OSEFD (@osefd123) 's Twitter Profile
OSEFD

@osefd123

ODISHA SPECIAL EDUCATOR FEDERATION FOR DIVYANG
Fight for Right of SPECIAL EDUCATOR and Children with Disability in ODISHA.

Contact number:- 8895870100

ID: 1028208074677354497

calendar_today11-08-2018 09:14:42

911 Tweet

1,1K Followers

24 Following

OSEFD (@osefd123) 's Twitter Profile Photo

We request to Hon'ble CMO Odisha Shri Mohan Charan Majhi Sir, Hon'ble S&ME Minister Nityananda Gond Sir,Plz kindly appoint the special educator in each General School as per Order Of Hon'ble Supreme Court.

ସୁପ୍ରିମକୋର୍ଟର ନିର୍ଦ୍ଦେଶ ମୁତାବକ ସାଧାରଣ ବିଦ୍ୟାଳୟରେ ଦିବ୍ୟାଙ୍ଗ ବିଦ୍ୟାର୍ଥୀ ମାନଙ୍କ ଶିକ୍ଷା ର ଉନ୍ନତି ପାଇଁ ସ୍ଥାୟୀ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି କରିବାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ Mohan Charan Majhi ଏବଂ ମାନ୍ୟବର ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ Nityananda Gond ଙ୍କୁ ବିନମ୍ର ନିବେଦନ।

Rakesh Sahoo (@rkbaba95) 's Twitter Profile Photo

1.5 ଲକ୍ଷ ରୁ ଉର୍ଦ୍ଧ ଦିବ୍ୟାଙ୍ଗ ପିଲାଏ 49000 ରୁ ଉର୍ଦ୍ଧ ବିଦ୍ୟାଳୟରେ ନାମ ଲେଖିଛନ୍ତି ହେଲେ ଜଣେ ବି ସ୍ଵତନ୍ତ୍ର ଶିକ୍ଷକ ନାହାନ୍ତି ତାହେଲେ ସେମାନଙ୍କୁ ପଢ଼ାଉଛି କିଏ। ରାଜ୍ୟ ସରକାର ୟା ଉପରେ ତୁରନ୍ତ ପଦକ୍ଷେପ ନେଇ ପ୍ରତ୍ୟେକଟି ବିଦ୍ୟାଳୟରେ ଜଣେ ଜଣେ ସ୍ୱତନ୍ତ୍ର ଶିକ୍ଷକଙ୍କୁ ନିଯୁକ୍ତି ଦିଅନ୍ତୁ। CMO Odisha Pravati Parida

1.5 ଲକ୍ଷ ରୁ ଉର୍ଦ୍ଧ ଦିବ୍ୟାଙ୍ଗ ପିଲାଏ 49000 ରୁ ଉର୍ଦ୍ଧ ବିଦ୍ୟାଳୟରେ ନାମ ଲେଖିଛନ୍ତି ହେଲେ ଜଣେ ବି ସ୍ଵତନ୍ତ୍ର ଶିକ୍ଷକ ନାହାନ୍ତି ତାହେଲେ ସେମାନଙ୍କୁ ପଢ଼ାଉଛି କିଏ। ରାଜ୍ୟ ସରକାର ୟା ଉପରେ ତୁରନ୍ତ ପଦକ୍ଷେପ ନେଇ ପ୍ରତ୍ୟେକଟି ବିଦ୍ୟାଳୟରେ ଜଣେ ଜଣେ ସ୍ୱତନ୍ତ୍ର ଶିକ୍ଷକଙ୍କୁ ନିଯୁକ୍ତି ଦିଅନ୍ତୁ।
CMO Odisha Pravati Parida
OSEFD (@osefd123) 's Twitter Profile Photo

ସାଧାରଣ ବିଦ୍ୟାଳୟରେ ଦିବ୍ୟାଙ୍ଗ ବିଦ୍ୟାର୍ଥୀ ମାନଙ୍କ ଶିକ୍ଷା ର ଉନ୍ନତି ନିମନ୍ତେ ସ୍ଥାୟୀ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି କରିବାକୁ ଓଡ଼ିଶା ସରକାରଙ୍କୁ ବିନମ୍ର ନିବେଦନ। CMO Odisha Mohan Charan Majhi Nityananda Gond EducationOdisha OSEPA

