
Pravati Parida
@pravatipodisha
Deputy Chief Minister,Govt. of Odisha |
MLA Nimapara Constituency |
Proud Member of Bharatiya Janata Party.
ID: 779383999366127617
http://www.instagram.com/pravatiparidabjp 23-09-2016 18:16:40
13,13K Tweet
39,39K Followers
572 Following






Thankful to PM Keir Starmer for the warm welcome at Chequers. Our discussions reflect a shared commitment to deepen India-UK ties across sectors. Keir Starmer


ଯଶସ୍ବୀ ପ୍ରଧାନମନ୍ତ୍ରୀ ଶ୍ରୀ Narendra Modi ଜୀ ଏବଂ ବ୍ରିଟେନ ପ୍ରଧାନମନ୍ତ୍ରୀ Keir Starmer ଙ୍କ ଉପସ୍ଥିତିରେ ଦୁଇ ରାଷ୍ଟ୍ର ମଧ୍ୟରେ ମୁକ୍ତ ବାଣିଜ୍ୟ ଚୁକ୍ତି ସ୍ଵାକ୍ଷରିତ ହୋଇଛି। ଏହା ଉଭୟ ରାଷ୍ଟ୍ରର ଆର୍ଥିକ ଅଭିବୃଦ୍ଧି ପାଇଁ ବୁଷ୍ଟର ସାଜିବ।

ଭାରତ ଏବଂ ବ୍ରିଟେନ୍ ମଧ୍ୟରେ ମୁକ୍ତ ବାଣିଜ୍ୟ ଚୁକ୍ତି ସ୍ୱାକ୍ଷର ହେବା ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ Narendra Modi ଜୀଙ୍କ ନେତୃତ୍ୱରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଏହା ବିଭିନ୍ନ କ୍ଷେତ୍ରରେ ଆମ ଦେଶକୁ ଫାଇଦା ଦେବା ସହ ଦୁଇ ରାଷ୍ଟ୍ରର ସହଭାଗୀ ସମୃଦ୍ଧି ପାଇଁ ଏକ ରୋଡମ୍ୟାପ୍ ସାଜିବ।


‘Chai Pe Charcha’ with PM Keir Starmer at Chequers...brewing stronger India-UK ties! Keir Starmer






Landed in Malé. Deeply touched by the gesture of President Muizzu to come to the airport to welcome me. I am confident that India-Maldives friendship will scale new heights of progress in the times to come. Dr Mohamed Muizzu


ରାଷ୍ଟ୍ରୀୟ ନେତା ଓଡିଶା ବିଜେପି ର ପ୍ରଭାରୀ ଶ୍ରୀ Vijaypal Singh Tomar ମହାଶୟଙ୍କୁ ଆଜି ଦିଲ୍ଲୀସ୍ଥିତ ବାସଭବନ ରେ ସୌଜନ୍ୟମୂଳକ ସାକ୍ଷାତ ଆଲୋଚନା କଲି।


ମାନନୀୟ ଜାତୀୟ ମହିଳା କମିଶନ ଅଧକ୍ଷା Vijaya Rahatkar ମହାଶୟା ଙ୍କ ସରକାରୀ ବାସଭବନ ରେ ମହାରାଷ୍ଟ୍ର ର ଶ୍ରାବଣ ଦୀପ ପୂଜନ କାର୍ଯ୍ୟକ୍ରମ ରେ ଯୋଗ ଦେଲି। ଧନ୍ୟବାଦ ବିଜୟା ତାଇ 🙏





Glimpses from the ceremonial welcome at Republic Square in Malé… Dr Mohamed Muizzu
