Sanat kumar parida (@sanatparida1997) 's Twitter Profile
Sanat kumar parida

@sanatparida1997

I am responsible for what I say, not for what you understand.

ID: 2546237107

calendar_today04-06-2014 14:07:11

1,1K Tweet

178 Followers

70 Following

Soumya Ranjan Biswal 🇺🇳🇮🇳 (@soumyamarinewl) 's Twitter Profile Photo

ବାତ୍ୟା ଆସିଛି🌀 ଶହ ଶହ ଉପକୂଳ ଗାଁ ମାନଙ୍କ ପାଇଁ ସୁରକ୍ଷା କବଚ ପାଲଟିଛି ଲୁଣା ଜଙ୍ଗଲ। ହଜାର ହଜାର ଡଙ୍ଗା, ଟ୍ରଲର ମାନଙ୍କୁ ମଧ୍ଯ ଘଞ୍ଚ ଲୁଣା ଜଙ୍ଗଲ ଦେଉଛି ସୁରକ୍ଷା। କିନ୍ତୁ ଉପକୂଳ ଲୋକେ ଏହାର ଭୂମିକା ଜାଣିନାହାନ୍ତି। ଏହାର ସୁରକ୍ଷା ପାଇଁ ଓଡ଼ିଶାରେ ନିୟମ ନାହିଁ। ଏନେଇ ସ୍ଵତନ୍ତ୍ର ନିୟମ ଆଣିବାକୁ CMO Odisha ଙ୍କୁ ନିବେଦନ।🙏🏻

ବାତ୍ୟା ଆସିଛି🌀
ଶହ ଶହ ଉପକୂଳ ଗାଁ ମାନଙ୍କ ପାଇଁ ସୁରକ୍ଷା କବଚ ପାଲଟିଛି ଲୁଣା ଜଙ୍ଗଲ। ହଜାର ହଜାର ଡଙ୍ଗା, ଟ୍ରଲର ମାନଙ୍କୁ ମଧ୍ଯ ଘଞ୍ଚ ଲୁଣା ଜଙ୍ଗଲ ଦେଉଛି ସୁରକ୍ଷା।

କିନ୍ତୁ ଉପକୂଳ ଲୋକେ ଏହାର ଭୂମିକା ଜାଣିନାହାନ୍ତି। ଏହାର ସୁରକ୍ଷା ପାଇଁ ଓଡ଼ିଶାରେ ନିୟମ ନାହିଁ। ଏନେଇ ସ୍ଵତନ୍ତ୍ର ନିୟମ ଆଣିବାକୁ CMO Odisha ଙ୍କୁ ନିବେଦନ।🙏🏻
ତାପସ (@tapasr10) 's Twitter Profile Photo

ବହଳିଆ ଅନ୍ଧାର ଘୋଡ଼େଇ ରାତିଟା ଶୋଇଗଲା ପରେ ଦି'ଟୋପା ବର୍ଷା ଛିଟାରେ ଆଖି ମଳି ପାଖୁଡ଼ା ପଛରୁ କିଏ ସେହି ମୁହଁ ଟେକି ଚାହେଁ... !? କିଏ ସେହି ଅପରିଚିତା ଯାହାର ଏ ଭୁରୁ ଭୁରୁ ବାସ୍ନା ମନକୁ ମୋ ଆନମନା କରେ, କିଛି କିଛି ମିଠା ମିଠା ମୋ ପ୍ରିୟା ଦେହର ବାସ୍ନା ପରି ଲାଗେ...!!? #ତାପସତ୍ୱ

ବହଳିଆ ଅନ୍ଧାର ଘୋଡ଼େଇ
ରାତିଟା ଶୋଇଗଲା ପରେ
ଦି'ଟୋପା ବର୍ଷା ଛିଟାରେ
ଆଖି ମଳି ପାଖୁଡ଼ା ପଛରୁ
କିଏ ସେହି ମୁହଁ ଟେକି ଚାହେଁ... !?
କିଏ ସେହି ଅପରିଚିତା
ଯାହାର ଏ ଭୁରୁ ଭୁରୁ ବାସ୍ନା
ମନକୁ ମୋ ଆନମନା କରେ,
କିଛି କିଛି ମିଠା ମିଠା
ମୋ ପ୍ରିୟା ଦେହର ବାସ୍ନା ପରି ଲାଗେ...!!?