ସାଧାରଣ ବିଦ୍ୟାଳୟରେ ଦିବ୍ୟାଙ୍ଗ ବିଦ୍ୟାର୍ଥୀ ମାନଙ୍କ ଶିକ୍ଷା ର ଉନ୍ନତି ନିମନ୍ତେ ସ୍ଥାୟୀ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି କରିବାକୁ ଓଡ଼ିଶା ସରକାରଙ୍କୁ ବିନମ୍ର ନିବେଦନ।
CMO Odisha Mohan Charan Majhi
Nityananda Gond EducationOdisha OSEPA
OSEFD (@osefd123) 's Twitter Profile Photo

ଆଜି ଭୁବନେଶ୍ବର ଠାରେ ସଂଘର ରାଜ୍ୟସ୍ତରୀୟ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଅଛି।ଏହି ବୈଠକରେ ସାଧାରଣ ବିଦ୍ୟାଳୟରେ ଦିବ୍ୟାଙ୍ଗ ବିଦ୍ୟାର୍ଥୀ ମାନଙ୍କ ଶିକ୍ଷାର ଉନ୍ନତି ସ୍ଥାୟୀ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି, ସଂଘର ସାଂଗଠନିକ ସ୍ଥିତି ବିଷୟରେ ବିସ୍ମୃତ ଭାବେ ଆଲୋଚ଼ନା ହୋଇଥିଲା। #fightsfordivyang #inclusiveodisha #osefdodisha

ଆଜି ଭୁବନେଶ୍ବର ଠାରେ ସଂଘର ରାଜ୍ୟସ୍ତରୀୟ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଅଛି।ଏହି ବୈଠକରେ ସାଧାରଣ ବିଦ୍ୟାଳୟରେ ଦିବ୍ୟାଙ୍ଗ ବିଦ୍ୟାର୍ଥୀ ମାନଙ୍କ ଶିକ୍ଷାର ଉନ୍ନତି ସ୍ଥାୟୀ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି, ସଂଘର ସାଂଗଠନିକ ସ୍ଥିତି ବିଷୟରେ ବିସ୍ମୃତ ଭାବେ ଆଲୋଚ଼ନା ହୋଇଥିଲା।
#fightsfordivyang
#inclusiveodisha
#osefdodisha
OSEFD (@osefd123) 's Twitter Profile Photo

ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି ମାମଲାରେ ସୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶ ୩ ସପ୍ତାହ ଅର୍ଥାତ ୨୮ ମାର୍ଚ୍ଚ ସୁଦ୍ଧା ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତିର ବିଜ୍ଞାପନ ବାହାର କରିବାକୁ ଆଦେଶ ଏହି ପରିପ୍ରେକ୍ଷୀରେ ଓଡ଼ିଶା ସରକାର ଦୃଷ୍ଟି ଦେଇ ସକରାତ୍ମକ ପଦକ୍ଷେପ ଗ୍ରହଣ କରିବାକୁ ଆମର ବିନମ୍ର ନିବେଦନ #mediacoverage #fightsfordivyang

ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି ମାମଲାରେ ସୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶ
୩ ସପ୍ତାହ ଅର୍ଥାତ ୨୮ ମାର୍ଚ୍ଚ ସୁଦ୍ଧା ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତିର ବିଜ୍ଞାପନ ବାହାର କରିବାକୁ ଆଦେଶ
ଏହି ପରିପ୍ରେକ୍ଷୀରେ ଓଡ଼ିଶା ସରକାର ଦୃଷ୍ଟି ଦେଇ ସକରାତ୍ମକ ପଦକ୍ଷେପ ଗ୍ରହଣ କରିବାକୁ ଆମର ବିନମ୍ର ନିବେଦନ
#mediacoverage
#fightsfordivyang
OSEFD (@osefd123) 's Twitter Profile Photo

