PEN IN BOOKS (@peninbooks) 's Twitter Profile
PEN IN BOOKS

@peninbooks

an imprint of ODIA MEDIA PRIVATE LIMITED
Since 2006
Publishes books in Odia & English
Organises Koraput Literary Festival, Bhubaneswar Literary Festival

ID: 1396842833751937024

linkhttps://www.peninbooks.com calendar_today24-05-2021 14:57:50

791 Tweet

179 Followers

34 Following

PEN IN BOOKS (@peninbooks) 's Twitter Profile Photo

ଘୋଷଣା ------- ୯ମ ପେନ୍‌ ଇନ୍‌ ବୁକ୍ସ ଯୁବ ଲେଖକ ସମ୍ମାନ PEN IN BOOKS Young Author Award 2025 ବିଗତ ବର୍ଷମାନଙ୍କ ଭଳି ୨୦୨୫ ମସିହା ପାଇଁ ୪୦ ବର୍ଷ ବା ତହିଁରୁ କମ ବୟସର ୧୦ ଜଣ ଲେଖକ ସେମାନଙ୍କର ପାଣ୍ଡୁଲିପି ନିମନ୍ତେ ଏହି ସମ୍ମାନ ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। ୧. ଶୁଭାଶିଷ ପଟ୍ଟନାୟକ (୧୯୯୯), ବାଲେଶ୍ବର, ଗଳ୍ପ

ଘୋଷଣା

୯ମ ପେନ୍‌ ଇନ୍‌ ବୁକ୍ସ ଯୁବ ଲେଖକ ସମ୍ମାନ
PEN IN BOOKS Young Author Award 2025

ବିଗତ ବର୍ଷମାନଙ୍କ ଭଳି ୨୦୨୫ ମସିହା ପାଇଁ ୪୦ ବର୍ଷ ବା ତହିଁରୁ କମ ବୟସର ୧୦ ଜଣ ଲେଖକ ସେମାନଙ୍କର ପାଣ୍ଡୁଲିପି ନିମନ୍ତେ ଏହି ସମ୍ମାନ ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି।

୧. ଶୁଭାଶିଷ ପଟ୍ଟନାୟକ (୧୯୯୯), ବାଲେଶ୍ବର, ଗଳ୍ପ
PEN IN BOOKS (@peninbooks) 's Twitter Profile Photo

୯ମ ପେନ୍‌ ଇନ୍‌ ବୁକ୍ସ ଯୁବ ଲେଖକ ସମ୍ମାନ PEN IN BOOKS Young Author Award 2025 ବିଗତ ବର୍ଷମାନଙ୍କ ଭଳି ୨୦୨୫ ମସିହା ପାଇଁ ୪୦ ବର୍ଷ ବା ତହିଁରୁ କମ ବୟସର ୧୦ ଜଣ ଲେଖକ ସେମାନଙ୍କର ପାଣ୍ଡୁଲିପି ନିମନ୍ତେ ଏହି ସମ୍ମାନ ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। ଖବର ପ୍ରକାଶନ ପାଇଁ ଧରିତ୍ରୀ, ସମ୍ବାଦ, ସମାଜ ଓ ପ୍ରଗତିବାଦୀ

୯ମ ପେନ୍‌ ଇନ୍‌ ବୁକ୍ସ ଯୁବ ଲେଖକ ସମ୍ମାନ
PEN IN BOOKS Young Author Award 2025

ବିଗତ ବର୍ଷମାନଙ୍କ ଭଳି ୨୦୨୫ ମସିହା ପାଇଁ ୪୦ ବର୍ଷ ବା ତହିଁରୁ କମ ବୟସର ୧୦ ଜଣ ଲେଖକ ସେମାନଙ୍କର ପାଣ୍ଡୁଲିପି ନିମନ୍ତେ ଏହି ସମ୍ମାନ ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। ଖବର ପ୍ରକାଶନ ପାଇଁ ଧରିତ୍ରୀ, ସମ୍ବାଦ, ସମାଜ ଓ ପ୍ରଗତିବାଦୀ
PEN IN BOOKS (@peninbooks) 's Twitter Profile Photo

