନ୍ତୁ l #ଓଡ଼ିଆ_ଖାଇବା #Odia_khaiba #ss_tweets #ସୋନପୁର #ସୁବର୍ଣ୍ଣପୁର

ସୋନପୁର କଲେଜ୍ କ୍ୟାଣ୍ଟିନ୍ ..ବହୁତ୍ ସୁନ୍ଦର ଦେଶୀ ଖାଇବା ମିଳେ ଏଇଠି l ପ୍ରାୟତଃ 20/25 ପ୍ରକାର ବ୍ୟଞ୍ଜନ ରହିଥାଏ ଖାଇବା ପାଇଁ ,ସମ୍ପୂର୍ଣ୍ଣ ଦେଶୀ ଆଉ ସ୍ଵାଦିଷ୍ଟ l
କେବେ ଇଆଡେ ଆସିଲେ ନିହାତି ଭୋଜନ କରନ୍ତୁ l
#ଓଡ଼ିଆ_ଖାଇବା #Odia_khaiba
#ss_tweets
#ସୋନପୁର #ସୁବର୍ଣ୍ଣପୁର
Satrujit 🇮🇳 (@satrujitsingh) 's Twitter Profile Photo

Indian Oil Corp Ltd⁩ ⁦Indian Oil Corp Ltd⁩ ⁦MoPNG e-Seva⁩ refill cylinder booked 15th Jan today 24th Jan..yes response from either agency or delivery boy..everyday we are doing follow up. Only 300mtr distance from agency..what a service from Indane.help consumer

⁦<a href="/IndianOilcl/">Indian Oil Corp Ltd</a>⁩ ⁦<a href="/IndianOilcl/">Indian Oil Corp Ltd</a>⁩ ⁦<a href="/MoPNG_eSeva/">MoPNG e-Seva</a>⁩ refill cylinder booked 15th Jan today 24th Jan..yes response from either agency or delivery boy..everyday we are doing follow up. Only 300mtr distance from agency..what a service from Indane.help consumer
Satrujit 🇮🇳 (@satrujitsingh) 's Twitter Profile Photo

ମଦ ଓ ମଦୁଆ ପ୍ରବେଶ ସମ୍ପୂର୍ଣ୍ଣ ନିଷେଧ ..ବଡ ବଡ ଅକ୍ଷରରେ ଲେଖାଯାଇଛି ,ବିନା ରଙ୍ଗ ,କମ୍ ମସଲା ଯୁକ୍ତ ଘରୋଇ ଖାଦ୍ୟ ..ସୁନ୍ଦର ଢାବା ,ବୁର୍ଲା ସମ୍ବଲପୁର ରାସ୍ତାରେ ଭାଇ ଜି ଢାବା l ଖାଇବା ବି ସୁଆଦିଆ ଥିଲା ଆଉ ବ୍ୟବହାର ମଧ୍ୟ l #ଓଡ଼ିଆଖାଇବା #Bhaiji_Dhaba #ss_tweets

ମଦ ଓ ମଦୁଆ ପ୍ରବେଶ ସମ୍ପୂର୍ଣ୍ଣ ନିଷେଧ ..ବଡ ବଡ ଅକ୍ଷରରେ ଲେଖାଯାଇଛି ,ବିନା ରଙ୍ଗ ,କମ୍ ମସଲା ଯୁକ୍ତ ଘରୋଇ ଖାଦ୍ୟ ..ସୁନ୍ଦର ଢାବା ,ବୁର୍ଲା ସମ୍ବଲପୁର ରାସ୍ତାରେ ଭାଇ ଜି ଢାବା l ଖାଇବା ବି ସୁଆଦିଆ ଥିଲା ଆଉ ବ୍ୟବହାର ମଧ୍ୟ l
#ଓଡ଼ିଆଖାଇବା #Bhaiji_Dhaba 
#ss_tweets