ଶାଶ୍ଵତ ଦେବଦତ୍ତ | 🆂🅳 | ❼ ⚪️ ⚡️ (@pureodiasaswata) 's Twitter Profile
ଶାଶ୍ଵତ ଦେବଦତ୍ତ | 🆂🅳 | ❼ ⚪️ ⚡️

@pureodiasaswata

Proud Odia | Odisha | Digital Arts | Nature | Culture | Food | Literature | Music | Politics | Society | Self | Technology | Travel | ODISHA Tales |

ID: 84901211

linkhttp://www.odishatales.com calendar_today24-10-2009 17:47:50

47,47K Tweet

4,4K Takipçi

533 Takip Edilen

Narendra Modi (@narendramodi) 's Twitter Profile Photo

ଓଡ଼ିଶାରେ ଆମର ଜନକଲ୍ୟାଣକାରୀ କାର୍ଯ୍ୟକୁ ଲୋକଙ୍କର ଭରପୂର ସମର୍ଥନ ମିଳୁଛି । ଏହା ଭୁବନେଶ୍ୱରରେ ଲୋକଙ୍କ ଉତ୍ସାହ ଏବଂ ଉଦ୍ଦୀପନାରୁ ଜଣାପଡ଼ୁଛି ।

ଓଡ଼ିଶାରେ ଆମର ଜନକଲ୍ୟାଣକାରୀ କାର୍ଯ୍ୟକୁ ଲୋକଙ୍କର ଭରପୂର ସମର୍ଥନ ମିଳୁଛି । ଏହା ଭୁବନେଶ୍ୱରରେ ଲୋକଙ୍କ ଉତ୍ସାହ ଏବଂ ଉଦ୍ଦୀପନାରୁ ଜଣାପଡ଼ୁଛି ।
ଶାଶ୍ଵତ ଦେବଦତ୍ତ | 🆂🅳 | ❼ ⚪️ ⚡️ (@pureodiasaswata) 's Twitter Profile Photo

Watched Bou Buttu Bhuta today. Bou Buttu Bhuta is a milestone in Odia cinema -gripping mix of horror & emotion. With stellar performances & rich rural roots, it thrills & moves alike. The climax teases deeper lore & sequels. A cultural & cinematic triumph! Way To Go!

ଶାଶ୍ଵତ ଦେବଦତ୍ତ | 🆂🅳 | ❼ ⚪️ ⚡️ (@pureodiasaswata) 's Twitter Profile Photo

If you call a friend near midnight, it’s urgent. If it’s call waiting and they don’t call back despite multiple tries, remember - they’re not your people. If you were stuck somewhere or met with an accident, do you think they’d care. No.

ଶାଶ୍ଵତ ଦେବଦତ୍ତ | 🆂🅳 | ❼ ⚪️ ⚡️ (@pureodiasaswata) 's Twitter Profile Photo

ଆଗରୁ ବି ନେତା ଆସୁଥିଲେ, ଆଗରୁ ବି ପ୍ରଧାନମନ୍ତ୍ରୀ ଆସୁଥିଲେ । ଏଭଳି ପ୍ରାୟୋଜିତ କୃତ୍ରିମ ଭିଡ଼ର ଟ୍ରେଣ୍ଡ ହେଇ ଶିକ୍ଷାନୁଷ୍ଠାନ ଛୁଟି ହେଉଥିଲା କି ? ରାସ୍ତା ଭିଡ଼ ରହୁଥିଲା କି ଘଣ୍ଟାଘଣ୍ଟା ? ଲୁହା ବ୍ୟାରିକେଡ଼ ଥାଇ ପୁଣି ବାଉଁଶ ପୋତା ହେଲା । ବସ୍ ରେ ଲୋକଙ୍କୁ ବୋହି ଆଣିବା ହେଲା । ଫ୍ଲେକ୍ସ ରାସ୍ତା ସାରା । କାହା ଟଙ୍କାରେ ?