ମାନ୍ୟବର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ଓଡ଼ିଶାର ସମସ୍ତ ସାଧାରଣ ବିଦ୍ୟାଳୟରେ ଦିବ୍ୟାଙ୍ଗ ବିଦ୍ୟାର୍ଥୀ ମାନଙ୍କ ପାଇଁ ସ୍ଥାୟୀ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି ଦେବାକୁ ଓଡ଼ିଶା ସରକାରଙ୍କ ନିକଟରେ ଆମର ବିନୀତ ଅନୁରୋଧ। #inclusiveodisha #InclusiveEducation #fightsfordivyang #mediacoverage

ମାନ୍ୟବର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ଓଡ଼ିଶାର ସମସ୍ତ ସାଧାରଣ ବିଦ୍ୟାଳୟରେ ଦିବ୍ୟାଙ୍ଗ ବିଦ୍ୟାର୍ଥୀ ମାନଙ୍କ ପାଇଁ ସ୍ଥାୟୀ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି ଦେବାକୁ ଓଡ଼ିଶା ସରକାରଙ୍କ ନିକଟରେ ଆମର ବିନୀତ ଅନୁରୋଧ।
#inclusiveodisha
#InclusiveEducation
#fightsfordivyang
#mediacoverage
OSEFD (@osefd123) 's Twitter Profile Photo

ସାଧାରଣ ବିଦ୍ୟାଳୟରେ ସ୍ବତନ୍ତ୍ର ଶିକ୍ଷକ ଖୁବଶୀଘ୍ର ନିଯୁକ୍ତି କରିବାକୁ ମାନ୍ୟବର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ। #inclusiveodisha #mediacoverage CMO Odisha Mohan Charan Majhi Dharmendra Pradhan Nityananda Gond Dr. Mukesh Mahaling Prithiviraj Harichandan ChiefSecyOdisha EducationOdisha OSEPA

ସାଧାରଣ ବିଦ୍ୟାଳୟରେ ସ୍ବତନ୍ତ୍ର ଶିକ୍ଷକ ଖୁବଶୀଘ୍ର ନିଯୁକ୍ତି କରିବାକୁ ମାନ୍ୟବର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ।
#inclusiveodisha
#mediacoverage
CMO Odisha Mohan Charan Majhi
Dharmendra Pradhan Nityananda Gond
Dr. Mukesh Mahaling Prithiviraj Harichandan
ChiefSecyOdisha EducationOdisha OSEPA
OSEFD (@osefd123) 's Twitter Profile Photo

ଓଡିଶା ବିଧାନସଭାର ସମ୍ମାନନୀୟା‌ ବାଚସ୍ପତି ଶ୍ରୀମତୀ SuramaPadhy ଙ୍କ ଆପ୍ରାଣ ଉଦ୍ୟମକୁ ଯେତେ ପ୍ରଶଂସା ଓ ଧନ୍ୟବାଦ୍ ଦେଲେ ମଧ୍ୟ କମ ପଡ଼ିବ। ଆପଣଙ୍କ ପ୍ରୟାସରେ ଓଡ଼ିଶାର ପ୍ରତ୍ୟେକ ସାଧାରଣ ବିଦ୍ୟାଳୟରେ ସ୍ଥାୟୀ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି ହେବେ ଏବଂ ଦିବ୍ୟାଙ୍ଗ ବିଦ୍ୟାର୍ଥୀ ମାନେ ସମାଜର ମୁଖ୍ୟସ୍ରୋତରେ ସାମିଲ୍ ହୋଇପାରିବେ।

OSEFD (@osefd123) 's Twitter Profile Photo

ବିଗତ ଦଶନ୍ଧି ଧରି ଆମେ ଆପଣଙ୍କ ଭଳି ଶିକ୍ଷାମନ୍ତ୍ରୀ ଦେଖି ନାହୁଁ,ଦିବ୍ୟାଙ୍ଗ ବିଦ୍ୟାର୍ଥୀମାନଙ୍କ ଶିକ୍ଷା ପାଇଁ ଆପଣଙ୍କ ତର୍ପରତା ଅତ୍ୟନ୍ତ ପ୍ରଶଂସନୀୟ ବିଦ୍ୟାଳୟରେ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି ମାଧ୍ୟମରେ ଦିବ୍ୟାଙ୍ଗ ବିଦ୍ୟାର୍ଥୀ ମାନଙ୍କୁ ଉତ୍ତମ ଶିକ୍ଷା ପ୍ରଦାନ କରି ବିକଶିତ ଓଡ଼ିଶା ଗଠନରେ ସହଭାଗିତା କରାଇବା ବୋଲି ଆମର ବିଶ୍ବାସ