୨୮ତମ କଳିଙ୍ଗ ପୁସ୍ତକମେଳାରେ ପେନ୍‌ ଇନ୍‌ ବୁକ୍ସ ଷ୍ଟଲକୁ ସ୍ବାଗତ #peninbooks #20YearsOfExcellence #ପ୍ରତିଘରପାଠାଗାର #PratiGharaPathagara

୨୮ତମ କଳିଙ୍ଗ ପୁସ୍ତକମେଳାରେ ପେନ୍‌ ଇନ୍‌ ବୁକ୍ସ ଷ୍ଟଲକୁ ସ୍ବାଗତ
#peninbooks #20YearsOfExcellence
#ପ୍ରତିଘରପାଠାଗାର #PratiGharaPathagara
PEN IN BOOKS (@peninbooks) 's Twitter Profile Photo

ପୁସ୍ତକର ବିଜ୍ଞାପନ, ଆଜିର 'ସମ୍ବାଦ' ପ୍ରଥମ ପୃଷ୍ଠାରେ.. କେତେଦିନ ଆଉ ଖବରକାଗଜରେ ସେଇ ଚୋରପୋଲିସ, ହଣାମରା, ଠକେଇ ଆଉ ଡକେଇତି ଖବର ପଢ଼ିବା? ଆସନ୍ତୁ ପଢ଼ିବା ପୁଲିସ ଚାକିରିର ଭିତିରି କଥା - ଚାପ, କୋପ ଆଉ ପାପର ଅଳିନ୍ଦ ଭିତରେ ଜଣେ ନିର୍ଭୀକ ଓ ନିଆରା ପୁଲିସ ଅଧିକାରୀଙ୍କ ଜୀବନଗାଥା। ପୂର୍ବତନ ପୁଲିସ ମହାନିର୍ଦ୍ଦେଶକ, ପୂର୍ବତନ

ପୁସ୍ତକର ବିଜ୍ଞାପନ, ଆଜିର 'ସମ୍ବାଦ' ପ୍ରଥମ ପୃଷ୍ଠାରେ..

କେତେଦିନ ଆଉ ଖବରକାଗଜରେ ସେଇ ଚୋରପୋଲିସ, ହଣାମରା, ଠକେଇ ଆଉ ଡକେଇତି ଖବର ପଢ଼ିବା?
ଆସନ୍ତୁ ପଢ଼ିବା ପୁଲିସ ଚାକିରିର ଭିତିରି କଥା - ଚାପ, କୋପ ଆଉ ପାପର ଅଳିନ୍ଦ ଭିତରେ ଜଣେ ନିର୍ଭୀକ ଓ ନିଆରା ପୁଲିସ ଅଧିକାରୀଙ୍କ ଜୀବନଗାଥା।
ପୂର୍ବତନ ପୁଲିସ ମହାନିର୍ଦ୍ଦେଶକ, ପୂର୍ବତନ
PEN IN BOOKS (@peninbooks) 's Twitter Profile Photo

ପୁସ୍ତକ ମେଳା ଚାଲିଛି ଲେଖକ ପାଠକଙ୍କ ଭିଡ଼ ଜମୁଛି ଆପଣ ଏଯାଏଁ ଆସିନାହାନ୍ତି? #peninbooks #20YearsOfExcellence #ପ୍ରତିଘରପାଠାଗାର #PratiGharaPathagara

ପୁସ୍ତକ ମେଳା ଚାଲିଛି
ଲେଖକ ପାଠକଙ୍କ ଭିଡ଼ ଜମୁଛି
ଆପଣ ଏଯାଏଁ ଆସିନାହାନ୍ତି?

#peninbooks #20YearsOfExcellence
#ପ୍ରତିଘରପାଠାଗାର #PratiGharaPathagara
PEN IN BOOKS (@peninbooks) 's Twitter Profile Photo

ଆଉ ମାତ୍ର ୪ ଦିନ ପରେ ଶେଷ ୨୮ତମ କଳିଙ୍ଗ ପୁସ୍ତକ ମେଳାରେ ପେନ୍‌ ଇନ୍‌ ବୁକ୍ସକୁ ଭେଟନ୍ତୁ ଷ୍ଟଲ ନମ୍ବର ୨ ପ୍ରଦର୍ଶନୀ ପଡ଼ିଆ, ଭୁବନେଶ୍ବର ନଭେମ୍ବର ୨୧ରୁ ୩୦, ୨୦୨୫ #peninbooks #20YearsOfExcellence #ପ୍ରତିଘରପାଠାଗାର #PratiGharaPathagara

