RK AUTODEAL (@rautodeal262621) 's Twitter Profile
RK AUTODEAL

@rautodeal262621

ID: 1805780382698323968

calendar_today26-06-2024 01:49:50

11 Tweet

1 Followers

74 Following

RK AUTODEAL (@rautodeal262621) 's Twitter Profile Photo

ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ପଞ୍ଚୁପଟି ଗ୍ରାମରେ ଧରାପଡ଼ିଥିବା ଚୋରା କୋଇଲା ପିକଅପ ଭ୍ୟାନରେ ସମ୍ପୃକ୍ତ ଥିବା ସରକାରୀ ରେଳ କର୍ମଚାରି ଭାଗିରଥି ସାହୁଙ୍କ ପ୍ରତି ରେଳବିଭାଗ କେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ଦେଖିବାକୁ ବାକି ରହିଲା.facebook.com/share/v/6D4bc7…

RK AUTODEAL (@rautodeal262621) 's Twitter Profile Photo

ଚୋରା ମଦ ବେପାରୀଙ୍କୁ ସୁରକ୍ଷା ଦେଉଛି ସଦର ପୋଲିସ ଏବଂ ଜିଲ୍ଲା ଅବକାରୀ ବିଭାଗ. ଲୋକଦେଖାଣିଆ କୁମ୍ଭୀର କାନ୍ଦଣା କାନ୍ଦୁଛି ଜିଲ୍ଲା ପ୍ରଶାସନ CMO Odisha District Dhenkanal exciseodisha

ସରକାରୀ ଜାଗାକୁ ଚି଼ହ୍ନଟ ବଦଳାଇ ବିକ୍ରି କରି ନିର୍ମିତ ହେଇଛି ଘର, ଏକର ଏକର ସରକାରୀ ଜାଗାକୁ boundry ବୁଲାଇ ଚାଲିଛି କୋଇଲା ବେପାର ଏବଂ laxmi agro rice ମିଲ୍ଲ ସରକାରୀ ଜାଗାକୁ ନିଜ ଅକ୍ତିଆରରେ ରଖିଛନ୍ତି.ଏହାର ତଦନ୍ତ କଉ. District Dhenkanal CMO Odisha Suresh Pujari Office Prithiviraj Harichandan PMO India BDO Odapada

ସରକାରୀ ଜାଗାକୁ ଚି଼ହ୍ନଟ ବଦଳାଇ ବିକ୍ରି କରି ନିର୍ମିତ ହେଇଛି ଘର, ଏକର ଏକର ସରକାରୀ ଜାଗାକୁ boundry ବୁଲାଇ ଚାଲିଛି କୋଇଲା ବେପାର ଏବଂ laxmi agro rice ମିଲ୍ଲ ସରକାରୀ ଜାଗାକୁ ନିଜ ଅକ୍ତିଆରରେ ରଖିଛନ୍ତି.ଏହାର ତଦନ୍ତ କଉ. District Dhenkanal
CMO Odisha Suresh Pujari Office Prithiviraj Harichandan PMO India BDO Odapada
RK AUTODEAL (@rautodeal262621) 's Twitter Profile Photo

ଢେଙ୍କାନାଳ ଜିଲ୍ଲା ଓଡାପଡା ଅନ୍ତର୍ଗତ ଅଙ୍କରାନ୍ତିପୁର ସରକାରୀ ଉନ୍ନୀତ ବିଦ୍ୟାଳୟ ପରିସର ମଧ୍ୟରେ କୌଣସି ଡ୍ରାମା କାର୍ଯ୍ୟକ୍ରମ ହେଇପାରିବନି ସରକାରଙ୍କ ନିର୍ଦେଶ ନ ଥିବା ସ୍ୱତେ ପ୍ରତେକ ଦିନ ରାତି ହେଲେ ଚାଲୁଚି ରିଅଲସେଲ ଏବଂ ସ୍କୂଲର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ପ୍ରଶାନ୍ତ ମଲ୍ଲିକ ସ୍କୁଲର ଚାବି ଦେବା ସହ ଦା୍ୱିତ୍ୱରେ ଅବହେଳା ନଜର.