#ତାପସତ୍ୱ
Sanat kumar parida (@sanatparida1997) 's Twitter Profile Photo

ବାତ୍ୟା ପରେ ଚାସ ଜମିର ଅବସ୍ଥା, ଆମ ଗାଁର ତାଳ ବଣ, ଏବଂ କିଛି ଜମିରେ ଫଳିଥିବା ସୁନା | ତାପସ ଭାଇ

Sanat kumar parida (@sanatparida1997) 's Twitter Profile Photo

ପ୍ରକାଶର ପର୍ବ ଦୀପାବଳିରେ ଅସୀମ ଖୁସିର ସମୟ! ଜୀବନରୁ ଅନ୍ଧକାରକୁ ଦୂର କରିବା ପାଇଁ ପ୍ରତ୍ୟେକ ଦୀପ ଏକ ନୂଆ ଆଶା ଓ ଏକ ନୂଆ ଆଲୋକର ସନ୍ଦେଶ ଆଣେ। ତାପସ ଭଇ

ପ୍ରକାଶର ପର୍ବ ଦୀପାବଳିରେ ଅସୀମ ଖୁସିର ସମୟ! ଜୀବନରୁ ଅନ୍ଧକାରକୁ ଦୂର କରିବା ପାଇଁ ପ୍ରତ୍ୟେକ ଦୀପ ଏକ ନୂଆ ଆଶା ଓ ଏକ ନୂଆ ଆଲୋକର ସନ୍ଦେଶ ଆଣେ।
ତାପସ ଭଇ
ତାପସ (@tapasr10) 's Twitter Profile Photo

ମୁଁ ହଜିଯାଇଥିବା ଦିଗନ୍ତ, ଯେଉଁଠି ଥିଲା ଦିନେ ଅନ୍ଧାରର କିଣା ବିକା, ସେଠି ଆଜି କାଲି ଅସ୍ପୃଶ୍ୟ ସୂର୍ଯ୍ୟର ଉପନିବେଶ। ତୁମେ ଦେଖିଛ କି ଭାଗ ଛିଣ୍ଡୁନଥିବା ସିନ୍ଦୁକେ ଲାଲିମା, ଦଲକାଏ ପବନରେ ଯାର ମୋହ ଭାଙ୍ଗୁଥିବା ସତରଙ୍ଗୀ ଅଭିମାନୀ ସ୍ବପ୍ନ !? ମୁଁ ହଜିଯାଇଥିବା ଦିଗନ୍ତ...। #ତାପସତ୍ୱ

ମୁଁ ହଜିଯାଇଥିବା ଦିଗନ୍ତ,
ଯେଉଁଠି ଥିଲା ଦିନେ
ଅନ୍ଧାରର କିଣା ବିକା,
ସେଠି ଆଜି କାଲି
ଅସ୍ପୃଶ୍ୟ ସୂର୍ଯ୍ୟର ଉପନିବେଶ।
ତୁମେ ଦେଖିଛ କି
ଭାଗ ଛିଣ୍ଡୁନଥିବା
ସିନ୍ଦୁକେ ଲାଲିମା,
ଦଲକାଏ ପବନରେ ଯାର
ମୋହ ଭାଙ୍ଗୁଥିବା
ସତରଙ୍ଗୀ ଅଭିମାନୀ ସ୍ବପ୍ନ !?

ମୁଁ ହଜିଯାଇଥିବା ଦିଗନ୍ତ...।

#ତାପସତ୍ୱ
Soumya Ranjan Biswal 🇺🇳🇮🇳 (@soumyamarinewl) 's Twitter Profile Photo

ଏ ଜାତୀୟ ସ୍ତରର ଦୌଡରେ ମୋତେ ସମର୍ଥନ କରିବାକୁ ସମସ୍ତ #ଓଡ଼ିଆ ଭାଇ-ଭଉଣୀମାନଙ୍କୁ ମୋର ନିବେଦନ। "#ଇଣ୍ଡିଆନ_ଅଫ_ଦି_ଇୟର : ୨୦୨୪" ପାଇଁ ଦେଶର ୫ ଜଣ #ClimateWarrior ଙ୍କ ମଧ୍ୟରେ ସ୍ଥାନ ପାଇ ମୋତେ ଉତ୍ସାହିତ ଲାଗୁଛି। Your support will make a huge impact. 🗳️ Please Vote For Me Now🙏: indianoftheyear.com