ଆଉ ମାତ୍ର ୪ ଦିନ ପରେ ଶେଷ
୨୮ତମ କଳିଙ୍ଗ ପୁସ୍ତକ ମେଳାରେ ପେନ୍‌ ଇନ୍‌ ବୁକ୍ସକୁ ଭେଟନ୍ତୁ
ଷ୍ଟଲ ନମ୍ବର ୨
ପ୍ରଦର୍ଶନୀ ପଡ଼ିଆ, ଭୁବନେଶ୍ବର
ନଭେମ୍ବର ୨୧ରୁ ୩୦, ୨୦୨୫

#peninbooks #20YearsOfExcellence
#ପ୍ରତିଘରପାଠାଗାର #PratiGharaPathagara
PEN IN BOOKS (@peninbooks) 's Twitter Profile Photo

ଆସନ୍ତାକାଲିଠାରୁ ଆରମ୍ଭ ହେଉଛି ୩ୟ ସୋଆ ସାହିତ୍ୟ ଉତ୍ସବ ଉତ୍ସବର ବିଭିନ୍ନ ସଂପାନରେ ଭେଟିବା ଆମର ୧୬ ଜଣ ଲେଖକଙ୍କୁ Siksha 'O' Anusandhan #soaliteraryfestival #peninbooks #20YearsOfExcellence #ପ୍ରତିଘରପାଠାଗାର #PratiGharaPathagara

ଆସନ୍ତାକାଲିଠାରୁ ଆରମ୍ଭ ହେଉଛି ୩ୟ ସୋଆ ସାହିତ୍ୟ ଉତ୍ସବ
ଉତ୍ସବର ବିଭିନ୍ନ ସଂପାନରେ ଭେଟିବା ଆମର ୧୬ ଜଣ ଲେଖକଙ୍କୁ

Siksha 'O' Anusandhan #soaliteraryfestival
#peninbooks #20YearsOfExcellence
#ପ୍ରତିଘରପାଠାଗାର #PratiGharaPathagara
PEN IN BOOKS (@peninbooks) 's Twitter Profile Photo

ବର୍ତ୍ତମାନ ସମୟର ଅନ୍ୟତମ ଚର୍ଚ୍ଚିତ ଉପନ୍ୟାସକାର ଶୁଭ୍ରାଂଶୁ ପଣ୍ଡାଙ୍କ ତିନୋଟି ଉପନ୍ୟାସ - ତିନୋଟି ପରୀକ୍ଷାନିରୀକ୍ଷା, ତିନୋଟି ଆଧୁନିକ କ୍ଲାସିକ୍ କଳିଙ୍ଗ ପୁସ୍ତକ ମେଳା ସମେତ, ବିଭିନ୍ନ ପୁସ୍ତକାଳୟ ଓ ଆମାଜନ୍‌ରେ ଉପଲବ୍ଧ ଆମାଜନ୍‌ ଲିଙ୍କ୍ ଇତର (୨୦୨୧) amazon.in/dp/9388863526 ଶିଳ୍ପ ଭାଗବତ (୨୦୧୪) amazon.in/dp/8195244416

ବର୍ତ୍ତମାନ ସମୟର ଅନ୍ୟତମ ଚର୍ଚ୍ଚିତ ଉପନ୍ୟାସକାର ଶୁଭ୍ରାଂଶୁ ପଣ୍ଡାଙ୍କ ତିନୋଟି ଉପନ୍ୟାସ - ତିନୋଟି ପରୀକ୍ଷାନିରୀକ୍ଷା, ତିନୋଟି ଆଧୁନିକ କ୍ଲାସିକ୍
କଳିଙ୍ଗ ପୁସ୍ତକ ମେଳା ସମେତ, ବିଭିନ୍ନ ପୁସ୍ତକାଳୟ ଓ ଆମାଜନ୍‌ରେ ଉପଲବ୍ଧ

ଆମାଜନ୍‌ ଲିଙ୍କ୍
ଇତର (୨୦୨୧) amazon.in/dp/9388863526
ଶିଳ୍ପ ଭାଗବତ (୨୦୧୪) amazon.in/dp/8195244416
PEN IN BOOKS (@peninbooks) 's Twitter Profile Photo

