Odisha One - ଓଡିଶା ୱାନ୍ (@odishaoneportal) 's Twitter Profile
Odisha One - ଓଡିଶା ୱାନ୍

@odishaoneportal

Citizen user can login to the site through the Login Panel in odishaone.gov.in. he will get the respective Home Page to avail various services. @Follow B

ID: 1437427129516388352

linkhttps://www.odishaone.gov.in/citizen/auth/login calendar_today13-09-2021 14:46:23

230 Tweet

1,1K Followers

486 Following

E&IT Department Odisha (@eit_odisha) 's Twitter Profile Photo

ଗଣପର୍ବ ନୂଆଁଖାଇ ଉପଲକ୍ଷେ ଓଡିଶାବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। ଏହି ଅବସରରେ ମା' ସମଲେଇଙ୍କ ନିକଟରେ ସମସ୍ତଙ୍କ ସୁଖ, ଶାନ୍ତି ଓ ସମୃଦ୍ଧି କାମନା କରୁଅଛୁ। #NuakhaiJuhar #NuakhaiCelebration

ଗଣପର୍ବ ନୂଆଁଖାଇ ଉପଲକ୍ଷେ ଓଡିଶାବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। ଏହି ଅବସରରେ ମା' ସମଲେଇଙ୍କ ନିକଟରେ ସମସ୍ତଙ୍କ ସୁଖ, ଶାନ୍ତି ଓ ସମୃଦ୍ଧି କାମନା କରୁଅଛୁ।
#NuakhaiJuhar #NuakhaiCelebration
କୃଷି ବିଭାଗ, ଓଡ଼ିଶା (@krushibibhag) 's Twitter Profile Photo

ଆଜି, ପବିତ୍ର ନୂଆଁଖାଇ ଅବସରରେ ଆରମ୍ଭ ହେଉଛି ସିଏମ୍ କିଷାନ ଯୋଜନା। ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ Mohan Charan Majhi ଙ୍କ ଦ୍ୱାରା ସିଏମ୍ କିଷାନ ପୋର୍ଟାଲ୍ , ପିଏମ୍ କିଷାନ ଯୋଜନାର ସ୍ୱତନ୍ତ୍ର ଅଭିଯାନ ଏବଂ କୃଷକ ଓଡ଼ିଶା ୟୁନିଫାଏଡ୍ ପୋର୍ଟାଲ୍ ର ଉନ୍ମୋଚନ ହେବାକୁ ଯାଉଛି। Arabinda K Padhee Prem chaudhary

ଆଜି, ପବିତ୍ର ନୂଆଁଖାଇ ଅବସରରେ ଆରମ୍ଭ ହେଉଛି ସିଏମ୍ କିଷାନ ଯୋଜନା। ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ Mohan Charan Majhi ଙ୍କ ଦ୍ୱାରା ସିଏମ୍ କିଷାନ ପୋର୍ଟାଲ୍ , ପିଏମ୍ କିଷାନ ଯୋଜନାର ସ୍ୱତନ୍ତ୍ର ଅଭିଯାନ ଏବଂ କୃଷକ ଓଡ଼ିଶା ୟୁନିଫାଏଡ୍ ପୋର୍ଟାଲ୍ ର ଉନ୍ମୋଚନ ହେବାକୁ ଯାଉଛି।

Arabinda K Padhee Prem chaudhary
Odisha One - ଓଡିଶା ୱାନ୍ (@odishaoneportal) 's Twitter Profile Photo

In a major boost to #healthcare, the Union Cabinet chaired by Hon'ble Prime Minister Shri Narendra Modi approved #health coverage for all senior citizens aged 70 and above irrespective of income under the flagship scheme, Ayushman Bharat Pradhan Mantri Jan Arogya Yojana (AB

ଗାନ୍ଧିଜୀଙ୍କ ଅଦର୍ଶ ଅଜି ସତ୍ୟ, ଅହିଂସା ଓ ଶାନ୍ତିର ବାର୍ତା ପ୍ରେଣିତ କରୁଛି ଏହି ପବିତ୍ର ଦିନରେ ଓଡ଼ିଶା ବାସୀଙ୍କୁ ଶୁଭେଛା ଓ ଶୁଭକାମନା #odishaone #mosebakendra #Gandhijayanti2024

