Banaja sahoo
@sahoo_bana53178
ID: 1793626700258955264
23-05-2024 12:55:46
112 Tweet
52 Followers
217 Following
Elephants are entering houses and mauling people. CMO Odisha Animesh Pradhan IAS PMO India ହିନ୍ଦୋଳ, Dhenkanal
ମେରା ମଣ୍ଡଲୀ ଅଣ୍ଡର ରାଉଣ୍ଡ ତଳେ ଚୋରି,ଏହାକୁ ବନ୍ଦ୍ କରି over ବ୍ରିଜ ହେବାକୁ ଲୋକଙ୍କ ଦାବି,RailwaySeva Ministry of Railways CMO Odisha Ajit kumar behera Dharmendra Pradhan
@ଘଣ୍ଟା ଘଣ୍ଟା ଧରି ବ୍ୟାରିକେଟ ପଡ଼ି ରହିଲେ ଭକ୍ତ,CMO Odisha ଏହା ଥିଲା କି ତୁମର ବ୍ୟବସ୍ଥା ସରକାର।vip ଙ୍କ ପାଇ ଅଲଗା ସାଧାରଣ ଲୋକଙ୍କ ପାଇଁ ଅଲଗା ବ୍ୟବସ୍ଥା।ସେଥିପାଇଁ ରାଗିଗଲେ ଲିଙ୍ଗରାଜ
,Narendra Modi CMO Odisha ମୋତଙ୍ଗା ପଞ୍ଚାୟତ ଭଡ଼ା ଘରେ ଗୋଟିଏ ଗରିବ ଲୋକ ଦୋକାନ ଦେଇଥିଲା। ସଟ ଲାଗିବାରୁ ଦୋକାନଟି ଲକ୍ଷ୍ୟ ଧିକ୍ ଟଙ୍କାର ସମ୍ପତି ଜଳି ଗଲା।
Breking news.. CMO Odisha,RailwaySeva ମେରା ମଣ୍ଡଳୀ ବଜାର ରେଲୱେ ଷ୍ଟେସନ ରେ ଜଣେ ଅଜଣା ବ୍ୟକ୍ତି ଆତ୍ମ ହତ୍ୟା ,ମୁଣ୍ଡ , ଗଣ୍ଡି ଅଲଗା ... Dhenkanal ଜିଲ୍ଲାର ମେରା ମଣ୍ଡଳୀରେ ରେଲୱେ ଷ୍ଟେସନ 4ଲାଇନ ରେ ଜଣେ ଅଜଣା ବ୍ୟକ୍ତି ଆତ୍ମ ହତ୍ୟା କରିଥିବାର ସୁଚନା ରହିଛି।ସୂଚନା ଅନୁସାରେ ବ୍ୟକ୍ତି ଅପରାହ୍ନ 1ସମୟ ରେ ଆତ୍ମ ହତ୍ୟା