purna@trupty pathagar (@purnach32722190) 's Twitter Profile
purna@trupty pathagar

@purnach32722190

Sambad@purna

ID: 1522199556196225024

calendar_today05-05-2022 13:01:07

32 Tweet

7 Followers

63 Following

purna@trupty pathagar (@purnach32722190) 's Twitter Profile Photo

ଭୁବନ ଅଞ୍ଚଳ ର ଏହି ସମସ୍ୟା ପ୍ରତି ବିଶେଷ ଦୃଷ୍ଟି ଆକର୍ଷଣ କରିବା ପାଇଁ ଅନୁରୋଧ CMO Odisha District Dhenkanal DGP, Odisha

ସରକାରୀ ଟଙ୍କା ବିନିଯୋଗ ହୋଇ ହେଉଛି ପ୍ରାଚୀର ଓ ସୁନ୍ଦରତା ପାଇଁ ରଙ୍ଗ । ଏହାକୁ ବିକୃତ କରୁଛି ବିଜୁ ଜନତା ଦଳ ...... ଚେତାବନୀ ଦେଇଛନ୍ତି ବିଜେପି ଯୁବ ମୋର୍ଚ୍ଚା ର କର୍ମୀ

ଭୁବନ ବ୍ଲକ ସୁରପ୍ରତାପପୁର ଗ୍ରା. ପ ର ଟିପିଲେଇ ଗ୍ରାମ ରେ ୩୦ରୁ ଉର୍ଦ୍ଧ ଆବାସ ଘର ଅଧା ହୋଇଛି ବିଲ ପୁରା. ସ୍ବାମୀ ଓ ସ୍ତ୍ରୀ ଙ୍କ ନାମ ରେ ୨ଟି ଆବାସ । ଦଲାଲ ବିଦ୍ୟାଧର ନେଇ ଯାଇଛି ଗୋଟିଏ ଘର ର ଟଙ୍କା . ଆଇନ ର ଆଶ୍ରୟ ନେବାକୁ ଧମକ ଦେଇଛନ୍ତି ଆଦିବାସୀ ମହିଳା ମମତା cmo District Dhenkanal ST & SC Dev., M & BCW Dept, Govt. of Odisha, India Dharmendra Pradhan

ମଣ୍ଡପ କଲେ ପରିବାର ନାଁ ନେଲେ ସରକାର @ହରିହର ମଣ୍ଡପ, କେନ୍ଦୁଡିପି, ଦିଘି, ଭୁବନ ଢେଙ୍କାନାଳ

ଇଲେକ୍ଟ୍ରିକ୍ ବାଇକ ନିର୍ମାତା ଙ୍କୁ ସମ୍ବର୍ଦ୍ଧନା ଭୁବନ ୨୨.୨- ନିଜସ୍ଵ ଜ୍ଞାନ କୌଶଳରେ ଅତ୍ୟାଧୁନିକ ଇଲେକ୍ଟ୍ରିକ ବାଇକ୍ ନିର୍ମାଣ କରି ଚର୍ଚ୍ଚାକୁ ଆସିଥିବା ଭୁବନ ଏନ୍ ଏ ସି ଅନ୍ତର୍ଗତ ୫ ନମ୍ୱର୍ ୱାର୍ଡ ର ହବିବ ଖାଁଙ୍କ ପୁତ୍ର ସୁରଜ ଖାଁଙ୍କୁ ତୃପ୍ତି ପାଠାଗାର ତରଫରୁ ସମ୍ବର୍ଦ୍ଧିତ କରାଯାଇଛି ।

ଇଲେକ୍ଟ୍ରିକ୍ ବାଇକ ନିର୍ମାତା ଙ୍କୁ ସମ୍ବର୍ଦ୍ଧନା
ଭୁବନ ୨୨.୨- ନିଜସ୍ଵ ଜ୍ଞାନ କୌଶଳରେ ଅତ୍ୟାଧୁନିକ ଇଲେକ୍ଟ୍ରିକ ବାଇକ୍ ନିର୍ମାଣ କରି ଚର୍ଚ୍ଚାକୁ ଆସିଥିବା ଭୁବନ ଏନ୍ ଏ ସି ଅନ୍ତର୍ଗତ ୫ ନମ୍ୱର୍ ୱାର୍ଡ ର ହବିବ ଖାଁଙ୍କ ପୁତ୍ର ସୁରଜ ଖାଁଙ୍କୁ ତୃପ୍ତି ପାଠାଗାର ତରଫରୁ ସମ୍ବର୍ଦ୍ଧିତ କରାଯାଇଛି ।
purna@trupty pathagar (@purnach32722190) 's Twitter Profile Photo

ଦିନ ଥିଲା ସୁରପ୍ରତାପପୁର ପଞ୍ଚାୟତ କାର୍ଯ୍ୟାଳୟ ରାସ୍ତାରେ ରେ ବିଜୁ ଜନତା ଦଳ ର କର୍ମୀ ଯିବା କୁ ଭୟ କରୁଥିଲେ । ଆଜି ସେ ସମୟ ନାହିଁ । ନିର୍ଭୟ ରେ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ସକାଳ ୯ଟା ରେ ପହଞ୍ଚି ମଧୁବାବୁ ପେନସନ ଯୋଜନାରେ ନୂତନ ହିତାଧୀକାରୀ ଙ୍କୁ ୧୦୦୦ଲେଖାଏ ବଣ୍ଟନ କରିଛନ୍ତି। ଶ୍ରେୟ କାହାର ?

ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଅନ୍ତର୍ଗତ ସୁରପ୍ରତାପୁର କୁ ରୁଟ ଥାଇ ବି ଗଡୁନି ଲକ୍ଷ୍ମୀ ବସ CMO Odisha @dmdhenkanal 5t

ଭୁବନ ବିକାଶ ର ନଗ୍ନ ନମୁନା । ଶିଶୁ ଙ୍କ ପ୍ରତି ଦରଦ ନାହିଁ। ରିପୋର୍ଟ ପୂର୍ଣ୍ଣଚନ୍ଦ୍ର ସାହୁ 9937448102

ରାସ୍ତା କାମ ଶେଷ ହେବା ରେ ୫ପ୍ରମୁଖ ପ୍ରତିବନ୍ଦକ୍ । ରିପୋର୍ଟ ପୂର୍ଣ୍ଣଚନ୍ଦ୍ର ସାହୁ 9937448102

purna@trupty pathagar ସହିଦ ବୀର ବାଜି ରାଉତଙ୍କ ଗାଁ ... ପର୍ଯ୍ୟଟକ ଙ୍କୁ ଶୌଚପାଇଁ ବାଉଁଶମୂଳ ସାହା. ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ନୀଳକଣ୍ଠପୁର ଗାଁ । ଏହି ଗାଁ ରେ ଶୌଚାଳୟ ଟିଏ ତିଆରି ପାଇଁ ଲାଗିଲାଣି ୪ ବର୍ଷ । ପର୍ଯ୍ୟଟକ ଆସିଲେ ବାଉଁଷମୁଲେ ମୂତନ୍ତି। ବ୍ରାହ୍ମଣୀ କୂଳେ .....

purna@trupty pathagar (@purnach32722190) 's Twitter Profile Photo

ଭୁବନର ଜୀବନ ରେଖା ରଗଡ଼ି ନାଳ। ସ୍ବପ୍ନରେ ରହିଯିବ କି ସ୍ୱପ୍ନ ର ପ୍ରକଳ୍ପ ୧୫ ମାସ ରେ ଖର୍ଚ୍ଚ ହୋଇପାରୁନି ୧.୫ କୋଟି

purna@trupty pathagar (@purnach32722190) 's Twitter Profile Photo

ଭୁବନ ବ୍ଲକ ଅନ୍ତର୍ଗତ ଭୂଷଳ ପଞ୍ଚାୟତ ବ୍ରାହ୍ମଣୀ ନଦୀର ଚଣ୍ଡୀପାଳ ରୁ ମଝିପାଳ ହଜାରେ କୋଟି ଟଙ୍କାର ବିଜୁ ସେତୁ ଏକ ନିର୍ବାଚନୀ ଚାଲ ଥିଲା ......

ବୁଦ୍ଧେଶ୍ୱର୍ ପରିଚାଳନା କମିଟି ର ସଦସ୍ୟ ଙ୍କ ସମୂହ ଇସ୍ତଫା ର କାରଣ କଣ ହେଇପାରେ?

purna@trupty pathagar (@purnach32722190) 's Twitter Profile Photo

ରେଙ୍ଗାଲି ପ୍ରକଳ୍ପ ଠିକ୍ ରେ ହୋଇନି କାର୍ଯ୍ୟ,.. ପାଣି ବଦଳ ରେ ଚାଷୀ ପାଉଛି କେସ... ଭୁବନ odisha #dhenkanal #bhuban

ପେଟର ଜ୍ୱାଳାରେ ହାର ମାନିଛି ଶୈଶବ ଅନାଥ ପ୍ରିୟା ସାଜିଛି ବାଜିରାଉତ ଗାଁରେ ଶିଶୁଶ୍ରମିକ ●ବର୍ଷାରେ ଚାଲିଛି ପିଚୁ କାମ ● ଶିଶୁ ଶ୍ରମିକ ଅଧିକାରୀ ତଦନ୍ତ #CMOOdisha #satrughnjena #Dmdhenkanal#Ruraldevelopment#childlouber#

ପେଟର  ଜ୍ୱାଳାରେ  ହାର ମାନିଛି ଶୈଶବ
ଅନାଥ ପ୍ରିୟା ସାଜିଛି ବାଜିରାଉତ ଗାଁରେ ଶିଶୁଶ୍ରମିକ
●ବର୍ଷାରେ ଚାଲିଛି  ପିଚୁ କାମ
● ଶିଶୁ ଶ୍ରମିକ ଅଧିକାରୀ  ତଦନ୍ତ
#CMOOdisha #satrughnjena #Dmdhenkanal#Ruraldevelopment#childlouber#