ଗାନ୍ଧିଜୀଙ୍କ ଅଦର୍ଶ ଅଜି ସତ୍ୟ, ଅହିଂସା ଓ ଶାନ୍ତିର ବାର୍ତା ପ୍ରେଣିତ କରୁଛି ଏହି ପବିତ୍ର ଦିନରେ ଓଡ଼ିଶା ବାସୀଙ୍କୁ ଶୁଭେଛା ଓ ଶୁଭକାମନା
#odishaone
#mosebakendra
#Gandhijayanti2024
State Transport Authority, Odisha (@staodisha) 's Twitter Profile Photo

ମୋଟର ଯାନ ଟିକସ ବକେୟା ଅଛି କି? ତେବେ ବାଣିଜ୍ୟ ଓ ପରିବହନ ବିଭାଗ । Commerce & Transport ପକ୍ଷରୁ ଚାଲିଥିବା One Time Settlement of Arrear Motor Vehicle Tax/Addl. Tax & Penalty ଯୋଜନାର ଲାଭ ଉଠାନ୍ତୁ । ରାଜ୍ୟ ପରିବହନ ପ୍ରାଧିକରଣ ପକ୍ଷରୁ ଆପଣଙ୍କୁ ମହାନବମୀର ହାର୍ଦ୍ଦିକ ଶୁଭେଚ୍ଛା । CMO Odisha I & PR Department, Odisha MORTHINDIA #OTSMotorVehicleTax #Odisha

ମୋଟର ଯାନ ଟିକସ ବକେୟା ଅଛି କି?
ତେବେ ବାଣିଜ୍ୟ ଓ ପରିବହନ ବିଭାଗ । Commerce & Transport ପକ୍ଷରୁ ଚାଲିଥିବା One Time Settlement of Arrear Motor Vehicle Tax/Addl. Tax & Penalty ଯୋଜନାର ଲାଭ ଉଠାନ୍ତୁ ।
ରାଜ୍ୟ ପରିବହନ ପ୍ରାଧିକରଣ ପକ୍ଷରୁ ଆପଣଙ୍କୁ ମହାନବମୀର ହାର୍ଦ୍ଦିକ ଶୁଭେଚ୍ଛା ।
CMO Odisha I & PR Department, Odisha MORTHINDIA
#OTSMotorVehicleTax #Odisha
Odisha One - ଓଡିଶା ୱାନ୍ (@odishaoneportal) 's Twitter Profile Photo

Sending you warm wishes on this festive occasion. May you find peace and joy in every moment. Happy Dussehra! #HappyDasara #odishaone #CMO Odisha One - ଓଡିଶା ୱାନ୍ Electronics & Information Technology Department, Government of Odisha Mo Seba Kendra ମୋ ସେବା କେନ୍ଦ୍ର ଓଡ଼ିଶା

Sending you warm wishes on this festive occasion. May you find peace and joy in every moment. Happy Dussehra!
#HappyDasara
#odishaone
#CMO
Odisha One - ଓଡିଶା ୱାନ୍
Electronics & Information Technology Department, Government of Odisha
Mo Seba Kendra ମୋ ସେବା କେନ୍ଦ୍ର  ଓଡ଼ିଶା
E&IT Department Odisha (@eit_odisha) 's Twitter Profile Photo

ବାତ୍ୟା 'ଦାନା' କୁ ଆଖି ଆଗରେ ରଖି ମାନ୍ୟବର ଇଲୋକ୍ଟ୍ରୋନିକସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଡ଼ଃ ମୁକେଶ ମହାଲିଙ୍ଗ ଭାରତ ସରକାରଙ୍କ ଦୂରସଂଚାର ବିଭାଗର ବରିଷ୍ଠ ଅଧିକାରୀ ଓ ଟେଲିକମ କମ୍ପାନୀ ଗୁଡିକ ସହ ଆଲୋଚନା କରି ରେଡ ଜୋନରେ ଥିବା ୭ଟି ଜିଲ୍ଲାରେ ଇଣ୍ଟ୍ରା ସର୍କଲ୍ ରୋମିଂ ନେଟୱାର୍କ କାର୍ଯ୍ୟକ୍ଷମ କରାଇଛନ୍ତି #cyclone_Dana

