Sub-Collector & SDM, Padampur
@padampursdm
ID: 1706201643568812032
25-09-2023 06:59:58
62 Tweet
105 Followers
28 Following
ଆପଣଙ୍କ ମତଦାନର ପ୍ରକ୍ରିୟାକୁ ସହଜ କରିବାପାଇଁ ଭାରତ ନିର୍ବାଚନ ଆୟୋଗ ଆଣିଛନ୍ତି ସକ୍ଷମ ଆପ୍ (SAKSHAM APP) ଯାହା ସାହାଯ୍ୟରେ ଭୋଟରମାନେ ନିଜକୁ ଦିବ୍ୟାଙ୍ଗ(PwD) ଭାବେ ଚିହ୍ନଟ କରି ମତଦାନ କେନ୍ଦ୍ରରେ ଅନେକ ପ୍ରକାରର ସହାୟତା ପାଇପାରିବେ।✨ Election Commission of India PIB India I & PR Department, Odisha All India Radio News DD News Odia DD ODIA
ଆଜି ଝାରବନ୍ଧ ପଞ୍ଚାୟତ ସମିତି କାର୍ଯ୍ୟାଳୟ ଠାରେ ଜିଲ୍ଲାସ୍ତରୀୟ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିରରେ ଜିଲ୍ଲାପାଳ,ଆରକ୍ଷୀ ଅଧିକ୍ଷକ, ଅତିରିକ୍ତ ଜିଲ୍ଲlପାଳ, ସମେତ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଉପସ୍ଥିତ ରହି ଅଭିଯୋଗ ଶୁଣିବା ସହିତ ଭିନ୍ନକ୍ଷମ ବ୍ୟକ୍ତି ଙ୍କୁ ତିନି ଚକିଆ ସାଇକେଲ ପ୍ରଦାନ କରାଯାଇଥିଲା l CMO Odisha I & PR Department, Odisha
Equipping BLOs & Supervisors with the skills for flawless voter list revision. Special Intensive Revision training completed w.r.t. 02-Bijepur AC Election Commission of India Chief Electoral Officer, Odisha Collector & DM, Bargarh
Special Intensive Revision training for BLOs & BLO Supervisors – towards accurate & updated electoral rolls. #01_PadampurAC Chief Electoral Officer, Odisha Election Commission of India Collector & DM, Bargarh
ଆଜି ଝାରବନ୍ଧ ପଞ୍ଚାୟତ ସମିତି କାର୍ଯ୍ୟାଳୟ ଠାରେ ଜିଲ୍ଲାସ୍ତରୀୟ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି l ଏହି ଶିବିରରେ ଜିଲ୍ଲାପାଳ, ଆରକ୍ଷୀ ଅଧିକ୍ଷକ, ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ, ଉପଜିଲ୍ଲାପାଳ ପଦମପୁର ଓ ବିଭାଗୀୟ ଅଧିକାରୀ ଉପସ୍ଥିତ ରହି ଲୋକଙ୍କ ଅଭିଯୋଗ ଶୁଣିଥିଲେ l CMO Odisha I & PR Department, Odisha
On the night of 9th Dec, the Sub-Collector along with two Addl. Tahasildars, JMOs of Mining department & police conducted a joint enforcement drive against illegal sand mining. 3 Hyva trucks and 1 excavator were seized. Collector & DM, Bargarh Revenue & DM Department, Government of Odisha Steel & Mines, Odisha Bargarh Police
Proud of Team #Bijepur for their dedication.Even in the face of challenges, this #Administration stands resolutely with the vulnerable and marginalized. Collector & DM, Bargarh Revenue & DM Department, Government of Odisha #Landdemarcation youtu.be/PZqcaKhhy54?si…