ପଡ଼ିଆରେ ପୁସ୍ତକ ମଉଜ ଆଜି ଶେଷ ଆଜି ୨୮ତମ କଳିଙ୍ଗ ପୁସ୍ତକ ମେଳାର ଶେଷ ଦିନ ପୁଣି ଏଇ ପଡ଼ିଆରେ ଭେଟ ହେବ ଡିସେମ୍ବର ୬ ତାରିଖରୁ ୧୭ ତାରିଖ ଯାଏଁ, ୭ମ ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବରେ #peninbooks #20YearsOfExcellence #ପ୍ରତିଘରପାଠାଗାର #PratiGharaPathagara

ପଡ଼ିଆରେ ପୁସ୍ତକ ମଉଜ ଆଜି ଶେଷ
ଆଜି ୨୮ତମ କଳିଙ୍ଗ ପୁସ୍ତକ ମେଳାର ଶେଷ ଦିନ
ପୁଣି ଏଇ ପଡ଼ିଆରେ ଭେଟ ହେବ ଡିସେମ୍ବର ୬ ତାରିଖରୁ ୧୭ ତାରିଖ ଯାଏଁ, ୭ମ ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବରେ

#peninbooks #20YearsOfExcellence
#ପ୍ରତିଘରପାଠାଗାର #PratiGharaPathagara
PEN IN BOOKS (@peninbooks) 's Twitter Profile Photo

୨୦ ବର୍ଷର ସ୍ମୃତି ----------- ପେନ୍‌ ଇନ୍‌ ବୁକ୍ସ ୨୦ ବର୍ଷରେ ପାଦ ଦେଇଛି। ଏ ଅବସରରେ ଆମେ କିଛି ପୁରୁଣା ପୁସ୍ତକର ସ୍ମୃତି ରୋମନ୍ଥନ କରିବା। 'ବିରହିଣୀ ରାତ୍ରିର ଜ୍ବଳନ' ଏକ କବିତା ପୁସ୍ତକ, ପ୍ରକାଶ ପାଇଥିଲା ୨୦୦୬ ମସିହା ଅଗଷ୍ଟ ମାସରେ। ଏହାର କବି ବୀରେନ୍ଦ୍ର କୁମାର ଦାସଙ୍କର ପ୍ରଥମ ପୁସ୍ତକ 'ନିଷିଦ୍ଧ କାବ୍ୟ' ଆମେ ପ୍ରକାଶ

୨୦ ବର୍ଷର ସ୍ମୃତି

ପେନ୍‌ ଇନ୍‌ ବୁକ୍ସ ୨୦ ବର୍ଷରେ ପାଦ ଦେଇଛି। ଏ ଅବସରରେ ଆମେ କିଛି ପୁରୁଣା ପୁସ୍ତକର ସ୍ମୃତି ରୋମନ୍ଥନ କରିବା।

'ବିରହିଣୀ ରାତ୍ରିର ଜ୍ବଳନ' ଏକ କବିତା ପୁସ୍ତକ, ପ୍ରକାଶ ପାଇଥିଲା ୨୦୦୬ ମସିହା ଅଗଷ୍ଟ ମାସରେ। ଏହାର କବି ବୀରେନ୍ଦ୍ର କୁମାର ଦାସଙ୍କର ପ୍ରଥମ ପୁସ୍ତକ 'ନିଷିଦ୍ଧ କାବ୍ୟ' ଆମେ ପ୍ରକାଶ
PEN IN BOOKS (@peninbooks) 's Twitter Profile Photo

ପେନ୍ ଇନ୍ ବୁକ୍ସ ଅନୁବାଦ PEN IN BOOKS Translations #postcard #bookpromotion #peninbooks #20YearsOfExcellence #ପ୍ରତିଘରପାଠାଗାର #PratiGharaPathagara

ପେନ୍ ଇନ୍ ବୁକ୍ସ ଅନୁବାଦ
PEN IN BOOKS Translations

#postcard #bookpromotion
#peninbooks #20YearsOfExcellence
#ପ୍ରତିଘରପାଠାଗାର #PratiGharaPathagara
PEN IN BOOKS (@peninbooks) 's Twitter Profile Photo