ବାତ୍ୟା 'ଦାନା' କୁ ଆଖି ଆଗରେ ରଖି ମାନ୍ୟବର ଇଲୋକ୍ଟ୍ରୋନିକସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଡ଼ଃ ମୁକେଶ ମହାଲିଙ୍ଗ ଭାରତ ସରକାରଙ୍କ ଦୂରସଂଚାର ବିଭାଗର ବରିଷ୍ଠ ଅଧିକାରୀ ଓ ଟେଲିକମ କମ୍ପାନୀ ଗୁଡିକ ସହ ଆଲୋଚନା କରି ରେଡ ଜୋନରେ ଥିବା ୭ଟି ଜିଲ୍ଲାରେ ଇଣ୍ଟ୍ରା ସର୍କଲ୍ ରୋମିଂ ନେଟୱାର୍କ କାର୍ଯ୍ୟକ୍ଷମ କରାଇଛନ୍ତି
#cyclone_Dana
CMO Odisha (@cmo_odisha) 's Twitter Profile Photo

Hon'ble Deputy CM Smt. Pravati Parida has inaugurated the #Odisha Stand at the World Travel Market, London along with High Commissioner of India to United Kingdom. Odisha aims to showcase its rich cultural diversity and the immense tourism offerings for attracting investments

I & PR Department, Odisha (@ipr_odisha) 's Twitter Profile Photo

ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ପ୍ରାଥମିକ ଶିକ୍ଷାର ଉନ୍ନତିକରଣ ପାଇଁ ବିଭିନ୍ନ ବ୍ୟବସ୍ଥା ସମ୍ପର୍କରେ ସମୀକ୍ଷା କରିଛନ୍ତି। ରାଜ୍ୟରେ ଖୁବ୍ ଶୀଘ୍ର ‘ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା’ର ଶୁଭାରମ୍ଭ କରାଯିବ। ଏହି ଯୋଜନା ଅନୁଯାୟୀ ରାଜ୍ୟର ପ୍ରତ୍ୟେକ ପଞ୍ଚାୟତରେ ଗୋଟିଏ ଲେଖାଏଁ ଅତ୍ୟାଧୁନିକ

ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ପ୍ରାଥମିକ ଶିକ୍ଷାର ଉନ୍ନତିକରଣ ପାଇଁ ବିଭିନ୍ନ ବ୍ୟବସ୍ଥା ସମ୍ପର୍କରେ ସମୀକ୍ଷା କରିଛନ୍ତି। ରାଜ୍ୟରେ ଖୁବ୍ ଶୀଘ୍ର ‘ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା’ର ଶୁଭାରମ୍ଭ କରାଯିବ। ଏହି ଯୋଜନା ଅନୁଯାୟୀ ରାଜ୍ୟର ପ୍ରତ୍ୟେକ ପଞ୍ଚାୟତରେ ଗୋଟିଏ ଲେଖାଏଁ ଅତ୍ୟାଧୁନିକ
E&IT Department Odisha (@eit_odisha) 's Twitter Profile Photo

Explore growth and collaboration at the Investor Summit 2024 in Bengaluru & the Utkarsh Odisha-Make in Odisha Conclave 2025 in Bhubaneswar! #InvestorSummit2024 #MakeInOdisha #GrowthOpportunities #Innovation #Bengaluru #Odisha #IT #ESDM #Collaboration

Explore growth and collaboration at the Investor Summit 2024 in Bengaluru & the Utkarsh Odisha-Make in Odisha Conclave 2025 in Bhubaneswar!

#InvestorSummit2024 #MakeInOdisha #GrowthOpportunities #Innovation #Bengaluru #Odisha #IT #ESDM #Collaboration
E&IT Department Odisha (@eit_odisha) 's Twitter Profile Photo

Principal Secy, Odisha E&IT Dept, Sri Vishal K. Dev attended the TIE Global Summit 2024. Speaking at the Fireside Chat session with Ruchi Bindal, Dept of IT, Govt of Karnataka, Sri Dev said, "Odisha isn't just India’s metals & minerals powerhouse, but also emerging as a tech hub."

