Pradeep Balsamant (@pradeepbsbjp) 's Twitter Profile
Pradeep Balsamant

@pradeepbsbjp

Minister of Cooperative, Handloom, Textiles and Handicrafts | MLA Sukinda
#BJP4Sukinda #BJP4Odisha #BJP4India

ID: 1032187160621772801

linkhttps://pradeepbalsamant.co.in calendar_today22-08-2018 08:46:10

569 Tweet

301 Followers

177 Following

Pradeep Balsamant (@pradeepbsbjp) 's Twitter Profile Photo

प्रधानमंत्री श्री Narendra Modi 11 अक्टूबर, 2025 को भारतीय कृषि अनुसंधान संस्थान, नई दिल्ली में आयोजित एक विशेष कृषि कार्यक्रम में भाग लेंगे। लाइव देखें : 📺x.com/BJP4India 📺facebook.com/BJP4India 📺youtube.com/BJP4India 📺bjp.org/bjplive

प्रधानमंत्री श्री Narendra Modi 11 अक्टूबर, 2025 को भारतीय कृषि अनुसंधान संस्थान, नई दिल्ली में आयोजित एक विशेष कृषि कार्यक्रम में भाग लेंगे। 

लाइव देखें : 
📺x.com/BJP4India 
📺facebook.com/BJP4India
📺youtube.com/BJP4India
📺bjp.org/bjplive
Pradeep Balsamant (@pradeepbsbjp) 's Twitter Profile Photo

ମହାନ ସାମାଜ ସଂସ୍କାରକ, ରାଷ୍ଟ୍ର ସେବକ ଓ ଭାରତରତ୍ନ ନାନାଜି ଦେଶମୁଖ ଙ୍କ ଜୟନ୍ତୀରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି।

ମହାନ ସାମାଜ ସଂସ୍କାରକ,  ରାଷ୍ଟ୍ର ସେବକ ଓ ଭାରତରତ୍ନ ନାନାଜି ଦେଶମୁଖ ଙ୍କ ଜୟନ୍ତୀରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି।
Pradeep Balsamant (@pradeepbsbjp) 's Twitter Profile Photo

ଗତକାଲି ମାହାଙ୍ଗା ନିର୍ବାଚନ ମଣ୍ଡଳୀ ରେ ଅୟୋଜିତ ବୈଷ୍ଣବ ପାଣି ଜୟନ୍ତୀ ମହୋତ୍ସବ-2025 କାର୍ଯ୍ୟକ୍ରମରେ ମାନ୍ୟବର ମାହାଙ୍ଗା ବିଧାୟକ ଶ୍ରୀ ସାରଦା ପ୍ରଧାନ, ଅଞ୍ଚଳର ନେତୃତ୍ଵ ଓ ଅନ୍ୟ ଅତିଥିଙ୍କ ଉପସ୍ଥିତିରେ ଯୋଗ ଦେବା ସହ ମାରୁତି ମଣ୍ଡପ ର ଶୁଭ ଉଦଘାଟନ କଲୁ। ମାହାଙ୍ଗା ଏକ ସଂସ୍କୃତି ସମ୍ପର୍ଣ୍ଣ ସ୍ଥାନ। ଏ ଅଞ୍ଚଳ ସହିତ ମୋର ବହୁ

ଗତକାଲି ମାହାଙ୍ଗା ନିର୍ବାଚନ ମଣ୍ଡଳୀ ରେ ଅୟୋଜିତ ବୈଷ୍ଣବ ପାଣି ଜୟନ୍ତୀ ମହୋତ୍ସବ-2025 କାର୍ଯ୍ୟକ୍ରମରେ ମାନ୍ୟବର ମାହାଙ୍ଗା ବିଧାୟକ ଶ୍ରୀ ସାରଦା ପ୍ରଧାନ,  ଅଞ୍ଚଳର ନେତୃତ୍ଵ ଓ ଅନ୍ୟ ଅତିଥିଙ୍କ ଉପସ୍ଥିତିରେ ଯୋଗ ଦେବା ସହ ମାରୁତି ମଣ୍ଡପ ର ଶୁଭ ଉଦଘାଟନ କଲୁ।

ମାହାଙ୍ଗା ଏକ ସଂସ୍କୃତି ସମ୍ପର୍ଣ୍ଣ ସ୍ଥାନ। ଏ ଅଞ୍ଚଳ ସହିତ ମୋର ବହୁ
Pradeep Balsamant (@pradeepbsbjp) 's Twitter Profile Photo

ଓଡ଼ିଶାର ବୀର ସ୍ଵାଧୀନତା ସଂଗ୍ରାମୀ ସର୍ବକନିଷ୍ଠ ଶହୀଦ ବାଜି ରାଉତଙ୍କ ବଳିଦାନ ଦିବସରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି।

