@sandeepmoh7749
I
ID: 1714231802787934208
calendar_today17-10-2023 10:48:31
291 Tweet
5 Takipçi
91 Takip Edilen
5 months ago
ସବୁ ଦେସରେ ପିଲା ମାନଙ୍କୁ ପ୍ରାଥମିକ ଶିକ୍ଷା ଗୋଟିଏ କିମ୍ବା ଦୁଇଟି ଭାଷା ଶିକ୍ଷା ଦିଆଯାଉଛି। କିନ୍ତୁ ଆମ ଦେଶରେ ଅଥବା ଓଡ଼ିଶାରେ ପ୍ରାଥମିକ ସ୍ତରରେ ଇଂରାଜୀ ମାଧ୍ୟମ ସ୍କୁଲ ଗୁଡ଼ିକ ରେ ତିନୋଟି ଭାଷା କୁ ପଢ଼ାଯାଉଛି। ଯାହାର ଆବଶ୍ୟକତା ନାହିଁ। ଓଡ଼ିଆ ପିଲାଙ୍କୁ ହିନ୍ଦୀ ଭାଷାରେ ଶିକ୍ଷା ଦେବା ଅନିର୍ବାଯ୍ୟ କରିବା ଉଚିତ ନୁହେଁ।