
PCCF WL & CWLW, Odisha
@pccfwl_odisha
Official Twitter handle of the PCCF (Wildlife) & Chief Wildlife Warden, Odisha.
ID: 1368197443221815298
https://www.wildlife.odisha.gov.in/ 06-03-2021 13:53:20
664 Tweet
2,2K Followers
25 Following

ନୟାଗଡ଼ ବନଖଣ୍ଡ ଅନ୍ତର୍ଗତ ଗୟଳସିଂହ ବନାଞ୍ଚଳର ନୋଟାରପଲ୍ଲୀ ଗ୍ରାମ ନିକଟରୁ ୩ ଶିକାରୀଙ୍କୁ ଗିରଫ କରାଯାଇଛି । ଉକ୍ତ ଅଞ୍ଚଳରେ ଓଡ଼ଗାଁ ବନାଞ୍ଚଳର କର୍ମଚାରୀଙ୍କ ଦ୍ୱାରା ରାତ୍ରକାଳୀନ ପାଟ୍ରୋଲିଂ ଚାଲିଥିଲା ବେଳେ ତିନି ଜଣ ଅଭିଯୁକ୍ତଙ୍କଠାରୁ ଏକ ଦେଶୀବନ୍ଧୁକ ଏବଂ ଅବୈଧ ବନ୍ୟପ୍ରାଣୀ ସାମଗ୍ରୀ ଜନତ କରାଯାଇଛି । Odisha Forest, Env. and Climate Change Department