ଶାଶ୍ଵତ ଦେବଦତ୍ତ | 🆂🅳 | ❼ ⚪️ ⚡️ (@pureodiasaswata) 's Twitter Profile Photo

ଜଣେ ମନ୍ତ୍ରୀ ଯେମିତି ସବୁଆଡ଼େ ବୁଲି ବୁଲି ଫଟୋ ଭିଡ଼ିଓ କରୁଛନ୍ତି ଏବଂ ଆନୁଗତ୍ୟରେ ଯେମିତି ସୀମାରେଖା ନାହିଁ, ଲାଗୁଛି ଆଗାମୀ ଦିନରେ ମୁଖ୍ୟମନ୍ତ୍ରୀଙ୍କୁ ଚୌକିରୁ ଖସେଇ ନିଜେ ବସିଯିବେ।

ଶାଶ୍ଵତ ଦେବଦତ୍ତ | 🆂🅳 | ❼ ⚪️ ⚡️ (@pureodiasaswata) 's Twitter Profile Photo

Quite true. As we say in Odia, “ଅତି ଭକ୍ତି ଚୋରର ଲକ୍ଷଣ”. But, He is a simple tribal man and should avoid such overacting. He now represents Odisha on a national stage. If people try to justify this behavior, then let him go all the way and do a sastang pranam.

Avimanyu Sethi (@avimanyubhadrak) 's Twitter Profile Photo

ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ସମସ୍ତଙ୍କୁ ଅନେକ ଅନେକ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ । #InternationalDayofYoga

ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ସମସ୍ତଙ୍କୁ ଅନେକ ଅନେକ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ।
#InternationalDayofYoga
Avimanyu Sethi (@avimanyubhadrak) 's Twitter Profile Photo

ଆଜି ହେଉଛି ଅନ୍ତର୍ଜାତୀୟ ଯୋଗ ଦିବସ ।ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟର ବିକାଶ ପାଇଁ ସର୍ବୋତ୍ତମ ମାଧ୍ୟମ ହେଉଛି ଯୋଗ। ଆଜି ଆମ ଭଦ୍ରକ ସଂସଦୀୟ କ୍ଷେତ୍ରର ଭଦ୍ରକ ବିଧାନସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବାଗୁରାଇଠାରେ ଇଣ୍ଡୋର ଷ୍ଟାଡିଅମରେ ଅନ୍ତର୍ଜାତୀୟ ଯୋଗ ଦିବସ ଅବସରେ ଭଦ୍ରକ ଜିଲ୍ଲା ପ୍ରଶାସନ ଦ୍ୱାରା ଆୟୋଜିତ ଯୋଗାଭ୍ୟାସ

ଆଜି ହେଉଛି ଅନ୍ତର୍ଜାତୀୟ ଯୋଗ ଦିବସ ।ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟର ବିକାଶ ପାଇଁ ସର୍ବୋତ୍ତମ ମାଧ୍ୟମ ହେଉଛି ଯୋଗ।

ଆଜି ଆମ ଭଦ୍ରକ ସଂସଦୀୟ କ୍ଷେତ୍ରର ଭଦ୍ରକ ବିଧାନସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବାଗୁରାଇଠାରେ ଇଣ୍ଡୋର ଷ୍ଟାଡିଅମରେ ଅନ୍ତର୍ଜାତୀୟ ଯୋଗ ଦିବସ ଅବସରେ ଭଦ୍ରକ ଜିଲ୍ଲା ପ୍ରଶାସନ ଦ୍ୱାରା ଆୟୋଜିତ ଯୋଗାଭ୍ୟାସ
ଶାଶ୍ଵତ ଦେବଦତ୍ତ | 🆂🅳 | ❼ ⚪️ ⚡️ (@pureodiasaswata) 's Twitter Profile Photo

ବୀର ଶ୍ରୀ ଗଜପତି ଗୌଡ଼େଶ୍ୱର ନବକୋଟି କର୍ଣ୍ଣାଟୋତ୍କଳ କଳବର୍ଗେଶ୍ଵର ଅଭିରାଏ ଭୁତ ଭୈରବ ଦୁଃସହ ଦୁଃଶାସନ ଅନିକରଣେ ରାଉତରାୟ ଅତୁଳବଳ ପରାକ୍ରମ ସଂଗ୍ରାମେ ସହସ୍ରବାହୁ କ୍ଷତ୍ରିୟକୁଳ ଧୂମକେତୁ ବୀରାଧୀବୀରବର ପ୍ରବଳ ପ୍ରତାପୀ ମହାରାଜା ଶ୍ରୀ ଶ୍ରୀ ଶ୍ରୀ କପିଳେନ୍ଦ୍ର ଦେବ 🙏 #KapilendraDeba #Gajapati #Odisha #AIArt

