ପୁରୁଣା ରେଡ଼ିଓ (@purunaradio) 's Twitter Profile
ପୁରୁଣା ରେଡ଼ିଓ

@purunaradio

ବ୍ୟଙ୍ଗ, କଟାକ୍ଷ, ଗମାତ, ବିଦ୍ରୁପ ଆଉ ସେମାନଙ୍କ ଭାଇ-ଭଉଣୀ।

Odia Satire Website.

ID: 727006469455900672

linkhttps://www.purunaradio.com calendar_today02-05-2016 05:27:04

3,3K Tweet

5,5K Followers

62 Following

ନିଧି ଅଜା (@nidhi_budha) 's Twitter Profile Photo

ରାତି ପାହିଲେ #ପ୍ରଥମାଷ୍ଟମୀ ବୋଲି ଜାଣିଲା ପରେ ବାହାରେ ରହୁଥିବା ଓଡିଆ: #ଦମନ_ମିମ୍

ରାତି ପାହିଲେ #ପ୍ରଥମାଷ୍ଟମୀ ବୋଲି ଜାଣିଲା ପରେ ବାହାରେ ରହୁଥିବା ଓଡିଆ: 

#ଦମନ_ମିମ୍
ପୁରୁଣା ରେଡ଼ିଓ (@purunaradio) 's Twitter Profile Photo

କାଗଜ ଡଙ୍ଗା ପରେ , ଅଳିଆ ଫିଙ୍ଗାରେ ବି ହେଇପାରେ ଗିନିଜ୍ ରେକର୍ଡ଼ ! #ବାଲିଯାତ୍ରା

ନିଧି ଅଜା (@nidhi_budha) 's Twitter Profile Photo

"ବଡଦେଉଳିଆ ବନ୍ଧୁ" ଗୀତ ବାଜୁଥିଲା ବେଳେ ଷ୍ଟେଜରେ କଳାକାର

"ବଡଦେଉଳିଆ ବନ୍ଧୁ" ଗୀତ ବାଜୁଥିଲା ବେଳେ ଷ୍ଟେଜରେ କଳାକାର
ପୁରୁଣା ରେଡ଼ିଓ (@purunaradio) 's Twitter Profile Photo

କେନ୍ଦ୍ରାପଡ଼ାରୁ ଜଣେ ପାଠକ ପଠେଇଛନ୍ତି ସେଠାକାର ବିଶ୍ୱସ୍ତରୀୟ ବିକାଶର ଚିତ୍ର। ୨୦୨୨ କୁ ବିଦାୟ ଦେବା ଅବସରରେ ନିଜ ନିଜ ଅଞ୍ଚଳର ବିକାଶର ଛବି ଆମକୁ ପଠେଇବାକୁ ଅନୁରୋଧ! #ବିଶ୍ୱସ୍ତରୀୟ_ବିକାଶ

କେନ୍ଦ୍ରାପଡ଼ାରୁ ଜଣେ ପାଠକ ପଠେଇଛନ୍ତି ସେଠାକାର ବିଶ୍ୱସ୍ତରୀୟ ବିକାଶର ଚିତ୍ର। ୨୦୨୨ କୁ ବିଦାୟ ଦେବା ଅବସରରେ ନିଜ ନିଜ ଅଞ୍ଚଳର ବିକାଶର ଛବି ଆମକୁ ପଠେଇବାକୁ ଅନୁରୋଧ!

#ବିଶ୍ୱସ୍ତରୀୟ_ବିକାଶ
ପୁରୁଣା ରେଡ଼ିଓ (@purunaradio) 's Twitter Profile Photo

ଅଗଣିତ ପାଠିକା ପାଠକଙ୍କୁ ପୁରୁଣା ରେଡ଼ିଓ ତରଫରୁ ଇଂରାଜୀ ନବବର୍ଷ ଅବସରରେ ଅନେକ ଅନେକ ଶୁଭ ଅଭିନନ୍ଦନ; ମାଡ଼ିଚାଲ ! #ନବବର୍ଷ #HappyNewYear2023