Priyanka Sahoo
@priyank41223414
Worked atAll India Radio
formerly @ETVBharat @samajalive, @Dharitri_News, @SanmargHindi
@JOURNALIST
@କଟକିଆ
My beauty starts in my heart, not in your mirror💕
ID: 1281961226067521536
11-07-2020 14:39:59
980 Tweet
374 Followers
189 Following
କଟକ ବଣିଆ ସାହିର ଚାନ୍ଦି ଓ ସୁନା ଗଣେଶ ମୂର୍ତ୍ତୀ #ଗଣେଷପୂଜା #GaneshChaturthi2025 #cuttack Cuttack 2.0
ମାଆ କଟକ ଚଣ୍ଡୀଙ୍କ ଷୋଡ଼ଶ ଉପଚାର ପୂଜା ଆରମ୍ଭ, ଏ ବର୍ଷ ମାଆ ପାଲ ତଳେ ପୂଜା ପାଉଛନ୍ତି। ଆର ବର୍ଷ ଭବ୍ୟ ମନ୍ଦିର ରେ ପୂଜା ପାଇବେ... #କଟକଚଣ୍ଡୀ #Cuttackchanditemple #dushera2025 Cuttack 2.0
Hyderabad is a city that doesn't just welcome you, it embraces you, leaving you with a longing to return again and again.. Loving Telgu People, Charminar, osmania Biscuit, RFC, Sambar idli and so many things touch our hearts. City of Love❤️ Hi Hyderabad 𝗣𝗲𝗼𝗽𝗹𝗲 𝗼𝗳 𝗛𝘆𝗱𝗲𝗿𝗮𝗯𝗮𝗱
ନୈସର୍ଗିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ କୋରାପୁଟ ଜିଲ୍ଲା, ସତରେ କେତେ ସୁନ୍ଦର ଜାଗା, ମନ ହୁଏନି ଆସିବାକୁ, ବାଦଲ ଆଉ କୁହୁଡି ସତେ ଯେପରି ପାହାଡକୁ ଛୁଇଁ କେତେ କଣ କେହି ଦିଏ ସବୁ, ଥରେ ବୁଲି ଯାଆନ୍ତୁ ନା... #koraput MK NEWS(ମୋ କୋରାପୁଟ ନିଉଜ) ITDA KORAPUT ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା,କୋରାପୁଟ Collector and District Magistrate, Koraput
The Charminar calls for Nimrah Chai! This incredibly aromatic tea goes wonderfully with Osmania biscuits, and finding those cute, colorful earrings is the perfect way to finish the day..☕ #nimrahtea #Hyderabad Hi Hyderabad 𝗣𝗲𝗼𝗽𝗹𝗲 𝗼𝗳 𝗛𝘆𝗱𝗲𝗿𝗮𝗯𝗮𝗱
କଟକ ବାଲିଯାତ୍ରା ପାଇଁ ମା କଟକ ଚଣ୍ଡୀଙ୍କୁ ନିମନ୍ତ୍ରଣ ପତ୍ର...ବିନା କୌଣସି ଅଘଟଣ ଓ ଖୁବ୍ ସୁନ୍ଦର ଭାବେ ଯେପରି ବାଲିଯାତ୍ରା ସମାପନ ହେଇ ଯାଉ, ତାହା ମାଁ ନିକଟରେ ନିବେଦନ... ମା ଲୋ କଟକବାସୀ ଙ୍କୁ ଘଣ୍ଟ ଘୋଡେ଼ଇ ରଖିଥା..🙏 #cuttackbalijatra #cuttackchanditemple Cuttack 2.0 Historic Baliyatra Cuttack
The Indian Army doesn’t just protect borders, it protects our tomorrow. On Indian Army Day, we bow in respect to the bravery, commitment, and sacrifices that keep India strong. #ArmyDay #थलसेनादिवस #January15 Ministry of Defence, Government of India