୭ମ ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବ (ଡିସେମ୍ବର ୬ରୁ ୧୭) ଅବସରରେ ପ୍ରକାଶ ପାଉଛି ଯୁବ ପିଢ଼ିର ଅନ୍ୟତମ ଶକ୍ତିଶାଳୀ କାବ୍ୟସ୍ବର ତୃପ୍ତି ରଞ୍ଜନ ଦାସଙ୍କ କବିତା ସଂକଳନ "ସେଇଦିନ ଭୁଲିଯିବି" ଲେଖକଙ୍କ ଦସ୍ତଖତ ସହ ପୁସ୍ତକଟିଏ ଦୁଆର ମୁହଁରେ ପାଇବା ପାଇଁ ଆଜି ହିଁ ଆଗୁଆ ମାଗଣ (ପ୍ରି-ଅର୍ଡର) କରନ୍ତୁ amazon.in/dp/9347497207

୭ମ ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବ (ଡିସେମ୍ବର ୬ରୁ ୧୭) ଅବସରରେ ପ୍ରକାଶ ପାଉଛି ଯୁବ ପିଢ଼ିର ଅନ୍ୟତମ ଶକ୍ତିଶାଳୀ କାବ୍ୟସ୍ବର ତୃପ୍ତି ରଞ୍ଜନ ଦାସଙ୍କ କବିତା ସଂକଳନ "ସେଇଦିନ ଭୁଲିଯିବି"

ଲେଖକଙ୍କ ଦସ୍ତଖତ ସହ ପୁସ୍ତକଟିଏ ଦୁଆର ମୁହଁରେ ପାଇବା ପାଇଁ ଆଜି ହିଁ ଆଗୁଆ ମାଗଣ (ପ୍ରି-ଅର୍ଡର) କରନ୍ତୁ
amazon.in/dp/9347497207
PEN IN BOOKS (@peninbooks) 's Twitter Profile Photo

ଚିତ୍ରଶିଳ୍ପୀ ଓ ଲେଖକ ରମାକାନ୍ତ ସାମନ୍ତରାୟଙ୍କ ‘ଆଫଗାନ ସ୍ନୋ ଓ ଅନ୍ୟାନ୍ୟ ରଚନା’ ଏକ ଲଳିତ ନିବନ୍ଧ ସଂକଳନ। ଏଥିରେ ଲେଖକଙ୍କର ନିଜସ୍ୱ ସ୍ମୃତି-ଅନୁଭୂତିମୂଳକ ଆଲେଖ ସାଙ୍ଗକୁ ରହିଛି କିଛି ଜଣାଅଜଣା ତଥ୍ୟର ଚଟୁଳ ଉପସ୍ଥାପନା। ବସ୍ତୁର ଇତିହାସ ଓ ତା ସହ ସମ୍ପର୍କର ମାୟା ଜାଲ ଭିତରେ ସଂକଳନର ଅନେକ ରଚନା ପାଠକଙ୍କୁ ସେମାନଙ୍କ ଧୂମାଭ

୭ମ ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବ ୨୦୨୫କୁ ସ୍ବାଗତ ପେନ୍‌ ଇନ୍‌ ବୁକ୍ସ ଷ୍ଟଲକୁ ସ୍ବାଗତ, ଷ୍ଟଲ ନଂ ୨୬ ୬ରୁ ୧୭ ଡିସେମ୍ବର ୨୦୨୫, ପ୍ରଦର୍ଶନୀ ପଡ଼ିଆ, ଭୁବନେଶ୍ବର #peninbooks #20YearsOfExcellence #ପ୍ରତିଘରପାଠାଗାର #PratiGharaPathagara CMO Odisha Mohan Charan Majhi Suryabanshi Suraj

୭ମ ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବ ୨୦୨୫କୁ ସ୍ବାଗତ
ପେନ୍‌ ଇନ୍‌ ବୁକ୍ସ ଷ୍ଟଲକୁ ସ୍ବାଗତ, ଷ୍ଟଲ ନଂ ୨୬
୬ରୁ ୧୭ ଡିସେମ୍ବର ୨୦୨୫, ପ୍ରଦର୍ଶନୀ ପଡ଼ିଆ, ଭୁବନେଶ୍ବର

#peninbooks #20YearsOfExcellence
#ପ୍ରତିଘରପାଠାଗାର #PratiGharaPathagara
CMO Odisha Mohan Charan Majhi Suryabanshi Suraj
PEN IN BOOKS (@peninbooks) 's Twitter Profile Photo