Odisha as an emerging market & its business potential was also discussed in the meeting with Takimitsu Saito of Hitachi Instruments, Ramya Raghvendra of Roombr Technologies, Kaip Sridhar, CEO, SFAL, V Veerappan, Co-founder & President of @Tessolve & T S Shankar of Analog Devices

Odisha as an emerging market & its business potential was also discussed in the meeting with Takimitsu Saito of Hitachi Instruments, Ramya Raghvendra of Roombr Technologies, Kaip Sridhar, CEO, SFAL, V Veerappan, Co-founder & President of @Tessolve & T S Shankar of Analog Devices
କୃଷି ବିଭାଗ, ଓଡ଼ିଶା (@krushibibhag) 's Twitter Profile Photo

ଆଉ ମାତ୍ର ୧୫ ଦିନ ! ପି.ଏମ୍ କିଷାନ ସ୍ଵତନ୍ତ୍ର ଅଭିଯାନର ଅବଧି ୩୧.୧୨. ୨୦୨୪ରେ ସରିବାକୁ ଯାଉଛି। ଯେଉଁ ଯୋଗ୍ୟ ଚାଷୀ ଭାଇଭଉଣୀମାନେ ଏ ପର୍ଯ୍ୟନ୍ତ ପଞ୍ଜିକୃତ କରି ନାହାନ୍ତି ସେମାନେ ବିଭାଗ ଦ୍ବାରା ପ୍ରଦତ୍ତ ଲିଙ୍କ୍ ରେ ପଞ୍ଜିକରଣ କରନ୍ତୁ କିମ୍ଵା ନିକଟସ୍ଥ ଜନସେବା କେନ୍ଦ୍ର ସହ ଯୋଗାଯୋଗ କରନ୍ତୁ।Kanak Vardhan Singh Deo (Modiji Ka Parivar) Arabinda K Padhee

ଚାଷୀ ଭାଇଭଉଣୀମାନଙ୍କର ଆର୍ଥିକ ଅଭିବୃଦ୍ଧିକୁ ପ୍ରାଥମିକତା ଦେଉଛନ୍ତି ରାଜ୍ୟ ସରକାର । କ୍ଵିଣ୍ଟାଲ ପ୍ରତି ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୩୦୦ ଟଙ୍କା ଉପରେ ୮୦୦ଟଙ୍କାର ଅତିରିକ୍ତ ଇନପୁଟ୍ ସହାୟତା ପାଇବେ ଚାଷୀ। ଏଥି ସମ୍ପର୍କିତ ଅଧିକ ସୂଚନା ପାଇଁ ଦେୟମୁକ୍ତ ନଂ - ୧୯୬୭ରେ ଯୋଗାଯୋଗ କରନ୍ତୁ । Kanak Vardhan Singh Deo (Modiji Ka Parivar) Arabinda K Padhee

ଚାଷୀ ଭାଇଭଉଣୀମାନଙ୍କର ଆର୍ଥିକ ଅଭିବୃଦ୍ଧିକୁ ପ୍ରାଥମିକତା ଦେଉଛନ୍ତି ରାଜ୍ୟ ସରକାର । କ୍ଵିଣ୍ଟାଲ ପ୍ରତି ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୩୦୦ ଟଙ୍କା ଉପରେ ୮୦୦ଟଙ୍କାର ଅତିରିକ୍ତ ଇନପୁଟ୍ ସହାୟତା ପାଇବେ ଚାଷୀ। ଏଥି ସମ୍ପର୍କିତ ଅଧିକ ସୂଚନା ପାଇଁ ଦେୟମୁକ୍ତ ନଂ - ୧୯୬୭ରେ ଯୋଗାଯୋଗ କରନ୍ତୁ ।
Kanak Vardhan Singh Deo (Modiji Ka Parivar) Arabinda K Padhee
E&IT Department Odisha (@eit_odisha) 's Twitter Profile Photo

E&IT dept's participation reflects its continuous effort to bridge digital divide, promote IT-driven entrepreneurship, and build a brighter future for Odisha through sustainable tech solutions. Stay tuned as we continue to work towards an #AtmanirbharOdisha. #PBD2025

E&IT dept's participation reflects its continuous effort to bridge digital divide, promote IT-driven entrepreneurship, and build a brighter future for Odisha through sustainable tech solutions. Stay tuned as we continue to work towards an #AtmanirbharOdisha.
#PBD2025