ପାଠ ପଢା ଆଗ ଚୁଲୀକୁ ଯାଉ କିନ୍ତୁ ନାଚ ଗୀତରେ ବ୍ରେକେ ନଲାଗୁ,, #ଢେଙ୍କାନାଳ ଜିଲ୍ଲା #ଓଡାପଡାରେ ଶିକ୍ଷା ବଭାଗରେ ଲାଗୁନି ଲଗାମ,ସଂଯମତା ଭୁଲିଯାଉଛନ୍ତି ଅଙ୍କରାନ୍ତିପୁର ପ୍ରଧାନଶିକ୍ଷକ #ଅଙ୍କରାନ୍ତିପୁର ସରକାରୀ ଉର୍ନ୍ନତ ବିଦ୍ୟାଳୟରେ ପାଠ ପଢା ବଦଳରେ ହେଉଛି ନାଟକ ରିହେଲସେଲ ପାଇଁ କିଏ ଦେଇଛି ଅନୁମତି?CMO Odisha Prithiviraj Harichandan

ପାଠ ପଢା ଆଗ ଚୁଲୀକୁ ଯାଉ
କିନ୍ତୁ ନାଚ ଗୀତରେ ବ୍ରେକେ ନଲାଗୁ,,
#ଢେଙ୍କାନାଳ ଜିଲ୍ଲା #ଓଡାପଡାରେ ଶିକ୍ଷା ବଭାଗରେ ଲାଗୁନି ଲଗାମ,ସଂଯମତା ଭୁଲିଯାଉଛନ୍ତି ଅଙ୍କରାନ୍ତିପୁର ପ୍ରଧାନଶିକ୍ଷକ #ଅଙ୍କରାନ୍ତିପୁର ସରକାରୀ ଉର୍ନ୍ନତ ବିଦ୍ୟାଳୟରେ ପାଠ ପଢା ବଦଳରେ ହେଉଛି ନାଟକ ରିହେଲସେଲ ପାଇଁ କିଏ ଦେଇଛି ଅନୁମତି?CMO Odisha Prithiviraj Harichandan
RK AUTODEAL (@rautodeal262621) 's Twitter Profile Photo

ପାଠ ପଢା ଆଗ ଚୁଲୀକୁ ଯାଉ କିନ୍ତୁ ନାଚ ଗୀତରେ ବ୍ରେକେ ନଲାଗୁ, #ଢେଙ୍କାନାଳ ଜିଲ୍ଲା #ଓଡାପଡାରେ ଶିକ୍ଷା ବଭାଗରେ ଲାଗୁନି ଲଗାମ,ସଂଯମତା ଭୁଲିଯାଉଛନ୍ତି ଅଙ୍କରାନ୍ତିପୁର ପ୍ରଧାନ ଶିକ୍ଷକ #ଅଙ୍କରାନ୍ତିପୁର ସରକାରୀ ଉର୍ନ୍ନତ ବିଦ୍ୟାଳୟରେ ପାଠ ପଢା ବଦଳରେ ହେଉଛି ନାଟକ ପାଇଁ କିଏ ଦେଇଛି ଅନୁମତି?District Dhenkanal DEO Dhenkanal

ପାଠ ପଢା ଆଗ ଚୁଲୀକୁ ଯାଉ
କିନ୍ତୁ ନାଚ ଗୀତରେ ବ୍ରେକେ ନଲାଗୁ,
#ଢେଙ୍କାନାଳ ଜିଲ୍ଲା #ଓଡାପଡାରେ ଶିକ୍ଷା ବଭାଗରେ ଲାଗୁନି ଲଗାମ,ସଂଯମତା ଭୁଲିଯାଉଛନ୍ତି ଅଙ୍କରାନ୍ତିପୁର ପ୍ରଧାନ ଶିକ୍ଷକ #ଅଙ୍କରାନ୍ତିପୁର ସରକାରୀ ଉର୍ନ୍ନତ ବିଦ୍ୟାଳୟରେ ପାଠ ପଢା ବଦଳରେ ହେଉଛି ନାଟକ ପାଇଁ କିଏ ଦେଇଛି ଅନୁମତି?District Dhenkanal DEO Dhenkanal
RK AUTODEAL (@rautodeal262621) 's Twitter Profile Photo

ପୂର୍ବତନ ସରପଞ୍ଚଙ୍କ ସରକାରୀ ଜଙ୍ଗଲ କିସମ ଜାଗାକୁ ପାଚେରୀ ନିର୍ମାଣ କରି ଘର ଭଡା ଦେବା ବାବଦରେ.

ପୂର୍ବତନ ସରପଞ୍ଚଙ୍କ ସରକାରୀ ଜଙ୍ଗଲ କିସମ ଜାଗାକୁ ପାଚେରୀ ନିର୍ମାଣ କରି ଘର ଭଡା ଦେବା ବାବଦରେ.