OSEFD (@osefd123) 's Twitter Profile Photo

ରଙ୍ଗ ର ପର୍ବ "ହୋଲି" ଉପଲକ୍ଷେ ସମସ୍ତଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ।ପ୍ରଭୁ ରାଧାଗୋବିନ୍ଦଙ୍କ ଅପାର କରୁଣାରୁ ସମସ୍ତଙ୍କ ଜୀବନ ସୁଖ, ଶାନ୍ତି, ସମୃଦ୍ଧି ରେ ଭରିଯାଉ। #HappyHoli

ରଙ୍ଗ ର ପର୍ବ "ହୋଲି" ଉପଲକ୍ଷେ ସମସ୍ତଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ।ପ୍ରଭୁ ରାଧାଗୋବିନ୍ଦଙ୍କ ଅପାର କରୁଣାରୁ ସମସ୍ତଙ୍କ ଜୀବନ ସୁଖ, ଶାନ୍ତି, ସମୃଦ୍ଧି ରେ ଭରିଯାଉ।
#HappyHoli
OSEFD (@osefd123) 's Twitter Profile Photo

ଓଡ଼ିଆର ମନ, ଓଡ଼ିଆର ପ୍ରାଣ, ଓଡ଼ିଆର ପରିଚୟ, ଓଡ଼ିଆର ପ୍ରିୟ ପଖାଳ କଂସା। ଆନ୍ତର୍ଜାତୀୟ ପଖାଳ ଦିବସର ହାର୍ଦ୍ଦିକ ଅଭିନନ୍ଦନ। #PakhalaDivas

ଓଡ଼ିଆର ମନ, ଓଡ଼ିଆର ପ୍ରାଣ, ଓଡ଼ିଆର ପରିଚୟ, ଓଡ଼ିଆର ପ୍ରିୟ ପଖାଳ କଂସା। ଆନ୍ତର୍ଜାତୀୟ ପଖାଳ ଦିବସର ହାର୍ଦ୍ଦିକ ଅଭିନନ୍ଦନ।
#PakhalaDivas
OSEFD (@osefd123) 's Twitter Profile Photo

Be the reason for someone’s tomorrow by giving Blood. A single donation, can save countless heartbeats ଆସନ୍ତୁ ମିଳିତ ଭବେ ରକ୍ତଦାନ କରି ନିରୀହ ଜୀବନ ବଞ୍ଚାଇବା 📍ଗୋପିନାଥପୁର, ବାବା ସିଂହନାଥ ପୀଠ, ବଡ଼ମ୍ବା ତାରିଖ :୩୧/୩/୨୦୨୫ (ସୋମବାର) #DonateBloodSaveLife

Be the reason for someone’s tomorrow by giving Blood.
A single donation, can save countless heartbeats
ଆସନ୍ତୁ ମିଳିତ ଭବେ ରକ୍ତଦାନ କରି ନିରୀହ ଜୀବନ ବଞ୍ଚାଇବା
📍ଗୋପିନାଥପୁର, ବାବା ସିଂହନାଥ ପୀଠ, ବଡ଼ମ୍ବା
ତାରିଖ :୩୧/୩/୨୦୨୫ (ସୋମବାର)

