ନିହାର ରଞ୍ଜନ ସ୍ବାଇଁ NIHAR RANJAN SWAIN
@nihar330
ଜନ୍ମ ଓ ମୃତ୍ୟୁ ମଧ୍ୟରେ ଏକ ଛୋଟ ବ୍ୟବଧାନ ହେଉଛି ଜୀବନ, ସେଇ ଜୀବନରେ ସର୍ବଦା ନିଜେ ଖୁସି ରହି ଅନ୍ୟମାନଙ୍କୁ ଖୁସି କରିବାକୁ ଚେଷ୍ଟା କରିବା
ID: 2901904964
16-11-2014 17:31:19
1,1K Tweet
1,1K Followers
3,3K Following
ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ଟୁଇଟର ପ୍ରକୋଷ୍ଠ ଖୋଲି ଟୁଇଟର ମାଧ୍ୟମରେ ସରକାର ଓ ପ୍ରଶାସନ ସାଧାରଣ ଜନତାଙ୍କର ଅଭିଯୋଗର ତୁରନ୍ତ ସମାଧାନ କରନ୍ତୁ President of India PMO India Dharmendra Pradhan CMO Odisha Mohan Charan Majhi Suryabanshi Suraj Aprajitasarangi Team ATA Official
ପ୍ରସିଦ୍ଧ ସାକ୍ଷୀଗୋପୀନାଥ ମନ୍ଦିର, ଓଡ଼ିଆ ବିଶ୍ୱବିଦ୍ୟାଳୟ, କୃଷି ବିଜ୍ଞାନ କେନ୍ଦ୍ର, ଗାନ୍ଧି ଗୋପବନ୍ଧୁଙ୍କ କାଦୁଆ ଆଶ୍ରମ ଓ ପଞ୍ଚସଖାଙ୍କ କର୍ମଭୂମି ତଥା ରାଧାକୃଷ୍ଣଙ୍କ ଗୁପ୍ତବୃନ୍ଦାବନ ବକୁଳବନ ଆଦି ଅନେକ ଧାର୍ମିକ, ଐତିହାସିକ, ସାଂସ୍କୃତିକ, ସାମାଜିକ ମହତ୍ତ୍ଵ ବହନ କରୁଥିବା ସାକ୍ଷୀଗୋପାଳ କେବେ ପାଇବ NAC ମାନ୍ୟତା ? CMO Odisha
ଓଡିଶା ସରକାର ତୁରନ୍ତ ସାକ୍ଷୀଗୋପାଳ କୁ NAC ଘୋଷଣା କରିବାକୁ ଜନସାଧାରଣ ରେ ଦାବି ହୋଇଛି l ଟୁଇଟର ବା ଏକ୍ସ ମାଧ୍ୟମ ରେ ସରକାର ଙ୍କୁ ବାରମ୍ବାର ଅବଗତ କରାଯାଇଥିଲେ ମଧ୍ୟ ସାକ୍ଷୀଗୋପାଳ ବିଜ୍ଞାପିତ ପରିଷଦ(NAC) ତାଲିକାରୁ ବାଦ୍ ପଡ଼ିଲା କାହିଁକି ? CMO Odisha Dharmendra Pradhan Sambit Patra Dr. Krushna Chandra Mahapatra Om prakash mishra
We want justice for singer Humane Sagar & also for his Mother. President of India PMO India Narendra Modi Dharmendra Pradhan Sambit Patra Aparajita Sarangi, MP,( Lok Sabha) Bhubaneswar Governor Odisha CMO Odisha Mohan Charan Majhi Ashwini Vaishnaw AOTA Official Tweeter facebook.com/share/v/1BSC5p…
ଜୁଆ ଖେଳ ରୋକିବାକୁ ଆସିଲା ନୂଆ ଆଇନ l ଜୁଆ ଖେଳି ଧରାପଡ଼ିଲେ ଗଣିବାକୁ ହେବ 25 ହଜାର ଟଙ୍କା ରୁ 75 ହଜାର ଟଙ୍କା ପର୍ଯ୍ୟନ୍ତ ମୋଟା ଅଙ୍କ ର ଜୋରିମାନା l ଓଡିଶା ସରକାରଙ୍କୁ ଅଶେଷ ଅଶେଷ ଧନ୍ୟବାଦ ll CMO Odisha Governor Odisha Odisha Police Team ATA Official highlight