RAKESH RANJAN BISWAL OCS (@rakeshbiswal92) 's Twitter Profile
RAKESH RANJAN BISWAL OCS

@rakeshbiswal92

CIVIL SERVANT_
POET_
Ravenshawvian _
Tribal welfare _
Founder- @SNEHANGOODISHA ,
views are purely personal

ID: 1023170545217560577

linkhttps://www.instagram.com/mr_rakesh_biswal?igsh=MWszNW8zc3lsb2k3MA== calendar_today28-07-2018 11:37:22

3,3K Tweet

2,2K Followers

3,3K Following

RAKESH RANJAN BISWAL OCS (@rakeshbiswal92) 's Twitter Profile Photo

ଗୋଟିଏ ନିୟମ ପାଳନ କରିଛି , କେତେଦିନ କରିପାରିବି ଜାଣିନି । ଲୋକସେବା ଭବନରେ ଆମ ବିଭାଗ ର Grievance Cell କୁ, ସବୁ ଜିଲ୍ଲା ରୁ ଆସୁଥିବା ଲୋକଙ୍କୁ ମୋ ଫୋନ ନମ୍ୱର୍ ନିଜ ଆଡୁ ଦେଇଛି। (ଏଣୁ ତାଙ୍କୁ ବାର ବାର ଦୌଡ଼ିବାକୁ ପଡିନି )। ସମସ୍ତଙ୍କ ଫୋନ receive କରିଛି, କାମ ସମ୍ବନ୍ଧୀୟ ସୂଚନା ଦେଇଛି ! National Civil Service Day 🙏

ଗୋଟିଏ ନିୟମ ପାଳନ କରିଛି , କେତେଦିନ କରିପାରିବି ଜାଣିନି ।
ଲୋକସେବା ଭବନରେ ଆମ ବିଭାଗ ର Grievance Cell କୁ, ସବୁ ଜିଲ୍ଲା ରୁ ଆସୁଥିବା ଲୋକଙ୍କୁ ମୋ ଫୋନ ନମ୍ୱର୍ ନିଜ ଆଡୁ ଦେଇଛି।
(ଏଣୁ ତାଙ୍କୁ ବାର ବାର ଦୌଡ଼ିବାକୁ ପଡିନି )। ସମସ୍ତଙ୍କ ଫୋନ receive କରିଛି, କାମ ସମ୍ବନ୍ଧୀୟ ସୂଚନା ଦେଇଛି !
National Civil Service Day 🙏
RAKESH RANJAN BISWAL OCS (@rakeshbiswal92) 's Twitter Profile Photo

Actions are just manifestations of Ideas .Unless ideas are not reformed , unfortunate things will happen today or tomorrow . Radical ideology can never observe non violence . Killing terrorists is not the only solution,unless the root cause is eradicated.spread modern education

RAKESH RANJAN BISWAL OCS (@rakeshbiswal92) 's Twitter Profile Photo

When News channels cover such stories ,they should share bank details or contact details as well. If anyone can develop the link ,we can arrange all the books and notebooks she needs to fulfill her dream

RAKESH RANJAN BISWAL OCS (@rakeshbiswal92) 's Twitter Profile Photo

ପ୍ରଭୁ ଜଗନ୍ନାଥ ଙ୍କ କୃପାରୁ ଆଜି ପୁତ୍ର ସନ୍ତାନ ଲାଭ କଲି । ବାପା ହେବାର ଅନୁଭବ।ଆଶୀର୍ବାଦ ରହୁ ।🙏

ପ୍ରଭୁ ଜଗନ୍ନାଥ ଙ୍କ କୃପାରୁ ଆଜି ପୁତ୍ର ସନ୍ତାନ ଲାଭ କଲି । ବାପା ହେବାର ଅନୁଭବ।ଆଶୀର୍ବାଦ ରହୁ ।🙏
RAKESH RANJAN BISWAL OCS (@rakeshbiswal92) 's Twitter Profile Photo

ଗୋପବନ୍ଧୁ ପ୍ରଶାସନିକ ଏକାଡେମୀ ଦ୍ୱାରା ପ୍ରଶିକ୍ଷଣ ଆରମ୍ଭ ।

ଗୋପବନ୍ଧୁ ପ୍ରଶାସନିକ ଏକାଡେମୀ ଦ୍ୱାରା ପ୍ରଶିକ୍ଷଣ ଆରମ୍ଭ ।
RAKESH RANJAN BISWAL OCS (@rakeshbiswal92) 's Twitter Profile Photo