ହିମାଂଶୁ #ଗଳ୍ପକବିତା✍️🇮🇳 (@galpakabita) 's Twitter Profile Photo

ଜୟ ଶ୍ରୀଜଗନ୍ନାଥ 🙏 ସୁପ୍ରଭାତ , ପ୍ରଥମ 'ପ୍ରେମ' ଓ ପ୍ରଥମ 'ଦରମା' ଭଳି ପ୍ରଥମ 'ବହି' ! 💕 "ଆସୁଅଛି #ଦୈତ୍ୟ !!! , Shubhapallaba Publication - ଶୁଭପଲ୍ଲବ ପ୍ରକାଶନ ପ୍ରକାଶନୀ ଦ୍ୱାରା ଆସନ୍ତା ମାସରେ ମୋର ପ୍ରଥମ ଗଳ୍ପ ସଙ୍କଳନ । ଆପଣମାନଙ୍କ ସହଯୋଗ ଓ ସ୍ନେହାଶୀର୍ବାଦ ଲୋଡ଼ା ମୋର ଏ ସାରସ୍ୱତ ଯାତ୍ରାପଥ ପାଇଁ ।" 🙏😊

ଜୟ ଶ୍ରୀଜଗନ୍ନାଥ 🙏
ସୁପ୍ରଭାତ ,

ପ୍ରଥମ 'ପ୍ରେମ' ଓ ପ୍ରଥମ 'ଦରମା' ଭଳି ପ୍ରଥମ 'ବହି' ! 💕

"ଆସୁଅଛି #ଦୈତ୍ୟ !!! , Shubhapallaba Publication - ଶୁଭପଲ୍ଲବ ପ୍ରକାଶନ  ପ୍ରକାଶନୀ ଦ୍ୱାରା ଆସନ୍ତା ମାସରେ ମୋର ପ୍ରଥମ ଗଳ୍ପ ସଙ୍କଳନ । ଆପଣମାନଙ୍କ ସହଯୋଗ ଓ ସ୍ନେହାଶୀର୍ବାଦ ଲୋଡ଼ା ମୋର ଏ ସାରସ୍ୱତ ଯାତ୍ରାପଥ ପାଇଁ  ।" 🙏😊
Akshay Samal । ଅକ୍ଷୟ ସାମଲ (@akshayksamal) 's Twitter Profile Photo

My ODISHA My PRIDE. ମୋ ଓଡ଼ିଶା ମୋ ଗର୍ବ ! ଘୁଡୁକି ଗିତ ଓଡ଼ିଶାର ଏକ ପ୍ରାଚୀନ କଳା ଏବେ ସୁପ୍ତ ପ୍ରାୟ ! ଆସନ୍ତୁ ଟିକେ ପ୍ରଚାର କରିବା ଆମ ପୁରୁଣା କଳାକୁ ବଞ୍ଚାଇ ରଖିବାକୁ 🙏 ଅଧିକ ଲୋକ ଯାଣନ୍ତୁ ଆମର ଏ ପ୍ରାଚୀନ କଳା ବିଷୟରେ ! ନିଶ୍ଚିତ ଦେଖନ୍ତୁ ୧ !

Sanat kumar parida (@sanatparida1997) 's Twitter Profile Photo

"ସ୍ନେହ ଏକ ମୌନ ଭାଷା, ଯାହା ଫୁଲ ଭଳି ନିର୍ମଳ ଓ ସୁନ୍ଦର। ଲାଲ ଫୁଲରେ ପ୍ରେମ, ହଳଦିଆରେ ଭଲପାଇବା ରଂଗ, ଓ ସାଧା ଫୁଲରେ ଥାଏ ଶୁଭ୍ରତା ଓ ଶାନ୍ତିର ସନ୍ଦେଶ।" ତାପସ ଭାଇ