ଓଡ଼ିଶାର ବୀର ସ୍ଵାଧୀନତା ସଂଗ୍ରାମୀ ସର୍ବକନିଷ୍ଠ ଶହୀଦ ବାଜି ରାଉତଙ୍କ ବଳିଦାନ ଦିବସରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି।
Dharmendra Pradhan (@dpradhanbjp) 's Twitter Profile Photo

ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ Narendra Modi ଆଜି ଭିସି ଜରିଆରେ ସମ୍ବଲପୁର ହୀରାକୁଦରେ ପିଏମ୍ ମତ୍ସ୍ୟ ସମ୍ପଦ ଯୋଜନା ଅଧୀନରେ ୧୦୦ କୋଟି ଟଙ୍କା ବ୍ୟୟରେ ‘ଅତ୍ୟାଧୁନିକ ସମନ୍ୱିତ ଆକ୍ୱାପାର୍କ’ ଏବଂ ୫୯.୧୩ କୋଟି ଟଙ୍କା ବ୍ୟୟରେ ଭୁବନେଶ୍ୱର ପାଣ୍ଡରାରେ ‘ଅତ୍ୟାଧୁନିକ ପାଇକାରୀ ମାଛ ବଜାର’ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ।

ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ <a href="/narendramodi/">Narendra Modi</a> ଆଜି ଭିସି ଜରିଆରେ ସମ୍ବଲପୁର ହୀରାକୁଦରେ ପିଏମ୍ ମତ୍ସ୍ୟ ସମ୍ପଦ ଯୋଜନା ଅଧୀନରେ ୧୦୦ କୋଟି ଟଙ୍କା ବ୍ୟୟରେ ‘ଅତ୍ୟାଧୁନିକ ସମନ୍ୱିତ ଆକ୍ୱାପାର୍କ’ ଏବଂ ୫୯.୧୩ କୋଟି ଟଙ୍କା ବ୍ୟୟରେ ଭୁବନେଶ୍ୱର ପାଣ୍ଡରାରେ ‘ଅତ୍ୟାଧୁନିକ ପାଇକାରୀ ମାଛ ବଜାର’ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ।
Narendra Modi (@narendramodi) 's Twitter Profile Photo

नई दिल्ली में कृषि से जुड़े विशेष कार्यक्रम में आए अपने परिवारजनों के जोश और उत्साह ने एक नई ऊर्जा भर दी है।

नई दिल्ली में कृषि से जुड़े विशेष कार्यक्रम में आए अपने परिवारजनों के जोश और उत्साह ने एक नई ऊर्जा भर दी है।
Dharmendra Pradhan (@dpradhanbjp) 's Twitter Profile Photo

बिहार में भाजपा-एनडीए की ऐतिहासिक विजय सुनिश्चित करने के लिए कार्यकर्ता पूरी ऊर्जा, समर्पण और संगठन की भावना के साथ जुटे हुए हैं। आगामी 15 अक्टूबर को माननीय प्रधानमंत्री श्री Narendra Modi जी ‘मेरा बूथ, सबसे मज़बूत’ अभियान के अंतर्गत बिहार के हमारे कर्मयोगी कार्यकर्ताओं से सीधे

Narendra Modi (@narendramodi) 's Twitter Profile Photo

Welcomed Canada’s Foreign Minister, Ms. Anita Anand. Discussed ways to strengthen cooperation in trade, technology, energy, agriculture and people-to-people exchanges for mutual growth and prosperity. Anita Anand

Welcomed Canada’s Foreign Minister, Ms. Anita Anand. Discussed ways to strengthen cooperation in trade, technology, energy, agriculture and people-to-people exchanges for mutual growth and prosperity.

<a href="/AnitaAnandMP/">Anita Anand</a>
Cooperation Odisha (@coop_odisha) 's Twitter Profile Photo

ମାନ୍ୟବର ମନ୍ତ୍ରୀ ସମବାୟ, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ଶ୍ରୀଯୁକ୍ତ ପ୍ରଦିପ ବଳ ସାମନ୍ତଙ୍କ ଅଧ୍ୟକ୍ଷତାରେ ଆଜି ଓଡ଼ିଶା ରାଜ୍ୟ କୃଷି ବିପଣନ ପରିଷଦ (OSAM Board)ର ସମ୍ମିଳନୀ କକ୍ଷରେ ୭୨ ତମ ନିଖିଳ ଭାରତ ସମବାୟ ସପ୍ତାହ-୨୦୨୫ ରାଜ୍ୟସ୍ତରୀୟ ଉତ୍ସବ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। (୧/୩)