ଭାରତର ସମନ୍ୱିତ ବିବିଧତା, ଗୌରବାବହ ଇତିହାସ, ଋଦ୍ଧିମନ୍ତ ସାହିତ୍ୟ, ସଭ୍ୟତା ତଥା ବିଶ୍ୱବିଦିତ ସ୍ୱାଧୀନତା ଆନ୍ଦୋଳନର ମର୍ମସ୍ପର୍ଶୀ ଆଲେଖଗୁଡ଼ିକରେ ସମୃଦ୍ଧ ଛନ୍ଦା ମିଶ୍ରଙ୍କ ଭ୍ରମଣ କାହାଣୀ ପୁସ୍ତକ 'ଦୂର ଦିଗନ୍ତର ସମ୍ମୋହନ'। ପୁସ୍ତକଟିରେ ସଂଯୋଜିତ ପ୍ରତ୍ୟେକଟି ଲେଖା ବୟସ ନିର୍ବିଶେଷରେ ସମସ୍ତ ପାଠକଙ୍କୁ ଯେ ବିସ୍ମିତ, ଶିହରିତ ଓ

୭ମ ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବକୁ ସ୍ବାଗତ ପେନ୍‌ ଇନ୍‌ ବୁକ୍ସ ଷ୍ଟଲ ନଂ - ୧୦ (ଷ୍ଟଲ୍ ଫ୍ରଣ୍ଟ୍‌ ନଂ ୨୬-୨୭-୨୮) ୬ରୁ ୧୭ ଡିସେମ୍ବର, ୨୦୨୫ ପ୍ରଦର୍ଶନୀ ପଡ଼ିଆ, ଭୁବନେଶ୍ବର #peninbooks #20YearsOfExcellence #ପ୍ରତିଘରପାଠାଗାର #PratiGharaPathagara CMO Odisha Mohan Charan Majhi Suryabanshi Suraj ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ

୭ମ ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବକୁ ସ୍ବାଗତ
ପେନ୍‌ ଇନ୍‌ ବୁକ୍ସ ଷ୍ଟଲ ନଂ - ୧୦ (ଷ୍ଟଲ୍ ଫ୍ରଣ୍ଟ୍‌ ନଂ ୨୬-୨୭-୨୮)
୬ରୁ ୧୭ ଡିସେମ୍ବର, ୨୦୨୫
ପ୍ରଦର୍ଶନୀ ପଡ଼ିଆ, ଭୁବନେଶ୍ବର

#peninbooks #20YearsOfExcellence
#ପ୍ରତିଘରପାଠାଗାର #PratiGharaPathagara
CMO Odisha Mohan Charan Majhi Suryabanshi Suraj ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ
PEN IN BOOKS (@peninbooks) 's Twitter Profile Photo

ପ୍ରସିଦ୍ଧ କଥାଶିଳ୍ପୀ ବନଜ ଦେବୀଙ୍କ ‘ମଣିମା ଶୁଣିମା ହେଉ’ ହେଉଛି ଶ୍ରୀଜଗନ୍ନାଥଙ୍କୁ ନିଜ ସତ୍ତା ଓ ସଂସାରର ଅବିଚ୍ଛେଦ୍ୟ ଅଂଶ ବୋଲି ମାନ୍ୟ କରୁଥିବାର ଶବ୍ଦ-ସ୍ଥାପତ୍ୟ। ନିଃସନ୍ଦେହରେ କୁହାଯାଇପାରେ ଯେ ବଡ଼ଠାକୁରଙ୍କ ପ୍ରତି ଆକୁଳତା, ଭାବପ୍ରବଣତା, ସମର୍ପଣ ଓ ସଖ୍ୟଭାବର ଏହି ଅନନ୍ୟ ସଂକଳନଟି ପାଠକମାନଙ୍କୁ ନିଶ୍ଚିତ ଉଚ୍ଚାଟିତ ଓ

ସଦ୍ୟ ଅମଳ Press Fresh #peninbooks #20YearsOfExcellence #ପ୍ରତିଘରପାଠାଗାର #PratiGharaPathagara

ସଦ୍ୟ ଅମଳ
Press Fresh

#peninbooks #20YearsOfExcellence
#ପ୍ରତିଘରପାଠାଗାର #PratiGharaPathagara
PEN IN BOOKS (@peninbooks) 's Twitter Profile Photo