"ସ୍ନେହ ଏକ ମୌନ ଭାଷା, ଯାହା ଫୁଲ ଭଳି ନିର୍ମଳ ଓ ସୁନ୍ଦର।
ଲାଲ ଫୁଲରେ ପ୍ରେମ, ହଳଦିଆରେ ଭଲପାଇବା ରଂଗ,
ଓ ସାଧା ଫୁଲରେ ଥାଏ ଶୁଭ୍ରତା ଓ ଶାନ୍ତିର ସନ୍ଦେଶ।"
ତାପସ ଭାଇ
State Transport Authority, Odisha (@staodisha) 's Twitter Profile Photo

ବଲିଉଡ ଅଭିନେତା ସୋନୁ ସୁଦଙ୍କ ପତ୍ନୀଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। କିନ୍ତୁ ଗାଡ଼ିରେ ଥିବା ତିନି ଜଣ ରକ୍ଷା ପାଇଗଲେ। ଏହା କେମିତି ସମ୍ଭବ ହେଲା ସେ ସମ୍ପର୍କରେ ସୋନୁ ସୁଦ୍ ଯେଉଁ ବାର୍ତ୍ତା ଦେଇଛନ୍ତି ଆପଣ ନିଶ୍ଚୟ ଶୁଣି ସଚେତନ ହେବା ଆବଶ୍ୟକ। sonu sood MORTHINDIA ବାଣିଜ୍ୟ ଓ ପରିବହନ ବିଭାଗ । Commerce & Transport #RoadSafety #ComeHomeSafe

Sanat kumar parida (@sanatparida1997) 's Twitter Profile Photo

ଚନ୍ଦନ ଯାତ୍ରାର ପ୍ରଥମ ଦିବସରେ ଚାପ ଖେଳ ଓ ନରେନ୍ଦ୍ର ସରୋବର ଜଗତି ଉପରେ ଶ୍ରୀମଦନମୋହନଙ୍କ ନଟବର ବେଶ ଦର୍ଶନ । Natabara Besha darshan of Shri Madanmohana on the 1st day of Chandan Jatra. #ChandanJatra_Day_1

ଚନ୍ଦନ ଯାତ୍ରାର ପ୍ରଥମ ଦିବସରେ ଚାପ ଖେଳ ଓ ନରେନ୍ଦ୍ର ସରୋବର ଜଗତି ଉପରେ ଶ୍ରୀମଦନମୋହନଙ୍କ ନଟବର ବେଶ ଦର୍ଶନ ।

Natabara Besha darshan of Shri Madanmohana on the 1st day of Chandan Jatra.

#ChandanJatra_Day_1
PattachitraSachikant (@isachikant) 's Twitter Profile Photo

Original and authentic pattachitra painting of heritage village Raghurajpur,Odisha. Painted on handmade canvas with using natural stone colours . Bring this beautiful masterpiece Ramayan painting for your beautiful home. #buypaintings #ArtistOnTwitter #paintings #artforsale #art

Sanat kumar parida (@sanatparida1997) 's Twitter Profile Photo

ପିଲାଦିନର ଗପ ଆଉ ଏକାଥରେ ମନେ ପଡ଼ିଗଲା… ଲାଲ ଗାଡ଼ି, ରଙ୍ଗ ବିରଙ୍ଗ କୋନ୍ ଆଉ ଚକୋଲେଟ୍ ସସ୍… ଆଜି ମଧ୍ୟ ସେଇ ସ୍ୱାଦ, ସେଇ ମଜା! #ପିଲାଦିନ #ସ୍ମୃତି #ଓଡ଼ିଆEmotion ତାପସ ଗାଁ ଡାକ୍ତର👨‍⚕️💉💊 Omprakash SP

ପିଲାଦିନର ଗପ ଆଉ ଏକାଥରେ ମନେ ପଡ଼ିଗଲା…
ଲାଲ ଗାଡ଼ି, ରଙ୍ଗ ବିରଙ୍ଗ କୋନ୍ ଆଉ ଚକୋଲେଟ୍ ସସ୍…
ଆଜି ମଧ୍ୟ ସେଇ ସ୍ୱାଦ, ସେଇ ମଜା!

#ପିଲାଦିନ #ସ୍ମୃତି #ଓଡ଼ିଆEmotion
ତାପସ
ଗାଁ ଡାକ୍ତର👨‍⚕️💉💊 Omprakash SP