ମାନ୍ୟବର ମନ୍ତ୍ରୀ ସମବାୟ, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ଶ୍ରୀଯୁକ୍ତ ପ୍ରଦିପ ବଳ ସାମନ୍ତଙ୍କ ଅଧ୍ୟକ୍ଷତାରେ ଆଜି ଓଡ଼ିଶା ରାଜ୍ୟ କୃଷି ବିପଣନ ପରିଷଦ (OSAM Board)ର ସମ୍ମିଳନୀ କକ୍ଷରେ ୭୨ ତମ ନିଖିଳ ଭାରତ ସମବାୟ ସପ୍ତାହ-୨୦୨୫ ରାଜ୍ୟସ୍ତରୀୟ ଉତ୍ସବ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। (୧/୩)
Pradeep Balsamant (@pradeepbsbjp) 's Twitter Profile Photo

ଓଡ଼ିଶାର ବୀର ସ୍ଵାଧୀନତା ସଂଗ୍ରାମି, ଗଡ଼ଜାତ ଗାନ୍ଧୀ ଭାବେ ସୁପରିଚିତ ସାରଙ୍ଗଧର ଦାସଙ୍କ ଜୟନ୍ତୀରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି।

ଓଡ଼ିଶାର ବୀର ସ୍ଵାଧୀନତା ସଂଗ୍ରାମି,  ଗଡ଼ଜାତ ଗାନ୍ଧୀ ଭାବେ ସୁପରିଚିତ ସାରଙ୍ଗଧର ଦାସଙ୍କ ଜୟନ୍ତୀରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି।
Pradeep Balsamant (@pradeepbsbjp) 's Twitter Profile Photo

ନୂଆପଡାର ବିକାଶ - ବିଜେପିର ସଂକଳ୍ପ। ଗତକାଲି ମାନନୀୟ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ Mohan Charan Majhi, ମାନନୀୟ ରାଜ୍ୟ ବିଜେପି ସଭାପତି ଶ୍ରୀଯୁକ୍ତ Manmohan Samal , ମାନନୀୟ ମନ୍ତ୍ରୀ ଗଣ, ମାନନୀୟ ବିଧାୟକ ଗଣ ଓ ଅନ୍ୟ ବରେଣ୍ୟ ନେତୃତ୍ବ ମନେ ନୂଆପଡ଼ା ଠାରେ ଅୟୋଜିତ ବିଜୟ ସଂକଳ୍ପ ସମାବେଶରେ ଯୋଗଦାନ କରିଥିଲେ। #Nuapada

ନୂଆପଡାର ବିକାଶ - ବିଜେପିର ସଂକଳ୍ପ।

ଗତକାଲି ମାନନୀୟ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ Mohan Charan Majhi, ମାନନୀୟ ରାଜ୍ୟ ବିଜେପି ସଭାପତି ଶ୍ରୀଯୁକ୍ତ Manmohan Samal , ମାନନୀୟ ମନ୍ତ୍ରୀ ଗଣ,  ମାନନୀୟ ବିଧାୟକ ଗଣ ଓ ଅନ୍ୟ ବରେଣ୍ୟ  ନେତୃତ୍ବ ମନେ ନୂଆପଡ଼ା ଠାରେ ଅୟୋଜିତ ବିଜୟ ସଂକଳ୍ପ ସମାବେଶରେ ଯୋଗଦାନ କରିଥିଲେ।

#Nuapada
Pradeep Balsamant (@pradeepbsbjp) 's Twitter Profile Photo

ଉତ୍କଳ ରତ୍ନ ବିଶ୍ୱନାଥ ମିଶ୍ରଙ୍କ ଜୟନ୍ତୀରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି।

ଉତ୍କଳ ରତ୍ନ ବିଶ୍ୱନାଥ ମିଶ୍ରଙ୍କ ଜୟନ୍ତୀରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି।
Pradeep Balsamant (@pradeepbsbjp) 's Twitter Profile Photo

ପବିତ୍ର ଧନତେରସ ଅବସରରେ ସମସ୍ତଙ୍କୁ ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ । ଭଗବାନ ଧନ୍ୱନ୍ତରୀଙ୍କ ଆଶୀର୍ବାଦରୁ ଆମ ରାଜ୍ୟର ପ୍ରତ୍ୟେକ ପରିବାର ସୁଖ, ଶାନ୍ତି, ସମୃଦ୍ଧି ଏବଂ ଉତ୍ତମ ସ୍ୱାସ୍ଥ୍ୟ ଲାଭ କରୁ।

ମୋ ନିର୍ବାଚନ ମଣ୍ଡଳୀ ର ଖପୁରିଆପଦା ପଞ୍ଚାୟତ, ବାଲିପସି ଗ୍ରାମ ର ଯୁବ ସଂଗଠକ ପ୍ରଫୁଲ୍ଲ ମଲ୍ଲିକ,ପ୍ରତାପ ମଲ୍ଲିକ ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ Narendra Modi ଙ୍କ ନୀତି ଓ ଆଦର୍ଶ ତଥା ମାନନୀୟ ମୁଖ୍ୟମନ୍ତ୍ରୀ ଶ୍ରୀ Mohan Charan majhi ଙ୍କ କାର୍ଯ୍ୟଶୈଳୀ ଓ ନେତୃତ୍ଵରେ ପ୍ରଭାବିତ ହୋଇ Bharatiya Janata Party BJP ରେ ଯୋଗଦାନ

