Prameya Odia (@prameyaodia) 's Twitter Profile
Prameya Odia

@prameyaodia

Prameya, the leading Odia daily newspaper and web portal from Summa Real Media which also runs 24*7 news channel "News7".

ID: 724958327533391872

linkhttp://prameya.com/ calendar_today26-04-2016 13:48:29

119,119K Tweet

137,137K Takipçi

304 Takip Edilen

Prameya Odia (@prameyaodia) 's Twitter Profile Photo

ଏତେ ଘଟଣା ପରେ ଛାତ୍ରଛାତ୍ରୀ କଣ ତାଙ୍କ ସପକ୍ଷରେ ରହିବେ କି, ବିଜେପି ଏବେ ଖସଡ଼ା ବାଟରେ : ଅରୁଣ ସାହୁ #ArunSahoo #PrameyaOdia #FmCollegecase #balangaCase #GopalpurCase

Prameya Odia (@prameyaodia) 's Twitter Profile Photo

ଆକାଶ ମାର୍ଗରୁ ବନ୍ୟାଞ୍ଚଳ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ #cmmohanmajhi #prameyaodia #floodarea #floodnewsupdate

Prameya Odia (@prameyaodia) 's Twitter Profile Photo

ମୌସୁମୀ ଅଧିବେଶନ ନ ଡାକିବା.....ଏହାଠୁ ନିନ୍ଦନୀୟ କଥା ଆଉ କ'ଣ... #tarabahinipati #monsoonsession #prameyaodia #odishapolitics

Prameya Odia (@prameyaodia) 's Twitter Profile Photo

ଚିକିତ୍ସା ଜଗତରେ ବିରଳ : ଗର୍ଭାଶୟ ପରିବର୍ତ୍ତେ ଯକୃତରେ ବଢୁଛି ଭ୍ରୂଣ prameya.com/the-fetus-grow…

Prameya Odia (@prameyaodia) 's Twitter Profile Photo

କାନଖୋଲି ଶୁଣିନିଅ...ମୋଦି-ଟ୍ରମ୍ପଙ୍କର ହୋଇନଥିଲା କଥାବାର୍ତ୍ତା, ଜୟରାମଙ୍କ ଉପରେ ବର୍ଷିଲେ ଜୟଶଙ୍କର #prameyaodia #prameya #jaishankar #OperationSindoor prameya.com/jaishankar-got…

Prameya Odia (@prameyaodia) 's Twitter Profile Photo

ଅଲକାଏଦା ସହ ଲିଙ୍କ୍‌, ଶମା ପରବୀନକୁ ଗିରଫ କଲା ଗୁଜରାଟ ଏଟିଏସ୍‌ #gujratats #prameya prameya.com/gujarat-ats-te…

Prameya Odia (@prameyaodia) 's Twitter Profile Photo

ବିସିସିଆଇ ଅଫିସରୁ ୬ ଲକ୍ଷ ଟଙ୍କାର ଆଇପିଏଲ ଜର୍ସି ଚୋରି, ଅଭିଯୁକ୍ତ ସିକ୍ୟୁରିଟି ଗାର୍ଡ ଗିରଫ prameya.com/security-guard… #BCCI #Theft #Prameyaodia

Prameya Odia (@prameyaodia) 's Twitter Profile Photo

ପ୍ରଥମ ଥର ଇସ୍ରାଏଲ ଉପରେ ଆକ୍ରମଣକୁ ନିନ୍ଦା କଲେ ଅରବ ଦେଶ, ହମାସକୁ କହିଲେ ତୁରନ୍ତ ଅସ୍ତ୍ର ସହ ଗାଜା ଛାଡ଼ prameya.com/qatar-saudi-eg… #israil #Palestine #Prameyaodia

Prameya Odia (@prameyaodia) 's Twitter Profile Photo

ଗଲୱାନର ଚାରବାଗ ଅଞ୍ଚଳରେ ବଡ଼ ଦୁର୍ଘଟଣା; ୨ ସେନା ଅଧିକାରୀ ସହିଦ, ୩ ଗୁରୁତର #Galwan #indianarmy #prameya prameya.com/major-accident…