ଭୁବନେଶ୍ୱରରେ ଥିବା ୱର୍ଲ୍ଡ ସ୍କିଲ୍ ସେଣ୍ଟର ଏକ ଉତ୍ତମ ଦକ୍ଷତା ବିକାଶ କେନ୍ଦ୍ର, ଯେଉଁଠାରେ ଆଧୁନିକ ଲ୍ୟାବ୍, AR/VR ସୁବିଧା ସହିତ ଶିକ୍ଷା କେନ୍ଦ୍ର ଓ ଜାତୀୟ-ଆନ୍ତର୍ଜାତୀୟ ଅଭିଯାନ ସହ ବୃହତ ଶିକ୍ଷା ଦିଆଯାଉଛି। ଏହିଠାରେ ବ୍ୟବହାରିକ ଶିକ୍ଷା, ଜୀବନ ଦକ୍ଷତା ଓ ବିଦେଶରେ କାମ କରିବାର ସୁଯୋଗ ଦିଆଯାଏ। In an official visit to WSC

ଭୁବନେଶ୍ୱରରେ ଥିବା ୱର୍ଲ୍ଡ ସ୍କିଲ୍ ସେଣ୍ଟର ଏକ ଉତ୍ତମ ଦକ୍ଷତା ବିକାଶ କେନ୍ଦ୍ର, ଯେଉଁଠାରେ ଆଧୁନିକ ଲ୍ୟାବ୍, AR/VR ସୁବିଧା ସହିତ ଶିକ୍ଷା କେନ୍ଦ୍ର ଓ ଜାତୀୟ-ଆନ୍ତର୍ଜାତୀୟ ଅଭିଯାନ ସହ ବୃହତ ଶିକ୍ଷା ଦିଆଯାଉଛି। ଏହିଠାରେ  ବ୍ୟବହାରିକ ଶିକ୍ଷା, ଜୀବନ ଦକ୍ଷତା ଓ ବିଦେଶରେ କାମ କରିବାର ସୁଯୋଗ ଦିଆଯାଏ।
In an official visit to WSC
RAKESH RANJAN BISWAL OCS (@rakeshbiswal92) 's Twitter Profile Photo

I m proud of my state , because nobody will ask u to speak odia language.U come from any part of India,speak your language.Communicate in any language u can . Literacy doesn't teach u common sense.

RAKESH RANJAN BISWAL OCS (@rakeshbiswal92) 's Twitter Profile Photo

For that we will scold ourselves,our celebrities,not to people of other States.The responsibility to protect my language, tradition, culture is mine.I will not harass others.

RAKESH RANJAN BISWAL OCS (@rakeshbiswal92) 's Twitter Profile Photo

ଓଡ଼ିଶା ର ମହାମହିମ ରାଜ୍ୟପାଳ ଙ୍କୁ ରାଜ ଭବନ ରେ ସାକ୍ଷାତ କରିବାର ସୁଯୋଗ ପ୍ରାପ୍ତ ହେଲା। ମୋତେ ଆମ ବ୍ୟାଚ ଅଧିକାରୀ ମାନଙ୍କ ତରଫରୁ , ସାମୁହିକ କାର୍ଯ୍ୟ ଅନୁଭବକୁ ବ୍ୟକ୍ତ କରିବାର ସୁଯୋଗ ମିଳିଥିଲା । ଆମର ଆଶା ଠାରୁ ଯଥେଷ୍ଟ ଅଧିକ ସମୟ ଦେଇଥିବାରୁ ମହାମହିମଙ୍କ ନିକଟରେ କୃତଜ୍ଞ।🙏

ଓଡ଼ିଶା ର ମହାମହିମ ରାଜ୍ୟପାଳ ଙ୍କୁ ରାଜ ଭବନ ରେ ସାକ୍ଷାତ କରିବାର ସୁଯୋଗ ପ୍ରାପ୍ତ ହେଲା।
ମୋତେ ଆମ ବ୍ୟାଚ ଅଧିକାରୀ ମାନଙ୍କ ତରଫରୁ , ସାମୁହିକ କାର୍ଯ୍ୟ ଅନୁଭବକୁ ବ୍ୟକ୍ତ କରିବାର ସୁଯୋଗ ମିଳିଥିଲା । ଆମର ଆଶା ଠାରୁ ଯଥେଷ୍ଟ ଅଧିକ ସମୟ ଦେଇଥିବାରୁ ମହାମହିମଙ୍କ ନିକଟରେ କୃତଜ୍ଞ।🙏