ନୂଆପଡ଼ା ବିଧାନସଭା ଉପନିର୍ବାଚନ ନିମନ୍ତେ ନୂଆପଡା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆଜି ବିଜେପିର ବିଧାୟକ ପ୍ରାର୍ଥୀ ଶ୍ରୀ ଜୟ ଢୋଲକିଆଙ୍କ ନାମାଙ୍କନ ଦାଖଲ କାର୍ଯ୍ୟକ୍ରମରେ ମାନନୀୟ ରାଜ୍ୟ ବିଜେପି ସଭାପତି ଶ୍ରୀ Manmohan samal, ମାନ୍ୟବର ମନ୍ତ୍ରୀ ଶ୍ରୀ ଗଣେଶ ରାମସିଂ ଖୁଣ୍ଟିଆ, ମନ୍ୟବର ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାୟକ, ପୂର୍ବତନ

ମୋ ନିର୍ବାଚନ ମଣ୍ଡଳୀର ରଣାଗୁଣ୍ଡି ପଞ୍ଚାୟତ ଅନ୍ତର୍ଗତ ରଗଡା ଗ୍ରାମ ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ Narendra Modi ଙ୍କ ନୀତି ଓ ଆଦର୍ଶ ତଥା ମାନନୀୟ ମୁଖ୍ୟମନ୍ତ୍ରୀ ଶ୍ରୀ Mohan Charan majhi ଙ୍କ କାର୍ଯ୍ୟଶୈଳୀ ଓ ନେତୃତ୍ଵରେ ପ୍ରଭାବିତ ହୋଇ Bharatiya Janata Party BJP ରେ ଯୋଗଦାନ କରିଛନ୍ତି। ଆପଣମାନଙ୍କୁ ଅଶେଷ ଅଶେଷ

ମୋ ନିର୍ବାଚନ ମଣ୍ଡଳୀର ରଣାଗୁଣ୍ଡି ପଞ୍ଚାୟତ ଅନ୍ତର୍ଗତ ରଗଡା ଗ୍ରାମ ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ Narendra Modi ଙ୍କ ନୀତି ଓ ଆଦର୍ଶ ତଥା ମାନନୀୟ ମୁଖ୍ୟମନ୍ତ୍ରୀ ଶ୍ରୀ Mohan Charan majhi ଙ୍କ କାର୍ଯ୍ୟଶୈଳୀ ଓ ନେତୃତ୍ଵରେ ପ୍ରଭାବିତ ହୋଇ Bharatiya Janata Party BJP ରେ ଯୋଗଦାନ କରିଛନ୍ତି। 

ଆପଣମାନଙ୍କୁ ଅଶେଷ ଅଶେଷ
Pradeep Balsamant (@pradeepbsbjp) 's Twitter Profile Photo

ମୋ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବନ୍ଧଗାଁ ଗ୍ରାମ ପଞ୍ଚାୟତର ଅଭିମନ୍ୟୁ ମହାନ୍ତଙ୍କର ଜିନ୍ଦଲ ଗେଟ ସମ୍ମୁଖରେ ଦେହାନ୍ତ ଖବର ପାଇ ତାଙ୍କର ପରିବାରକୁ ଆର୍ଥିକ ସାହାଯ୍ୟ କରାଯାଇଛି। କମ୍ପାନୀ ସହ କଥା ହେବା ସହ ତାଙ୍କର ପରିବାରର ସୁବିଧା ଅସୁବିଧା ବିଷୟରେ କିପରି ଦାୟିତ୍ଵ ନେଇହେବ ସେ ଦିଗରେ ଗୁରୁତ୍ଵ ଦେଲି।

ମୋ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବନ୍ଧଗାଁ ଗ୍ରାମ ପଞ୍ଚାୟତର ଅଭିମନ୍ୟୁ ମହାନ୍ତଙ୍କର ଜିନ୍ଦଲ ଗେଟ ସମ୍ମୁଖରେ ଦେହାନ୍ତ ଖବର ପାଇ ତାଙ୍କର ପରିବାରକୁ ଆର୍ଥିକ ସାହାଯ୍ୟ କରାଯାଇଛି।

କମ୍ପାନୀ ସହ କଥା ହେବା ସହ ତାଙ୍କର ପରିବାରର ସୁବିଧା ଅସୁବିଧା ବିଷୟରେ କିପରି ଦାୟିତ୍ଵ ନେଇହେବ ସେ ଦିଗରେ ଗୁରୁତ୍ଵ ଦେଲି।