Prameya Odia (@prameyaodia) 's Twitter Profile Photo

#ଉତ୍‌କ୍ଷେପଣ_ହେଲା_ଉପଗ୍ରହ_NISAR -ଉତ୍‌କ୍ଷେପଣ ହେଲା NISAR ଉପଗ୍ରହ -ଆନ୍ଧ୍ର ଶ୍ରୀହରିକୋଟାରୁ GSLV-F16 ଜରିଆରେ ମହାକାଶ ପଠାଗଲା -ISRO ଏବଂ NASAର ମିଳିତ ବିକଶିତ ନିସାର୍ ମିଶନ -ଜଳବାୟୁ ଓ ବିପର୍ଯ୍ୟୟ ତଥ୍ୟ ହାସଲରେ ସହାୟକ ହେବ #Nisar #Isro #Nasa #PrameyaOdia

Prameya Odia (@prameyaodia) 's Twitter Profile Photo

ହାଇୱେରେ ହଠାତ୍ ବ୍ରେକ୍ ଲଗାଇବା ଦାୟିତ୍ବହୀନ କାର୍ଯ୍ୟ, ଦୁର୍ଘଟଣା ପାଇଁ ଦାୟୀ ରହିବେ ଗାଡ଼ି ଚାଳକ : ସୁପ୍ରିମକୋର୍ଟ prameya.com/-sudden-brakin… #SupremeCourt #highways #Prameyaodia

Prameya Odia (@prameyaodia) 's Twitter Profile Photo

ଗାଡ଼ି ଚଳାଉଥିଲେ ଜାଣିନିଅନ୍ତୁ... ଚାଲାଣ କଟିବା ପରେ ଡ୍ରାଇଭିଂ ଲାଇସେନ୍ସ ରଦ୍ଦ ହୁଏ କି ? prameya.com/traffic-rule-i… #trafficrule #trafficfine #prameyaodia

Prameya Odia (@prameyaodia) 's Twitter Profile Photo

ଲଞ୍ଚ ହେଲା NASA ଓ ISROର ମିଳିତ ସାଟେଲାଇଟ NISAR, ଶ୍ରୀହରିକୋଟାରୁ ହେଲା ଉତକ୍ଷେପଣ | NISAR Satellite Successfully Launched #NISAR #nasa #isro #gslvf16 #prameyaodia #satellite

Prameya Odia (@prameyaodia) 's Twitter Profile Photo

ଜିମ୍‌ ଯାଉଥିଲେ ଭବିଷ୍ୟତରେ ଭୋଗିପାରନ୍ତି ବଡ଼ ପରିଣାମ; ଜିମ୍ ବିଷୟରେ ଯାଞ୍ଚ କରିନିଅନ୍ତୁ, ନହେଲେ... prameya.com/check-the-cirf… #gym #healthtips #prameyaodia

Prameya Odia (@prameyaodia) 's Twitter Profile Photo

ଗୌହାଟୀ ହିଟ୍-ଆଣ୍ଡ-ରନ ମାମଲା; ଅଭିନେତ୍ରୀ ନନ୍ଦିନୀ କଶ୍ୟପ ଗିରଫ, ୨୧ ବର୍ଷୀୟ ଛାତ୍ରଙ୍କ ମୃତ୍ୟୁ ପରେ ତଦନ୍ତ ଜୋରଦାର #gauhati #hitandrun #case #actresses #Arrest #PrameyaOdia #prameya prameya.com/guwahati-hit-a…

Prameya Odia (@prameyaodia) 's Twitter Profile Photo

ବିହାରରେ ଅଜବ ସ୍ଥିତି; ‘ଡଗ୍ ବାବୁ’ ପରେ ଡଗେଶ ବାବୁଙ୍କ ନାମରେ ହେଲା ବାସିନ୍ଦା ପ୍ରମାଣପତ୍ର ଆବେଦନ #bihar #dogbabu #viralnews #dogeshbabu #residentcartificate #prameya #prameyaOdia prameya.com/strange-situat…

Prameya Odia (@prameyaodia) 's Twitter Profile Photo

୩ ମାସର ଗର୍ଭବତୀ ହେଲେ ନବମ ଶ୍ରେଣୀ ଛାତ୍ରୀ; POCSO ଆକ୍ଟରେ ପ୍ରଧାନ ଶିକ୍ଷକ ଗିରଫ #school #student #pregnent #Principal #Arrest #POSCO #PrameyaOdia #prameya prameya.com/class-9-studen…