ବୀର ଶ୍ରୀ ଗଜପତି ଗୌଡ଼େଶ୍ୱର ନବକୋଟି କର୍ଣ୍ଣାଟୋତ୍କଳ କଳବର୍ଗେଶ୍ଵର ଅଭିରାଏ ଭୁତ ଭୈରବ ଦୁଃସହ ଦୁଃଶାସନ ଅନିକରଣେ ରାଉତରାୟ ଅତୁଳବଳ ପରାକ୍ରମ ସଂଗ୍ରାମେ ସହସ୍ରବାହୁ କ୍ଷତ୍ରିୟକୁଳ ଧୂମକେତୁ ବୀରାଧୀବୀରବର ପ୍ରବଳ ପ୍ରତାପୀ ମହାରାଜା ଶ୍ରୀ ଶ୍ରୀ ଶ୍ରୀ କପିଳେନ୍ଦ୍ର ଦେବ 🙏

#KapilendraDeba #Gajapati #Odisha #AIArt
Mohan Charan Majhi (@mohanmodisha) 's Twitter Profile Photo

Grateful to Hon’ble Prime Minister Shri Narendra Modi ji for showcasing Odisha’s cultural pride on the global stage through his thoughtful gestures that celebrate and promote our rich heritage. The presentation of a Silver Filigree Work Purse to the Spouse of the President of

Grateful to Hon’ble Prime Minister Shri <a href="/narendramodi/">Narendra Modi</a>  ji for showcasing Odisha’s cultural pride on the global stage through his thoughtful gestures that celebrate and promote our rich heritage.  The presentation of a Silver Filigree Work Purse to the Spouse of the President of
ଶାଶ୍ଵତ ଦେବଦତ୍ତ | 🆂🅳 | ❼ ⚪️ ⚡️ (@pureodiasaswata) 's Twitter Profile Photo

ଅଫିସର କଣ ଧମକ ଦେଲେଣି ସରକାରଙ୍କୁ ? ଏମାନଙ୍କୁ ଏତେ ସାହସ ଓ ଶକ୍ତି କିଏ ଦେଉଛି ?

ହେଇଟି ଭାଇନା (@heitibhaina) 's Twitter Profile Photo

ଦଳର କାର୍ଯ୍ୟକର୍ତ୍ତା ବିଶୃଙ୍ଖଳା କଲେ ଦଳର ନେତାଙ୍କୁ ଗିରଫ କରାଯାଉ ବୋଲି ଯେଉଁ IAS/OAS ଅଫିସର୍ ସଙ୍ଘ ଦାବୀ କରିଛି, ଯଦି ଭିଜିଲାନ୍ସ ଜାଲରେ କୌଣସି ଦୁର୍ନୀତିଗ୍ରସ୍ତ ପ୍ରଶାସନିକ ଅଧିକାରୀ ପଡ଼ନ୍ତି, ସେହି ନ୍ୟାୟରେ IAS/OAS ସଂଘର ସଭାପତିଙ୍କୁ ମଧ୍ୟ ଗିରଫ କରାଯିବା ଉଚିତ। ହଁ କି ନା?

ଶାଶ୍ଵତ ଦେବଦତ୍ତ | 🆂🅳 | ❼ ⚪️ ⚡️ (@pureodiasaswata) 's Twitter Profile Photo

ତମେମାନେ ଯେତିକି ଲୋକଙ୍କ ଟଙ୍କା ମାରିକି ଖାଉଛ, ସେଥିପାଇଁ କଣ ଦଣ୍ଡ ଅଛି ?

ଶାଶ୍ଵତ ଦେବଦତ୍ତ | 🆂🅳 | ❼ ⚪️ ⚡️ (@pureodiasaswata) 's Twitter Profile Photo

ଦିଗି ଜଗନ୍ନାଥ ମନ୍ଦିର | ସିମୁଳିଆ ବ୍ଲକ | ବାଲେଶ୍ୱର | ଭଦ୍ରକ ସଂସଦୀୟ କ୍ଷେତ୍ର