#DonateBloodSaveLife
OSEFD (@osefd123) 's Twitter Profile Photo

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚ଼ିବ ଶ୍ରୀମତୀ ଶାଳୀନ ପଣ୍ଡିତଙ୍କୁ ସକ୍ଷମ ସଂଗଠନର ସମ୍ପାଦିକା ଶ୍ରୀମତୀ ମନସ୍ମିତା ଜେନା,ସଂଘର ସା.ସମ୍ପାଦକ ଆୟୁଷ୍ମାନ ଚୌଧୁରୀ ସାକ୍ଷାତକରି ସାଧାରଣ ବିଦ୍ୟାଳୟରେ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି ବିଷୟରେ ଆଲୋଚନା କରିବା ସହ ସଂଘର ସାମୁହିକ ସ୍ବାର୍ଥ ସମ୍ବଳିତ ଦାବିପତ୍ର ପ୍ରଦାନ କରିଥିଲେ।

ଆଜି ରାଜ୍ୟ କାର୍ଯ୍ୟାଳୟ ସଂଘର ରାଜ୍ୟ ସ୍ତରୀୟ ସାଂଗଠନିକ ବୈଠକ ଅନୁଷ୍ଠିତ ହୋଇଥିଲା।ଏହି ବୈଠକରେ ସଂଘର ସାଂଗଠନିକ ସ୍ଥିତି, ଆଗାମୀ କାର୍ଯ୍ୟପନ୍ଥା ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚ଼ନା ହୋଇଥିଲା। #fightsforDivyang #osefdodisha CMO Odisha Mohan Charan Majhi SuramaPadhy Nityananda Gond Dr. Mukesh Mahaling ChiefSecyOdisha

ଆଜି ରାଜ୍ୟ କାର୍ଯ୍ୟାଳୟ ସଂଘର ରାଜ୍ୟ ସ୍ତରୀୟ ସାଂଗଠନିକ ବୈଠକ ଅନୁଷ୍ଠିତ ହୋଇଥିଲା।ଏହି ବୈଠକରେ ସଂଘର ସାଂଗଠନିକ ସ୍ଥିତି, ଆଗାମୀ କାର୍ଯ୍ୟପନ୍ଥା ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚ଼ନା ହୋଇଥିଲା।
#fightsforDivyang
#osefdodisha

CMO Odisha Mohan Charan Majhi SuramaPadhy Nityananda Gond Dr. Mukesh Mahaling ChiefSecyOdisha
OSEFD (@osefd123) 's Twitter Profile Photo

ଆଜି ପୁରୀ ଜିଲ୍ଲା ସଂଘର ସାଂଗଠନିକ ବୈଠକ କଣାସ ଠାରେ ଅନୁଷ୍ଠିତ ହୋଇଯାଇଛି।ଏହି ବୈଠକରେ ରାଜ୍ୟ ସଭାପତି ସୂର୍ଯ୍ୟକାନ୍ତ ବେହେରା, କୋଷାଧ୍ୟକ୍ଷ ଅଭିଷେକ ଆଚ଼ାର୍ଯ୍ୟ,ଜିଲ୍ଲା ସମ୍ପାଦକ ସତ୍ୟପ୍ରିୟ ରାଉତରାୟ,ଉପସଭାପତି ସୁଶାନ୍ତ କୁମାର ମଲ୍ଲିକ ଉପସ୍ଥିତ ରହି ସଂଘର ସାଂଗଠନିକ ସ୍ଥିତି, ଆଗାମୀ କାର୍ଯ୍ୟପନ୍ଥା ସମ୍ପର୍କରେ ଆଲୋଚନା ହୋଇଥିଲା।

ମାନ୍ୟବର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ ମହୋଦୟଙ୍କ ଶୁଭ ଜନ୍ମଦିନ ଅବସରରେ ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ। ଆପଣଙ୍କର ଉତ୍ତମ ସ୍ୱାସ୍ଥ୍ୟ ଓ ଦୀର୍ଘାୟୁ କାମନା କରି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛୁ। Nityananda Gond

ମାନ୍ୟବର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ ମହୋଦୟଙ୍କ ଶୁଭ ଜନ୍ମଦିନ ଅବସରରେ ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ।
ଆପଣଙ୍କର ଉତ୍ତମ ସ୍ୱାସ୍ଥ୍ୟ ଓ ଦୀର୍ଘାୟୁ କାମନା କରି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛୁ।
Nityananda Gond