#ପୋଥିପ୍ରବେଶ ଯୁବପିଢ଼ିର ଅନ୍ୟତମ ଚର୍ଚ୍ଚିତ କବି ତୃପ୍ତିରଞ୍ଜନ ଦାସଙ୍କ କବିତା ସଂକଳନ ସେଇଦିନ ଭୁଲିଯିବି ପେନ୍‌ ଇନ୍‌ ବୁକ୍ସ ଷ୍ଟଲରେ ଉନ୍ମୋଚିତ ହୋଇଛି। ଉନ୍ମୋଚନ ବେଳେ ଉପସ୍ଥିତ ଅଛନ୍ତି (ବାମରୁ) ସ୍ବୟଂ ଲେଖକ ତୃପ୍ତିରଞ୍ଜନ, କବି ଓ କଥାକାର ସୁବ୍ରତ ସେନାପତି, କବି ଓ ଗୀତିକାର ବିଜୟ ମଲ୍ଲ, କଥାକାର ଶୁଭ୍ରାଂଶୁ ପଣ୍ଡା ଏବଂ କବି ଓ

#ପୋଥିପ୍ରବେଶ
ଯୁବପିଢ଼ିର ଅନ୍ୟତମ ଚର୍ଚ୍ଚିତ କବି ତୃପ୍ତିରଞ୍ଜନ ଦାସଙ୍କ କବିତା ସଂକଳନ ସେଇଦିନ ଭୁଲିଯିବି ପେନ୍‌ ଇନ୍‌ ବୁକ୍ସ ଷ୍ଟଲରେ ଉନ୍ମୋଚିତ ହୋଇଛି। ଉନ୍ମୋଚନ ବେଳେ ଉପସ୍ଥିତ ଅଛନ୍ତି (ବାମରୁ) ସ୍ବୟଂ ଲେଖକ ତୃପ୍ତିରଞ୍ଜନ, କବି ଓ କଥାକାର ସୁବ୍ରତ ସେନାପତି, କବି ଓ ଗୀତିକାର ବିଜୟ ମଲ୍ଲ, କଥାକାର ଶୁଭ୍ରାଂଶୁ ପଣ୍ଡା ଏବଂ କବି ଓ
PEN IN BOOKS (@peninbooks) 's Twitter Profile Photo

ଆଜିର 'ସମ୍ବାଦ' ପ୍ରଥମ ପୃଷ୍ଠାରେ ପୁସ୍ତକର ବିଜ୍ଞାପନ --------------------- ଓଡ଼ିଶାରେ ପାଠକ ନାହାନ୍ତି, ଓଡ଼ିଆ ପୁସ୍ତକ କେହି ପଢ଼ୁନାହାନ୍ତି, ସାହିତ୍ୟର ଆଦର କମିଗଲାଣି, ପ୍ରକାଶନ ବ୍ୟବସାୟରେ ଲାଭ ନାହିଁ ଭଳି ଅଭିଯୋଗ ହେଉଥିବା ସମୟରେ ଏହା ଆମର ଏକ ଦୁଃସାହସିକ ଆହ୍ବାନ। ଓଡ଼ିଆ ଜାତିକୁ ବହିମନସ୍କ କରିବା ପାଇଁ ଏଭଳି ପ୍ରୟାସ

ଆଜିର 'ସମ୍ବାଦ' ପ୍ରଥମ ପୃଷ୍ଠାରେ ପୁସ୍ତକର ବିଜ୍ଞାପନ

ଓଡ଼ିଶାରେ ପାଠକ ନାହାନ୍ତି, ଓଡ଼ିଆ ପୁସ୍ତକ କେହି ପଢ଼ୁନାହାନ୍ତି, ସାହିତ୍ୟର ଆଦର କମିଗଲାଣି, ପ୍ରକାଶନ ବ୍ୟବସାୟରେ ଲାଭ ନାହିଁ ଭଳି ଅଭିଯୋଗ ହେଉଥିବା ସମୟରେ ଏହା ଆମର ଏକ ଦୁଃସାହସିକ ଆହ୍ବାନ। ଓଡ଼ିଆ ଜାତିକୁ ବହିମନସ୍କ କରିବା ପାଇଁ ଏଭଳି ପ୍ରୟାସ